ସଂସଦର ସୁରକ୍ଷା ତ୍ରୁଟି ଘଟଣାରେ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ପୁଅ ଅଟକ

ଶୀତ ଅଧିବେଶନ ସମୟରେ ସଂସଦରେ ସ୍ମୋକ୍ ଆଟାକ୍ ଘଟଣାରେ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ପୁଅକୁ ଅଟକ ରଖିଛି ପୁଲିସ। ଦିଲ୍ଲୀ ସ୍ପେଶାଲ୍ ସେଲ୍ ପୁଲିସ ଘଟଣାର ତନାଘନା କରୁଥିବା ବେଳେ ତଦନ୍ତ ଘେରକୁ ଆସିଛନ୍ତି ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ପୁଅ।…

ବ୍ୟାପୁଛି ହଇଜା, ରାଉରକେଲାରେ ପହଞ୍ଚିଲେ ଏସ୍‌ସିବିର ଡାକ୍ତରୀ ଟିମ୍…

ରାଉରକେଲା : ଷ୍ଟିଲସିଟିରେ ହଇଜା ନିୟନ୍ତ୍ରଣ ପାଇଁ ଆକ୍ସନ ପ୍ଲାନ। ଗତକାଲି ସ୍ବାସ୍ଥ୍ୟ ସଚିବ ସାଲିନୀ ପଣ୍ଡିତ ରାଉରକେଲା ଗସ୍ତରେ ଯାଇ ସମୀକ୍ଷା କରିଥିବା ବେଳେ କଟକ ଏସ୍‌ସିବିର ୪ ଜଣ ଡାକ୍ତର ପହଞ୍ଚିଛନ୍ତି । ଆଜି ଆଉ ଜଣେ ଡ଼ାକ୍ତର ଏସ୍‌ସିବିରୁ ଆସି ରାଉରକେଲାରେ…

ଭିଜିଲାନ୍‌ସ ଜାଲରେ ବିଦ୍ୟୁତ୍ ବିଭାଗର କନିଷ୍ଠଯନ୍ତ୍ରୀ, ୩୦ ହଜାର ଟଙ୍କା ଜବତ…

ସୁନ୍ଦରଗଡ଼: ଜଣେ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରାଇଦେବା ପାଇଁ ଲାଞ୍ଚ ନେଉଥିବାବେଳେ ସୁନ୍ଦରଗଡ଼ ଭିଜିଲାନ୍ସ ବିଭାଗ ଟାଟାପାୱାର ବଡ଼ଗାଁ ସେକ୍ସନରେ କାର୍ଯ୍ୟରତ ଜଣେ କନିଷ୍ଠଯନ୍ତ୍ରୀଙ୍କୁ କାବୁ କରିଛି । ତାଙ୍କ ନିକଟରୁ ରାସାୟନିକ ପ୍ରଲେପବୋଳା ଟଙ୍କା ଜବତ କରାଯାଇଛି ।…

ପୁଣି ଡରାଇଲାଣି କରୋନା, ଦିନକରେ ୩୫୮ ନୂଆ ଆକ୍ରାନ୍ତ ଚିହ୍ନଟ, ୩ ମୃତ…

ପୁଣି ଡରାଇଲାଣି ମହାମାରୀ କରୋନା। ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଲାଣି ସଂକ୍ରମଣ ମାମଲା। କରୋନାର ନୂଆ ଭାରିଏଣ୍ଟ ଜେଏନ୍‌.୧ ଧୀରେ ଧୀରେ ଚାରିଆଡେ କାୟା ମେଲାଉଛ। ଗତ ୨୪ ଘଣ୍ଟାରେ ସାରା ଦେଶରେ ୩୫୮ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କେବଳ…

5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ସାକ୍ଷାତ କଲା କନ୍ଧମାଳ ପିପୂଲସ୍ ଫୋରମ୍

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସଂଗଠନ କନ୍ଧମାଳ ପିପୂଲସ୍ ଫୋରମ୍ କେ ପି ଏଫ ପକ୍ଷରୁ ଭି କେ ପାଣ୍ଡିଆନ୍ 5T ଓ ନବୀନ ଓଡ଼ିଶା ର ଅଧ୍ୟକ୍ଷ ଙ୍କୁ ସାକ୍ଷାତ କରି କନ୍ଧମାଳ ଜିଲ୍ଲାରେ ଚାଲିଥିବା ସରକାରୀ ମେଡ଼ିକାଲ୍ କଲେଜ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5t ଅଧ୍ୟକ୍ଷ

ବିବାଦ ସତ୍ତ୍ୱେ ବ୍ରିଜଭୂଷଣ ସିଂହଙ୍କ ସହଯୋଗୀ ଜିତିଲେ କୁସ୍ତି ମହାସଂଘ ନିର୍ବାଚନ

ନୂଆଦିଲ୍ଲୀ :ବିଜେପି ସାଂସଦ ତଥା ଯୌନ ନିର୍ଯାତନା ଅଭିଯୋଗରେ ଫସିଥିବା ବ୍ରିଜ ଭୂଷଣ ଶରଣ ସିଂହଙ୍କୁ ବଡ଼ ସଫଳତା ମିଳିଛି। ତାଙ୍କ ବିରୋଧରେ ଦେଶର ଅନେକ ପ୍ରଖ୍ୟାତ ରେସଲର ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ତଥାପି କୁସ୍ତି ମହାସଂଘ ନିର୍ବାଚନରେ ବ୍ରିଜ ଭୂଷଣଙ୍କ ଜଣେ…

ନିଲମ୍ବନ ଧାରା ଜାରି, ବିଦା ହେଲେ ଆଉ ୩ ସାଂସଦ, ୧୪୭ରେ ପହଞ୍ଚିଲା ନିଲମ୍ବିତ ସାଂସଦଙ୍କ ସଂଖ୍ୟା…

ନୂଆଦିଲ୍ଲୀ :ଲୋକସଭାରେ ଜାରି ରହିଛି ନିଲମ୍ବନ ଧାରା। ଆଜି ବିଦା ହେଲେ ଆଉ ୩ ବିରୋଧୀ ସାଂସଦ। ବାଚସ୍ପତି ଓମ୍‌ ବିଲା ଆଉ ୩ ବିରୋଧୀ ସାଂସଦଙ୍କୁ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ନିଲମ୍ବିତ କରିଛନ୍ତି। ନିଲମ୍ବିତ ତିନି ସାଂସଦ ହେଲେ କଂଗ୍ରେସର ଦୀପକ…

ସେନା ଗାଡ଼ିକୁ ଘେରି ଯାଇ ଆତଙ୍କବାଦୀଙ୍କ ଗୁଳିମାଡ଼, ମୁକାବିଲା ପାଇଁ ଗଲେ ଅଧିକ ଯବାନ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରରୁ ଆସିଛି ଅତ୍ୟନ୍ତ ଖରାପ ଖବର। ସେନାର ଯବାନମାନଙ୍କୁ ନେଇ ଯାଉଥିବା ଗୋଟିଏ ଗାଡ଼ିକୁ ଘେରି ଯାଇ ଗୁଳିମାଡ଼ ଆରମ୍ଭ କରି ଦେଇଛନ୍ତି ଆତଙ୍କବାଦୀ। ଯବାନମାନେ ଏହାର ମୁକାବିଲା କରୁଥିଲେ ହେଁ ଆତଙ୍କବାଦୀମାନେ ସେମାନଙ୍କୁ ୪ ପଟୁ ଘେରି ଯାଇ…

ବଢ଼ିଲା ରାହୁଲ ଗାନ୍ଧିଙ୍କ ଅଡ଼ୁଆ, କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଅଡ଼ୁଆ ପୁଣି ବଢ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ‘ପକେଟ ମାର୍‌’ ଶବ୍ଦର ବ୍ୟବହାର କରିଥିବା ରାହୁଲଙ୍କ ବିରୋଧରେ ଗ୍ରହଣ ହୋଇପାରେ ବଡ଼ କାର୍ଯ୍ୟାନୁଷ୍ଠାନ। ତାଙ୍କ ବିରୋଧରେ ଉପଯୁକ୍ତ…

ଶ୍ରୀମତି ତାରିଣୀ ଗୟାଙ୍କ ସ୍ମୃତିରେ ଶରୀର ଦାନ ସଚେତନତା ସଭା…

ବ୍ରହ୍ମପୁର, ତା.୨୧.୧୨.୨୦୨୩ରିଖ ଶରୀର ଦାନ -ମହତ ଦାନ ଅଭିଯାନକୁ ଆଗକୁ ନେଇ ଆଉ ଜଣଙ୍କୁ ଦୃଷ୍ଟି ଶକ୍ତି ଦେବା, ଅଙ୍ଗ ଦାନ କରିବା ଓ ଶରୀର ସମ୍ବନ୍ଧୀୟ ବ୍ୟବହାରିକ ଡାକ୍ତରୀ ବିଜ୍ଞାନ ଗବେଷଣା ପାଇଁ ନିଜର ଶରୀରକୁ ଦାନ କରିବା ଭଳି ଦୃଷ୍ଟାନ୍ତ ଆମ ସମାଜରେ ଅତି କମ ଦେଖାଯାଉଛି l