Sign in
Sign in
Recover your password.
A password will be e-mailed to you.
ଉତ୍ସର୍ଗୀକୃତ ମନୋଭାବ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ୪୬ କର୍ମଚାରୀ ସମ୍ମାନିତ
ଭୁବନେଶ୍ବର: ପୂର୍ବତଟ ରେଳପଥ ବୁଧବାର ଭୁବନେଶ୍ୱରର ରେଳ ଅଡିଟୋରିୟମ ଠାରେ ବିଶିଷ୍ଟ ରେଳ ସେବା-୨୦୨୩ ପୁରସ୍କାର ସମାରୋହ ପାଳନ କରିଛି। ଏହି ଅବସରରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ସମସ୍ତ ରେଳବାଇ କର୍ମଚାରୀଙ୍କୁ ସେମାନଙ୍କର ଉତ୍ସର୍ଗୀକୃତ ସେବା ମନୋଭାବକୁ…
ମୋତେ ଅଯୋଧ୍ୟା ଯିବାକୁ ଏପର୍ଯ୍ୟନ୍ତ ନିମନ୍ତ୍ରଣ ମିଳିନାହିଁ : କେଜ୍ରିଓ୍ବାଲ
ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ଜାନୁଆରୀ ୨୨ରେ ହେଉଛି । ଏଥିପାଇଁ ବିଭିନ୍ନ କ୍ଷେତ୍ର ସହ ଜଡ଼ିତ ନେତା, ଅଭିନେତା ଓ ସେଲିବ୍ରିଟିଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଉଛି। ସେପଟେ ଆମ୍ ଆଦମୀ ପାର୍ଟିର ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ…
ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍, ୧୦ ହଜାର ଟଙ୍କା ଜରିମାନା…
ଫୁଲବାଣୀ: ଫୁଲବାଣୀ ଏଡିଜେ(ପୋକ୍ସୋ) କୋର୍ଟ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୁଷ୍କର୍ମକାରୀ ଯୁବକ ଦୁଃଶାସନ ପ୍ରଧାନ(୪୩)କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଜରିମାନା ଶୁଣାଣି କରିଛନ୍ତି। ଜରିମାନା ଅନାଦେୟ ରହିଲେ ଅଧିକ ୧ ବର୍ଷ…
ରାମ ମନ୍ଦିର ପ୍ରତିଷ୍ଠା ଦିନ ଏହି ସବୁ ରାଜ୍ୟରେ ସ୍କୁଲ୍-କଲେଜ ଛୁଟି ସହ ବନ୍ଦ ରହିବ ମଦ-ମାଂସ ଦୋକାନ
ରାମ ମନ୍ଦିର ପ୍ରତିଷ୍ଠା ନେଇ ଚଳ ଚଞ୍ଚଳ ଅଯୋଧ୍ୟା ନଗରୀ। ଦୀର୍ଘ ପାଞ୍ଚ ଶହ ବର୍ଷର ଅପେକ୍ଷା ପରେ ଜନ୍ମଭୂମିରେ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରତିମା ପୂଜା ପାଇବ। ଏଥିପାଇଁ 22 ଜାନୁଆରୀକୁ ଶୁଭ ସମୟ ଧାର୍ଯ୍ୟ କରାଯାଇଛି। ଏଥିପାଇଁ କେବଳ ଯେ…
ଗୁଡ଼ି ସୂତା ଲାଗି ୭ ବର୍ଷର ଶିଶୁ ଗୁରୁତର…
ଭୁବନେଶ୍ୱର : କଲବଲ କରୁଛି ଗୁଡ଼ି ସୂତା । ପୁଣି ବଡ଼ ଅଘଟଣ । ଗୁଡ଼ି ସୂତା ଲାଗି ୭ ବର୍ଷର ଶିଶୁ ଗୁରୁତର। ଗୁରୁତର ଶିଶୁକୁ ପ୍ରଥମେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଆଜି ଦିନ ୩.୩୦ ବେଳେ ଘଟଣା ଘଟିଛି । ଶିଶୁ…
ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷଙ୍କ ଦ୍ୱାରା କାଲିମେଳା ବ୍ଲକ ଉତ୍କଳ ସାମ୍ବାଦିକ ସଂଘର କାର୍ଯ୍ୟାଳୟ ନିର୍ମାଣ…
ମାଲକାନଗିରି (୧୭।୧) : ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ କାଲିମେଳା ବ୍ଲକ ଶାଖାର ନୂତନ କାର୍ଯ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟକୁ ଆଜି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା ରାବା ଆନୁଷ୍ଠାନିକ ଭାବେ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତିା ଏହି କାର୍ଯ୍ୟାଳୟ ୧୦ ଲକ୍ଷ ଟଙ୍କା!-->…
ଫେକ୍ ଆକାଉଣ୍ଟ ମାମଲା: ର୍ୟାକେଟ୍ର ଅନ୍ୟତମ ସଦସ୍ୟ ସୌରଭ ମାଇତି ଗିରଫ…
ଭୁବନେଶ୍ବର: ଫେକ୍ ଆକାଉଣ୍ଟ ମାମଲାରେ ଆଉ ଜଣେ ଗିରଫ । ପଶ୍ଚିମବଙ୍ଗ ମେଦିନାପୁରରୁ (୩୦) କୁ ଗିରଫ କଲା ଏସ୍ଟିଏଫ୍ । ଗିରଫ ପରେ ସୌରଭକୁ ୪ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ବର ଅଣାଯାଉଛି ।
ଗରିବ ଓ ଅପାଠୁଆ ଲୋକଙ୍କ ଠାରୁ ଡକ୍ୟୁମେଣ୍ଟ ଆଣି ତାଙ୍କ ନାଁ ରେ…
ଥାର୍ଡଡିଗ୍ରୀ ଦେଇଥିବା ଅଭିଯୋଗରେ ତିନି ପୋଲିସ କର୍ମୀଙ୍କୁ ବଦଳି…
କୋରାପୁଟ : ଥାର୍ଡ ଡିଗ୍ରୀ ନାଁ ଶୁଣିଲେ ହିଁ ମନରେ ଭୟ ଆସେ । କାରଣ ଏହା ଅତ୍ୟନ୍ତ ଭୟଙ୍କର ହୋଇଥାଏ । ତେବେ ନିକଟରେ ଏଭଳି ଏକ ଘଟଣା ଘଟିଛି ଯେଉଁଥିରେ ଜଣେ ବ୍ୟକ୍ତିଙ୍କୁ ଥାର୍ଡଡିଗ୍ରୀ ଦିଆଯାଇଥିବାର ଅଭିଯୋଗ ଆସିଛି । ରିପୋର୍ଟ ମୁତାବକ ତାଙ୍କୁ ଜୋର ଜବରଦସ୍ତ ଉଠାଇ ନେଇ ନିର୍ଦ୍ଧୁମ ମାଡ଼…
ଅଲିଭ ରିଡ଼ଲେ କଇଁଛ ସୁରକ୍ଷା ପ୍ରସଙ୍ଗ: ହାଇକୋର୍ଟରେ ଆସନ୍ତା ଏକ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି…
କଟକ: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ଗହୀରମଥା ଋଷିକୂଲ୍ୟାରେ ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ଚିନ୍ତା ନେଇ ମାମଲା ହାଇକୋର୍ଟରେ ଜାରି ରହିଛି। ସତ୍ୟପାଠ ଦାଖଲ ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଲେ ଦେଇଛନ୍ତି। ସବୁ ମାଛ ଧରା ବୋଟ୍ରେ ଜିପିଏସ୍…
ସରକାରୀ ଘର ଖାଲି କରିବାକୁ ମହୁଆକୁ ମିଳିଲା ତୃତୀୟ ନୋଟିସ୍…
ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ନେତ୍ରୀ ମହୁଆ ମୈତ୍ରଙ୍କୁ ବୁଧବାର ନୂଆଦିଲ୍ଲୀରେ ତାଙ୍କ ସରକାର ଆବଣ୍ଟିତ ବାସଭବନ ଖାଲି କରିବାକୁ ପୁଣି ନୋଟିସ୍ ମିଳିଛି।
ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ଅଧୀନରେ ଥିବା ସମ୍ପତ୍ତି ନିର୍ଦ୍ଦେଶାଳୟ…