Sign in
Sign in
Recover your password.
A password will be e-mailed to you.
ଚୀନର ନୂଆ ଭାଇରସ, ଭୟଭୀତ ନହେବାକୁ ପରାମର୍ଶ
କୋଭିଡ୍ ପରେ ଏବେ ଚୀନର ଆଉ ଏକ ଭାଇରସ୍ ‘ଏଚ୯ଏନ୨’କୁ ନେଇ ଗଣମାଧ୍ୟମରେ ଆଶଙ୍କା ଲାଗି ରହିବାରୁ ମୁହଁ ଖୋଲିଛନ୍ତି ରାଜ୍ୟ ସରକାର। ଚୀନର ଏହି ଭାଇରସକୁ ନେଇ କୌଣସି ଭୟଭୀତ ହେବାର ନାହିଁ ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି।…
ଗିରଫ ହେଲେ ବୈପାରୀଗୁଡ଼ା ଥାନା ଆଇଆଇସି ସୁଶାନ୍ତ ଶତପଥୀ
ଗିରଫ ହେଲେ ବୈପାରୀଗୁଡ଼ା ଥାନା ଆଇଆଇସି ସୁଶାନ୍ତ ଶତପଥୀ । ଦୁଇ ଦିନ ହେଲା ଥାନା ବାବୁଙ୍କ ଘରେ ଚଢାଉ ଜାରି ରଖିଥିଲା ଭିଜିଲାନ୍ସ । ୩୭ ଲକ୍ଷ ୨୭ ହଜାର ନଗଦ ଟଙ୍କା ଜବତ ହୋଇଛି । ଗତକାଲିଠୁ ଆଇଆଇସି ସୁଶାନ୍ତ ଶତପଥୀଙ୍କ ଘରେ ରେଡ୍ କରିଥିଲା ଭିଜିଲାନ୍ସ ।
ବଣ୍ଡଲ ବଣ୍ଡଲ…
ଆଲୋଚନା ପରେ ଆନ୍ଦୋଳନରୁ ଓହରିଲେ ସନ୍ଲିସା
ଭୁବନେଶ୍ୱର: ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଦାବି ଯୁକ୍ତିଯୁକ୍ତ। ରାଜ୍ୟ ସରକାରଙ୍କ ସହ କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ ଆଲୋଚନା କରିବା ବେଳେ ଦାବିକୁ ସ୍ବୀକାର କରିଛନ୍ତି ଶିଳ୍ପ ସଚିବ। ଏହାପରେ ମଙ୍ଗଳବାର ଫିଲ୍ମ ନିର୍ମାତା ସାନଲିସା ପଟେଲ ଅନିର୍ଦ୍ଦିଷ୍ଟ କାଳ ପାଇଁ ଯେଉଁ ଧାରଣା ଦେଇଥିଲେ…
ହାତ ପାଆନ୍ତାରେ ବ୍ୟାଙ୍କ ସେବା, ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ହାତ ପାଆନ୍ତାରେ ବ୍ୟାଙ୍କ ସେବା । ଆମ ବ୍ୟାଙ୍କ ସେବାର ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ୭୫୦ CSP ପ୍ଲସ୍ ଶାଖାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ୪ ହଜାର ୩ ଶହରୁ ଅଧିକ ବ୍ୟାଙ୍କ ନଥିବା ପଞ୍ଚାୟତରେ CSP ପ୍ଲସ୍ ଶାଖା ରହିବ।
ଯେଉଁଥିରେ…
ଗୁପ୍ତଚର ଉପଗ୍ରହ ମାଧ୍ୟମରେ ହ୍ୱାଇଟ୍ ହାଉସ୍ ଉପରେ ନଜର ରଖିଛନ୍ତି କିମ୍…
ନୂଆଦିଲ୍ଲୀ: ଉତ୍ତର କୋରିଆ ନିକଟରେ ଏକ ସାମରିକ ଗୁପ୍ତଚର ଉପଗ୍ରହକୁ କକ୍ଷପଥରେ ସ୍ଥାନିତ କରି ଏକ ନୂତନ ସଫଳତା ହାସଲ କରିଛି | ଉତ୍ତର କୋରିଆ ଦାବି କରିଛି ଯେ ଏହାର ପ୍ରଥମ ଗୁପ୍ତଚର ଉପଗ୍ରହ ମହାକାଶକୁ ଉତକ୍ଷେପଣ ପରଠାରୁ ହ୍ୱାଇଟ ହାଉସ୍, ପେଣ୍ଟାଗନ୍ ଏବଂ ନିକଟସ୍ଥ…
ପାରାଦୀପ ବନ୍ଦରର ବିକାଶରେ ବାଧକ ସାଜିଛନ୍ତି ରାଜ୍ୟ ସରକାର: କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର: ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ପାରାଦୀପରେ ବୈଇତ ବନ୍ଦାଣ ଉତ୍ସବ ପାଳନ ହେବା ପରେ ପାରାଦୀପ ବନ୍ଦରର ବିକାଶରେ ରାଜ୍ୟ ସରକାର ବାଧା ସାଜିଛନ୍ତି ବୋଲି କହି ସମାଲୋଚନା କରିଛନ୍ତି କେନ୍ଦ୍ର ପର୍ଯ୍ୟଟନ ଓ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ…
ସୁଇମିଂ ପୁଲକୁ ବୁଲି ଦେଖିଲେ ଗଞ୍ଜାମ ଜିଲ୍ଲା କ୍ରୀଡା ଅଧିକାରୀ
ଛତ୍ରପୁର : ଛତ୍ରପୁର ସର୍କିଟ ହାଉସ ଭିତରେ ଥିବା ସୁଇମିଂ ପୁଲ କୁ ବୁଲି ଦେଖିଲେ ଗଞ୍ଜାମ ଜିଲ୍ଲା କ୍ରୀଡା ଅଧିକାରୀ ସନ୍ତୋଷ କୁମାର ସାହୁ l ସୁଇମିଂ ପୁଲ କୁ ସ୍ଵଛ ଓ ସୁନ୍ଦର ରଖିବା ସହିତ ଏହାର ଉଚିତ ବ୍ୟବହାର କରିବା ପାଇଁ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ l ଏହା!-->…
୧୦ ଲକ୍ଷ ଟଙ୍କା ପାଇଁ ଅପହରଣ କରାଯାଇଥିଲା, କିନ୍ତୁ ପରିତ୍ୟକ୍ତ ପଡ଼ିଆରୁ ନାବାଳିକା ଉଦ୍ଧାର…
କେରଳର ପୋୟାପ୍ପାଲୀରୁ ଅପହରଣ ହୋଇଥିବା ନାବାଳିକା ଶେଷରେ ଉଦ୍ଧାର ହୋଇଛି। ପ୍ରାୟ ୨୧ ଘଣ୍ଟା ତଳେ ୬ ବର୍ଷର ଝିଅକୁ କିଛି ଲୋକ ଅପହରଣ କରି ନେଇଥିଲେ। ଏଥିସହ ତାଙ୍କୁ ଛାଡ଼ିବା ପାଇଁ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା ମଧ୍ୟ ମାଗିଥିଲେ।
ପରିବାର ଲୋକ ଓ ପୁଲିସ୍…
ଡିସେମ୍ବର ୧ ରେ ତୁଳସୀ ଯାତ୍ରା, ସାରା ରାଜ୍ୟରୁ ସଂଗୃହୀତ ହେବ ତୁଳସୀ…
ଭୁବନେଶ୍ବର: ଡିସେମ୍ବର ୧ ରେ କଂଗ୍ରେସ ପକ୍ଷରୁ ଆୟୋଜିତ ହେବ ତୁଳସୀ ଯାତ୍ରା । ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ ଘୋଷଣା କରିଛନ୍ତି । ଭୁବନେଶ୍ବରରୁ ଶରଧାବାଲି ପର୍ଯ୍ୟନ୍ତ ହେବ ତୁଳସୀ ଯାତ୍ରା । ଶରଧାବାଲିରୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣ…
ହିନ୍ଦୁସ୍ତାନ ଉପରେ ରାଜ କରିବେ ତେଲୁଗୁ ଲୋକ: ମନ୍ତ୍ରୀ ମଲା ରେଡ୍ଡୀ
ହାଇଦ୍ରାବାଦ: ବଲିଉଡ ଅଭିନେତା ରଣବୀର କପୁରଙ୍କ ଅଭିନୀତ ଆନିମଲ ଆସନ୍ତା ମାସ ୧ ତାରିଖରେ ପରଦାକୁ ଆସିବ। ଏହା ହିନ୍ଦୀ ସମେତ ତେଲୁଗୁ ଓ ତାମିଲ ଭାଷାରେ ପ୍ରଦର୍ଶିତ ହେବ। ଯେଉଁଥିରେ ରଣବୀର, ରଶ୍ମିକା ମନ୍ଦନା, ବବି ଦେଓଲ୍, ଅନିଲ କପୁର ଏବଂ ତ୍ରୁପ୍ତି ଡିମ୍ରି ପ୍ରମୁଖ ଭୂମିକାରେ ନଜର ଆସିବେ।…