Sign in
Sign in
Recover your password.
A password will be e-mailed to you.
ସାମାଜିକ ଗଣମାଧ୍ୟମରେ ‘ଖୁବ୍ ଶୀଘ୍ର ପୁଲ୍ୱାମା ଆକ୍ରମଣ ଭଳି ଆକ୍ରମଣ’ ପୋଷ୍ଟ୍ କରିଥିବା ଛାତ୍ର ଅଟକ…
ଲକ୍ଷ୍ନୌ: ସାମାଜିକ ଗଣମାଧ୍ୟମରେ ‘ଖୁବ୍ ଶୀଘ୍ର ପୁଲ୍ୱାମା ଆକ୍ରମଣ ଭଳି ଆକ୍ରମଣ’ ପୋଷ୍ଟ୍ କରିଥିବା ଝାଡ଼ଖଣ୍ଡର ଜଣେ ଛାତ୍ରଙ୍କୁ ଆଜି ଉତ୍ତର ପ୍ରଦେଶରେ ଅଟକ ରଖାଯାଇଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି।
ସହାରଣପୁର ‘ଏସ୍ଏସ୍ପି’ ବିପିନ ଟାଡା କହିଛନ୍ତି,…
ଦୁଇଟି ପ୍ରସଙ୍ଗରେ ସିଂହଦ୍ଵାର ଥାନାରେ ଏତଲା ଦେଲା ଜଗନ୍ନାଥ ସେନା…
ପୁରୀ: ଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ଵାର ଥାନାରେ ଏତଲା । ଦୁଇଟି ପ୍ରସଙ୍ଗରେ ସିଂହଦ୍ଵାର ଥାନାରେ ଏତଲା ଦେଇଛି ଜଗନ୍ନାଥ ସେନା । ବିଧର୍ମୀ ଗୋମାଂସ ଭକ୍ଷଣକାରୀ କାମିଆ ଜାନୀଙ୍କ ମହାପ୍ରସାଦ ସେବନ ସହ ପ୍ରଚାରପ୍ରସାର ଓ ଶ୍ରୀମନ୍ଦିର ଭିତରକୁ ପ୍ରବେଶକୁ ବିରୋଧ କରି…
ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ବୟକଟ୍ କଲା ଟିଏମ୍ସି…
ଅଯୋଧ୍ୟା ଯିବେନି ଦିନି। ରାମ ମନ୍ଦିର ଉଦ୍ଘାଟନ କାର୍ଯ୍ୟକ୍ରମରେ ସାମିଲ ହେବେନି ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତାଙ୍କ ଦଳ ତୃଣମୂଳ କଂଗ୍ରେସ ମଧ୍ୟ ଏହି କାର୍ଯ୍ୟକ୍ରମକୁ ବୟକଟ୍ କରିଥିବା ନେଇ ଏକ ସୂତ୍ରୁରୁ ସୂଚନା ମିଳିଛି।
ଆସନ୍ତା ଜାନୁଆରୀ ୨୨…
କନେଷ୍ଟବଳଙ୍କୁ ମାଡ଼ ମାରି ୩ ଗିରଫ…
ସମ୍ବଲପୁର : କନେଷ୍ଟବଳଙ୍କୁ ମାଡ଼ ମାରି ୩ ଗିରଫ । ୩ଜଣଙ୍କୁ ଗିରଫ କଲା ସମ୍ବଲପୁର ଜିଲ୍ଲା ବୁର୍ଲା ପୋଲିସ । ଗତ ୨୫ ତାରିଖରେ ହୀରାକୁଦ ଡ୍ୟାମ ରାସ୍ତାରେ ଡ୍ୟୁଟି କରୁଥିଲେ ଜଣେ କନେଷ୍ଟବଳ। ଏହି ସମୟରେ କିଛି ଯୁବକ ଡ୍ୟାମ ବୁଲିବାକୁ ଆସିଥିଲେ । ସେହିଦିନ ହୀରାକୁଦ…
ଘନ କୁହୁଡି ଯୋଗୁ ୧୧୦ରୁ ଅଧିକ ବିମାନ ଓ ୨୫ ଟ୍ରେନ୍ ପ୍ରଭାବିତ…
ସମଗ୍ର ଉତ୍ତର ଭାରତରେ ଜାରି ରହିଛି ଥଣ୍ଡାର ଥାର୍ଡ ଡିଗ୍ରୀ। ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ି ଲୋକଙ୍କୁ କଲବଲ କରୁଛି। ଦିଲ୍ଲୀ ସମେତ ପୂରା ଏନ୍ସିଆର୍ରେ କୁହୁଡ଼ିର ମୋଟା ଚାଦାର ଢ଼ାଙ୍କି ରହିଛି। ଘନ କୁହୁଡ଼ି ଓ ଧୂଆଁ ଯୋଗୁ ରାସ୍ତା ଘାଟ କୁଆଡେ ବି ସ୍ପଷ୍ଟ ଭାବେ ଦେଖାଯାଉନି।…
ରାଜ୍ୟରେ ଆହୁରି ୩ ଦିନ ଜାରି ରହିବ ଘନ କୁହୁଡ଼ି : ପାଣିପାଗ ବିଭାଗ…
ଭୁବନେଶ୍ବର: କିଛି ଦିନର ବ୍ୟବଧାନ ପରେ ଏବେ ରାଜ୍ୟରେ ଶୀତ ର ପ୍ରକୋପ କମିଥିବା ବେଳେ ରାତ୍ରି ତାପମାତ୍ରା କ୍ରମଃଶ ବୃଦ୍ଧି ପାଇବାରେ ଲାଗିଛି । ଚାରିଆଡେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳୁଛି । ଯେଉଁ କାରଣରୁ ଗତ ୫ ଦିନ ହେବ ଘନ କୁହୁଡ଼ି ପାଇଁ ଯାତାୟତରେ…
ପୁଣି ଫେରିଲା କଟକଣା, ୭ ଦିନ କ୍ୱାରେଣ୍ଟାଇନ୍ରେ ରହିବେ କରୋନା ସଂକ୍ରମିତ
ଦେଶରେ ପୁଣି ଥରେ କଡ଼ ଲେଉଟାଇଛି କରୋନା। ଦିନକୁ ଦିନ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା। କରୋନାର ନୂଆ ଭାରିଏଣ୍ଟ ଜେଏନ୍.୧ ମାମଲା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। କର୍ଣ୍ଣାଟକରେ କରୋନାର ସବ୍ ଭାରିଏଣ୍ଟ ଜେଏନ୍.୧ରେ ଶତାଧିକ ଲୋକେ ସଂକ୍ରମିତ ହୋଇଛନ୍ତି। ଏହାକୁ ନେଇ ଏବେ ସରକାର…
ମା ସମଲେଶ୍ବରୀଙ୍କୁ ‘ପରିକ୍ରମା’ ନିମନ୍ତ୍ରଣ…
ସମ୍ବଲପୁର : ମାଆ ସମଲେଶ୍ବରୀଙ୍କୁ ‘ପରିକ୍ରମା’ ନିମନ୍ତ୍ରଣ । ଶ୍ରୀମନ୍ଦିର ସେବାୟତ ପ୍ରତିନିଧି ଦଳ ସମ୍ବଲପୁର ଯାଇ ସମଲେଶ୍ବରୀଙ୍କୁ ନିମନ୍ତ୍ରଣ କରିଛନ୍ତି । ପ୍ରତିନିଧି ଦଳକୁ ସମ୍ବଲପୁର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା । ଏହାପରେ ଏହି…
ଇନଷ୍ଟାଗ୍ରାମରେ ଯୁବତୀଙ୍କ ଫଟୋ ପୋଷ୍ଟକୁ ନେଇ ଦୁଇ ପକ୍ଷ ମୁହାଁମୁହିଁ; ପୁଲିସ୍ ଉପରକୁ ପଥର ମାଡ଼
ଇନଷ୍ଟାଗ୍ରାମରେ ଜଣେ ଯୁବତୀଙ୍କ ଫଟୋ ପୋଷ୍ଟ କରିବାକୁ ନେଇ ଆରମ୍ଭ ହେଲା ମହାଭାରତ । ପିଟାପିଟି ହେଲେ ଦୁଇ ଗୋଷ୍ଠୀ । ବିବାଦର ସମାଧାନ କରିବାକୁ ଆସି ପୁଲିସ୍ ବି ଆକ୍ରୋଶର ଶିକାର ହେଲା। ପୁଲିସ୍ ଉପରକୁ ଲୋକେ ପଥର ମାଡ଼ କରିବା ସହ ୟୁନିଫର୍ମ ଚିରି ଦେଇଛନ୍ତି। ଏଥିସହ…
ଗଞ୍ଜାମରେ ୨ କୋରୋନା ଆକ୍ରାନ୍ତ ଚିହ୍ନଟ…
ଭୁବନେଶ୍ବର: ପୁଣି ଡରାଇଲାଣି କୋରୋନା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୨ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୫ ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି ।
ନୂଆ…