୧୪ଟି ଗାଡ଼ି ଜାଳିଦେଲେ ମାଓବାଦୀ…

ମାଲକାନଗିରି : ମାଓବାଦୀଙ୍କ ଲଙ୍କାକାଣ୍ଡ । ୧୪ଟି ଗାଡ଼ି ଜାଳିଦେଲେ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦନ୍ତେୱାଡା ଜିଲ୍ଲାର ଭାଁସି ନିକଟରେ ରେଲୱେ ଲାଇନ୍ ଦୋହରକରଣ ପାଇଁ ନିୟୋଜିତ ଥିବା ଗାଡ଼ିକୁ ଜାଳି ଦେଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ୍…

ତିନି ଛୁଆଙ୍କୁ ବିଷ ଦେଇ ଝୁଲିପଡିଲେ ଦମ୍ପତି…

କର୍ଣ୍ଣାଟକର ତୁମକୁରରେ ଘଟିଛି ଏକ ହୃଦୟ ବିଦାରକ ଘଟଣା। ଏଠାରେ ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ସ୍ୱାମୀ ଓ ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇ ଥିବାବେଳେ ଖଟ ଉପରେ ପଡିଛି ତିନି ପିଲାଙ୍କ ମୃତଦେହ। ଛୁଆମାନଙ୍କୁ ମାରିବା ପରେ…

ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡାକ୍ତର, ଅସ୍ତ୍ରୋପଚାର ପାଇଁ ନେଉଥିଲେ ଲାଞ୍ଚ…

ସୁବର୍ଣ୍ଣପୁର : ଭିଜିଲାନ୍ସ ପଞ୍ଝାରେ ଚକ୍ଷୁ ଡାକ୍ତର । ୫,୫୦୦ ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡାକ୍ତର ସଂଜୀବ କୁମାର କର । ଯାଲୋଇ ଗାଁ ର ଲକ୍ଷ୍ମଣ ତ୍ରିପାଠୀ ଙ୍କ ଅପରେସନ ପାଇଁ ସେ ଏହି ଟଙ୍କା…

KCRଙ୍କୁ ଝଟ୍‌କା, ନିର୍ବାଚନ ପୂର୍ବରୁ ‘ରୟତୁ ବନ୍ଧୁ’ ଯୋଜନା ସ୍ଥଗିତ…

ଆସନ୍ତା ୩୦ ତାରିଖରେ ତେଲେଙ୍ଗାନାର ସମସ୍ତ ୧୧୯ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ। ଏଥିପାଇଁ ବିଜେପି, କଂଗ୍ରେସ ଓ ବିଆର୍‌ଏସ୍‌ ସମସ୍ତ ଦଳ ନିର୍ବାଚନ ପ୍ରଚାରରେ ଜୋରସୋର୍‌ରେ ଲାଗି ପଡିଛନ୍ତି। ତେବେ ନିର୍ବାଚନ ପୂର୍ବରୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.…

ଘଡଘଡି ସାଙ୍ଗକୁ ପ୍ରବଳ ବର୍ଷା, ବଜ୍ରାଘାତରେ ୨୦ ମୃତ…

ଗୁଜରାଟରେ ଅଦିନିଆ ମେଘ ସାଙ୍ଗକୁ ପ୍ରବଳ ଘଡଘଡି। ବଜ୍ରାଘାତରେ ଗୋଟିଏ ଦିନରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା। ଏଥିସହ ଏକର ଏକର ଜମିର ଫସଲ ନଷ୍ଟ ହୋଇଯାଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏନେଇ ଶୋକବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା…

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପ୍ରସଙ୍ଗ : ଆସନ୍ତାକାଲି ହେବ ଲେଜର ସ୍କାନିଂ…

ପୁରୀ : କାଲି ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ହେବ ଲେଜର ସ୍କାନିଂ । ଲେଜର ସ୍କାନିଂ ପାଇଁ ASIକୁ ଅନୁମତି ପ୍ରଦାନ କରାଯାଇଛି । ସ୍କାନିଂ କରି ରିପୋର୍ଟ ଦେବା ପରେ ବୈଷୟିକ କମିଟି ସହ ଆଲୋଚନା କରାଯାଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ମୂଖ୍ୟ…

ସେନାକୁ ମିଳିବ ୧୫୬ଟି ‘ପ୍ରଚଣ୍ଡ’ ହେଲିକପ୍ଟର

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଭାରତୀୟ ସେନା ଓ ବାୟୁସେନାର ଶକ୍ତି ବଢ଼ିବାକୁ ଯାଉଛି। ଆସନ୍ତା ନଭେମ୍ବର ୩୦ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ(ଡିଏସି)ର ଏକ ବୈଠକ ବସିବ। ଏହି ବୈଠକରେ ସେନା ପାଇଁ ୧୫୬ଟି ଲଢୁଆ…

ବୋଇତ ବନ୍ଦାଣ ସମୟରେ ପାଣିରେ ବୁଡିଗଲେ ଯୁବକ…

ତାଳଚେର: କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ । ବୋଇତ ବନ୍ଦାଣ ସମୟରେ ପାଣିରେ ବୁଡିଲେ ଯୁବକ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଗୁରୁଜାଙ୍ଗ ଗାଁରେ । ମୃତ ଯୁବକ ହେଉଛନ୍ତି ଆଶିଷ କୁମାର ସାହୁ ବୋଲି ଜଣାପଡିଛି ।…

ଇସ୍ରାଏଲ ସହ ଅସ୍ତ୍ରବିରତି ଚୁକ୍ତି ବୃଦ୍ଧି କରିବା ସପକ୍ଷରେ ହମାସ

ଭୟଙ୍କର ଯୁଦ୍ଧ ଭିତରେ ଇସ୍ରାଏଲ ଓ ହମାସ ମଧ୍ୟରେ ହୋଇଥିବାର ୪ ଦିନିଆ ଅସ୍ତ୍ରବିରତି ଚୁକ୍ତିର ଆଜି ହେଉଛି ଶେଷ ଦିନ। ଚୁକ୍ତିର ତୃତୀୟ ଦିନରେ ହମାସ ଅକ୍ଟୋବର ୭ରୁ ବନ୍ଦୀ କରି ରଖିଥିବା ଆଉ ୧୭ ଜଣ ପଣବନ୍ଦୀଙ୍କୁ ମୁକ୍ତ କରିଛି। ଏମାନଙ୍କ ମଧ୍ୟରେ ଆମେରିକାର ଜଣେ ୪…

AI ଫଟୋ ଏଡିଟ୍ ଟୁଲରେ ତିଆରି ହୋଇପାରେ ପର୍ଣ୍ଣୋଗ୍ରାଫି ଚିତ୍ର

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ରସ୍ତୁତ ଫଟୋକୁ ନେଇ ଏବେ ସବୁଠି ଚିନ୍ତା। ବିନା ଅନୁମତିରେ ଏବେ ଯେକେହି ଯେକୌଣସି ବ୍ୟକ୍ତିଙ୍କ ଫଟୋକୁ ମନ ମୁତାବକ ଏଡିଟ୍ କରି ପକାଉଛନ୍ତି। ଯେଉଁଥିରେ ଅସଲ ଓ ନକଲ ମଧ୍ୟରେ ଫରକ ଜାଣିବା ବି କଷ୍ଟକର। ଏହାରି ମଧ୍ୟରେ ନିକଟରେ ଏକ…