ପ୍ରତିମୂର୍ତ୍ତି କୁ ନେଇ ରାଜନୀତି କରିବା ବର ପୁତ୍ର ଙ୍କ ପ୍ରତି ଅପମାନ..!

କାହା ଇଙ୍ଗତ ରେ ଗାୟତ୍ରୀ ରେଷ୍ଟୁରାଣ୍ଟ ପୁଷ୍ପ ମାଲ୍ୟାର୍ପଣ କରିବାକୁ ବାରଣ କଲା...? ହୀନ ମାନସିକତା ପଛର ଖଳ ନାୟକ କିଏ...?? ବ୍ରହ୍ମପୁର : ଆଜି ଗଂଜାମ ଜିଲ୍ଲାର ଶେରଗଡ଼ ନିକଟସ୍ଥ ଏକ ଦେବାଳୟ ରେ ପୂଜାର୍ଚ୍ଚନା ପାଈଁ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯିବା ସମୟ ରେ

ତୈଳିକ ବୈଶ୍ୟ ସମାଜର ବୋଇତ ବନ୍ଦାଣ ଉତ୍ସବ…

ଛତ୍ରପୁର : ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏଥିପାଇଁ ଗାଁଠୁ ସହର ଚଳଚଞ୍ଚଳ ହୋଇ ଉଠିଛି । ଏହି ପରିପ୍ରେକ୍ଷୀରେ ଛତ୍ରପୁର ଠାରେ ଓଡିଶାର ନୈା ବାଣିଜ୍ୟ ପରମ୍ପରା ଏବଂ ସାଧବ ପୁଅ ମାନଙ୍କର ବୋଇତ ଯାତ୍ରାକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣମା ଅବସରରେ

ଗଞ୍ଜାମ ଜିଲ୍ଲାସ୍ତରୀୟ ଦିନିକିଆ କବାଡି ପ୍ରତିଯୋଗିତା : ନାଉଳି ବିଜେତା…

ଛତ୍ରପୁର : ଛତ୍ରପୁରବ୍ଲକ ଅନ୍ତର୍ଗତ କରାତଳୀ ଗ୍ରାମରେ କେ. କେ କ୍ଳବ ପକ୍ଷରୁ ରୁ ଗଞ୍ଜାମ ଜିଲ୍ଲା ସ୍ତରୀୟ ଦିନିକିଆ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରୁ 16ଟି ଦଳ ଅଂଶଗ୍ରହଣ କରିଥିଲେ।ଫାଇଲନାଲ ମ୍ୟାଚ ରେ ରଙ୍ଗେଈଲୁଣ୍ଡାବ୍ଲକ ର ପଞ୍ଚମା

ନାରାୟଣୀ ମନ୍ଦିର ନିକଟରୁ ମୃତ ଦେହ ଉଦ୍ଧାର…

ଫୁଲବାଣୀ : ଆଜି ପବିତ୍ର କାର୍ତିକ ପୁର୍ଣିମାରେ ଫୁଲବାଣୀ ସହରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସହରର ନାରାୟଣୀ ମନ୍ଦିର ନିକଟରେ ଏକ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି।ଯାହା ସୂଚନା ରହିଛି ମୃତକ ଜଣକ ହେଉଛନ୍ତି ବୈକୁଣ୍ଠ ମେହେର, ପିତା-ଅଭିମନ୍ୟୁ ମେହେର ବୟସ- ୪୬, ଘର -

ଡିଏଲଏସ ପକ୍ଷରୁ ସାମ୍ବିଧାନିକ ଦିବସ ପାଳିତ

ଫୁଲବାଣୀ : ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍ ଶ୍ରୀ ସତ୍ୟପୀର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଫୁଲବାଣୀ ନବୋଦୟ ବିଦ୍ୟାଳୟ ପରିସରରେ ସମ୍ବିଧାନ ଦିଵସ ପାଳନ କରାଯାଇଥିଲା lଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଦୌରାଜଜ୍ ସତ୍ୟ ପୀର

ପ୍ରତିକୂଳ ପରିସ୍ଥିତିରେ ସଫଳତାର ଉଦାହରଣ ସୃଷ୍ଟି କରିଛନ୍ତି ଶ୍ରୀନିବାସ…

ମାଲକାନଗିରି/ଚିତ୍ରକୋଣ୍ଡା:(୨୭/୧୧) ସମସ୍ତ ପ୍ରକାରର ସାଧନୀ ଥାଇ ମଧ୍ୟ ଅନେକ ସମୟରେ ସେଭଳି କୌଣସି ବିରାଟ ସିଦ୍ଧି ଦେଖାଯାଇ ପାରେନି ହୁଏତ ତାହା ସାଧନାର ଅଭାବ ବା ଅଧ୍ୟବସାୟର ଅଭାବ କିମ୍ବା ମନୋବଳର ଅଭାବ ହୋଇଥାଇପାରେ । କିନ୍ତୁ ପ୍ରତିକୂଳ ପରିସ୍ଥିତିରେ ସମ୍ଭାବନାରେ ଯେ ନୂତନ

ଦୁଇ ବାଇକ ମୁହାଁମୁହିଁ ଧକ୍କା ତିନି ଯୁବକ ଗୁରୁତର ଆହତ.. !

କୁଆଁରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅଧୀନରେ ଥିବା ପରତାପୁର ପଞ୍ଚାୟତ ଅନ୍ତର୍ଗତ ପୋଗ୍ରାପୋଷ ଜନ ସେବା କେନ୍ଦ୍ର ସମ୍ମୁଖ ରାସ୍ତା ଉପରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ତିନି ଯୁବକ ଗୁରୁତର ଆହତ ହୋଇଛନ୍ତି ! ସୁବାସ ମିରୀ ୨୩ ବର୍ଷ ବାଇକ ନମ୍ବର OD 14A

ପାଗ ଅନୁକୂଳ ଦେଖି ଆଜି ବିଜେଡ଼ି ରେ ଯୋଗ ଦେଲେ ପାଣ୍ଡିଆନ….

ଆସିକା ରୁ ନିର୍ବାଚନ ଲଢ଼ି ପାରନ୍ତି ପାଣ୍ଡିଆନ..!ଭୁବନେଶ୍ୱର: ୨୭-୧୧ ରାଜ୍ୟ ରାଜନୀତି ରେ ଏବେ ନୂଆ ସମିକରଣ ଦେଖିବାକୁ ମିଳିବ। ଫାଇବ-ଟି ସଚିବ ଭି.କେ ପାଣ୍ଡିଆନ ସ୍ବେଚ୍ଛା କୃତ ଇସ୍ତଫା ଦେବା ପରେ ରାଜ୍ୟ ରାଜନୀତିରେ ରେ ହଟ ଚମ୍ପଟ ଦେଖିବାକୁ ମିଳିଥିଲା।ଆଜି ବିଧିବଦ୍ଧ ଭାବେ ପାଗ

ନଗର ବିଜେଡି ଓ ସଂଖ୍ୟାଲଘୁ ସେଲ ପକ୍ଷରୁ ସାଂସଦ ମୁନ୍ନା ଖାଁଙ୍କୁ ସମ୍ବର୍ଦ୍ଧନା…

ଫୁଲବାଣୀ :ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ମୁନ୍ନା ଖାଁ ଘୁ. ଉଦୟଗିରି ଉପ ନିର୍ବାଚନରେ ପ୍ରଚାରର ଅନ୍ତିମ ଦିନରେ ଯୋଗ ଦେବା ପାଇଁ ଫୁଲବାଣୀ ବିଜେଡ଼ି ଜିଲ୍ଲା କାର୍ଯ୍ୟାଳୟ ରେ ପହଂଚି ଥିଲେ l ନଗର ବିଜୁ ଜନତା ଦଳ ଓ ସଂଖ୍ୟାଲଘୁ ସେଲ ତରଫରୁ ସାଂସଦ ମୁନ୍ନା ଖାଁ ଙ୍କୁ କର୍ମକର୍ତାଙ୍କ ଉପସ୍ଥିତ ରେ

ସାଇପ୍ରଭୂଜୀ ଗ୍ଲୋବାଲ ଇଂଲିଶ ମିଡିୟମ ସ୍କୁଲ୍ ର ଦ୍ଵିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ…

ବାଲିଗୁଡ଼ା,: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୂଆସାହି ସ୍ଥିତ ସାଇ ପ୍ରଭୂଜୀ ଗ୍ଲୋବାଲ ଇଂଲିଶ ମିଡିୟମ ସ୍କୁଲ୍ ର ଦ୍ଵିତୀୟ ବାର୍ଷିକ ଉତ୍ସବ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ ଯୋଗ ଦେଇ ଦୀପ ପ୍ରଜ୍ଜଳନ