Sign in
Sign in
Recover your password.
A password will be e-mailed to you.
ବୀରମିତ୍ରପୁର ବିଧାୟକ ରୋହିତ ଜୋସେଫ ତୀର୍କୀଙ୍କ ୩୭ ତମ ଜନ୍ମଦିନ: ରକ୍ତଦାନ ଶିବିର ସହ ବିଭିନ୍ନ ସେବାମୂଳକ…
ବୀରମିତ୍ରପୁର (ନିସର୍ତ୍ତ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ବିଧାୟକ ଶ୍ରୀ ରୋହିତ ଜୋସେଫ ତୀର୍କୀଙ୍କ ୩୭ ତମ ଜନ୍ମଦିନ ଅବସରରେ ସହରରେ ଏକାଧିକ ସେବାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ବୀରମିତ୍ରପୁର ଟାଉନ ହଲ୍ଠାରେ ଏକ ବୃହତ ରକ୍ତଦାନ ଶିବିର ଓ!-->!-->!-->…
ମାଲକାନଗିରି ସରକାରୀ ପଲିଟେକ୍ନିକରେ ଜୁଲାଇ ୧ ରୁ ୭ ବନ ମହୋତ୍ସବ ସପ୍ତାହ ପାଳିତ : ୧୦୦ ବୃକ୍ଷ ଚାରା ରୋପଣ
ମାଲକାନଗିରି : ଜୁଲାଇ ୧ ରୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ପାଳିତ ହେଉଥିବା ଜାତୀୟ ବନ ମହୋତ୍ସବ ସପ୍ତାହ ଅବସରରେ ମାଲକାନଗିରି ସରକାରୀ ପଲିଟେକ୍ନିକ ପରିସରରେ ‘ଏକ ପେଡ଼ ମାଁ କେ ନାମ’ ଅଭିଯାନ ଅନ୍ତର୍ଗତ ବନ ମହୋତ୍ସବ କାର୍ଯ୍ୟକ୍ରମ ଅତି ସମାରୋହରେ ଅନୁଷ୍ଠିତ ହୋଇଯାଇଛି।
!-->!-->!-->…
ସରକାରୀ ଉଚ୍ଚ ବିଦ୍ୟାଳୟରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ୟାମାସୁନ୍ଦର ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି!-->…
କଲକାତାରେ ରାଲି ବେଳେ ଦଳୀୟ କର୍ମୀଙ୍କୁ ଚାପୁଡ଼ା ମାରିଲେ ମମତା, ଭାଇରାଲ ହେଲା ଭିଡିଓ
କଲକାତା:ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଟିଏମସି ରାଲିକୁ ନେଇ ରାଜନୈତିକ ଉତ୍ତେଜନା ମଧ୍ୟରେ ଏବେ ଆଉ ଏକ ଘଟଣା ଚର୍ଚ୍ଚାରେ ରହିଛି। ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜଣେ ଦଳୀୟ କର୍ମୀଙ୍କୁ ସର୍ବସମ୍ମୁଖରେ ଚାପୁଡ଼ା ମାରୁଥିବା ଏକ ଭିଡିଓ ସୋସିଆଲ!-->…
ବିଦ୍ୟୁତ୍ ଆଘାତ ଲାଗି ଦମ୍ପତିଙ୍କ ସହ ୨ ସନ୍ତାନଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ମହାରାଷ୍ଟ୍ରର ସତାରା ଜିଲ୍ଲାରୁ ଏକ ହୃଦୟବିଦାରକ ଦୁର୍ଘଟଣା ସାମ୍ନାକୁ ଆସିଛି । ଜିଲ୍ଲାର ଫଳଟନ ତାଲୁକାର ଖାମଗାଁରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୋଟିଏ ପରିବାରର ୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଦମ୍ପତି ଏବଂ ସେମାନଙ୍କର ଦୁଇ ସନ୍ତାନ ରହିଛନ୍ତି!-->…
କୋରାପୁଟ ଜିଲ୍ଲା ଯୋଜନା କମିଟି ବୈଠକରେ ୪,୬୧୨ କୋଟିର ବଜେଟ ସହ ବିଭିନ୍ନ ବିକାଶମୂଳକ ଯୋଜନା ଅନୁମୋଦିତ
କୋରାପୁଟ: କୋରାପୁଟ ଜିଲ୍ଲାର ୨୨ତମ ଜିଲ୍ଲା ଯୋଜନା କମିଟି (ଡିପିସି) ବୈଠକ ଆଜି ସ୍ଥାନୀୟ ସଦଭାବନା ସଭାଗୃହ, ଡିଏନକେ ସମ୍ମିଳନୀ କକ୍ଷଠାରେ ମାନ୍ୟବର ବିଧାୟକ-ତଥା-ଡିପିସି ଅଧ୍ୟକ୍ଷଙ୍କ ସଭାପତିତ୍ୱରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ କୋରାପୁଟ ଓ!-->!-->!-->!-->!-->…
ଆସିକାରେ ଲଜ୍ ଓ ହୋଟେଲ ରେ ସ୍ୱଳ୍ପ ସମୟ ରହଣି ପାଇଁ ହଜାରେ !
ବିନା ପରିଚୟ ପତ୍ରରେ ରୁମ ମିଳୁଛି…..!
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ସହର ସୁନ୍ଦରୀ ମାନଙ୍କ ପାଇଁ ସ୍ୱର୍ଗ ପାଲଟିଛି। ଆସିକା ରେ ସେକ୍ସ ରେକେଟ ଖୁଲାମ ଖୁଲା ଚାଲିଛି। ଅଧିକାଂଶ ଲର୍ଡ଼ଜ ଓ ହୋଟେଲକୁ କଲେଜ ପଢୁଆ ପୁଅ ଝିଅ ମାନେ କଲେଜ ପୋଷାକ ପରିଧାନ କରି ଯାତାୟାତ ହେଉଥିବା!-->!-->!-->!-->!-->…
ଭୁଶୁଡ଼ିଲା ୩ ମହଲା କୋଠା, ଅନେକ ଲୋକ ଦବିଥିବା ଆଶଙ୍କା
ପୁଣେ : ପ୍ରବଳ ବର୍ଷା ଯୋଗୁଁ ଦେଶର ବିଭିନ୍ନ ରାଜ୍ୟରେ ପ୍ରବଳ କ୍ଷୟକ୍ଷତି ହୋଇଛି । ମହାରାଷ୍ଟ୍ରରେ ଅନେକ ସ୍ଥାନରେ ଗୋଟିଏ ପରେ ଗୋଟିଏ ଅଘଟଣ ଚାଲିଛି । ପୁଣେରେ ଏକ ବିଲିଡିଂ ଭୁଶୁଡ଼ିବା ଯୋଗୁଁ ଅନେକ ଲୋକ ଦବିଥିବା ଆଶଙ୍କା କରାଯାଉଛି । ପୁଣେ ଜିଲ୍ଲାର ପିମ୍ପରୀ-ଚିଚୱଡରେ ଏକ ୩ ମହଲା!-->…
ଟାୟାର ପମ୍ପଚର ସଜାଡ଼ିବା ବେଳେ ଚଢ଼ିଗଲା ଟ୍ରକ, ୪ ମୃତ
ଉତ୍ତରପ୍ରଦେଶ : ଉତ୍ତର ପ୍ରଦେଶ କୌଶାମ୍ବୀ ଜିଲ୍ଲା ପ୍ରୟାଗରାଜ-କାନପୁର ହାଇଓେ୍ବରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଅଜ୍ଞାତ ପିକଅପ୍ ଗାଡିର ଟାୟାର ପମ୍ପଚର ହୋଇଥିବାରୁ ଏମାନେ ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ଏକ ଟ୍ରକ ପଛରୁ ଆସି ଧକ୍କା ଦେଇଥିଲା । ଫଳରେ ଦୁର୍ଘଟଣାରେ ସମସ୍ତ!-->…
ପର୍ସନପାଲ୍ଲୀରେ ମେଗା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର ୨୬୧ ହିତାଧିକାରୀଙ୍କ ପଞ୍ଜୀକରଣ
ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ଅନ୍ତର୍ଗତ ମାଟେରୁ ଗ୍ରାମପଞ୍ଚାୟତର ପର୍ସନପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଦିବାସୀ ଅଧ୍ୟୁଷିତ ଇଲାକାରୁ ହିତାଧିକାରୀଙ୍କ ସକ୍ରିୟ ଯୋଗଦାନ ଯୋଗୁଁ କ୍ୟାମ୍ପଟି ସଫଳ!-->…