ଛାଡଖାଇରେ ଆମିଷ ବଜାରରେ ପ୍ରବଳ ଭିଡ…

ଭୁବନେଶ୍ବର : ସରିଲା ଧର୍ମ ମାସ କାର୍ତ୍ତିକ । ଆଜି ହେଉଛି ଛାଡଖାଇ । ମାସ ତମାମ ନିଷ୍ଠା ସହକାରେ ଆମିଷ ନ ଖାଇ ଲୋକ କାର୍ତ୍ତିକ ମାସ ପାଳୁଥିଲେ । ଆଉ ଅପେକ୍ଷା ଥିଲା ଆଜିର ଦିନକୁ । ଆଜି ମଙ୍ଗଳବାର ଥିବାରୁ ବେପାର ଟିକିଏ ମାନ୍ଦା…

ଜୀବନ ହାରିବାକୁ ନିଷ୍ପତ୍ତି ନେଲେ ୪ ସାଙ୍ଗ, ଏକ ସଙ୍ଗେ ପିଇଦେଲେ ବିଷ…

ଜୀବନ ହାରିବାକୁ ଏକସଙ୍ଗେ ନିଷ୍ପତ୍ତି ନେଲେ ୪ ସାଙ୍ଗ । ଏପରିକି ଏଥିନିମନ୍ତେ ଏକ ସଙ୍ଗେ ବିଷ ବି ପିଇଦେଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଆଉ ୨ ଜଣ ଏବେ ମେଡିକାଲ ବେଡରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏହି ୪ ଜଣଙ୍କ ମଧ୍ୟରେ ୨ ଭଉଣୀ…

ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ ଆରମ୍ଭ…

ପୁରୀ: ବିଶ୍ବପ୍ରସିଦ୍ଧ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଲେଜର ସ୍କାନିଂ ଆରମ୍ଭ ହୋଇଛି। ଏକ ୧୫ ଜଣିଆ ଟିମ୍‌କୁ ନେଇ ଲେଜର ସ୍କାନିଂ ଆରମ୍ଭ ହୋଇଥିବାର ଖବର ମିଳିଛି। ଏଥିରେ ଆର୍ଟିଷ୍ଟିକ, ସର୍ଭେଲାନ୍ସ, ଫଟୋଗ୍ରାଫି ଟିମ୍‌ ସାମିଲ, ଏଏସଆଇ କୋର୍‌ କମିଟି ସଦସ୍ୟ ଓ…

ଲିଫ୍ଟ ଛିଡ଼ି ୧୧ ଶ୍ରମିକ ମୃତ, ୭୫ ଆହତ

ଦକ୍ଷିଣ ଆଫ୍ରିକା ରୁଷ୍ଟେନବର୍ଗର ଏକ ପ୍ଲାଟିନମ ଖଣିରେ ଅଘଟଣ। ଲିଫ୍ଟ ଦଉଡି ଛିଣ୍ଡିଯିବାରୁ ୧୧ ଜଣ ଶ୍ରମିକ ପ୍ରାଣ ହରାଇ ଥିବାବେଳେ ୭୫ ଜଣ ଆହତ ହୋଇଛନ୍ତି। ଶ୍ରମିକମାନେ ଲିଫ୍ଟରେ ଯିବା ସମୟରେ ଏହି ଅଘଟଣ ଘଟିଛି। ଗତକାଲି ସନ୍ଧ୍ୟାରେ ଶ୍ରମିକମାନେ…

ଗଞ୍ଜାମ ଜିଲ୍ଲାର ଚାଷୀଙ୍କୁ ସଶକ୍ତ କରୁଛି ଟାଟା ଷ୍ଟିଲ ଫାଉଣ୍ଡେସନ…

ଜଳବାୟୁ ସହନଶୀଳତା ଏବଂ ସ୍ଥାୟୀ କୃଷି ଅଭ୍ୟାସକୁ ଦେଉଛି ପ୍ରୋତ୍ସାହନ ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ନନ୍ଦିକା ଗାଁର ଚାଷୀ ସୁବାସ ଚନ୍ଦ୍ର ପ୍ରଧାନଙ୍କ ପାଇଁ ପ୍ରାକୃତିକ ବିପର୍ଯ୍ୟୟ କୌଣସି ଚିରନ୍ତନ ଅଭିଶାପଠାରୁ କମ୍ ନଥିଲା। ବର୍ଷକୁ ବର୍ଷ ତାହା ତାଙ୍କର ଠିଆ ହୋଇଥିବା ଫସଲକୁ କୌଣସି

ବିଜେଡ଼ି ସଂଖ୍ୟାଲଘୁ ସେଲର ରାଜ୍ୟ ସଭାପତି ମୁନ୍ନା ଖାଁ ଜି. ଉଦୟଗିରି ଉ ପ ନିର୍ବାଚନ ପ୍ରଚାରରେ…

ଫୁଲବାଣୀ/ଉଦୟଗିରି : କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଏନ. ଏ. ସି ଅଧ୍ୟକ୍ଷା ପାର୍ଥି ପାଇଁ ଉପ ନିର୍ବାଚନ ପ୍ରଚାରର ଅନ୍ତିମ ଦିନ ଅବସରରେ ମାନ୍ୟବର ରାଜ୍ୟସଭା ସାଂସଦ ତଥା ବିଜେଡ଼ି ସଂଖ୍ୟାଲଘୁ ସେଲର ରାଜ୍ୟ ସଭାପତି ଶ୍ରୀଯୁକ୍ତ. ମୁନ୍ନା ଖାଁ ମହୋଦୟ ଆସି ପହଞ୍ଚି ଥିଲେ l ପ୍ରଥମେ ସାଂସଦ

ଫୁଲବାଣୀ ପ୍ରେସ କ୍ଲବ ତରଫରୁ ମାଗଣା ଶୀତ ବସ୍ତ୍ର ପ୍ରଦାନ…

ଫୁଲବାଣୀ -କନ୍ଧମାଳ ରେ ଏବେ ଶୀତର ପ୍ରକୋପ ଧୀରେ ଧୀରେ ବଢୁ ଥିବାରୁ ଗରିବ ଲୋକେ ଏବେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l କି ବୁଢା କି ପିଲା ସମସ୍ତେ ଏବେ ନିଆଁ ଜାଳି ନିଆଁ ପାଖରେ ବସୁଛନ୍ତି l ବିଶେଷ କରି ବୁଢା ବୁଢୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି

ହିଞ୍ଜିଳିକାଟୁ ପାଇଁ ଗୌରବ ଆଣିଲେ ସାଇରାମରାଜ୍ୟ ସ୍ତରୀୟ ପାଓ୍ବାର ଲିଫ୍ଟରେ ଜିତିଲେ ସ୍ବର୍ଣ୍ଣ…

ହିଞ୍ଜିଳିକାଟୁ ,୨୭।୧୧(): ହିଞ୍ଜିଳିକାଟୁର ସାଇରାମ ଗୌଡ଼ (୨୬) ରାଜ୍ୟ ସ୍ତରୀୟ ପାୱାର ଲିଫ୍ଟ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ହିଞ୍ଜିଳିକାଟୁ ଇନଡୋର ଷ୍ଟାଡିୟମ ଜିମରେ ଟ୍ରେନର ପ୍ରଶିକ୍ଷଣ ପାଇଥିବା ସାଇରାମ ଚଳିତ ମାସ ୨୫ ଓ ୨୬ ତାରିଖରେ

ମା ମାଟିଆ ମଙ୍ଗଳା ଯୁବପରିଷଦର ବୋଇର ବନ୍ଦାଣ…

ରାଜନଗର,27.11.2023: ଐତିହ ସଂସ୍କୃତି ପରମ୍ପରାକୁ ଉଜ୍ଜୀବିତ କରବା ଲାଗି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବ୍ରାହ୍ମଣୀ ତଟରେ ନୌବାଣିଜ୍ୟର ଗାଥା । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ଅଗ୍ରଣୀ ସାମାଜିକ ସଂଗଠନ ମା ମାଟିଆ ମଙ୍ଗଳା ଯୁବ ପରିଷଦ (କ୍ଳବ) ବାରଗାଁ ଆନୁକୂଲ୍ୟରେ,

ଟନେଲରେ ଫସିଥିବା ଶ୍ରମିକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର…

ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରେ ୪୧ ଜଣ ଶ୍ରମିକ ୧୬ ଦିନ ହେଲା ‍ଫସି ରହିଛନ୍ତି। ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରୟାସ ଚାଲିଥିଲେ ମଧ୍ୟ ଏଯାଏ ସଫଳତା ମିଳିନାହିଁ। ପ୍ରତିଦିନ ଉଦ୍ଧାରକାରୀ ଟିମ ନୂଆ ନୂଆ ଚ୍ୟାଲେଞ୍ଜର ସମ୍ମୁଖୀନ ମଧ୍ୟ ହେଉଛନ୍ତି। ଏସବୁ ଭିତରେ…