Sign in
Sign in
Recover your password.
A password will be e-mailed to you.
ଜଦୁଗୁଡ଼ା ଶୈବପୀଠରୁ ମାଲ୍ୟବନ୍ତ ମହୋତ୍ସବ -୨୦୨୩ କଳସ ଯାତ୍ରାର ଶୁଭାରମ୍ଭ
ମାଲକାନଗିରି : ଚଳିତ ବର୍ଷ ମାଲ୍ୟବନ୍ତ ମହୋତ୍ସବ ମାଲକାନଗିରି ବ୍ଲକର ପଦ୍ମଗିରୀ ପଞ୍ଚାୟତର ଜଦୁଗୁଡା ଶୈବ ପୀଠରୁ ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ବିଶାଲ ସିଂଙ୍କ ଉପସ୍ଥିତିରେ ଶୈବ ପୀଠରେ ପୂଜାର୍ଚ୍ଚନା ପରେ କଳସ ଜଳ ଶୋଭାଯାତ୍ରା ବାହାରିଥିଲା ।!-->…
ରାଜନଗରରେ ନାମ ସଂକୀର୍ତ୍ତନକୁ କାର୍ତ୍ତିକଶ୍ବର ପୂଜା ଆଧ୍ୟାତ୍ମିକ ଭକ୍ତି ଭାବକୁ ଵୃଦ୍ଧି କରୁଛି
ରାଜନଗର : ଉପକୂଳ ଓଡିଶାର ନୌବାଣିଜ୍ୟର ସ୍ମାରକୀ ରୂପେ ପାଳିତ ହୋଇ ଆସୁଅଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ବୋଇତ ବନ୍ଦାଣ ପରମ୍ପରା ସହ ଧାର୍ମିକ ଓ ସାଂସ୍କୃତିକ ଭାବଧାରା ଏ ଅଞ୍ଚଳର ସ୍ବତନ୍ତ୍ରତା ବହନ କରିଥାଏ। ଗାଁ ଗାଁ ରେ ହରିନାମ ସଂକୀର୍ତ୍ତନ ସହିତ ହରିହାଟ ଉତ୍ସବ ଓ!-->…
ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ IYDPର ସ୍ପୋର୍ଟସ ଇଭେନ୍ଟ ଆରମ୍ଭ
ଫୁଲବାଣୀ : ଶଙ୍କରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ନୂଆ ଓ ଯୁବ ଓଡିଶା ନବୀନ ଓଡିଶାଅନ୍ତର୍ଗତ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମର କ୍ରୀଡା ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାଗଣା ଚକ୍ଷୁ ପରୀକ୍ଷା ସେବା ଶିବିର ଆୟୋଜନ!-->…
ନବୀନଙ୍କ ଯୁଗ ଶେଷ ପାଣ୍ଡିଆନଙ୍କ ଯୁଗ ଆରମ୍ଭ.. !
ଗଞ୍ଜାମ ଗସ୍ତ ବେଳେ ଦୟନୀୟ ଅବସ୍ଥା ରେ ନେତା ମାନଙ୍କୁ ଦେଖିବାକୁ ମିଳିଥିଲା…!
ବ୍ରହ୍ମପୁର : ଫାଇଭ ଟି ଅଧକ୍ଷ ଭି.କେ ପାଣ୍ଡିଆନ ବିଜେଡ଼ି ର ମଙ୍ଗଧରିବା ପରେ ଗଞ୍ଜାମ ଜିଲ୍ଲାର ତାରାତାରିଣୀଙ୍କ ପୀଠକୁ ଆସିଥିଲେ। ନେତା ଆସିଛନ୍ତି ମା ତାରାତାରିଣୀ ଙ୍କ ଆଶୀର୍ବାଦ ଭିକ୍ଷା ନେବା ପାଇଁ।!-->!-->!-->…
ପୋଖରୀ ପାଣିରେ ବୁଡି ବୃଦ୍ଧା ମୃତ…
ହିଞ୍ଜିଳିକାଟୁ : ମଙ୍ଗଳବାର ଭୋରରେ ହିଞ୍ଜିଳି ଥାନା ଆଡପଡା ଗ୍ରାମ ପୋଖରୀ ପାଣିରେ ବୁଡି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତକା ଜଣଙ୍କ ହେଲେ ଆଡପଡା ଗ୍ରାମର ପଙ୍କଜ ପ୍ରଧାନ (୫୩) । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି। ଏ ନେଇ ହିଞ୍ଜିଳି ଥାନାରେ!-->…
ଉତ୍ତରକାଶୀର ସିଲକ୍ୟାରା ସୁଡ଼ଙ୍ଗରୁ ବାହାରିଲେ ସମସ୍ତ ୪୧ ଶ୍ରମିକ
ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଦେଶବାସୀଙ୍କ ପ୍ରାର୍ଥନା ଶୁଣିଛନ୍ତି ଭଗବାନ୍ । ଭଗବାନ ଓ ବିଜ୍ଞାନର କରାମତିରେ ଜିତିପାରିଛି ଜୀବନ । ଶେଷରେ ଅନ୍ଧାର ଗମ୍ଭୀରା ଟନେଲ ଭିତରୁ ବାହାରିଛନ୍ତି ଶ୍ରମିକମାନେ । ଦୀର୍ଘ ୧୭ ଦିନର ପରିଶ୍ରମ ପରେ ଏବେ ଉଦ୍ଧାର ହୋଇଛନ୍ତି ୪୧ ଶ୍ରମିକ ।…
ସେତେ ଗୁରୁତର ରୋଗ ହୋଇନାହିଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ମନି ଲଣ୍ଡ୍ରିଙ୍ଗ ମାମଲାରେ ଗିରଫ ହୋଇଥିବା ତାମିଲନାଡୁର ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ଆଜି ଝଟକା ଲାଗିଛି | ବାସ୍ତବରେ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ଦେବାକୁ ମନା କରି ଦେଇଛନ୍ତି। ଚିକିତ୍ସା ଆଧାରରେ ଜାମିନ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ମନା କରି…
ମୁସଲିମ ବହୁଳ ଅଂଚଳରେ ଶୁକ୍ରବାର ସ୍କୁଲ ଛୁଟି, ରାମନବମୀ, ଜନ୍ମାଷ୍ଟମୀ ଛୁଟି ବାତିଲ…
ପଟନା: ବିହାର ଶିକ୍ଷା ବିଭାଗର ଏକ ନିଷ୍ପତ୍ତିକୁ ନେଇ ରାଜନୀତି ସରଗରମ ହୋଇଉଠିଛି। ବିହାର ସରକାର ଶୁକ୍ରବାର ଦିନ ଉର୍ଦ୍ଦୁ ବିଦ୍ୟାଳୟଗୁଡ଼ିକରେ ସାପ୍ତାହିକ ଛୁଟି ଘୋଷଣା କରିଛନ୍ତି, ଅର୍ଥାତ୍ ଯେଉଁ ଅଞ୍ଚଳରେ ଅଧିକ ମୁସଲମାନ ଜନସଂଖ୍ୟା ରହିଛି ଅର୍ଥାତ୍ ସେମାନଙ୍କ…
ତୁମେ କଣ, ତୁମ ବାପା ବି ରୋକିପାରିବେନି, ହାଇଦ୍ରାବାଦ ଆମର: ଓୱେସି
ହାଇଦ୍ରାବାଦ: ତେଲେଙ୍ଗାନାରେ ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ ଏବଂ ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମ (ଏଆଇଏମଆଇଏମ) ମଧ୍ୟରେ ବୟାନ ବିବାଦ ଲାଗି ରହିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ତାଙ୍କ ଦଳର ନେତାମାନେ ଏଆଇଏମଆଇଏମକୁ ବିଜେପିର ବି ଦଳ ବୋଲି…
ମତ୍ସ୍ୟଜୀବୀଙ୍କୁ ଆସନ୍ତା ୧ ରୁ ସମୁଦ୍ର ଯିବାକୁ ମନା
ଭୁବନେଶ୍ୱର: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଉପରେ ଆଇଏମଡିର ପୂର୍ବାନୁମାନ ପରେ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ଓଡିଶା ଉପକୂଳରେ ଥିବା ମତ୍ସ୍ୟଜୀବୀଙ୍କ ପାଇଁ ହାଇ ଆଲର୍ଟ ଜାରି କରିଛି। ଏସଆରସି କହିବା ଅନୁସାରେ ବାତ୍ୟା ମିଚାଉଙ୍ଗ୍ ପଶ୍ଚିମ ଓ ଉତ୍ତର-ପଶ୍ଚିମ…