Sign in
Sign in
Recover your password.
A password will be e-mailed to you.
ଦାଉଦ ଇବ୍ରାହିମର ସମ୍ପର୍କୀୟଙ୍କୁ ଗୁଳି ମାଡ଼
ଅଣ୍ଡର ୱାର୍ଲଡ ଡନ୍ ତଥା ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଦାଉଦ ଇବ୍ରାହିମର ଜଣେ ସମ୍ପର୍କୀୟଙ୍କୁ ଗୁଳିମାଡ଼ ହୋଇଛି। ଉତ୍ତର ପ୍ରଦେଶର ଜଲାଲାବାଦ ଠାରେ ୩୫ ବର୍ଷୀୟ ନିହାଲ ଖାନ ଗୁଳି ମାଡ଼ରେ ଗୁରୁତର ଆହତ ହୋଇଛନ୍ତି।
ନିହାଲ ଖାନଙ୍କ ଘର ମୁମ୍ବାଇରେ। ସେ ଏଠାକୁ ତାଙ୍କ ପୁତୁରାଙ୍କ ବାହାଘର!-->!-->!-->…
ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ହତ୍ୟା କଲେ ମାଓବାଦୀ
ମାଲକାନଗିରି: ମାଲକାନଗିରି ଛତିଶଗଡ ସୀମାନ୍ତ ସୁକମା ଜିଲ୍ଲାରେ ପୁଣି ମାଓତାଣ୍ଡବ । ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ମୃତକ ମାନେ ହେଲେ ପାମେଡ ଥାନା ଅନ୍ତର୍ଗତ କାୟର ଦୁଲେଡ ଗ୍ରାମର ସୋଡି ହୁଙ୍ଗା ଓ ମାଡଭି ନନ୍ଦା ।
ଉଭୟ!-->!-->!-->…
ସେକ୍ସ ରାକେଟ୍ ଚଲାଉଥିବା ଅଭିଯୋଗରେ ବିଜେପି ନେତା ଗିରଫ
ପଶ୍ଚିମବଙ୍ଗର ଜଣେ ବିଜେପି ନେତାଙ୍କ ବିରୁଦ୍ଧରେ ଆସିଛି ସଙ୍ଗୀନ ଅଭିଯୋଗ। ସେକ୍ସ ରାକେଟ୍ ଚଲାଉଥିବା ଅଭିଯୋଗରେ ପୁଲିସ ବିଜେପି ନେତା ସବ୍ୟସାଚୀ ଘୋଷଙ୍କୁ ଗିରଫ କରିଛି। ସବ୍ୟସାଚୀ ହାୱଡାରେ ସେକ୍ସ ରାକେଟ୍ ଚଲାଉଥିବା ଅଭିଯୋଗ ହୋଇଛି।
ବିଜେପି ନେତା ଏପରି ସଙ୍ଗୀନ ମାମଲାରେ!-->!-->!-->…
କପି କରି ଧରାପଡ଼ିବାରୁ ଛାତ୍ରଙ୍କ ଆତ୍ମହତ୍ୟା
ବ୍ରହ୍ମପୁର: ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୋଲି ସୂର୍ଯ୍ୟନଗରରେ ରହୁଥିବା ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ନାମ ଦେବାଶିଷ ସେଠୀ(୧୭) ବୋଲି ପୁଲିସ କହିଛି। ବୈଦ୍ୟନାଥପୁର ଥାନା ପୁଲିସ କେସ୍ ନମ୍ବର ୧୦୦/୨୪ରେ ଅପମୃତ୍ୟୁ ମାମଲା ରୁଜୁ କରିଛି। ପରୀକ୍ଷାରେ କପି କରି!-->…
୩୯ତମ ବାର୍ଷିକ ଉତ୍ସବ ସହ ବିଶ୍ଵଶାନ୍ତି ରୁଦ୍ର ମହାଯଜ୍ଞ ଆରମ୍ଭ
ବାଲିଗୁଡା : କନ୍ଧମାଳ ଜିଲ୍ଲାର ଜଳେଶପଟ୍ଟା ସ୍ଥିତ ପ୍ରସିଦ୍ଧ ଜଳେଶ୍ଵର ଶୈବପୀଠ ଶଙ୍କରଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମ ପରିସରରେ ୩୯ତମ ବାର୍ଷିକ ଉତ୍ସବ ସହ ବିଶ୍ଵଶାନ୍ତି ରୁଦ୍ର ମହାଯଜ୍ଞ ଓ ଅଷ୍ଟପ୍ରହରି ନାମଯଜ୍ଞ ଆରମ୍ଭ ହୋଇଯାଇଛି । ଏହା ମାଘ ଶୁକ୍ଳ ତ୍ରୋୟଦୋଶୀ ଠାରୁ ଆରମ୍ଭ ହୋଇ!-->…
ବାଲିଗୁଡ଼ା ଏନ୍ଏସିରେ ହିତାଧିକାରୀଙ୍କୁ ଆବାସ କାର୍ଯ୍ୟାଦେଶ ବଣ୍ଟନ
ବାଲିଗୁଡ଼ା : ସହରାଞ୍ଚଳରେ ସମସ୍ତଙ୍କ ପାଇଁ ଗୃହ ନୀତି ଓଡ଼ିଶା ପକ୍ଷରୁ ଲାଗୁ ହେବା ପରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ସଭାଗୃହ ଠାରେ ହିତାଧିକାରୀଙ୍କୁ ଆବାସ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି । ଏହି ଅବସରରେ ଉପଜିଲ୍ଲାପାଳ ତଥା ଏନ୍ଏସି କାର୍ଯ୍ୟନିର୍ବାହୀ!-->…
ମାର୍ଚ୍ଚ ୧୩ ପରେ ଘୋଷଣା ହୋଇପାରେ ନିର୍ବାଚନ ତାରିଖ
ମାର୍ଚ୍ଚ ୧୩ ପରେ ନିର୍ବାଚନ ଆୟୋଗ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିବାର ସମ୍ଭାବନା ରହିଛି। ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ବାବଦରେ ଜାଣିବା ପାଇଁ ଆୟୋଗ ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି। ଏହି ପ୍ରକ୍ରିୟା ଶେଷ ହେବା ପରେ ତାରିଖ ଘୋଷଣା କରାଯିବ ବୋଲି!-->…
ବିଜେଡ଼ିର ମିଶ୍ରଣ ପର୍ବ : ସାମିଲ୍ ହେଲେ ୧୦୦ ରୁ ଉର୍ଦ୍ଧ୍ଵ ମହିଳା
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ରେ ବିଜେଡ଼ିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ, ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଅଜୟ ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବଂ କୋଟଗଡ଼ ବ୍ଲକ୍ ସାଂସଦ ପ୍ରତିନିଧି ମନୋଜ!-->…
ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡା କଲ୍ୟାଣ ମଣ୍ଡପ, ପରିସରରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ କନ୍ଧମାଳ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କନ୍ଧମାଳ ଜିଲ୍ଲାର ନିର୍ମାଣ ଜିଲ୍ଲାର ନିର୍ମାଣ ଶ୍ରମିକମାନଙ୍କୁ ନେଇ ଏକ ସହାୟତା ରାଶି ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ଫୁଲବାଣୀ ବିଧାୟକ!-->…
ଏନୱାଇକେ ପକ୍ଷରୁ ଭୋଟର ସଚେତନତା କାର୍ଯ୍ୟକ୍ରମ
ଫୁଲବାଣୀ : ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହ ଠାରେ ଭୋଟର ସଚେତନତା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ଯକ୍ରମକୁ ମୁଖ୍ୟ ଅତିଥି ଭାବରେ ବି ଏ ସି ନର୍ସିଂ କଲେଜର ଅଧ୍ୟାପକ ମିତlଞ୍ଜଳି ରଥ ଯୋଗ ଦେଇଥିବା ବେଳେ!-->…