Sign in
Sign in
Recover your password.
A password will be e-mailed to you.
କୃଷି ବିଭାଗ ପକ୍ଷରୁ ବିହନ ସଠିକ୍ ସମୟରେ ମିଳୁ ନଥିବା ନେଇ ଅଭିଯୋଗ
ଦାରିଙ୍ଗବାଡି,୨୯/୧୧, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକରେ ବିଳମ୍ବରେ ବିହନ ପ୍ରଦାନ ଓ ଆଗ୍ରହୀ ଚାଷୀଙ୍କୁ ବିହନ ମିଳୁନଥିବା ନେଇ ବ୍ଲକ କୃଷି ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି ଜୀବିକା ସୁରକ୍ଷା ମଞ୍ଚ । ଦ୍ଵିତୀୟ ଫସଲ ପାଇଁ ଆସିଥିବା ବିହନ ଚାଷୀ ଙ୍କୁ ବିଳମ୍ବରେ ବଣ୍ଟନ କରାଯାଉଥିବା!-->…
ସମନ୍ଵିତ ଯୁଵ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ
ହିଞ୍ଜିଳିକାଟୁ,୨୯!୧୧ ହିଞିଳିକାଟୁ ବ୍ଳକ ଅନ୍ତର୍ଗତ କଞ୍ଚୁରୁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଵୁଧବାର ସମନ୍ଵିତ ଯୁଵ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ଅଧ୍ୟକ୍ଷ ସୁଜିତ କୁମାର ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା!-->…
ଧରାକୋଟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ…
ଧରାକୋଟ : ଧରାକୋଟ ସ୍ଥିତ ଅନନ୍ତ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁବ ଓଡ଼ିଶା ନବୀନ ଓଡିଶା ମାଧ୍ୟମରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଯୋଜନାର ଉଦ୍ଘାଟନ ହୋଇଯାଇଛି । ଏହି ଅବସରରେ ଅଧ୍ୟକ୍ଷ ଅକ୍ଷୟ ପଟନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ବି ଇ!-->…
ସୁର୍ଲୁକୋଣ୍ଡା ବ୍ୟାରେଜ୍ ପାଇଁ ସାତ ମାସ ଧରି ସୌର ଚାଳିତ ବିଦ୍ୟୁତ୍ ପାଲଟିଛି ଭରସା : ସାତମାସ ଧରି ବିଦ୍ୟୁତ୍…
ଜିଲ୍ଳା ପ୍ରଶାସନଙ୍କ ତାଗିଦକୁ ଫୁଙ୍କି ଉଡ଼ାଇଦେଲେ କି ଓ.ଏଚ୍.ପି.ସି. କର୍ତ୍ତୃପକ୍ଷ ?
ମାଲକାନଗିରି/ବାଲିମେଳା : ଆନ୍ଧ୍ର ଓଡ଼ିଶା ସୀମାନ୍ତ, ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଚିତ୍ରକୋଣ୍ଡା ମାଟିବନ୍ଧ ଯୋଜନା ଓ ଜଳଭଣ୍ଡାର, ବାଲିମେଳା ଜଳ ବିଦ୍ୟୁତ୍ କେନ୍ଦ୍ର, ତଥା!-->!-->!-->!-->!-->…
ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦରେ ମଶାଙ୍କ ଦୌରାତ୍ମ୍ୟ ! ବାବୁଙ୍କ ନିଦ ଭାଙ୍ଗିବ କେବେ…?
ବ୍ରହ୍ମପୁର : ଆସିକା ସହରର ବିଭିନ୍ନ ୱାର୍ଡରେ ଗତ କିଛି ଦିନ ହେଲା ମଶାଙ୍କ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି । ସଞ୍ଜ ନଇଁଲେ ମଶା ଦଂଶନରେ ସହରବାସୀ ଅସ୍ତବ୍ୟସ୍ତ ହୋଇ ପଡୁଛନ୍ତି । ସନ୍ଧ୍ୟା ସମୟରେ ଏବେ ମଶାଙ୍କ ରାଜ ଚାଲିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ମଶା ଦାଉରୁ ରକ୍ଷା ପାଇବା!-->…
ଲିଙ୍ଗରାଜ ନାହାକଙ୍କ ନାଟକ ‘ଧର୍ମପୁତ୍ର’ ଲୋକାର୍ପିତ…
ବ୍ରହ୍ମପୁର : ଶ୍ଵାଶତୀ ଅନୁଷ୍ଠାନ ତରଫରୁ ଅନୁଷ୍ଠିତ ନାଟ୍ୟକାର ସମ୍ମିଳନୀ ଓ ନାଟ୍ୟ ଆଲୋଚନା ଚକ୍ର ଅବସରରେ ନାଟ୍ୟକାର ଲିଙ୍ଗରାଜ ନାହାଙ୍କଙ୍କ ନାଟକ 'ଧର୍ମ ପୁତ୍ର' ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ବିଷିଷ୍ଟ ନାଟ୍ୟକାର ଓ ନିର୍ଦ୍ଦେଶକ ତଥା ସଙ୍ଗୀତ ନାଟକ ମହାବିଦ୍ୟାଳୟ!-->!-->!-->…
ସବୁଠାରୁ ପୁରୁଣା ବିଦ୍ରୋହୀ ଗୋଷ୍ଠୀ ସହ ଶାନ୍ତି ଚୁକ୍ତି କଲେ କେନ୍ଦ୍ର ସରକାର…
ମଣିପୁରର ସବୁଠାରୁ ପୁରୁଣା ସଶସ୍ତ୍ର ବିଦ୍ରୋହୀ ଗୋଷ୍ଠୀ(ୟୁଏନଏଲଏଫ) ସହ କେନ୍ଦ୍ର ସରକାର ଶାନ୍ତି ଚୁକ୍ତି କରିଛନ୍ତି। ୟୁଏନଏଲଏଫ, କେନ୍ଦ୍ର ସରକାର ଓ ମଣିପୁର ସରକାରଙ୍କ ମଧ୍ୟରେ ଏପରି ତ୍ରିପାକ୍ଷିକ ଶାନ୍ତି ଚୁକ୍ତି ହୋଇଛି।
ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୋଶାଲ…
ଉଦ୍ଧାର ଶ୍ରମିକ ଗବ୍ବର ସିଂହଙ୍କ କଥାକୁ ନେଇ ଚର୍ଚ୍ଚା
ଦୀର୍ଘ ୧୭ ଦିନ ହେଲା ଉତ୍ତରାଖଣ୍ଡରର ଟନେଲରେ ଫସିଥିବା ୪୧ ଜଣ ଶ୍ରମିକ ଶେଷରେ ମଙ୍ଗଳବାର ରାତିରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ମୂଷା ଗାତ ଖୋଳାଳି, ଉଦ୍ଧାରକାରୀ ଟିମ ଓ ଦେଶବାସୀଙ୍କ ପ୍ରାର୍ଥନା ଆଗରେ ଜୀବନ ଜିତିଛି। ୪୧ ଶ୍ରମିକ ୧୭ ଦିନ ହେଲା ଟନେଲ ଭିତରେ ଫସି ରହିଥିଲେ ମଧ୍ୟ…
‘ଟିମ୍ ଇଣ୍ଡିଆ’ର ମୁଖ୍ୟ କୋଚ୍ ଭାବେ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ବୃଦ୍ଧି କଲା ବିସିସିଆଇ…
ନୂଆଦିଲ୍ଳୀ: ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଚଳିତବର୍ଷ ଶେଷ ହୋଇ ଯାଉଥିବାରୁ ସେ ଆଗକୁ ସେହି ପଦରେ ରହିବେ କି ନାହିଁ ବୋଲି ଦ୍ବନ୍ଦ୍ବ ରହିଥିଲା। କେହି କେହି ରାହୁଲ ଆଉ କୋଚ୍ ବନିବେ ନାହିଁ ବୋଲି ଅନୁମାନ କରୁଥିବା ବେଳେ…
କଳାହାଣ୍ଡି ଓ ମୟୂରଭଞ୍ଜ ଜିଲ୍ଲାରେ ୨ଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ପ୍ରକଳ୍ପ ଦୁଇଟି ହେଉଛି କଳାହାଣ୍ଡି ଜିଲ୍ଲା ମୁରଲିଜୋର ଉପରେ ମୁରଲିଝର ନଦୀଗର୍ଭ ଜଳାଶୟ ପ୍ରକଳ୍ପ ଏବଂ ମୟୂରଭଞ୍ଜ ଗଙ୍ଗାହର…