Sign in
Sign in
Recover your password.
A password will be e-mailed to you.
ବରିଷ୍ଠ ଆଇନଜୀବୀଙ୍କ ବିୟୋଗରେ ଶୋକସଭା…
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ବରିଷ୍ଠ ଆଇନଜିବି ପଦ୍ମ ଚରଣ ପଟ୍ଟନାୟକ(୭୩)ଙ୍କ ସୋମବାର ସନ୍ଧ୍ୟାରେ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି l ଏନେଇ ବାଲିଗୁଡା ଓକିଲ ସଂଘ ତରଫରୁ ମଙ୍ଗଳବାର ଏକ ଶୋକ ସଭା ସଂଘ ପରିସରରେ ସଭାପତି ଟି.!-->…
ଆସାମ ରାଇଫଲ ଯବାନଙ୍କ ହୃଦଘାତରେ ମୃତ୍ୟୁ, ପାର୍ଥିବ ଶରୀରକୁ ଦିଆଗଲା ଗାର୍ଡ ଅଫ ଅର୍ନର !
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅଧୀନରେ ଥିବା ଝାରବେଡା ଗ୍ରାମରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା | ଆସାମ ରାଇଫାଲ ରେ କାର୍ଯ୍ୟରତ ଜୋନ କିସପୋଟା ୫୧ ବର୍ଷଙ୍କ ହୃଦ ଘାତରେ ମୃତ୍ୟୁ ଘଟିଥିବା ବେଳେ ଆଜି କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଜୟଡେଗା ପଞ୍ଚାୟତର ଝାରବେଡା!-->…
ନୂଆ ବାରେକ୍ସ ସାହି ରାସ୍ତାର ଦୂରବସ୍ଥା : କର୍ତ୍ତୃପକ୍ଷ ନୀରବ
ବ୍ରହ୍ମପୁର : ସ୍ଥାନୀୟ ନୂଆ ବ।ରେକ୍ସ ସାହି ଜ୍ୟୋତି ରେଶିଡେଣ୍ଟ ଠାରୁ ଗାନ୍ଧି ପ୍ରତିମୂର୍ତ୍ତି ପଯ୍ୟନ୍ତ ରାସ୍ତାର ଅବସ୍ଥା ଅତି ଶୋଚନୀୟ ପରିସ୍ଥିତିରେ ଥିବାବେଳେ ମୁଖ୍ୟ ନାଳ ଦୀର୍ଘବର୍ଷ ଧରି ମଇଳା ସଫା ହେଉ ନଥିବା ଏବଂ ଉକ୍ତ ରାସ୍ତା ଖାଲ ଖ।ମମ ହୋଇ ରହିଥିବାରୁ ଛୋଟ ବଡ ଦୁର୍ଘଟଣା!-->…
ସୁନ୍ଦର ମାଧବ ବେଦ କର୍ମକାଣ୍ଡ ବିଦ୍ୟାଳୟର ଦିତୀୟ ବାର୍ଷିକ ଉତ୍ସବ ପାଳନ…
ହିଞ୍ଜିଳିକାଟୁ ୨୫/୧୨ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ସୁନ୍ଦର ମାଧବ ବେଦ କର୍ମକାଣ୍ଡ ବିଦ୍ୟାଳୟ ରଦିତୀୟ ବାର୍ଷିକ ଉତ୍ସବ ଓ ଗୀତା ଯଜ୍ଞ ହିଞ୍ଜିଳିକାଟୁ ବଇଁଚବଣିଆ ସ୍ଥିତ ଗୀତା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସୁନ୍ଦର ମାଧବ ବେଦ କର୍ମକାଣ୍ଡ ବିଦ୍ୟାଳୟର ଅଧ୍ୟକ୍ଷ!-->…
ଅଟଳ ବିହାରୀ ବାଜପେୟୀଙ୍କ ୯୯ତମ ଜନ୍ମ ଜୟନ୍ତୀ ପାଳିତ
ବିକଶିତ ରାଷ୍ଟ୍ର ଗଠନ ସକାଶେ ସିକରିରେ ଗଡିଲା ବିକାଶ ରଥହିଞ୍ଜିଳିକାଟୁ, ୨୫ା୧୨ : ପୂର୍ବତନ ପ୍ରଧାନମନ୍ତ୍ରୀ, ବିକାଶ ପୁରୁଷ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୯ତମ ଜନ୍ମ ଜୟନ୍ତୀକୁ ସୁଶାସନ ଦିବସ ଭାବେ ପାଳନ କରାଯାଇଛି । ଏହି ଅବସରରେ ସୋମବାର ହିଞ୍ଜିଳିକାଟୁ ବ୍ଳକ ସିକିରି!-->…
ବିଶ୍ବପ୍ରସିଦ୍ଧ ଜାତୀୟ ଉଦ୍ୟାନ ଭିତରକନିକାକୁ ଦେଶ ବିଦେଶରୁ ଏବେ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ
ରାଜନଗର : ସାଙ୍ଗ ସାଥି ହୋଇ ବୁଲି ଯିବା ଭିତରକନିକା ସେଠାରେ ଉପଭୋଗ କରିବା ଜାତୀୟ ଉଦ୍ୟାନରେ ଭରପୁର ଥିବା ସରିସୃପ ସହିତ ବୋଟିଂରେ କୁମ୍ଭୀର ଦେଖି ବେସ୍ ମଜା ନେଇ ସାଉଁଟିବା ପରିବେଶ ଓ ସୌନ୍ଦର୍ଯ୍ୟର ମହନୀୟତା । ଏପରି ବିଶ୍ଵପ୍ରସିଦ୍ଧ ଅଭୟାରଣ୍ୟକୁ ଏଵେ ଦୈନିକ ହଜାର ହଜାର ପର୍ଯ୍ୟଟକଙ୍କ!-->…
ଦିଶାରି ପୂଜାରୀ ଓ ବାଡେମାନଙ୍କୁ ନେଇ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଆନୁକୁଲ୍ୟରେ ଏକ ବୈଠକ ଅନୁଷ୍ଠିତ…
ମାଲକାନଗିରି, ୨୫।୧୨ : ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଆନୁକୁଲ୍ୟରେ ଆଜି ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ସିଆଡିମାଳ ଠାରେ ଜିଲ୍ଲାର ଦିଶାରି ପୂଜାରୀ ଓ ବାଡେ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା!-->…
ମାଓ ଦମନ ସର୍ଚ୍ଚ ଅପରେସନ ବେଳେ ବିପୁଳ ସାମଗ୍ରୀ ଜବତ କଲା ମାଲକାନଗିରି ପୋଲିସ…
ମାଲକାନଗିରି, ୨୫।୧୨: ମାଲକାନଗିରି ଏସପି ନିତେଶ ୱାଧୱାନିଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲାରେ ମାଓ ସଙ୍ଗଠନ ପୁନର୍ବାର ସକ୍ରିୟ ହେଉଥିବା ନେଇ ବିଶେଷ ସୂତ୍ରରୁ ସୂଚନା ପାଇ ଶ୍ରୀ ୱାଧୱାନିଙ୍କ ନିର୍ଦେଶ କ୍ରମେ ଡିଏଭିଏଫ ଓ ଏସଓଜି ଯବାନଙ୍କ ପକ୍ଷରୁ ଜିଲ୍ଲାର!-->…
ମହାରାଷ୍ଟ୍ରରେ କରୋନା ନୂଆ ଭାରିଏଣ୍ଟ, ଆଉ ୯ JN.1 ସଂକ୍ରମିତ ଚିହ୍ନଟ
ପୁଣି ଚିନ୍ତା ବଢ଼ାଇଲାଣି କରୋନା। ଦିନକୁ ଦିନ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା। ଏହାରି ଭିତରେ କରୋନାର ନୂଆ ଭାରିଏଣ୍ଟ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢ଼ି ଚାଲିଛି। କେରଳ ପରେ ଏବେ ମହାରାଷ୍ଟ୍ରରେ ପଶିଛି କୋଭିଡ-୧୯ର ସବ୍-ଭାରିଏଣ୍ଟ ଜେଏନ୍.୧। ୯ ଜଣ ଏହି ସବ୍…
ନ୍ୟୁଜକ୍ଲିକ ମାମଲା: ରାଜସାକ୍ଷୀ ହେବେ ଏଚ୍ଆର ମୁଖ୍ୟ…
ନ୍ୟୁଜକ୍ଲିକର ଏଚଆର ମୁଖ୍ୟ ଅମିତ ଚକ୍ରବର୍ତ୍ତୀ ରାଜସାକ୍ଷୀ ବନିବାକୁ ଚାହୁଁଛନ୍ତି। ସେ ତଦନ୍ତକାରୀ ସଂସ୍ଥାକୁ ମାମଲା ସହ କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ସପକ୍ଷରେ ରହିଛନ୍ତି। ଏଥିପାଇଁ ସେ ଦିଲ୍ଲୀର ଗୋଟିଏ କୋର୍ଟରେ ଗୋଟିଏ ଆବେଦନ କରି ରାଜସାକ୍ଷୀ ବନିବାକୁ…