Sign in
Sign in
Recover your password.
A password will be e-mailed to you.
ଦୁଇ ଶିଶୁକନ୍ୟାଙ୍କୁ କୂଅକୁ ଠେଲିଦେଲା ମାଆ!
ସମ୍ବଲପୁର: ନିଜ ଛୁଆଙ୍କୁ ମାରିଦେଲା ମାଆ। ସମ୍ବଲପୁର ଜିଲ୍ଲାରୁ ଏହି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଶୁକ୍ରବାର ସମ୍ବଲପୁର ଜିଲ୍ଲାରେ ଜଣେ ମହିଳା ତାଙ୍କ ଦୁଇ ନାବାଳିକା ଝିଅଙ୍କୁ ଏକ କୂଅରେ ଫିଙ୍ଗି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାଟି ବାମରା ବ୍ଲକ ଅନ୍ତର୍ଗତ ଜରାବାଗା!-->…
ଡ଼ ମାୟାଧର ମାନସିଂହଙ୍କ ଗାଁ ନନ୍ଦଳାକୁ ଐତିହ୍ୟ ଗ୍ରାମ ଘୋଷଣା ନ କରିବା ସରକାରଙ୍କ ହୀନମନ୍ୟତା: ବିଜେଡି
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଓଡ଼ିଶାର ୨୫ ଜଣ ବରପୁତ୍ରଙ୍କ ଗ୍ରାମକୁ ଐତିହ୍ୟ ଗ୍ରାମ ଭାବରେ ଘୋଷଣା କରିଛନ୍ତି । ଅଥଚ ଏ ତାଲିକାରେ କବି ପଦ୍ମଶ୍ରୀ ଡ. ମାୟାଧର ମାନସିଂହଙ୍କ ଗାଁ ନନ୍ଦଳା ଗ୍ରାମ ନାହିଁ । ସରକାରଙ୍କ ଏହି ବୈମାତୃକ ମନୋଭାବକୁ କଡ଼ା ସମାଲୋଚନା କରିଛନ୍ତି!-->…
ଡିଜିଟାଲ୍ ଦୁନିଆରେ ଶିଶୁଙ୍କ ସୁରକ୍ଷା: ଓଡ଼ିଶା ପୋଲିସ୍ ଓ ୟୁନିସେଫ୍ ପକ୍ଷରୁ ‘ଜୁଭେନଟିକା’ ଆୟୋଜିତ
ଭୁବନେଶ୍ୱର: ଡିଜିଟାଲ୍ ଯୁଗରେ ଶିଶୁମାନଙ୍କ ଅଧିକାରକୁ ସୁରକ୍ଷିତ ରଖିବା ଏବଂ ସେମାନଙ୍କୁ ସାଇବର ବିପଦରୁ ରକ୍ଷା କରିବା ପାଇଁ ଓଡ଼ିଶା ପୋଲିସ୍ ଏବଂ ୟୁନିସେଫ୍ (UNICEF) ର ମିଳିତ ସହଯୋଗରେ ଶନିବାର ଦିନ ଏକ ସ୍ୱତନ୍ତ୍ର ଆଲୋଚନାଚକ୍ର ‘ଜୁଭେନଟିକା – ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ!-->!-->!-->…
ଜାତୀୟ ସ୍ତରର ରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ସଫଳତା
ବ୍ରହ୍ମପୁର : ଚେନ୍ନାଇ ସ୍ଥିତ ସତ୍ୟଭାମା ଇନଷ୍ଟିଚ୍ୟୁ ଅଫ ସାଇନ୍ସସ ଅନୁଷ୍ଠାନ ଅନୁଷ୍ଠିତ ଅଖିଳ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ ତରଫରୁ ଜାତୀୟ ସ୍ତରୀୟ ଯୁବ ଉତ୍ସବ ସାହିତ୍ୟ ଓ ସାଂସ୍କୁତିକ ପ୍ରତିଯୋଗୀତା ରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ଲୋକ ନୃତ୍ୟ ଦଳ ପୂର୍ବାଞ୍ଚଳ ଜୋନ କୁ!-->…
ଓଲଟି ପଡ଼ିଲା କାର ଜଣେ ଗୁରୁତର ଆହତ…
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅନ୍ତର୍ଗତ ଆମକୋ ଗ୍ରାମ ରାସ୍ତାରେ OD 14 B 3310 ନମ୍ବର ବିଶିଷ୍ଟ ଏକ ଅଲ୍ଟୋ କାର ଓଲଟି ପଡ଼ିଲା । ଜଣେ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ରାଏବଗାରୁ ସିମକୋ ଯାଉଥିବା ସମୟରେ, ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଗାଡ଼ିଟି ରାସ୍ତାରୁ ଓଲଟି!-->…
ଦୀର୍ଘଦିନ ଧରି ଓଡ଼ଗାଁ ଅଞ୍ଚଳରେ ଏଟିଏମ ଅଚଳ : ଗ୍ରାହକ ଓ ପର୍ଯ୍ୟଟକ ହନ୍ତସନ୍ତ
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳରେ ଥିବା ବିଭିନ୍ନ ବ୍ୟାଙ୍କର ଏଟିଏମ ଗୁଡ଼ିକ ଏକ ପ୍ରକାର ଅଚଳ ଅବସ୍ଥା ଯୋଗୁଁ ଗ୍ରାହକ ଓ ପର୍ଯ୍ୟଟକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଓଡ଼ଗାଁ ସହରରେ ଶ୍ରୀ ରଘୁନାଥ ଜୀଉ ମନ୍ଦିର ନିକଟରେ ,କଲେଜ ରୋଡ ଷ୍ଟୁଡିଓ ଛକ ନିକଟରେ ଥିବା ଷ୍ଟେଟ ବ୍ୟାଙ୍କ!-->…
ଗରାମ ମା ଭଗବତୀଙ୍କ ପୀଠରେ ଭାଗବତ ପରାୟଣ ଓ ପ୍ରବଚନର ଉଦଘାଟନ
ଝଙ୍କଡ଼ : ତିର୍ତ୍ତୋଲ ବ୍ଲକ, ଗରାମ ପଞ୍ଚାୟତର ପ୍ରସିଦ୍ଧ ତଥା ପ୍ରାଚୀନ ଶକ୍ତିପୀଠ ର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀ ଙ୍କ ପୀଠରେ ଶ୍ରୀମଦ ଭାଗବତ ପରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଗତ ଶୁକ୍ରବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି l ଶ୍ରୀ ଜଗନ୍ନାଥ ସଂସ୍କୃତିର ରାଷ୍ଟୀୟପ୍ରଚାରକ ବାବାଜୀ!-->…
ଗାଁ ଦଣ୍ଡଯାତ୍ରା ଚାନ୍ଦା ଆଦାୟକୁ ନେଇ ବିଶୃଙ୍ଖଳା : ଦୁଇ ମାମଲା ରୁଜ୍ଜୁ…
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ପାଣ୍ଡେରିପଡ଼ା ଗାଁରେ ଦଣ୍ଡ ଯାତ୍ରାକୁ ପାଇଁ ସର୍ବସାଧାରଣଙ୍କୁ ନେଇ ସଭାକାର୍ଯ୍ୟ ଚାଲିଥିଲା ।ଉକ୍ତ ଗ୍ରାମର ପିଣ୍ଟୁ ସାହୁ ନାମକ ବ୍ୟକ୍ତି ସଭାସ୍ଥଳକୁ ଆସି ସର୍ବସମ୍ମୁଖରେ ଖରାପ ବ୍ୟବହାର କରିବା ସହିତ ମୋତେ କୌଣସି ଚାନ୍ଦାଭେଦା ମାଗିବ ନାହିଁ ବୋଲି!-->…
ନୟାଗଡ଼ : ଚାଇଲ୍ଡ ହେଲ୍ପଲାଇନ ଦ୍ଵାରା ନାବାଳିକା ଓ ନାବାଳକ ଉଦ୍ଧାର…
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳରେ ଏକ ଭଡ଼ାଘରେ ଚାଇଲ୍ଡ ହେଲ୍ପଲାଇନ ଟିମ୍ ଦ୍ଵାରା ନାବାଳିକା ଓ ନାବାଳକକୁ ଉଦ୍ଧାର କରାଯାଇଛି ।ନାବାଳକ ଜଣକ ଓଡ଼ଗାଁ ଅଂଚଳର ହୋଇଥିବା ବେଳେ ନାବାଳିକା ଜଣକ ଜଗତସିଂହପୁର ଜିଲ୍ଲାର ବୋଲି ଜଣା ପଡିଛି ।ଦୁହେଁ ମନ୍ଦିରରେ ବିବାହ କରି ଓଡ଼ଗାଁ ଅଞ୍ଚଳରେ!-->…
ଗଞ୍ଜାମ ଜିଲ୍ଲାରେ ଯୋଗାଣ ବିଭାଗ କୋମାରେ…..!
ଖୁଲାମ ଖୁଲା ଜାଳେଣି ଗ୍ୟାସ କଳାବଜାରୀ କୁ ସୁଯୋଗ ଦେଉଛି ପ୍ରଶାସନ ……!ବ୍ରହ୍ମପୁର: ଯୁଦ୍ଧର ଦ୍ୱାହି ଦେଇ ଡବଲ ଇଞ୍ଜିନ ସାଧାରଣ ଲୋକଙ୍କୁ ଡବଲ ଦୁଃଖ ଦେଇଛି। ସରକାର ଙ୍କ ପକ୍ଷରୁ ଜାଳେଣି ଗ୍ୟାସ ପର୍ଯ୍ୟାପ୍ତ ପରିମାଣରମହଜୁଦ ଥିବା ଦର୍ଶାଯାଇଛି। ବୁକ କରିଲେ ଗ୍ୟାସ ସୁବିଧା ରେ ମିଳୁନି।!-->!-->!-->…