Sign in
Sign in
Recover your password.
A password will be e-mailed to you.
ମୋତେ ନୋବେଲ ପୁରସ୍କାର ମିଳିବା କଥା: କେଜ୍ରିୱାଲ
ନୂଆଦିଲ୍ଲୀ: ବର୍ଦ୍ଧିତ ଜଳ ବିଲର ପେମେଣ୍ଟ ପାଇଁ ଏକକାଳୀନ ଦେୟ ସ୍କିମ୍ ବନ୍ଦ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ବିକ୍ଷୋଭ କରିଛନ୍ତି । ଏହି ଅବସରରେ ସେ ଦଳୀୟ କର୍ମୀମାନଙ୍କୁ ମଧ୍ୟ ସମ୍ବୋଧିତ କରି କହିଛନ୍ତି ଯେ ଦିଲ୍ଲୀରେ ଭୁଲ ଜଳ ବିଲ ଯୋଗୁଁ ପ୍ରାୟ ୧୧ ଲକ୍ଷ!-->…
ବିଜେଡି ଛାଡିଲେ ଦେବାଶିଷ ନାୟକ
ବିଜେଡି ଛାଡିଲେ ଦେବାଶିଷ ନାୟକ । ବରିର ପୂର୍ବତନ ବିଧାୟକ ଦେବାଶିଷ ନାୟକ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ଏନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖରୁ ପଠାଇଛନ୍ତି ଇସ୍ତଫାପତ୍ର । ୨୦୧୯ରେ ବିଜେଡି ତାଙ୍କୁ ପ୍ରାର୍ଥୀ କରି!-->…
ଜନ୍ମମାଟିରେ ଜମ୍ମୁ କାଶ୍ମୀରର ଓଡ଼ିଆ ପୁଲିସ୍ ଡିଜି
ଭୁବନେଶ୍ୱର: ରାଉରକେଲାରେ ଜମ୍ମୁ କାଶ୍ମୀରର ପୁଲିସ୍ ଡିଜି ରଶ୍ମୀରଞ୍ଜନ ସ୍ୱାଇଁ। ସେ ପ୍ରଥମ ଓଡ଼ିଆ ଭାବେ ଜମ୍ମୁ କାଶ୍ମୀରର ଡିଜି ବନିଛନ୍ତି । ତାଙ୍କ ଘର ରାଉରକେଲାର ସିଭିଲ୍ ଟାଉନ ସିଟିରେ । ଡିଜି ହେବା ପରେ ସେ ପ୍ରଥମଥର ପାଇଁ ଜନ୍ମମାଟି ରାଉରକେଲାକୁ ଆସିଛନ୍ତି । ସେ ଜଣେ ଦକ୍ଷ, ସଚ୍ଚୋଟ!-->…
ମଙ୍ଗଳକୁ ହେଲିକପ୍ଟର ପଠାଇବ ଇସ୍ରୋ…
ନୂଆଦିଲ୍ଲୀ: ଭାରତର ପରବର୍ତ୍ତୀ ମଙ୍ଗଳ ମିଶନରେ ହେଲିକପ୍ଟର ସାମିଲ ହେବାର ସମ୍ଭାବନା ରହିଛି। ଏହା ନାସାର ଇନଜେନିଟି ଡ୍ରୋନ ଆଧାରରେ ବିକଶିତ କରାଯିବ। ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) ଏହାକୁ ନେଇ ଏକ ମହତ୍ତ୍ବାକାଂକ୍ଷୀ ପ୍ରକଳ୍ପ ଉପରେ କାର୍ଯ୍ୟ କରୁଛି।ଇସ୍ରୋ ଏକ ଲ୍ୟାଣ୍ଡର!-->…
ଲୋକସଭା ନିର୍ବାଚନ ପାଇଁ ଖୁବଶୀଘ୍ର ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବିଜେପି
ଭୁବନେଶ୍ୱର : ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିସନ ତାରିଖ ଘୋଷଣା କରିବା ପୂର୍ବରୁ ଲୋକସଭା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବ ବିଜେପି । ଆସନ୍ତା ଗୁରୁବାର ଦଳ ପକ୍ଷରୁ ଶହେ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବାର ସମ୍ଭାବନା ରହିଛି । ତାଲିକାରେ!-->…
୬୬୦ କୋଟି ଟଙ୍କାର କ୍ରୀଡା ଭିତ୍ତିଭୂମି ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟ କ୍ରୀଡ଼ା କ୍ଷେତ୍ରରେ ଆଉ ଏକ ଇତିହାସ । ୬୬୦ କୋଟି ଟଙ୍କା କ୍ରୀଡ଼ା ଭିତ୍ତିଭୂମି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ରୀଡ଼ା କ୍ଷେତ୍ରକୁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ବ ଦେଇ ଆସିଥିବା ବେଳେ ଆଜି ଏଥିରେ ଆଉ ଏକ ଅଧ୍ୟାୟ ଯୋଡ଼ି ହୋଇଛି ।
ବିଶ୍ଵର!-->!-->!-->…
୫୫୪ଟି ରେଳ ଷ୍ଟେସନର ହେବ ପୁନଃବିକାଶ, ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର: ଦେଶର ରେଳ ଭିତ୍ତିଭୂମିରେ ବୃହତ୍ତର ପରିବର୍ତ୍ତନ ଆଣିବାକୁ କେନ୍ଦ୍ର ସରକାର ନିରନ୍ତର ଭାବେ ଏ ଦିଗରେ କାର୍ଯ୍ୟ କରିଆସୁଛନ୍ତି। ଏହି କ୍ରମରେ ଐତିହାସିକ ପଦକ୍ଷେପ ସ୍ୱରୂପ ଆସନ୍ତା ୨୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫୫୪ଟି ରେଳ ଷ୍ଟେସନ ଏବଂ ୧୫୦୦ ଆରଓବି/ଆରୟୁବି!-->…
ଏକାମ୍ର କ୍ଷେତ୍ର ପ୍ରକଳ୍ପର ସମୀକ୍ଷା କଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍
ଭୁବନେଶ୍ବର : ଏକାମ୍ର କ୍ଷେତ୍ର ପ୍ରକଳ୍ପର ସମୀକ୍ଷା କଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ସକାଳୁ ସକାଳୁ ଗ୍ରାଉଣ୍ଡରେ ପହଞ୍ଚିଥିଲେ । ଏକାମ୍ର କ୍ଷେତ୍ର ପ୍ରକଳ୍ପ ପରିଦର୍ଶନ କରିଛନ୍ତି । ନୂଆବର୍ଷ ସୁଦ୍ଧା ସରିବ ପ୍ରକଳ୍ପ କାମ । ଏଥିପାଇଁ କାମକୁ ଜୋରସୋରରେ ତ୍ବରାନ୍ବିତ!-->…
ବିଜେପି ଛାଡ଼ି ବିଜେଡିରେ ଯୋଗଦେଲେ ମନୋରଞ୍ଜନ ସେଠୀ
ବେତନଟୀ : ମୟୂରଭଂଜ ଜିଲ୍ଲା ବଡ଼ସାହି ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ ବିଧାୟକ ମନୋରଞ୍ଜନ ସେଠୀ ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି। ମିଶ୍ରଣ କାର୍ଯ୍ୟକ୍ରମରେ ବିଜେଡିର ସହ ପର୍ଯ୍ୟବେକ୍ଷକ ଜନ୍ମେଜୟ ଲେଙ୍କା, ରାଜ୍ୟସଭା ସାଂସଦ ମମତା ମହାନ୍ତ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ!-->…
ଲୋକସେବା ଭବନ ଘେରିବ କଂଗ୍ରେସ
ଭୁବନେଶ୍ୱର:ଲୋକସେବା ଭବନ ଘେରିବ ରାଜ୍ଯ କଂଗ୍ରେସ। ଶାସକ ଦଳର ଦୁର୍ନୀତି ବିରୋଧରେ ଗର୍ଜିିବ କଂଗ୍ରେସ । ରାଜ୍ୟରେ ପାଣି, ଖଣି, ବିଜୁଳି, ସ୍ୱାସ୍ଥ୍ୟ, ଶିକ୍ଷା କ୍ଷେତ୍ରରେ ଦୁର୍ନୀତି ହୋଇଛି ବୋଲି କଂଗ୍ରେସ ଦାବି କରିଛି । ଏଥିରେ ସାଧାରଣ ଲୋକଙ୍କୁ ସାମିଲ ହେବାକୁ ଆହ୍ୱାନ କରିଛନ୍ତି ପିସିସି!-->…