Sign in
Sign in
Recover your password.
A password will be e-mailed to you.
ଫେବୃଆରୀରେ ପଡ଼ିଥାଆନ୍ତା ହାତଗଣ୍ଠି, କିନ୍ତୁ ତା’ ପୂର୍ବରୁ ଟଳି ପଡ଼ିଲେ କନଷ୍ଟେବଳ…
ମାଡ଼ି ଆସିଛି ଦୁଃଖର ପାହାଡ଼। କ୍ଷଣିକେ ଚୂରମାର ହୋଇଯାଇଛି ସବୁ ସ୍ୱପ୍ନ। ଯେଉଁ ଘରେ ବାହାଘର ପାଇଁ ପ୍ରସ୍ତୁତି ଚାଲିଥିଲା, ସେଠି ଆଜି ସମସ୍ତେ କାନ୍ଦୁଛନ୍ତି। ବାହାଘର ବଦଳରେ ଶବ ସତ୍କାର ପାଇଁ ଚାଲିଛି ପ୍ରସ୍ତୁତି।
କାରଣ ଫେବୃଆରୀ ମାସରେ ବାହା ହେବାକୁ ଯାଉଥିବା…
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ…
ଭୁବନେଶ୍ବର: ଆସନ୍ତା ଜାନୁଆରୀ ୧୭ ତାରିଖରେ ଓଡ଼ିଶା ସହ ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ଇତିହାସରେ ଯୋଡ଼ିହେବ ସ୍ୱର୍ଣ୍ଣିମ ଫର୍ଦ୍ଦ। ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଲୋକାର୍ପଣ। ଏଥିପାଇଁ ଭବ୍ୟ ଆୟୋଜନ ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏହି…
ରାଉରକେଲାରୁ କୋଲାକତା ଉଡ଼ିବ ବିମାନ
ଭୁବନେଶ୍ବର: ଏଣିକି ରାଉରକେଲାବାସୀଙ୍କ ପାଇଁ ସହଜ ହେବ କୋଲକତା ଯାତ୍ରା । କାରଣ ପ୍ରଥମଥର ପାଇଁ ରାଉରକେଲାରୁ କୋଲକତା ବିମାନ ସେବା ଆଜିଠାରୁ ଆରମ୍ଭ ହୋଇଛି । ଏଥିପାଇଁ ରାଜ୍ୟ ସରକାର ୩୫ଟି ଆସନ ପାଇଁ VGF ବ୍ୟବସ୍ଥା କରିଛନ୍ତି। ଏହା ଦ୍ୱାରା ଯାତ୍ରୀମାନେ ମାତ୍ର ୧…
ବରଗଡ଼ରେ ରାଜ୍ୟପାଳ ରଘୁବର ଦାସ, ଚାଷୀ, ଗ୍ରାମବାସୀ ଓ ବିଦ୍ୟାର୍ଥୀଙ୍କ ସମସ୍ୟା ବିଷୟରେ ପଚାରି ବୁଝିଲେ
ବରଗଡ଼: ବରଗଡ଼ ଜିଲ୍ଲା ଅତାବିରାରେ ଚାଷୀଙ୍କୁ ଭେଟିଛନ୍ତି ରାଜ୍ୟପାଳ ରଘୁବର ଦାସ। ଅତାବିରା ଆରଏମସି ଗେଟ ନିକଟରେ ରାଜ୍ୟପାଳଙ୍କୁ ଭେଟିବା ପାଇଁ କିଛି ଚାଷୀ ପ୍ରଶାସନକୁ ଅନୁରୋଧ କରିଥିଲେ। ହେଲେ ପ୍ରଶାସନ ମନା କରିଦେଇଥିଲା। ତେବେ ରାଜ୍ୟପାଳ ଚାଷୀମାନଙ୍କୁ ଦେଖି ଗାଡ଼ି…
ଯଦି ଭାରତ-ପାକିସ୍ତାନ ଆଲୋଚନା ନ ହୁଏ ତେବେ ଗାଜା, ପାଲେଷ୍ଟାଇନ ପରି ହେବ କଶ୍ମୀରର ଅବସ୍ଥା : ଫାରୁକ୍ ଅବଦୁଲ୍ଲା
ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦର ସମାଧାନ ପାଇଁ ଆଲୋଚନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ୍ ଅବଦୁଲ୍ଲା କହିଛନ୍ତି। ସେ କହିଛନ୍ତି ଯେ ଯଦି ଭାରତ ଓ ପାକିସ୍ତାନ ମଧ୍ୟରେ ଆଲୋଚନା ନହୁଏ ତେବେ ଫଳାଫଳ ଗାଜା ଓ ପାଲେଷ୍ଟାଇନ…
ଭାଇରାଲ ହେଉଛି ସରପଞ୍ଚ ଓ ଇଞ୍ଜିନିୟରଙ୍କ ମଧ୍ୟରେ ଲଢ଼େଇ…
ବଲାଙ୍ଗୀର : ଭାଇରାଲ ହେଉଛି ସରପଞ୍ଚ ଓ ଇଞ୍ଜିନିୟରଙ୍କ ମଧ୍ୟରେ ଲଢ଼େଇ । ଆଜି ଏହି ଖବର ରହିଛି ସବୁଠି ଭାରି ଚର୍ଚ୍ଚାରେ । ପ୍ରଥମେ ଯୁକ୍ତି ତର୍କ ଆଉ ପରେ ଧସ୍ତାଧସ୍ତି । ଯାହାକୁ ଦେଖି ସେଠାରେ ଉପସ୍ଥିତ ଥିବା ଲୋକମାନେ ତୁରନ୍ତ ପକେଟରୁ ନିଜ ମୋବାଇଲ ବାହାର…
୨୮ ବର୍ଷ ପରେ ଧରାପଡ଼ିଲା ହତ୍ୟାକାରୀ
ବ୍ରହ୍ମପୁର : ୨୮ ବର୍ଷ ପରେ ଧରାପଡ଼ିଲା ହତ୍ୟାକାରୀ । ବ୍ରହ୍ମପୁରର ଅଭିଯୁକ୍ତ ହରିହର ପାଟ୍ଟଯୋଶୀକୁ ଗୋଷାଣୀ ନୂଆଗାଁ ଥାନା ପୋଲିସ ସହାୟତାରେ ଗିରଫ କଲା ଚେନ୍ନାଇ ପୋଲିସ । ଅଭିଯୋଗ ଅନୁଯାୟୀ, ବ୍ରହ୍ମପୁରର ହରିହର ପାଟ୍ଟଯୋଶୀ ୧୯୯୫ ମସିହାରେ ଚେନ୍ନାଇରେ ରହୁଥିବା…
ନୂଆ ବର୍ଷରେ ରାଜଧାନୀରେ ରାତି ସାଢେ ୧୨ଟା ଯାଏ ହୋଟେଲ,ବାର୍ ଖୋଲା ରହିବ…
ବାର୍ ଓ ହୋଟେଲ ଗୁଡ଼ିକ ପାଇଁ ନ୍ୟୁ ଇୟର୍ ଗାଇଡ୍ଲାଇନ୍ ଜାରି। ରାତି ୧୨.୩୦ ଯାଏ ହୋଟେଲ୍ ଓ ବାର୍ ଖୋଲିପାରିବେ। ଆଉ ଅଧିକ ସମୟ ପାଇଁ ଖୋଲିବାକୁ ହେଲେ ସ୍ୱତନ୍ତ୍ର ଅନୁମତି ଦରକାର। ଅତ୍ୟଧିକ ମଦ୍ୟପାନ ରୋକିବାକୁ ନଜର ରଖାଯିବ।
ଏଥର ନୂଆ ବର୍ଷରେ ରାଜଧାନିରେ ଅଧିକ…
ବିଜୁ ଜନତାଦଳର ୨୭ତମ ପ୍ରତିଷ୍ଠା ଦିବସ ସମାରୋହ
ଦେବଗଡ,୨୬ା୧୨:‘ଯେଉଁ ସଙ୍କଳ୍ପ ନେଇ ବିଜୁ ଜନତା ଦଳ ଗଠିତ ହୋଇଥିଲା ତାହା ଆଜି କାର୍ଯ୍ୟରେ ରୂପାନ୍ତରିତ ହୋଇଥିବା ଓଡିଶା ବାସୀ ଅନୁଭବ କରୁଛନ୍ତି । ବିଜେଡି ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ପ୍ରସ୍ତୁତ କରି ଗରିବ, ଖଟିଖିଆ, ଦିନ ମଜୁରିଆଙ୍କ ପାଖରେ ପହଂଚି ପାରିଛି’ । ଆଜି ବିଜୁ!-->…
ବଢ଼ିଲା ନୌସେନାର ଶକ୍ତି, ସାମିଲ ହେଲା ଆଇଏନ୍ଏସ୍ ଇମ୍ଫାଲ୍…
ଥରହର ହେବ ଶତ୍ରୁପକ୍ଷ। ସାବାଡ଼ ହେବେ ଚୀନ୍-ପାକିସ୍ତାନ। ଭାରତ ମହାସାଗରେ ବଢ଼ିଲା ନୌସେନାର ଶକ୍ତି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଷ୍ଟିଲଥ ଗାଇଡେଡ ମିଜାଇଲ ବିଧ୍ୱଂସକ ଯୁଦ୍ଧ ଜାହାଜ ଆଇଏନଏସ ଇମ୍ଫାଲ ନୌସେନାରେ ସାମିଲ ହୋଇଛି। ମୁମ୍ବାଇ ସ୍ଥିତ ନୌସେନାର ଡକୟାର୍ଡରେ…