ମାଆ ସୀତା ଅଭିଶାପ ଫେରାଇ ନେଇଛନ୍ତି: ବିକାଶଧାରା ଦେଖି କହିଲେ ଅଯୋଧ୍ୟାର ରାଜା…

ଅଯୋଧ୍ୟା: ମାଆ ସୀତା ତାଙ୍କ ଅଭିଶାପ ଫେରାଇ ନେଇଥିବା ପରି ମନେ ହେଉଛି ବୋଲି ସମ୍ପ୍ରତି ଅଯୋଧ୍ୟାରେ ଚାଲିଥିବା ସାମଗ୍ରିକ ବିକାଶ ଦେଖି ରାଜା ଭାବେ ସୁପରିଚିତ ବିମଳେନ୍ଦ୍ର ମୋହନ ପ୍ରତାପ ମିଶ୍ରା କହିଛନ୍ତି। ସୂଚନାଯୋଗ୍ୟ, ବିମଳେନ୍ଦ୍ର ହେଉଛନ୍ତି ଅଯୋଧ୍ୟାର…

୨୦୨୪ ଲୋକସଭା ନିର୍ବାଚନରେ ବିଜେପି ୪୦୦ରୁ ଅଧିକ ଆସନ ଜିତିବ: କଂଗ୍ରେସ ନେତା ସାମ୍ ପିଟ୍ରୋଡା

ନୂଆଦିଲ୍ଲୀ: କିଛିଦିନ ତଳେ ରାଜସ୍ଥାନ, ତେଲେଙ୍ଗାନା, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଥିଲା | ଆଉ ତେଲେଙ୍ଗାନାକୁ ଛାଡି ଅନ୍ୟ ୩ଟି ରାଜ୍ୟରେ ବିଜେପି ବିଜୟ ହୋଇଥିଲା | ତେବେ ଏହାପରେ କଂଗ୍ରେସ ନେତାମାନେ ଇଭିଏମ ଉପରେ ଦୋଷ ଲଦିଥିଲେ |…

ମୁଁ ନିର୍ବାଚନରେ ଲଢ଼ିବା ଦ୍ୱାରା ହିନ୍ଦୁମାନଙ୍କୁ ସାହସ ମିଳିବ: ସବେରା ପ୍ରକାଶ

ଲାହୋର: ଆସନ୍ତା ବର୍ଷ ଫେବୃଆରୀ ୮ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଆଉ ଏହାକୁ ନେଇ ପଡୋଶୀ ଦେଶରେ ରାଜନୈତିକ ତାତି ବଢିଛି | ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରାର୍ଥୀମାନେ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ସମୟରେ, ଗୋଟିଏ ନାମକୁ ନେଇ…

୨୦୨୪ ନିର୍ବାଚନ ପାଇଁ ମୋଦିଙ୍କୁ ଆଗୁଆ ଶୁଭେଚ୍ଛା ଜଣାଇଲେ ପୁଟିନ…

ନୂଆଦିଲ୍ଲୀ :ଆସନ୍ତା ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଫଳତା କାମନା କରିବା ସହ ଶୁଭେଚ୍ଛା ଜଣାଇଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଏହାସହ ନୂଆଦିଲ୍ଲୀ ଓ ମକ୍ସୋ ମଧ୍ୟରେ ଥିବା ପାରମ୍ପରିକ ଓ ପୁରୁଣା ସମ୍ପର୍କ ସର୍ବଦା ବଜାୟ ରହିବ ବୋଲି ସେ ଆଶା…

କତାରରେ ଫସିଥିବା ୮ ଭାରତୀୟଙ୍କୁ ଆଶ୍ୱସ୍ତି, ମିଳିବନି ଫାଶୀ…

ନୂଆଦିଲ୍ଲୀ : ଗୁଇନ୍ଦାଗିରି ଅପରାଧରେ କତାରରେ ଫସିଥିବା ୮ ପୂର୍ବତନ ନୌସେନା କର୍ମଚାରୀଙ୍କୁ ମିଳିଲା ଆଶ୍ୱସ୍ତି। ଏମାନଙ୍କୁ ଆଉ ଦିଆଯିବନି ଫାଶୀ। କତାରର ଏକ କୋର୍ଟ ଏମାନଙ୍କ ମୃତ୍ୟୁ ଦଣ୍ଡାଦେଶ ଉପରେ ରୋକ ଲଗାଇ ଦେଇଛନ୍ତି।ଅକ୍ଟୋବର ୨୬ରେ କତାରର ଏକ କୋର୍ଟ ଗୁପ୍ତଚର ଅଭିଯୋଗରେ ଏହି ୮

ପାକିସ୍ତାନକୁ ଭାରତର ଦାବି, କହିଲା- ଆମକୁ ଦିଅ ହାଫିଜ ସଇଦ…

ନୂଆଦିଲ୍ଲୀ : ପାକିସ୍ତାନକୁ ଦାବି କଲା ଭାରତ। ମୁମ୍ବାଇ ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଲଶ୍କର-ଇ-ତୋଏବା ପ୍ରତିଷ୍ଠାତା ହାଫିଜ ସଇଦକୁ ଭାରତକୁ ହସ୍ତାନ୍ତର କରିବାକୁ ପାକିସ୍ତାନକୁ ଦାବି କରାଯାଇଛି। ପାକିସ୍ତାନରୁ ହାଫିଜ ସଇଦଙ୍କୁ ପ୍ରତ୍ୟର୍ପଣ ପାଇଁ ଭାରତ ସରକାର…

ସିଟ ଶେୟାରିଂକୁ ନେଇ ଇଣ୍ଡିଆ ମେଣ୍ଟରେ ଫାଟ ! ଉଦ୍ଧବ ମାଗିଲେ ୨୩ ସିଟ, ମନାକଲା କଂଗ୍ରେସ

ନୂଆଦିଲ୍ଲୀ : ବିଜେପି ବିରୋଧରେ ଲଢ଼ିବାକୁ ଅଣ୍ଟା ଭିଡ଼ି ଥିବା ବିରୋଧୀ ମେଣ୍ଟରେ ପୁଣି ଫାଟ ଦେଖିବାକୁ ମିଳିଛି। ଏଥର ସିଟ ଶେୟାରିଂକୁ ନେଇ ଉଦ୍ଧବ ଠାକରେଙ୍କ ଶିବସେନା ଓ କଂଗ୍ରେସ ମଧ୍ୟରେ ମତାନ୍ତର ହୋଇଛି। ଆଗାମୀ ସାଧାରଣ ନିର୍ବାଚନରେ ଉଦ୍ଧବ ସେନା ମହାରାଷ୍ଟ୍ରର ୨୩…

ଗଞ୍ଜାମ ଜିଲ୍ଲାରେ ମରୁଡ଼ିର ପ୍ରତିଧ୍ଵନି..!,ଚଳିତ ବର୍ଷ ଖରିଫ ଧାନ କିଣାରେ ବ୍ୟାପକ ଦୁର୍ନୀତି ହେବାର ଆଶା …

ବ୍ରହ୍ମପୁର: ୨୮-୧୨ ଗଞ୍ଜାମ ଜିଲ୍ଲାରେ ବର୍ଷା ଅଭାବରୁ ଆସିକା,ସାନଖେମୁଣ୍ଡି, ଖଲ୍ଲିକୋଟ, ବୁଗୁଡ଼ା, ଶେରଗଡ଼, ଜଗନ୍ନାଥ ପ୍ରସାଦ,ଦିଗପହଣ୍ଡି, ପୁରୁଷୋତ୍ତମପୁର, ଛତ୍ରପୁର ଆଦି ଜିଲ୍ଲାର ଅଧାରୁ ଅଧିକ ବ୍ଲକରେ ମରୁଡ଼ି ପ୍ରତିଧ୍ଵନି ଦେଖାଦେଇଛି। ଏପରିକି କିଛି ଅଞ୍ଚଳରେ ଲୋକେ ଧାନ ନ କାଟି

ରାଉରକେଲାରେ ଉଦଯାପିତ ହେଲା ‘ନୂଆ-ଓ’ କାର୍ଯ୍ୟକ୍ରମମହାନଗର ନିଗମ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ…

ସୁନ୍ଦରଗଡ/ରାଉରକେଲା,: କ୍ରୀଡ଼ା ମାଧ୍ୟମରେ ସଶକ୍ତ ଯୁବ ଗୋଷ୍ଠୀ ଗଠନ କରିବାକୁ ରାଜ୍ୟ ସରକାରଙ୍କ ତରଫରୁ ସାରା ଓଡ଼ିଶାରେ 'ନୂଆ-ଓ ଯୁବ ଓଡ଼ିଶା ନବୀନ ନବୀନ ଓଡ଼ିଶା ' କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ତୃଣମୂଳସ୍ତରରୁ ଲୁକ୍କାୟିତ କ୍ରୀଡ଼ା ପ୍ରତିଭା ଅନ୍ୱେଷଣ ପାଇଁ ସରକାରଙ୍କ ଏହି

ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ : ନିମନ୍ତ୍ରଣ ପାଇଁ ସୁନ୍ଦରଗଡ଼ ଆସିଲେ ସ୍ବତନ୍ତ୍ର ପ୍ରତିନିଧି…

ସୁନ୍ଦରଗଡ଼,: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଲୋକାର୍ପଣ ଉତ୍ସବ ଆସନ୍ତା ଜାନୁୟାରୀ ମାସରେ ଅନୁଷ୍ଠିତ ହେବ। ଏହି ଶୁଭ ଲୋକାର୍ପଣ ଉତ୍ସବରେ ଯୋଗ ଦେବା ପାଇଁ ସମସ୍ତ ଜିଲ୍ଲା ର ପ୍ରମୁଖ ଧର୍ମସ୍ଥଳୀର ମୁଖ୍ୟ ମାନଙ୍କୁ ଆମନ୍ତ୍ରଣ କରାଯାଉଅଛି।ଏହି ପରିପ୍ରେକ୍ଷୀରେ ଆଜି ସୁନ୍ଦରଗଡ଼