Sign in
Sign in
Recover your password.
A password will be e-mailed to you.
ଆଉ ରହିବନି ଆଇପିସି, ସିଆରପିସି : ସଂସଦରେ ୩ ବିଲ ପାସ୍…
ନୂଆଦିଲ୍ଲୀ : ବ୍ରିଟିଶ ଶାସନ ସମୟରୁ ପ୍ରଚଳିତ ଭାରତୀୟ ଅପରାଧିକ ଆଇନରେ ହୋଇଛି ପରିବର୍ତ୍ତନ। ଏଣିକି ଆଉ ରହିବନି ଆଇପିସି, ସିଆରପିସି ଓ ଆଇଇଏ। ଏବେ ଅପରାଧ ପାଇଁ ଭାରତୀୟ ନ୍ୟାୟ ସଂହିତା ବଳରେ ଦଣ୍ଡବିଧାନ କରାଯିବ। କାରଣ ରାଜ୍ୟସଭା ପରେ ଲୋକସଭାରେ ପାରିତ ହୋଇଛି…
ରାଜ୍ୟସ୍ତରୀୟ ଜଙ୍ଗଲ ଅଧିକାର ସମ୍ମିଳନୀ ଅନୁଷ୍ଠିତ
ଭୁବନେଶ୍ୱର : ଓଡିଶା ଜଙ୍ଗଲ ଅଧିକାର ମଞ୍ଚ ପକ୍ଷରୁ ଜଙ୍ଗଲ ଅଧିକାର ଆଇନ-୨୦୦୬ ଏବଂ ରାଜ୍ୟସରକାରଙ୍କ ଦ୍ଵାରା ଘୋଷଣା କରାଯାଇଥିବା ମୋ ଜଙ୍ଗଲ ଜମି ଯୋଜନାର ସଠିକ କାର୍ଯ୍ୟକାରିତା ପାଇଁ ରାଜ୍ୟସ୍ତରୀୟ ଜଙ୍ଗଲ ଅଧିକାର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ…
ବିଜେଡ଼ି ଏବେ ହାଇଜାକ.. !ପ୍ରଶାସକ ରୁ ନେତା ବନିଥିବା ବାବୁଙ୍କ ବିନା ଇଙ୍ଗତରେ ଦଳର ପତ୍ର ହଲୁନି…!
ବ୍ରହ୍ମପୁର: ୨0-୧୨ ପ୍ରଶାସନିକ ଅଧିକାରୀ ରୁ ସ୍ଵେଚ୍ଛାକୃତ ଭାବେ ଅବସର ନେବା ପରେ ବିଧିବଦ୍ଧ ଭାବେ ବିଜେଡ଼ି ରେ ଯୋଗ ଦେଲେ। ତା ପରେ ଭିକେ ପାଣ୍ଡିଆନ ଙ୍କୁ ଫାଇବ-ଟି ଓ ନବୀନ ଓଡ଼ିଶାର ଅଧକ୍ଷ ଭାବେ ନିଯୁକ୍ତି ଦିଆଗଲା। ଗତ ୧୫ ତାରିଖ ଦିନ ପାଣ୍ଡିଆନ ନିଜେ ମୁଁ ଆଗାମୀ ସାଧାରଣ ନିର୍ବାଚନ!-->…
ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ତ୍ରୁଟିପୂର୍ଣ୍ଣ ନିର୍ମାଣ କାର୍ଯ୍ୟ :ଟ୍ରାଫିକ ଜାମ ରେ ଲୋକେ ନାକେଦମ ….
ବ୍ରହ୍ମପୁର : ୨୦-୧୨ ଟ୍ରାଫିକ ଜାମ ଓ ଜବର ଦଖଲ ରେ ଲୋକେ ନାକେ ଦମ ଆସିକା ବିଜ୍ଞପିତ ଅଞ୍ଚଳ ପରିଷଦ ର ଅଜବ ନୀତି ବିନା ସର୍ଭେ ରେ ତ୍ରୁଟି ପୂର୍ଣ୍ଣ ଉନ୍ନୟନ କାର୍ଯ୍ୟ ଚାଲିଛି। ଆସିକା ବିଜ୍ଞପିତ ଅଞ୍ଚଳ ପରିଷଦ ର ଅଶୋକ ସିନେମା ହଲ, ମାଲସାହି, ବିନାୟକ ବଜାର ରେ ଦିନକୁ ଦିନ ତମାମ ତୁହା କୁ!-->…
ଛତ୍ରପୁର ପ୍ରେସ କ୍ଳବର ଅତିରିକ୍ତଗୃହ ନିର୍ମାଣ ନିମନ୍ତେ ଭୂମିପୂଜା କଲେ ସ୍ଥାନୀୟ ବିଧାୟକ…
ଛତ୍ରପୁର : ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ପାଣ୍ଠିରୁ ଛତ୍ରପୁର ପ୍ରେସ କ୍ଳବର ଅତିରକ୍ତ ଗୃହ (ସମ୍ମିଳନୀ କକ୍ଷ)ନିର୍ମାଣ ନିମନ୍ତେ 4 ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି l ଏନେଇ ମଙ୍ଗଳବାର ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ନଡ଼ିଆ ଭାଙ୍ଗି ପୂଜା ଅର୍ଚନା କରି!-->!-->!-->…
ଖ୍ରୀଷ୍ଟମାସ୍- ୨୦୨୩ କୁ ଶାନ୍ତିଓ ସଦ୍ଭାବନାର ସହ ପାଳନ ପାଇଁ ଜିଲ୍ଲା ସ୍ତରୀୟ ବୈଠକ…
ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଖ୍ରୀଷ୍ଟମାସ୍- ୨୦୨୩ ଏବଂ ନୂଆ ବର୍ଷ-୨୦୨୪କୁ ଶାନ୍ତି ଓ ସଦ୍ଭାବନାର ସହ ପାଳନ କରିବା ନିମନ୍ତେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ଜିଲ୍ଲା ସ୍ତରୀୟ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ ଏଥିରେ ଅଧ୍ଯକ୍ଷତା!-->…
ଚଡକମରା ଗ୍ରାମରେ ହାତୀ ଉପଦ୍ରବ:ଭାଙ୍ଗିଗଲା ୩ ଟି ଘର ,୪ଟି ଗାଇ ଓ ୨ଟି ଛେଳି ମୃତ
ଦେବଗଡ,୧୯ା୧୨:ସୋମବାର ବିଳମ୍ବିତ ରାତ୍ରୀରେ ତିଲେଇବଣି ବ୍ଲକ କଲଣ୍ଡା ଗ୍ରାମପଂଚାୟତ ତଥା ଦେବଗଡ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଚଡକମରା ଗ୍ରାମରେ ୩୪ ଟିକିଆ ହାତୀ ଦଳର ଉପଦ୍ରବ ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହେବା ସହ ୩ ଜଣଙ୍କର ଘର ଭାଙ୍ଗି ଯାଇଛି । ସେହିପରି ହାତୀ ଆକ୍ରମଣରେ ୨ ଜଣ ଚାଷୀଙ୍କର ୪ଟି!-->…
କନ୍ଧମାଳରେ ବଢୁଛି ଶୀତ : ଜମୁଛି ଶୀତ ବଜାର
ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଫୁଲବାଣୀ ଜି ଉଦୟଗିରି ଠାରେ ତାପମାତ୍ରା ଖସିବାରେ ଲାଗିଛି । ଧୀରେଧୀରେ ଶୀତ ବଢୁଛି। ବିଳମ୍ବରେ ହେଲେ ମଧ୍ୟ ଜିଲ୍ଲାରେ ଶୀତ ଅନୁଭୂତ ହଉଛି। ଗତ ଦୁଇ ଚାରି ଦିନରେ ଡିଗ୍ରୀ ସେଲ୍ସିୟସ୍ ତାପମାତ୍ରା ଖସିଛି। ଗତ ଶନିବାର ଫୁଲବାଣୀ ତାପମାତ୍ରା ୮.୫ ଡିଗ୍ରୀ!-->…
ସରକାରୀ ବହୁବୃତ୍ତି ବୈଷୟିକ ଶିକ୍ଷାନୁଷ୍ଠାନ (ନୂଆ-ଓ) ର ଉଦଯାପନୀ ଦିବସ
ଫୁଲବାଣୀ : ଫୁଲବାଣୀ ସ୍ଥିତ ସରକାରୀ ବହୁବୃତ୍ତି ବୈଷୟିକ ଶିକ୍ଷାନୁଷ୍ଠାନ ପରିସର ମଧ୍ୟରେ ନୂତନ ଉନ୍ନତ ଅଭିଳାଷା(ନୂଆ-ଓ) କାର୍ଯ୍ୟକ୍ରମ ଯୁବ ଓଡ଼ିଶା, ନବୀନ ଓଡ଼ିଶା ଅଧୀନରେ ତା.୧୨.୧୨.୨୦୨୩ ରିଖରୁ ଠାରୁ ଆରମ୍ଭ ହୋଇଥିବା କ୍ରୀଡ଼ା, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଉଦ୍ଦ୍ଯାପନୀ!-->…
ଜିଏସଟି ବିଭାଗ ପକ୍ଷରୁ କପଡା ଦୋକାନରେ ଚଢଉ
ମାଲକାନଗିରି, ୧୯।୧୨ : ମାଲକାନଗିରି ଜିଲ୍ଲା ସଦରରେ ଥିବା ଏକ ବସ୍ତ୍ରାଳୟ ତଥା ପୋଷାକ ବିକ୍ରୟ ଦୋକାନ ଉପରେ ଜିଲ୍ଲା ଜିଏସଟି ବିଭାଗ ପକ୍ଷରୁ ଚଢଉ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲା ସଦରରେ ଥିବା ଏହି ଦୋକାନର ଦୀର୍ଘ ଦିନ ଧରି ଜିଏସଟି ନମ୍ବର ଟି ରିଜେକ୍ଟ ହୋଇ ଯାଇଥିବା ବେଳେ!-->…