Sign in
Sign in
Recover your password.
A password will be e-mailed to you.
ପରକିୟା ପ୍ରୀତିରୁ ହତ୍ୟା କାଣ୍ଡ: କଙ୍କାଳ ଓ ପାଉଁଶ ଜବତ ସ୍ତ୍ରୀ ଓ ଭିଣୋଇ ଗିରଫ,ସ୍ୱାମୀ ନିଖୋଜ ଥିବା ଏତଲା ଦେଇଥିଲା…
ଦେବଗଡ,୨୨ା୧୨, :ଗତ ନଭେମ୍ବର ମାସ ୨୭ ତାରିଖରେ ଦେବଗଡ ଜିଲା ଲଇମୁରା ଗ୍ରାମର ଉମାକାନ୍ତ ବାଘ ନିଖୋଜ ଘଟଣାର ପର୍ଦ୍ଦାଫାଶ କରିବାରେ ଲଇମୁରା ଥାନା ପୋଲିସ । ସଫଳ ହୋଇଛି । ତଦନ୍ତ ସମୟରେ ଏହା ଏକ ହତ୍ୟା କାଣ୍ଡ ବୋଲି ଜଣାପଡିବା ପରେ ପୋଲିସ ହତୟାକାରୀ ସ୍ତ୍ରୀ ଆରତୀ ବାଘ ଓ ଭିଣୋଇ!-->!-->!-->…
ବିଷ ଖାଇ ଜୈନେକ ବ୍ୟକ୍ତିଙ୍କ ମୃତ୍ୟୁ…!
କୁଆଁରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅଧୀନରେ ଥିବା ଜୟଡେଗା ପଞ୍ଚାୟତ ସରଣାଟୋଲିର ଜୈନେକ ବ୍ୟକ୍ତିଙ୍କ ବିଷ ଖାଇ ମୃତ୍ୟୁ ଘଟିଥିବା ଜଣାପଡିଛି ! ପ୍ରାପ୍ତ ସୂଚନା ଅନୁଯାୟୀ ଗତ କାଲି ରାତ୍ରରେ କିଛି କଥାକୁ ନେଇ ଘରେ ବଚସା ହେଇଥିଲା ! ସେଇ କଥାକୁ ନେଇ ଆଜି ମାନସିତ!-->!-->!-->…
ଅପପ୍ରଚାରକୁ ନେଇ ଛାତ୍ର ଅସନ୍ତୋଷ : ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ କଠୋର ଦଣ୍ଡ ପାଇଁ ଦାବି
ଆଂଚଳିକ ନିର୍ଦ୍ଦେଶକଙ୍କ ତଦନ୍ତହିଂଜିଳିକାଟୁ : ଉଚ୍ଚ ଶିକ୍ଷା ବିଭାଗର ଏକ ଚିଠିକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ହିଂଜିଳିକାଟୁ ସ୍ୱୟଂ ଶାସିତ ବିଜ୍ଞାନ ମହାବିଦ୍ୟାଳୟ ଠାରେ । ପୁରାତନ ଛାତ୍ର ସଂସଦ ସହ ପୂର୍ବତନ ୭ଜଣ ସଭାପତି, ସମ୍ପାଦକ ଓ ବହୁ ଅଭିଭାବକ ଅପପ୍ରଚାରକାରୀଙ୍କ ବିରୁଦ୍ଧରେ!-->…
ଅଧ୍ୟକ୍ଷାଙ୍କ ଗାଁରେ ଵିଧାୟକଙ୍କ ଗାଡି ଉପରକୁ ଢେଲାମାଡ, କଂଗ୍ରେସର ଥାନା ଘେରାଉରେ ଛଡାଗଲା ନିରୀହ ଯୁବକ
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଳକ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ଦାୟଦ ମାନଙ୍କ ପେଣ୍ଠ ସ୍ଥଳୀ ତଥା ଭାତ ହାଣ୍ଡି କହିଲେ କିଛି ଅତ୍ବ୍ୟକ୍ତି ହେଵ ନାହି। ତାଙ୍କ ସମୟର ଵିକାଶ ଅଞ୍ଚଳ ପାଇଁ ଭୂ ସ୍ଵର୍ଗ ପାଲଟିଥିଲା, ବିଜୁବାବୁଙ୍କର ପଟଶିଷ୍ୟ କହୁଥିବି ସ୍ବର୍ଗତ ନଳିନୀ କାନ୍ତ!-->…
ନାଳ ପାଣିରୁ ହାତୀ ଶାବକର ମୃତଦେହ ଉଦ୍ଧାର
ଦେବଗଡ : ଦେବଗଡ ଜିଲ୍ଲା ରିଆମାଳ ରେଞ୍ଜ ନୂଆଁଡିହି ଫରେଷ୍ଟ ସେକ୍ସନରେ ବୁଧବାର ହାତୀ ଶାବକର ମୃତ ଦେହ ଉଦ୍ଧାର ହୋଇଛି । ରେଙ୍ଗାଲି ଡ୍ୟାମ ନିକଟସ୍ଥ କଂଠିମାଳ ଗ୍ରାମ ନିକଟସ୍ଥ ନାଳ ପାଣିରେ ହାତୀ ଶାବକ ମୃତ ଦେହ ଦେଖିବାକୁ ମିଳିଥିଲା ୩୪ ଟିକିଆ ହାତୀପଲରେ ଥିଲା ମୃତ ହାତୀ ଶାବକ । ହାତୀ!-->…
ଶ୍ରୀମନ୍ଦିରର ପରିକଳ୍ପିତ ପ୍ରକଳ୍ପ କାର୍ଯ୍ୟ ଲୋକାର୍ପିତ ନିମନ୍ତେ ନିମନ୍ତ୍ରଣ…
ଛତ୍ରପୁର : ଜାନୁୟାରୀ ୧୭ ତାରିଖରେ ଓଡିଶାର ଆରାଧ୍ୟ ଠାକୁର ଶ୍ରୀମନ୍ଦିରର ପରିକଳ୍ପିତ ପ୍ରକଳ୍ପ କାର୍ଯ୍ୟ ଲୋକାର୍ପଣ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ପୁରୀ ଠାରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଅଛି । ଏହାର ଭବ୍ୟ ଆୟୋଜନ ସକାଶେ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ଯବସ୍ଥା ଚୂଡାନ୍ତ!-->…
ବ୍ଳକସ୍ତରୀୟ ନୂଆ-ଓ କ୍ରୀଡାତ୍ସୋବ ଉଦଯାପିତ ଓ ପୁରସ୍କାର ବିତରଣ ଉତ୍ସବ
୬ଟି ଗୋଷ୍ଠୀଗତ କ୍ରଡା ପ୍ରତିଯୋଗୀତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ୩୩ଟି ଟିମର କୃତୀ ପ୍ରତିଯୋଗୀଙ୍କୁ ୪.୬୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନହିଞ୍ଜିଳିକାଟୁ : ଗତ ୨୧ ତାରିଖ ଠାରୁ ଆରମ୍ଭ ହୋଇଥିବା ବ୍ଳକସ୍ତରୀୟ ନୂଆ-ଓ କ୍ରୀଡାତ୍ସୋବ ବୁଧବାର ଉଦଯାପିତ ହୋଇଯାଇଛି । ଆୟୋଜିତ!-->…
ସାମ୍ବାଦିକଙ୍କ ମାତୃ ବିୟୋଗ
ଫୁଲବାଣୀ : ଫୁଲବାଣୀ ସହରର ଜଣାଶୁଣା ଆଇନଜୀବୀ ତଥା ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀଙ୍କ ମାତା ପ୍ରମିଳା ରାଣୀ ତ୍ରିପାଠୀଙ୍କ ୭୦ ବର୍ଷ ବୟସରେ ରବିବାର ଦିନ ରାତ୍ର ୨ଟା ୨୭ରେ ଫୁଲବାଣୀ ସଦର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ତାରେ ଦେହାନ୍ତ ହୋଇଯାଇଛି l ତାଙ୍କର ମୃତ୍ଯ ବେଳକୁ!-->…
ନୂଆବର୍ଷରେ ନନ୍ଦନକାନନକୁ ଆସିବେ ଚିତା ଓ ଧଳା ସିଂହ ଶାବକ
ଭୁବନେଶ୍ବର: ନୂଆବର୍ଷରେ ନନ୍ଦନକାନନ ଚିଡ଼ିଆଖାନା ପାଇବ ନୂଆ ଅତିଥି। ନନ୍ଦନକାନନ ଚିଡ଼ିଆଖାନାକୁ ଆସିବେ ଚିତା, ଧଳା ସିଂହ ଶାବକ ଓ ନୂଆ ପକ୍ଷୀ। ଦୁବାଇ ଚିଡ଼ିଆଖାନା ସହ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ ଅଧୀନରେ ଜାନୁଆରୀ ମାସରେ ଏମାନଙ୍କୁ ଅଣାଯିବ। ସେହିପରି ଆଲିପୁର ଜୁ ସହ…
‘ଭାରତ ନ୍ୟାୟ ଯାତ୍ରା’ରେ ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…
ଭୁବନେଶ୍ବର: ‘ଭାରତ ନ୍ୟାୟ ଯାତ୍ରା’ରେ ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏନେଇ କଂଗ୍ରେସ ସାଧାରଣ ସଂପାଦକ କେ.ସି ବେଣୁଗୋପାଳ ସୂଚନା ଦେଇଛନ୍ତି। ତେବେ ଓଡ଼ିଶାର କେଉଁ ସ୍ଥାନକୁ ରାହୁଲ ଆସବେ, ତାହା ସ୍ପଷ୍ଟ ହୋଇନାହିଁ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି…