Sign in
Sign in
Recover your password.
A password will be e-mailed to you.
କେନ୍ଦ୍ର ସରକାର ବିକ୍ରି କରିବେ ଚାଉଳ, ମାତ୍ର ୨୫ ଟଙ୍କା କିଲୋ…
ସାଧାରଣ ଲୋକଙ୍କୁ ଶସ୍ତା ଦରରେ ଚାଉଳ ଯୋଗାଇବେ କେନ୍ଦ୍ର ସରକାର। ମାତ୍ର ୨୫ ଟଙ୍କା କିଲୋ ଦରରେ ଚାଉଳ ଉପଲବ୍ଧ ହେବ। ମହଙ୍ଗାମାଡ଼ରୁ ଖାଉଟିଙ୍କୁ ମୁକ୍ତି ଦେବା ପାଇଁ ସରକାର ‘ଭାରତ ବ୍ରାଣ୍ଡ’କୁ ଆଗକୁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହାପୂର୍ବରୁ କେନ୍ଦ୍ର ସରକାର ଦେଶରେ…
ବନ୍ଧା ହେଲେ IDCO ଚିଫ ଜେନେରାଲ ମ୍ୟାନେଜର…
ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ IDCO ଚିଫ ଜେନେରାଲ ମ୍ୟାନେଜର ଗିରଫ ହୋଇଛନ୍ତି । ଗିରଫ ପରେ ସରୋଜ କାନ୍ତ ମହାନ୍ତିଙ୍କୁ କୋର୍ଟ ଚାଲାଣ କରାଯାଇଛି। ତାଙ୍କ ଠାରୁ ୧୦ ପ୍ଲଟ, ଦୁଇ କୋଠା, ୮୭୧ ଗ୍ରାମ ସୁନା, ବ୍ୟାଙ୍କ୍ ଜମା, ଇନସ୍ୟୁ ରାନସ୍…
WFI ପାଇଁ ଗଠନ ହେଲା କାମଚଳା କମିଟି…
କୁସ୍ତି ମହାସଂଘ ପାଇଁ ଗଠନ ହେଲା ଆଡ୍ ହକ୍ କମିଟି ତଥା କାମ ଚଳା କମିଟି। ଭାରତୀୟ ଅଲିମ୍ପିକ ଆସୋସିଏସନ୍ ୩ ଜଣିଆ ସଦସ୍ୟ ବିଶିଷ୍ଟ ଏହି ଆଡ ହକ୍ କମିଟି ଗଠନ କରିଛି। ଭାରତୀୟ କୁସ୍ତି ସଂଘକୁ ନିଲମ୍ବନ କରାଯିବା ପରେ ଏହି କମିଟି ଗଠନ କରାଯାଇଛି।
ଏହି ଆଡ୍ ହକ୍…
କାଲି ରାତିରେ ଘରକୁ ଫେରିନଥିଲେ ଯୁବକ: ଆଜି ବିଲରୁ ମିଳିଲା ମୃତଦେହ…
ଜଳେଶ୍ଵର: ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ଥାନା ଅଧୀନସ୍ଥ ନହରା ପଞ୍ଚାୟତର କଣ୍ଠାଳିଆ ଗାଁ ନିକଟରେ ବିଲ ଭିତରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବକ ଜଣକ ସେହି କଣ୍ଠାଳିଆ ଗ୍ରାମର…
ଦିଲ୍ଲୀରେ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ…
ଦିଲ୍ଲୀରେ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣାର ସିସିଟିଭି ଫୁଟେଜ୍ ଆସିଛି । ଏଥିରେ ଦୁଇଜଣ ସନ୍ଦିଗ୍ଧଙ୍କୁ ଦେଖିବାକୁ ମିଳିଛି । ଚାଣକ୍ୟପୁରୀ ଠାରେ ଇସ୍ରାଏଲ ଦୂତାବାସ ପଛପଟେ ଥିବା ଜାଗାରେ ଗତକାଲି ସନ୍ଧ୍ୟାରେ ବିସ୍ଫୋରଣ ହୋଇଥିଲା । ସଂଧ୍ୟା ପ୍ରାୟ ୫ଟା ୪୫…
୧୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ବରିଷ୍ଠ କିରାଣି ସୁବ୍ରତ କାନୁନଗୋ…
ଯାଜପୁର: ଭିଜିଲାନ୍ସ ଜାଲରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଜିଲ୍ଲା ମଙ୍ଗଳ ବିଭାଗର ବରିଷ୍ଠ କିରାଣି ସୁବ୍ରତ କୁମାର କାନୁନଗୋ। ୧୦ ହଜାର ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍ । ହରିଜନ ଓ ଆଦିବାସୀ ଅନୁକମ୍ପା ରାଶି ବିଲ୍ ପାସ କରାଇଦେବା ନେଉଥିଲେ…
ଏସସିବିରୁ ଡିସଚାର୍ଜ ହେଲେ ସୁଶାନ୍ତ ଧଳସାମନ୍ତ…
କଟକ: କଟକ ଏସସିବିରୁ ଡିସଚାର୍ଜ ହେଲା ହାର୍ଡକୋର ଅପରାଧୀ ସୁଶାନ୍ତ ଧଳସାମନ୍ତ। ଗତ ଶୁକ୍ରବାର ଦିନ ବିଳମ୍ବିତ ରାତିରେ କାର୍ଡିଓଲୋଜି ବିଭାଗରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ବଲାଙ୍ଗୀର ଜେଲରୁ ତାଙ୍କୁ ଅଣାଯାଇଥିଲା। କଡ଼ା ସୁରକ୍ଷା ବଳୟ ଭିତରେ ଚାଲିଥିଲା…
ପୁରୀ ଆସି ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜି…
ପୁରୀ: ପୁରୀ କୁ ଆସି ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ । ଦିନକୁ ଦିନ ଶ୍ରୀମନ୍ଦିରକୁ ପ୍ରବଳ ଭକ୍ତଙ୍କ ଭିଡ ଜମୁଥିବା ବେଳେ ବ୍ୟାରିକେଡ୍ ଭିଡ ଭିତରେ ଅନେକ ଭକ୍ତ ଅଚେତ ହେଇଯାଉଛନ୍ତି । ଆଗକୁ ନୂଆବର୍ଷ ଆସୁଛି ତେଣୁ ଆହୁରି…
ନୂଆ ବର୍ଷ ପାଇଁ ଟ୍ୱିନ ସିଟିରେ ମୁତୟନ ହେବେ ୫୦ ପ୍ଲାଟୁନ ପୋଲିସ…
ଭୁବନେଶ୍ୱର : ନୂଆ ବର୍ଷ ପାଇଁ ଆକ୍ସନ ମୋଡ଼ରେ କମିଶନରେଟ ପୋଲିସ । ନୂଆବର୍ଷ ପାଳନ ସମୟରେ ବିଶୃଙ୍ଖଳ ଆଚରଣ ପ୍ରଦର୍ଶନ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଟ୍ୱିନ ସିଟିର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । କଟକ ଓ ଭୁବନେଶ୍ୱରରେ ୫୦ ପ୍ଲାଟୁନ ପୋଲିସ ମୁତୟନ…
ମୁସଲିମ ଲିଗ୍ (ଜମ୍ମୁ ଓ କଶ୍ମୀର)କୁ ନିଷିଦ୍ଧ କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୁଧବାର ମୁସଲିମ୍ ଲିଗ୍ ଜମ୍ମୁ-କଶ୍ମୀର-ମସାରତ ଆଲାମ୍ ଗୋଷ୍ଠୀ (ଏମ୍ଏଲଜେକେ-ଏମ୍ଏ)କୁ ନିଷିଦ୍ଧ କରିଛନ୍ତି। ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଅଧୀନରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ସଂଗଠନର ସଦସ୍ୟମାନେ ଜମ୍ମୁ-କଶ୍ମୀରରେ…