Sign in
Sign in
Recover your password.
A password will be e-mailed to you.
ଗୁପ୍ତି ପ୍ରାଥମିକ ଚିକିତ୍ସାଳୟକୁ ନୂତନ 108 ଆମ୍ବୁଲାନ୍ସକୁ ସ୍ବାଗତ…
ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଗୁପ୍ତି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ସରକାରଙ୍କ ପକ୍ଷରୁ ଏକ ନୂତନ 108 ଆମ୍ବୁଲାନ୍ସ ସେବା ରୋଗୀଙ୍କ କଲ୍ୟାଣ ନିମନ୍ତେ ଯୋଗାଇ ଦିଆ ଯାଇଛି। କିପରି ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ଗୁରୁତ୍ୱର ରୋଗୀମାନେ ସଠିକ୍ ଭାବେ!-->…
ଫାଣ୍ଡି ସମ୍ମୁଖରେ ହେଲମେଟ ଯାଞ୍ଚ, ଫାଇଁ ଆଦାୟ !
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅର୍ନ୍ତଗତ କୁଆଁରମୁଣ୍ଡା ଫାଣ୍ଡି ସମ୍ମୁଖରେ ହେଲମେଟ ଯାଞ୍ଚ ସହ ଅନ୍ୟାନ୍ୟ କାଗଜ ପତ୍ର ଯାଞ୍ଚ ମଧ୍ୟ କରିଥିଲା କୁଆଁରମୁଣ୍ଡା ଫାଣ୍ଡି ପୋଲିସ | ଏହି ଯାଞ୍ଚ ଦ୍ୱିପ୍ରହର ୧୨ ଟା ରୁ ଆରମ୍ଭ ହୋଇ ୧ ପାଖାପାଖି ସମ୍ପୂର୍ଣ୍ଣ ହୋଇଥିଲା |!-->…
ଅଗ୍ନିବିପନ୍ନ ପରିବାରକୁ ରେଡକ୍ରସ୍ ପାଣ୍ଠିରୁ ସହାୟତା ଯୋଗାଇଲା ପ୍ରଶାସନ…
ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ସାତଭାୟା ଗ୍ରାମ ପଞ୍ଚାୟତର ଥଇଥାନ ହରିଜନ ସାହିର ଗୁଲୁରୀ ମଲିକ ସ୍ୱାମୀ ବୁଦ୍ଧିରାମ ମଲିକଙ୍କ ଘର 22ତାରିଖରେ ଭୟାବହ ଅଗ୍ନିକାଣ୍ଡଘଟି ଘର ସମେତ ସମସ୍ତ ଘରୋଇ ସାମଗ୍ରୀ ଜଳି ପୋଡି ପାଉଁଶ ହୋଇ ଯାଇଥିଲା। ଏହି ଖବର ପାଇ ରାଜନଗର!-->…
ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ନେଇ ନିମନ୍ତ୍ରଣ…
ମାଲକାନଗିରି : ରାଜ୍ୟ ସରକାରଙ୍କ ମହତ୍ତ୍ଵକାଂକ୍ଷୀ ଯୋଜନା ଆଧାରରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୨୦୨୪ ମସିହା ଜାନୁୟାରୀ ୧୭ ତାରିଖରେ ଏହି ପ୍ରକଳ୍ପ ର ଲୋକାର୍ପଣ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ କରକମଳରେ ପୁରୀ ଠାରେ ଅନୁଷ୍ଠିତ ହେବ।ଏହାର!-->…
ପୌରାଞ୍ଚଳ ନୂଆ – ଓ କ୍ରୀଡା ଉତ୍ସବ ଉଦଯାପିତ…
ହିଞ୍ଜିଳିକାଟୁ : ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ୨୧ ତାରିଖ ଠାରୁ ଆରମ୍ଭ ହୋଇଥିବା ନୂଆ -ଓ କ୍ରୀଡା ପ୍ରତିଯୋଗିତା ଗୁରୁବାର ଉଦଯାପିତ ହୋଇଯାଇଛି। ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କ ତତ୍ତ୍ଵାବଧାନରେ ହିଞ୍ଜିଳିକାଟୁ ପୌରାଞ୍ଚଳ ମିନି!-->…
ତେରତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ : ରାସାୟନିକ ସାର ବିନା କୃଷି କର୍ମ ଉପରେ ଗୁରୁତ୍ବ
ଛତ୍ରପୁର : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ତେର ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । କୃଷି ବିଜ୍ଞାନ କେନ୍ଦ୍ର, ଗଞ୍ଜାମ-୨ ରେ ଅନୁଷ୍ଠିତ ଏହି ଉପଦେଷ୍ଟା ମଣ୍ଡଳୀ ବୈଠକରେ ଓଡିଶା କୃଷି ଓ ବୈଷୟିକ ବିଶ୍ବ ବିଦ୍ଯାଳୟ!-->…
ସାମ୍ବାଦିକ ଜ୍ୟୋତି ରଂଜନ ଦାସଙ୍କ ପତ୍ନୀ ବିୟୋଗ…
ବ୍ରହ୍ମପୁର : ସାମ୍ବାଦିକ ଜ୍ୟୋତି ରଂଜନ ଦାସ ଙ୍କ ପତ୍ନୀ ତଥା ସାମ୍ବାଦିକ ସୁନିଲ ପଟ୍ଟନାୟକ ଙ୍କ ଭଉଣୀ ଭାରତୀ ପଟ୍ଟନାୟକ ଙ୍କ ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୫ବର୍ଷ ବୟସ ହୋଇଥିଲା । ଅସୁସ୍ଥତା କାରଣରୁ ସେ ଦିର୍ଘ ସମୟ ଧରି ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସିତ ହୋଇ!-->…
ଅଂଶୁପା ଡାକବଙ୍ଗଳାରେ ରାଜ୍ୟପାଳ ରଘୁବର ଦାସଙ୍କ ଦରବାର
ବାଙ୍କୀ : ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ବାଙ୍କୀ ବ୍ଲକ ଅନ୍ତର୍ଗତ ସରଣ୍ଡା ଅଂଶୁପା ପୂର୍ତ୍ତ ଡାକବଙ୍ଗଳାରେ ଗୁରୁବାର ଏକ ବୈଠକ କରିଛନ୍ତି। ଏହି ବୈଠକରେ ରାଜ୍ୟପାଳ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନଙ୍କ ସହିତ ଆଲୋଚନା କରି ସେମାନଙ୍କର ସମସ୍ୟା ବୁଝିବା ସହିତ…
ପୁଲିସ୍ ଏନ୍କାଉଣ୍ଟରରେ କୁଖ୍ୟାତ ଅପରାଧୀ ଆହତ…
ପୁରୀ: କୁଖ୍ୟାତ ଅପରାଧୀ କାଳୁ ଭୋଳକୁ ପୁରୀ ପୁଲିସ୍ ଏନ୍କାଉଣ୍ଟର କରିଛି। ଗୁଳିମାଡ଼ରେ କାଳୁ ଆହତ ହୋଇଛି। ତାକୁ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପୁଲିସ କହିଛି ଯେ, ଆଜି ସତ୍ୟବାଦୀ ଥାନା ଅଧୀନ ସୁଆଣ୍ଡୋ ଗ୍ରାମ ନିକଟ ସାଗର ସ୍ନାନ ମେଳଣ…
ନକଲି ସାର୍ଟିଫିକେଟ ଦେଇ ବନ୍ଧା ହେଲେ ଡାକ୍ତର…
ବ୍ରହ୍ମପୁର : କେତେବେଳେ ଯାନୀ ତ କେତେବେଳେ ଶାସନୀ। ମାଟ୍ରିକ ସାର୍ଟିଫିକେଟରେ ଯାନୀ ତ ବ୍ୟାଙ୍କ ପାସବୁକ୍ରେ ରହିଛି ଶାସନୀ ସଂଜ୍ଞା । ଜାଲ ଆଦିବାସୀ ସାର୍ଟିଫିକେଟ ବଳରେ ଡାକ୍ତରୀ ଚାକିରି କରିଥିବା ଏପରି ଜଣେ ଡାକ୍ତରଙ୍କୁ ବାନ୍ଧିଛି କୋରାପୁଟ ଜିଲ୍ଲା ସେମିଳିଗୁଡ଼ା…