Sign in
Sign in
Recover your password.
A password will be e-mailed to you.
ମନ୍ଦିର ପାହାଚରୁ ଶିଶୁକନ୍ୟା ଉଦ୍ଧାର…
ସମ୍ବଲପୁର : ସମ୍ବଲପୁରରେ ପୁଣି ଅଲୋଡା ହେଲା ଶିଶୁ କନ୍ୟା । ନବଜାତ ଶିଶୁକୁ ମନ୍ଦିର ପାହାଡରେ ଛାଡି ଫେରାର ହୋଇଗଲା ନୃଶଂସ ମାଆ । ଏହିଭଳି ଅଭାବନୀୟ ଖବର ଦେଖିବାକୁ ମିଳିଛି ଗୋଡଭଗା ଅଞ୍ଚଳର ଶିବ ମନ୍ଦିରରେ । ତେବେ ଶିଶୁକନ୍ୟାର ନାଭି ରହିଥିବା ବେଳେ କପଡା…
ରାଉରକେଲାରେ ସୁନା ଭର୍ତ୍ତି ବ୍ୟାଗ୍ ଲୁଟ୍ ଘଟଣା: ବନ୍ଧା ହେଲେ ୨ ଅଭିଯୁକ୍ତ, ୫୧୨ ଗ୍ରାମ୍ ଅଳଙ୍କାର ଜବତ
ରାଉରକେଲା: ଗତ ୧୫ ତାରିଖରେ ଉଦିତନଗର ଥାନା ବାସନ୍ତୀ କଲୋନିର ମାଲଗୋଦାମ କାଳୀମନ୍ଦିର ନିକଟରେ ଲୁଟ୍ କରିଥିବା ଲୁଟେରାମାନେ ପୁଲିସ ହାତରେ ଧରା ପଡ଼ିଛନ୍ତି। ଅଭିଯୁକ୍ତମାନେ ହେଲେ ଉଦିତନଗର ଥାନା ବାସନ୍ତୀ କଲୋନିର ଏଫ୍ସିଇ/୧୩୨ ନିବାସୀ ଉମାନାଥ ପ୍ରସାଦଙ୍କ ଦୁଇ ପୁଅ…
ବାପା ରଚିଥିଲା ପୁଅ ଅପହରଣ ନାଟକ…
ଭୁବନେଶ୍ୱର : ବାପାକୁ ଭଲ ଲାଗୁନଥିଲା ସ୍ତ୍ରୀ । ନିଜ ଠୁ ଦୂରେଇ ଦେବାକୁ ଚାହୁଁଥିଲା । ସେଇଥିପାଇଁ ସ୍ତ୍ରୀ ରାଗ ସୁଝାଇଲା ପୁଅ ଉପରେ । ଏ କେମିତିକା ବାପା । ସ୍ତ୍ରୀକୁ ରାସ୍ତାରୁ ହଟାଇବା ପାଇଁ ନିଜେ ନିଜ ପୁଅକୁ କଲା ଅପହରଣ । ବାପା ରଚିଥିଲା ପୁଅ…
ଭୁବନେଶ୍ୱରର ମଠ, ମନ୍ଦିର ଓ ସଂଖ୍ୟାଲଘୁ ପୂଜାସ୍ଥଳୀର ହେବ ରୂପାନ୍ତରଣ: ୧୫ କୋଟି ୨୦ଲକ୍ଷ ଟଙ୍କା ମଞ୍ଜୁର କଲେ…
ଭୁବନେଶ୍ୱର : ଭୁବନେଶ୍ୱରର ମଠ, ମନ୍ଦିର ଓ ସଂଖ୍ୟାଲଘୁ ପୂଜାସ୍ଥଳୀର ହେବ ରୂପାନ୍ତର। ମନ୍ଦିର ମାଳିନୀ ଭୁବନେଶ୍ବରର ୫୦୭ଟି ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପ ପାଇଁ ୧୫କୋଟି ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅର୍ଥରେ ଭୁବନେଶ୍ୱର…
ପୂର୍ବତନ ବିଧାୟକ ସନ୍ତୋଷ କୁମାର ପ୍ରଧାନଙ୍କ ପରଲୋକ…
ଅନୁଗୁଳ: ଅନୁଗୁଳ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ସନ୍ତୋଷ କୁମାର ପ୍ରଧାନଙ୍କ ପରଲୋକ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ଵରସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି ଫୁସ୍ଫୁସ…
ମୃତ୍ୟୁ ସଂଖ୍ୟା ୧୦ ଛୁଇଁଲା, ହଜାରେରୁ ଅଧିକ ଆକ୍ରାନ୍ତ…
ରାଉରକେଲା: ରାଉରକେଲାରେ ଝାଡାବାନ୍ତି ଉପର ମୁହାଁ । କମିବାର ନାଁ ଧରୁନି । ଆରଜିଏଚରେ ଝାଡାବାନ୍ତି ଆକ୍ରାନ୍ତ ରୋଗୀଙ୍କ ମଳ ନମୂନା ପରୀକ୍ଷା ରିପୋର୍ଟରେ ହଇଜା ଭୂତାଣୁ ଚିହ୍ନଟ ହୋଇଛି । ବର୍ତ୍ତମାନ ସୁଦ୍ଧା ଝାଡାବାନ୍ତିରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏକ…
ଦାରିଙ୍ଗବାଡିରେ ଚଳିତବର୍ଷର ପ୍ରଥମ ତୁଷାରପାତ…
ଦାରିଙ୍ଗବାଡି,୨୦/୧୨ : ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି ଠାରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ଆଜି ହୋଇଛି । ତୁଷାରପାତ ଫଳରେ ହାଡ଼ଭଙ୍ଗା ଜାଡ ଅନୁଭୂତ ହେବା ସହ ହାତ ଗୋଡ କାଲୁଆ ମାରି ଯାଉଛି । ୧୦ ଟା ପର୍ଯ୍ୟନ୍ତ ଘରୁ ବାହାରିବା କଷ୍ଟକର ହେଉଥିବା ସର୍ବସାଧାରଣରେ ଆଲୋଚନା ହେଉଥିବା!-->…
“ସ୍ତ୍ରୀ ସରପଞ୍ଚ ସ୍ବାମୀ ଆତ୍ମଘୋଷିତ ପ୍ରକ୍ସି ସରପଞ୍ଚ” ପଞ୍ଚାୟତ କାର୍ଯ୍ୟ ବୁଝିଲେ ଅଭିଯୋଗ ନେଇ ହେଵ…
ରାଜନଗର : ରାଜ୍ୟରେ ସରକାରଙ୍କ ପଞ୍ଚାୟତ ରାଜ ବିଭାଗର ନିଷ୍ପତି ଅନୁଯାୟୀ ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ରହିଛି ।ତୃଣମୂଳ ସ୍ତରରେ ମହିଳାଙ୍କ ନେତୃତ୍ୱ ଓ ଭାଗିଦାରୀ ଵୃଦ୍ଧି କରିଵା ପାଇଁ ଏପରି ବ୍ୟବସ୍ଥା ହୋଇଛି। କିନ୍ତୁ ପ୍ରକ୍ସି ସରପଞ୍ଚ ପରମ୍ପରା ଏହି!-->…
ବ୍ଲକସ୍ତରୀୟ ଜନଜାତି କ୍ରୀଡ଼ା ମହୋତ୍ସବ…
ଦାରିଙ୍ଗବାଡି,୨୦/୧୨ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି କଲେଜ ପଡିଆ ଠାରେ ଦାରିଙ୍ଗବାଡି ପଞ୍ଚାୟତ ସମିତି ପକ୍ଷରୁ ବ୍ଲକ ସ୍ତରୀୟ ଜନଜାତି କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ଗଦାଧର ପାତ୍ର ଙ୍କ ସଭାପତିତ୍ବ କ୍ରମେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସ୍ଵତନ୍ତ୍ର ଉନ୍ନୟନ ପରିଷଦର!-->…
ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ, ସଫେଇ ଓ ସଚେତନତା ରାଲିରେ ସାମିଲ ହେଲେ…
ଛତ୍ରପୁର : ଛତ୍ରପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟ ଯୁବ ଓଡିଶା ନବୀନ ଓଡିଶା ଆନୁକୁଲ୍ୟ ରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରହିଛି, ଏହି ପରିପ୍ରେକ୍ଷୀ ରେ ଆଜି ଠୁ ଆରମ୍ଭ ହୋଇଛି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ, ଏହି ଅବସର ରେ ମହାବିଦ୍ୟାଳୟ ର ଛାତ୍ରୀ ମାନେ ପୂର୍ବାହ୍ନ ରେ ବିଭିନ୍ନ ପାର୍କ!-->…