Sign in
Sign in
Recover your password.
A password will be e-mailed to you.
ରାଜ୍ୟ ବାହାରେ ପ୍ରସିଦ୍ଧ ମନ୍ଦିରକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ନିମନ୍ତ୍ରଣପତ୍ର…
ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ନିମନ୍ତ୍ରଣ ପତ୍ର ବିଭିନ୍ନ ମନ୍ଦିରମାନଙ୍କୁ ପ୍ରେରଣ କରାଯାଉଛି। ଆଜି ତ୍ରିଚିନ୍ନାପଲ୍ଲୀର ଶ୍ରୀରଙ୍ଗନାଥ ସ୍ବାମୀ ମନ୍ଦିର, ବିଶାଖାପାଟଣା ସୀମାଞ୍ଚଳମ ମନ୍ଦିର, ଜଗନ୍ନାଥ ମନ୍ଦିର, ଦିଲ୍ଲୀର ଜଗନ୍ନାଥ ମନ୍ଦିର,…
ଜାନୁଆରି ୬ରେ ଓଡ଼ିଶା ଆସିବେ ନବନିଯୁକ୍ତ କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର…
ଭୁବନେଶ୍ଵର: ଆଜି ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ନାଗପୁର ଠାରେ ଅନୁଷ୍ଠିତ ହେଉଥିବା ୧୩୯ ତମ କଂଗ୍ରେସ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ କ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଯୋଗ ଦେଇଛନ୍ତି। ଏହି ଅବସରରେ ଶ୍ରୀ ପଟ୍ଟନାୟକ ଅଖିଳ ଭାରତ…
୧୭ ଦଫା ଦାବି ନେଇ ଜାନୁଆରି ପହିଲାରୁ ରାଜ୍ୟବ୍ୟାପି ରାସନ୍ ବନ୍ଦ ଆନ୍ଦୋଳନ ଘୋଷଣା
ଜଳେଶ୍ଵର: ଅଲ ଇଣ୍ଡିଆ ଫେୟାର ପ୍ରାଇସ ସପ୍ ଡିଲର୍ସ ଫେଡରେସନ୍ ଓଡ଼ିଶା ଶାଖା ତରଫରୁ ଗୁରୁବାର ଦିନ ନୂଆବଜାରସ୍ଥିତ ଶୋଭା କଲ୍ୟାଣ ମଣ୍ଡପରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଫେଡରେସନ୍ର ରାଜ୍ୟ ସଭାପତି ନଗେନ୍ଦ୍ର ଜେନା…
ପଶ୍ଚିମବଙ୍ଗର ଡିଜିପି ହେଲେ ବିବାଦୀୟ ଆଇପିଏସ୍ ଅଧିକାରୀ ରାଜୀବ କୁମାର, ବିଜେପିର ବିରୋଧ…
କୋଲକାତା: କୋଲକାତାର ପୂର୍ବତନ ପୁଲିସ କମିସନର ତଥା ବରିଷ୍ଠ ଆଇପିଏସ୍ ଅଧିକାରୀ ରାଜୀବ କୁମାରଙ୍କୁ ପଶ୍ଚିମବଙ୍ଗର ନୂଆ ପୁଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ସେ ଗୁରୁବାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ବର୍ତ୍ତମାନର ଡିଜି ମନୋଜ ମାଲବ୍ୟଙ୍କ ସ୍ଥାନରେ…
ଅଯୋଧ୍ୟାର ୮୪ କୋଶ ପରିକ୍ରମା ମାର୍ଗରେ ମଦ ବିକ୍ରି ହେବ ନାହିଁ, ୨୫୦ କିମି ଭିତରେ ରହିବନି ମଦ ଦୋକାନ…
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଜାନୁଆରି ୨୨ ତାରିଖରେ ହେବାକୁ ସ୍ଥିର ହୋଇଛି। ଏହି ଦିନ ପାଇଁ ସମଗ୍ର ଅଯୋଧ୍ୟାରେ କାର୍ଯ୍ୟ ଚାଲିଛି। ଏହି କାରଣରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଘୋଷଣା କରିଛନ୍ତି ଯେ…
୧୫ ଘଣ୍ଟାରୁ ଅଧିକ ବିଳମ୍ବରେ ଗନ୍ତବ୍ୟସ୍ଥଳରେ ପହଞ୍ଚିଲା ଏକାଧିକ ବନ୍ଦେ ଭାରତ ଟ୍ରେନ…
ନୂଆଦିଲ୍ଲୀ: ପଞ୍ଜାବ, ହରିୟାଣା, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ପ୍ରବଳ ଥଣ୍ଡା ଅନୁଭୂତ ହେବା ସହିତ ଘନ କୁହୁଡି ଦେଖାଯାଉଛି। କୁହୁଡ଼ି ଯୋଗୁଁ ରାସ୍ତାରେ ଦୁର୍ଘଟଣା ବୃଦ୍ଧି ପାଇଥିବାବେଳେ ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଛି। କମ୍ ଦୃଶ୍ୟମାନତା କାରଣରୁ ଦିଲ୍ଲୀକୁ…
ସନାତନ ଧର୍ମକୁ ଅପମାନିତ କରିଥିବାରୁ ରଣବୀର କପୁରଙ୍କ ନାଁ’ରେ ଥାନାରେ ଅଭିଯୋଗ…
ମୁମ୍ବାଇ: ସନାତନ ଧର୍ମ ଓ ଧାର୍ମିକ ଭାବାବେଗକୁ ଆଘାତ ଦେଇଥିବା କାରଣରୁ ବଲିଉଡ୍ ଅଭିନେତା ରଣବୀର କପୁର ଓ ତାଙ୍କ ପରିବାରର ସଦସ୍ୟମାନଙ୍କ ନାଁରେ ମୁମ୍ବାଇର ଘାଟକୋପର୍ ଥାନାରେ ଦୁଇଜଣ ଓକିଲ ଅଭିଯୋଗ ଫାଇଲ୍ କରିଛନ୍ତି।
ସେମାନଙ୍କ ଅଭିଯୋଗ ‘ବଡ଼ଦିନ ପାଳନ’ ବେଳେ…
ବଢୁଛି କରୋନା : ଗତ ୨୪ ଘଣ୍ଟାରେ ୬ ମୃତ
ନୂଆଦିଲ୍ଲୀ : ଦେଶରେ ପୁଣିଥରେ ବଢ଼ି ଚାଲିଛି କରୋନା ମାମଲା। ନୂଆ ଭାରିଏଣ୍ଟ ଆସିବା ପରେ ସଂକ୍ରମିତ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ପୁଣି ନେଉଛି କରୋନା। ଏହି ମହାମାରୀରେ ଆକ୍ରାନ୍ତ ହୋଇ ଦେଶରେ ଦିନକରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଗତ ୨୪…
ମାତ୍ର କେତେ ମିନିଟ୍ ବ୍ୟବଧାନରେ ଦୁଇ ଦୁଇଟି ବଡ଼ଧରଣର ଭୂକମ୍ପ : ସୁନାମୀ ସମ୍ଭାବନା
ଟୋକିଓ : ମାତ୍ର କିଛି ମିନିଟ ବ୍ୟବଧାନରେ ଦୁଇ ଦୁଇଟି ବଡ଼ଧରଣର ଭୂକମ୍ପ ଝଟକାରେ ଥରିଛି ଜାପାନ ଉପକୂଳ। ପ୍ରଥମେ ସ୍ଥାନୀୟ ସମୟ ଅପରାହ୍ନ ୨.୪୫ ଓ ପରେ ୩.୦୭ ମିନିଟରେ ଲୋକମାନେ ଝଟକା ଅନୁଭବ କରିଛନ୍ତି। ୟୁଏସଜିଏସ୍ର ସୂଚନା ଅନୁସାରେ, ପ୍ରଥମ ଭୂକମ୍ପ ଝଟକାର ତୀବ୍ରତା…
ଫୁଡ୍ ଡେଲିଭରୀ କମ୍ପାନୀ ଜୋମାଟାକୁ ୪୦୧.୭କାଟିର ଟ୍ୟାକ୍ସ ନୋଟିସ…
ନୂଆଦିଲ୍ଲୀ : ଅଡୁଆରେ ଅନ୍ଲାଇନ୍ ଫୁଡ୍ ଡେଲିଭରୀ କମ୍ପାନୀ ଜୋମାଟା। ସେ ଟ୍ୟାକ୍ସ ଫାଙ୍କୁ ଥିବା ନେଇ ହୋଇଛି ଅଭିଯୋଗ। ଜୋମାଟୋକୁ ୪୦୧.୭ କୋଟି ଟଙ୍କାର ମିଳିଛି ଟ୍ୟାକ୍ସ ନୋଟିସ।
ଜିଏସ୍ଟି ଇଣ୍ଟେଲିଜେନ୍ସ ଡାଇରେକ୍ଟୋରେଟ ଜେନେରାଲ (ଡିଜିଜିଆଇ) ଜୋମାଟୋ ଏବଂ…