Sign in
Sign in
Recover your password.
A password will be e-mailed to you.
ଓଡ଼ିଶା କ୍ୟାଡରରେ ଯୋଗଦେଲେ ୧୯୮୯ ବ୍ୟାଚ୍ IPS ବି. ରାଧିକା
ଭୁବନେଶ୍ୱର: ଓଡ଼ିଶା କ୍ୟାଡରରେ ଯୋଗଦେଲେ ୧୯୮୯ ବ୍ୟାଚ୍ IPS ବି. ରାଧିକା । ଲୋକସେବା ଭବନରେ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଓ ଗୃହ ସଚିବ ଦେଓରଞ୍ଜନ କୁମାର ସିଂଙ୍କୁ ଭେଟି କାର୍ଯ୍ୟରେ ଯୋଗ ଦେଇଛନ୍ତି। ପରବର୍ତ୍ତୀ ଡିଜିପି ରେସରେ ଆଗରେ ଅଛନ୍ତି ବି. ରାଧିକା…
ସିଲିଣ୍ଡର ଫାଟି ଭୁଶୁଡ଼ି ପଡ଼ିଲା ୫ ଘର
ଫାଟିଲା ଗ୍ୟାସ୍ ସିଲିଣ୍ଡର। ଦେଖୁ ଦେଖୁ ଭୁଶୁଡ଼ି ପଡିଲା ୫ ଘର। ଅନେକ ଲୋକେ ଭଗ୍ନାଂଶ ତଳେ ଦବି ରହିଥିବା ବେଳେ ୧୧ ଜଣଙ୍କୁ ଉଦ୍ଧାର କରାଯାଇଛି। ମୁମ୍ବାଇର ଚେମ୍ବୁର ଅଞ୍ଚଳରେ ଘଟିଛି ଏଭଳି କିଛି ଦୁର୍ଘଟଣା।
ଆଜି ସକାଳୁ ମମ୍ବାଇର ଚେମ୍ବୁର ସ୍ଥିତ କ୍ୟାମ୍ପ ଅଞ୍ଚଳରେ…
ମଟନ୍, ଚିକେନ୍ ଓ ମାଛ ଦୋକାନରେ ଅସମ୍ଭାଳ ଭିଡ଼
ଭୁବନେଶ୍ୱର: ମଙ୍ଗଳବାରରେ ପଡ଼ିଥିଲା ଏବର୍ଷର ପ୍ରତୀକ୍ଷିତ ଆମିଷ ପର୍ବ ଛାଡ଼ଖାଇ। ତେଣୁ ଜମିନଥିଲା। ଗତକାଲି ଆମିଷ ବଜାର ମାନ୍ଦା ଥିଲା, ହେଲେ ଆଜି ବୁଧବାରରେ ଜମିଛି ଛାଡ଼ଖାଇ। ଆଜି ପ୍ରକୃତରେ ଘରେ ଘରେ ପାଳନ ହେଉଛି ଏହି ଅଘୋଷିତ ଆଇଁସିଆ ପର୍ବ। ଆଜି ଖାସି ମାଂସ,…
କ୍ରାଶ କରିଗଲା ସେନା ବିମାନ, ଚାଲିଗଲା ୮ ଜୀବନ…
ଆମେରିକା ସେନାର ଗୋଟିଏ ବିମାନ ଜାପାନର ୟାକୁଶିମା ଦ୍ୱୀପପୁଞ୍ଜ ନିକଟରେ କ୍ରାଶ କରି ଯାଇଛି। ଏହି ଭି-୨୨ ଓସପ୍ରେୟ ବିମାନରେ ମୋଟ ୮ ଜଣ କ୍ରୁ ସଦସ୍ୟ ଥିଲେ। ଦୁର୍ଘଟଣାରେ ସମସ୍ତଙ୍କ ମୃତ୍ୟୁ ଘଟିଛି। ତଟରକ୍ଷୀ ବାହିନୀର ମୁଖପାତ୍ରଙ୍କ ପକ୍ଷରୁ ଦୁର୍ଘଟଣା ଖବରକୁ ନିଶ୍ଚିତ…
ଘରେ ପଶି ପରିବାର ସଦସ୍ୟଙ୍କୁ ମାଡ ମାରିବା ଅଭିଯୋଗରେ ୩ ଗିରଫ…
ଖୋର୍ଦ୍ଧା: ପୂର୍ବ ଶତୃତାକୁ କେନ୍ଦ୍ରକରି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ରଥିପୁରର ଗ୍ରାମରେ ଗୋଟିଏ ପରିବାର ଉପରେ ଆକ୍ରମଣ କଲେ ଦୁର୍ବୁତ୍ତ । ଘଟଣାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ରଥିପୁର…
ବାଲି-ମଦ-ଜମି ମାଫିଆ ବର୍ତ୍ତମାନ ର ନୂଆ ସମାଜ ସେବୀ : ଏବେ ଟିକେଟ ପାଇଁ ଗୋଡାଣିଆ .. !
ଭୁବନେଶ୍ୱର : ୨୯-୧୧ ଆଗକୁ ସାଧରଣ ନିର୍ବାଚନ ବିଭିନ୍ନ ସଭା ସମିତି କ୍ରିକେଟ ମ୍ୟାଚ ଆଧ୍ୟାତ୍ମିକ ପରିବେଶ ଭିତରେ ଏବେ ବାଲି- ମଦ-ଜମି ମାଫିଆ ଓ ସମାଜ ସେବୀ ମାନଙ୍କୁ ବେଶି ଦେଖିବାକୁ ମିଳୁଛି। ବାଲି-ମଦ-ଜମି ମାଫିଆ ମାନେ ମୁଠା ମୁଠା ଟଙ୍କାର ମାଲିକ ହେବା ପରେ ଏବେ ସମାଜ ସେବୀ ପାଲଟିଛନ୍ତି।!-->…
ମତ୍ସ୍ୟଜୀବୀଙ୍କ ଟାର୍ଗେଟରେ ଗହିରମଥା : ଵନଵିଭାଗ ଆଖିରୁ ହଜୁଛି ନିଦ, ଜଵତ କରିଛି ଟ୍ରଲର ସହ ୧0 ମତ୍ସ୍ୟଜୀବୀ ଗିରଫ..
ରାଜନଗର -28.11.023 କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ଅଧିନସ୍ଥ ଅଲିଭରିଡଲେଙ୍କ ଏନ୍ତୁଡିଶାଳ ହୋଇଥିବା ଵେଳେ ସାମୁଦ୍ରିକ ଅଭୟାରଣ୍ୟରେ ମତ୍ସ୍ୟଜୀବୀଙ୍କ ଲାଗି ରୋକ୍ ଲାଗି ଥିବାରୁ ଵନବିଭାଗକୁ ଚାଲେଞ୍ଜ ଦେଇ ଵାରମ୍ବାର ନିରମ ଭଙ୍ଗ କରି ମାଛ ମାରୁଥିବାରୁ ଵନ ବିଭାଗ ୧୦ଜଣ!-->…
ଆମ ବ୍ୟାଙ୍କ ଯୋଜନା ଶୁଭାରମ୍ଭ…
ହିଞ୍ଜିଳିକାଟୁ : , ୨୮।୧୧ ହିଞିଳିକାଟୁ ବ୍ଳକ ଅନ୍ତର୍ଗତ ନନ୍ଦିକ ପଞ୍ଚାୟତ ରେ ମଙ୍ଗଳବାର ଭିସି ମାଧ୍ୟମରେ ଆମ ଵ୍ୟାଙ୍କ ଯୋଜନା ର ଶୁଭାରମ୍ଭ କରିଛନ୍ତି।ଅଞ୍ଚଳରେ ବ୍ୟାଙ୍କ ସେବା ଉପଲବ୍ଧ ନ ଥିବା ଯୋଗୁଁ ପ୍ରସୂତି ମହିଳା ମାନଙ୍କ ଠାରୁ ଆରମ୍ଭକରି ଦିବ୍ୟାଙ୍ଗ ଓ ବିଭିନ୍ନ ଭତ୍ତା ହିତାଧିକାରୀ!-->…
ଗଞ୍ଜାମ ଜିଲାରେ ୨୨ଟି ବ୍ଲକରେ ୩୭ ଟି ପଚାଂୟତରେ ଏହି ଆମ ବ୍ୟାଙ୍କ ସେବାର ଶୁଭାରମ୍ଭ…
ଛତ୍ରପୁର : ଏଣିକି ହାତପାଆନ୍ତାରେ ମିଳିବ ବ୍ୟାଙ୍କ ସେବା । ରାଜ୍ୟରେ ବହୁ ପଚାଂୟତରେ ନାହିଁ ବ୍ୟାଙ୍କ ସେବା,ଯାହାଫଲରେ ପଚାଂୟତ ବାସୀ ଯେକୈାଣସି ବ୍ୟାଙ୍କ ସେବା ପାଇଁ ଦୁରଦୁରାନ୍ତର ଯିବାକୁ ପଡୁଥିଲା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଆମ ବ୍ୟାଙ୍କ ସେବା କାର୍ଯ୍ୟକ୍ରମ ଆରମ୍ଭ!-->!-->!-->…