ଆଞ୍ଚଳିକ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଶଙ୍କରାଖୋଲ ରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଶଙ୍କରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା ଅନ୍ତର୍ଗତ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ

ଝାଡାବାନ୍ତି ପରିସ୍ଥିତି ନିୟନ୍ତ୍ରାଣାଧୀନ- ୨୪ ଘଣ୍ଟା ଖୋଲା ରହିବ ପିଏଚସି : ଶାଳିନୀ ପଣ୍ଡିତ…

ସୁନ୍ଦରଗଡ/ରାଉରକେଲା,: ରାଉରକେଲା ମହାନଗର ନିଗମ ଅଞ୍ଚଳରେ ବ୍ୟାପିଥିବା ଝାଡାବାନ୍ତି ଘଟଣା ଅନୁଧ୍ଯାନ କରିବା ପାଇଁ ଏକ ସ୍ବତନ୍ତ୍ର ଟିମ ବୁଧବାର ରାଉରକେଲା ଗସ୍ତରେ ଆସି ଏହାର ଅନୁଧ୍ଯାନ କରିଛନ୍ତି। ଏହି ଦଳରେ ସ୍ବାସ୍ଥ୍ଯ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶାଳିନୀ ପଣ୍ଡିତ, ଗୃହ ଓ

ସାଙ୍ଘାତିକ ସଡ଼କ ଦୁର୍ଘଟଣା : ମିଳୁନି ଅଧା ଶରୀରର ପତା

ଉମରକୋଟ (୨୦/୧୨/୨୦୨୩) ନବରଙ୍ଗପୁର ଜିଲ୍ଲା ଝରୀଗାଁ ଚନ୍ଦାହାଣ୍ଡି ଘାଟିରେ ଅଜଣା ଗାଡି ଧକାରେ ଜଣେ ବ୍ୟକ୍ତିର ମର୍ମାନ୍ତୀକ ମୃତ୍ୟୁ ଘଟିଛି | ମୃତ ବ୍ୟକ୍ତି ଜଣକ ହେଲେ ଚନ୍ଦାହାଣ୍ଡି ଥାନା ଚକାମାଲ ଗ୍ରାମର ବଜନାଥ ପୋଡ଼ ଙ୍କ ପୁଅ ତୁଳସୀ ପୋଡ଼ ବୋଲି ସୂଚନାରୁ ଜଣାପଡିଛି | ତୁଳସୀ

ଶିଶୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଜିଲ୍ଲା ଟାସ୍କ ଫୋର୍ସ କମିଟିର ଚଢାଉ…

ବାଲିମେଳା,କୋରକୋଣ୍ଡା ୨୦/୧୨/୨୩: ଜିଲ୍ଲା ଟାସ୍କ ଫୋର୍ସ କମିଟି ଆଜି ବାଲିମେଳା ଏନଏସି ଏବଂ କରକୋଣ୍ଡା ବ୍ଲକ ର ବିଭିନ୍ନ ସଂସ୍ଥାରେ ଅଚାନକ ଚଢ଼ାଉ କରି ଶିଶୁ ଶ୍ରମିକ ମାନଙ୍କୁ ଉଦ୍ଧାର କରିଛନ୍ତି। ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଜିଲ୍ଲାପାଳ

୪୧୬୬ ମାଧ୍ୟମିକ ଶିକ୍ଷକଙ୍କୁ ମିଳିଲା ନିଯୁକ୍ତି, ନବନିଯୁକ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ…

ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ ବିଭିନ୍ନ ବିଦ୍ୟାଳୟଗୁଡିକରେ ୪୧୬୬ ଜଣ ମାଧ୍ୟମିକ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଛନ୍ତି। ଏଥିପାଇଁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଏକ ନିଯୁକ୍ତି ପର୍ବ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ…

ପନ୍ନୁକୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ଅଭିଯୋଗ: ନୀରବତା ଭାଙ୍ଗିଲେ ପ୍ରଧାନମନ୍ତ୍ରୀ ମୋଦି

ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁକୁ ଆମେରିକାରେ ହତ୍ୟା ପାଇଁ ହୋଇଥିବା ଷଡ଼ଯନ୍ତ୍ର ପଛରେ ଭାରତର ହାତ ଥିବା ଅଭିଯୋଗ ହୋଇଛି। ଆମେରିକା ଏପରି ଅଭିଯୋଗ ଆଣିବା ସହ ଭାରତ ସରକାରଙ୍କୁ ମଧ୍ୟ ଜଣାଇଥିଲା। ଏବେ ଏହି ଘଟଣା ଉପରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି…

ଲାଲୁ-ତେଜସ୍ୱୀଙ୍କୁ ଡାକିଲା ଇଡି…

ବଢ଼ିଲା ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଓ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଅଡୁଆ। ଉଭୟଙ୍କ ବିରୋଧରେ ଜାରି ହେଲା ସମନ। ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଲାଲୁ ଓ ତେଜସ୍ୱୀଙ୍କ ବିରୋଧ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ଜାରି…

କବି ଆଶୁତୋଷ ପରିଡ଼ା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର…

ବିଶିଷ୍ଟ କବି ଆଶୁତୋଷ ପରିଡ଼ା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ତାଙ୍କ କବିତା ସଙ୍କଳନ ‘ଅପ୍ରସ୍ତୁତ ମୃତ୍ୟୁ’ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ‍ବୁଧବାର ଏହି ଘୋଷଣା କରାଯାଇଛି। କେନ୍ଦ୍ର…

ଅଟକାଇଲେ ପୁଲିସ ବାବୁ, ଗାଡ଼ି ଚଢ଼ାଇ ଦେଲେ ମଦ ମାଫିଆ…

ଥମୁନି ମଦ ମାଫିଆଙ୍କ ଗୁଣ୍ଡାରାଜ। ମଦମୁକ୍ତ ଆଇନ ଲାଗୁ ହୋଇଥିଲେ ମଧ୍ୟ ବିହାରରେ ଦିନକୁ ମଦ ମାଫିଆଙ୍କ ରାଜ ବଢ଼ିବାରେ ଲାଗିଛି। ସାଧାରଣ ଲୋକ ତ ଦୂରର କଥା ଏମାନେ ପୁଲିସକର୍ମୀଙ୍କୁ ମଧ୍ୟ ଛାଡୁନାହାନ୍ତି। ଚେକିଂ ବେଳେ ଧରାପଡିଯିବା ଭୟରେ ଏହି ମାଫିଆମାନେ ପୁଲିସ ଉପରକୁ…

ଦିଲ୍ଲୀ ସ୍ଥିତ ନୂଆ ଝାଟିମାଟି ବାଉଁଶ ବାସଭବନରେ ଗୃହପ୍ରବେଶ କଲେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ

ନୂଆଦିଲ୍ଲୀ : ଦିଲ୍ଲୀ ବାସଭବନର ଗୃହପ୍ରବେଶ କଲେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ସେ C 1/4, Humayun Road, Near Khan Market Metro Station, Gate no. 1, New Delhi – 110003 ସ୍ଥିତ ଝାଟିମାଟି ବାଉଁଶରେ ଏକ ନିଆରା ବାସଭବନ ତିଆରି…