ଟ୍ରାଫିକ୍‌ ଜାମରୁ ବର୍ତ୍ତିବା ପାଇଁ ନଦୀ ଭିତରେ ଚାଲିଲା ଥାର୍‌

ଆସୁଛି ନୂଆବର୍ଷ। ଆଉ ଦିନ କେଇଟା ପରେ ନୂଆବର୍ଷ ନୂଆ ସୂରୁଜ ଉଁଇବ। ନ୍ୟୁ-ଇୟର୍‌ ସେଲିବ୍ରେସନ୍‌ ପାଇଁ ଏବେ ବିଭିନ୍ନ ପର୍ଯଟନସ୍ଥଳୀ ଗୁଡିକରେ ଭିଡ ଜମିବାରେ ଲାଗିଛି। ହିମାଚଳ ପ୍ରଦେଶକୁ ଛୁଟିଛି ପର୍ଯ୍ୟଟକଙ୍କ ସୁଅ। ଫଳରେ ଗତ ଦୁଇ ଦିନ ହେଲା ଦୀର୍ଘ ଘଣ୍ଟା ଘଣ୍ଟା…

ଭିଜିଲାନ୍ସ ଜାଲରେ ଇଡକୋ ଚିଫ୍ ଜେନେରାଲ ମ୍ୟାନେଜର, ଏକକାଳୀନ ୭ଟି ସ୍ଥାନରେ ଚାଲିଛି ଚଢାଉ

ଭିଜିଲାନ୍ସ ଜାଲରେ ଇଡକୋ ଚିଫ୍ ଜେନେରାଲ ମ୍ୟାନେଜର । ଭୁବନେଶ୍ବର ଇଡକୋ ଚିଫ୍ ମ୍ୟାନେଜର ସରୋଜ କାନ୍ତ ମହାନ୍ତିଙ୍କ ଘରେ ରେଡ୍ । ଏକକାଳୀନ ୭ଟି ସ୍ଥାନରେ ଚାଲିଛି ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରାଯାଉଛି । ଭୁବନେଶ୍ବର ଶୈଳଶ୍ରୀ ବିହାରରେ ଥିବା…

କାର ଉପରେ ଓଲଟି ପଡ଼ିଲା ଟ୍ରକ, ଗୋଟିଏ ପରିବାରର ୪ ମୃତ

ଘନ କୁହୁଡ଼ି ମଧ୍ୟରେ କାର୍‌କୁ ଓଭରଟେକ କରୁଥିବା ଟ୍ରକ ଯୋଗୁ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଓଭରଟେକ ବେଳେ ଲୁହା ଓ ଟିଣ ବୋଝେଇ ଟ୍ରକଟି ଗୋଟିଏ କାର୍‌ ଉପରେ ଓଲଟି ପଡ଼ିଛି। ଏଥିଯୋଗୁ କାର ମଧ୍ୟରେ ଥିବା ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ୨…

ବୁଦ୍ଧେଶ୍ୱରୀ କଲୋନୀରେ ବିରୋଧ ଘଟଣା; କ୍ଷୋଭର ସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା…

ଭୁବନେଶ୍ୱର: ରାଜଧାନୀର ବୁଦ୍ଧେଶ୍ୱରୀ କଲୋନୀ ଦେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ଯାଉଥିବା ବେଳେ କିଛି ଲୋକ ଆସି ତାଙ୍କ କାର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତା ଅବରୋଧ କରିବା ପରେ ଅପରାଜିତା ଷଡ଼ଙ୍ଗୀ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିର ସମ୍ମୁଖୀନ…

ଗର୍ଭବତୀଙ୍କୁ ୩ କିମି କାନ୍ଧରେ ବୋହିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ…

ରାୟଗଡା : ରାୟଗଡାରେ ପୁଣି ଜନନୀ ଯନ୍ତ୍ରଣା । ୩ କିମି ଖାଲ ଖମା, ନଈ ନାଳରେ କାନ୍ଧରେ ବୁହା ହୋଇ ମେଡ଼ିକାଲ ଗଲେ ଗର୍ଭବତୀ । ରାୟଗଡା ଜିଲ୍ଲା ସୀମାନ୍ତ ଲକ୍ଷ୍ମୀପୁର ବ୍ଲକ ପିପଲ ପଦର ପଞ୍ଚାୟତ ଅନ୍ତର୍ଗତ ବାଘମାରି ଗ୍ରାମର ଘଟଣା । ଗର୍ଭବତୀ ମହିଳା ଅଭି…

ଫ୍ରାନ୍ସରୁ ଫେରିଲେ ୨୭୬ ଭାରତୀୟ…

ଫ୍ରାନ୍ସରେ ଅଟକ ବିମାନ ୪ ଦିନ ପରେ ଶେଷରେ ଭାରତ ମାଟିରେ ପହଞ୍ଚିଛି। ଗତକାଲି ଫ୍ରାନ୍ସରୁ ଉଡ଼ାଣ ଆରମ୍ଭ କରିଥିବା ବିମାନ ଆଜି ଭୋରରୁ ମୁମ୍ବାଇରେ ଲ୍ୟାଣ୍ଡ କରିଛି। ୩୦୩ ଜଣ ଭାରତୀୟଙ୍କୁ ନେଇ ଯାଉଥିବା ବିମାନ ମାନବଚାଲାଣ ସନ୍ଦେହରେ ଫ୍ରାନ୍ସରେ ଅଟକ ଥିଲା।…

ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ

ପାତ୍ରପୁର : ପାତ୍ରପୁର ବ୍ଲକ ତଣ୍ଡିପୁର ପଞ୍ଚାୟତ ଗୋବିନ୍ଦ ରାଜପୁର ଗଣେଶ ମନ୍ଦିର ପରିସରରେ ଚିକିଟୀ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ବିଧାୟିକା ତଥା ରାଜ୍ୟ ସରକାର ଙ୍କ ଗୃହ ଓ ନଗର ଉନ୍ନୟନ

ହିଞ୍ଜିଳିକାଟୁରେ ଵିଜେଡି ପାଳିଲା ପ୍ରତିଷ୍ଠା ଦିବସ

ହିଞ୍ଜିଳିକାଟୁ ୨୬/୧୨ : ହିଞ୍ଜିଳିକାଟୁ ଵିଜେଡି ପାଳିଲା ପ୍ରତିଷ୍ଠା ଦିବସ।୨୭ ବର୍ଷରେ ପାଦ ଦେଲା ବିଜୁ ଜନତା ଦଳ। ଆଜି ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ। ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ଦ୍ଦେଶ

ନିଆରା ଢଙ୍ଗରେ ଦିୱାଲୀ ପର୍ବ : ରଙ୍ଗ ମାଟି ସଂଗ୍ରହରେ ଆଦିବାସୀ ମହିଳା ବ୍ୟସ୍ତ

ଉମରକୋଟ : ନବରଙ୍ଗପୁର ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଉମରକୋଟ ସବଡ଼ିଭିଜଣର ଝରିଗାଁ ବ୍ଲକର ପ୍ରାୟ ୯୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରି ଜୀବିକା ନିର୍ବାହ କରିଥାଏ । ଏହି ଝରୀଗାଁ ବ୍ଲକର ଆଦିବାସୀ ସଂପ୍ରଦାୟର ଲୋକେ ବର୍ଷକ ମଧ୍ୟରେ ବିଭିନ୍ନ ପ୍ରକାର କୃଷିଭିତ୍ତିକ ପର୍ବ ପାଳନ

ଜାନୁଆରୀରେ ମାଲକାନଗିରି ବିମାନବନ୍ଦରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆସନ୍ତାମାସ ଜାନୁଆରୀରେ ମାଲକାନଗିରି ବିମାନବନ୍ଦରର ଉଦଘାଟନ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଉଲ୍ଲେଖନୀୟ ଭିତ୍ତିଭୂମି ପ୍ରକଳ୍ପ ଏହି ଅଞ୍ଚଳରେ ପରିବର୍ତ୍ତନ ଆଣିବ, ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ ଏବଂ ଓଡ଼ିଶାର…