Sign in
Sign in
Recover your password.
A password will be e-mailed to you.
ଲୋକସେବକ ମଣ୍ଡଳ ଆଞ୍ଚଳିକ ପରାମର୍ଶଦାତା କମିଟି ସଦସ୍ୟା ଡାକ୍ତର ନାରାୟଣୀ ପଣ୍ଡାଙ୍କ ଦେହାନ୍ତ
ସମ୍ବଲପୁର: ଡାକ୍ତର ନାରାୟଣୀ ପଣ୍ଡାଙ୍କ ପରଲୋକ। ଲୋକ ସେବକ ମଣ୍ଡଳ ସମ୍ବଲପୁର ଆଞ୍ଚଳିକ ପରାମର୍ଶଦାତା କମିଟି ସଦସ୍ୟା ତଥା ସମ୍ବଲପୁରର ବିଶିଷ୍ଟ ସମାଜସେବୀ ଡାକ୍ତର ନାରାୟଣୀ ପଣ୍ଡାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ବୟସାଧିକ କାରଣରୁ ସେ ଦୀର୍ଘଦିନରୁ!-->…
ସୁଭଦ୍ରା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା
ପୁରୀ: ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା । ପୁରୀ ତାଳବଣିଆ ଠାରେ ଆୟୋଜିତ ବିଶାଳ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହିତାଧିକାରୀଙ୍କ ବ୍ୟାଙ୍କ୍ ଖାତାକୁ ଏହି ଟଙ୍କା ପଠାଇଛନ୍ତି । ରାଜ୍ୟର ୧ କୋଟି ୨!-->…
ଓଡ଼ଗାଁ ଶ୍ରୀରାମ ନବମୀ ଯାତ୍ରା ପ୍ରସ୍ତୁତି ବୈଠକ : ମନ୍ଦିର ରାସ୍ତାରେ ଆମିଷ ବିକ୍ରୟ ନିଷେଧ ଏବଂ ଟ୍ରାଫିକ ନିୟନ୍ତ୍ରଣ…
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଠାରେ ବିଜେ ସ୍ଵର୍ଣ୍ଣ କଳସ କ୍ଷେତ୍ର ଶ୍ରୀ ରଘୁନାଥ ଜୀଉଙ୍କ ଶ୍ରୀରାମ ନବମୀ ଯାତ୍ରା ତଥା ନବଦିନ ସନ୍ଧ୍ୟାବେଶ ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ ସ୍ଥାନୀୟ ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ନୟାଗଡ଼ ଉପ!-->…
”ସମ୍ପୂର୍ଣ୍ଣା” ମହିଳା ଗଣଦୌଡ ଉଦ୍ଘାଟିତ
ଭୁବନେଶ୍ବର: ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ସାରା ବିଶ୍ବରେ ଏହାକୁ ବଡ ଧୂମଧାମ ସହକାରେ ପାଳନ କରାଯାଉଛି। ଚଳିତ ବର୍ଷ ଦୁଇଟି ଭିନ୍ନ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ‘ଥିମ୍’ ଚୟନ କରାଯାଇଛି । ବିଶ୍ୱର ବିଭିନ୍ନ ସଂସ୍ଥା ଓ ଜାତିସଂଘ ନିଜ ନିଜର ଲକ୍ଷ୍ୟ ଅନୁଯାୟୀ ଏହି ଦିବସକୁ ପାଳନ କରୁଛନ୍ତି ।!-->…
ଅପରେସନ୍ ସାଇବର କବଚ ମାଧ୍ୟମରେ ଅନଲାଇନ୍ ବେଟିଂ ରାକେଟ୍ ର ପର୍ଦ୍ଦାଫାଶ
ମାଲକାନଗିରି : ଆଜି ମାଲକାନଗିରି ସାଇବର ପୋଲିସ ପକ୍ଷରୁ ଆନ୍ତଃରାଜ୍ୟ ଅନଲାଇନ୍ ବେଟିଂ ର ପର୍ଦ୍ଦାଫାସ କରାଯାଇଛି । ତଦନ୍ତରୁ ଜଣାପଡିଛି ଯେ, ଅଭିଯୁକ୍ତମାନେ କୋଟପାଡ଼ ଅଞ୍ଚଳର ନିରୀହ ଲୋକଙ୍କୁ ମନରେଗା ଟଙ୍କା ମିଳିବାର ପ୍ରଲୋଭନ ଦେଖାଇ ସେମାନଙ୍କ ନାମରେ ଜାଲ୍ ବ୍ୟାଙ୍କ ଆକାଉଣ୍ଟ!-->!-->!-->…
ଦେଶୀ ବନ୍ଧୁକ ସହ ଶିମିଲିପାଳ ଟାଇଗର ରିଜର୍ଭରେ ଧରାପଡ଼ିଲେ ୪ ଶିକାରୀ
ମୟୁରଭଞ୍ଜ : ଶିମିଲିପାଳ ଟାଇଗର ରିଜର୍ଭରେ ଧରାପଡ଼ିଲେ ୪ ଶିକାରୀ । ଦୁଇ ଦେଶୀ ବନ୍ଧୁକ ଜବତ । ଧରାଇଲା AI କ୍ୟାମେରା । ଶିମିଲିପାଳ ଦକ୍ଷିଣ ବନ୍ୟଜନ୍ତୁ ବିଭାଗ ପକ୍ଷରୁ ଶିକାରୀଙ୍କ ଚଳପ୍ରଚଳ ଉପରେ ନଜର ରଖିବା ପାଇଁ ବିଭିନ୍ନ ସ୍ଥାନରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ!-->…
ପୁତ୍ର ସନ୍ତାନ ଜନ୍ମ କଲେ ନବମ ଶ୍ରେଣୀ ଛାତ୍ରୀ, ଥାନାରେ ମାମଲା…
କନ୍ଧମାଳ : କନ୍ଧମାଳରେ ଲଜ୍ଜା । ପୁତ୍ର ସନ୍ତାନ ଜନ୍ମ କଲେ ଜଣେ ନବମ ଶ୍ରେଣୀ ଛାତ୍ରୀ । ହଷ୍ଟେଲରେ ରହୁଥିବା ଜଣେ ଅନ୍ତେବାସୀ ଶିଶୁପୁତ୍ର ଜନ୍ମ କରିଛନ୍ତି । କନ୍ଧମାଳ ଜିଲ୍ଳା ଫିରିଙ୍ଗିଆ ବ୍ଳକ ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିବାସ!-->…
ଚଚରା ଘାଟିରେ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ମହିଳାଙ୍କୁ ଉଦ୍ଧାର ସ୍ୱାସ୍ଥ୍ୟକର୍ମୀଙ୍କ ମାନବିକତାକୁ ସାଧାରଣରେ…
ଉମରକୋଟ : ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ନିକଟସ୍ଥ ଚଚରା ଘାଟିରେ ଜଣେ ମହିଳା ମୁମୂର୍ଷୁ ଅବସ୍ଥାରେ କିଛି ସମୟ ପର୍ଯ୍ୟନ୍ତ ପଡ଼ିରହିଥିବା ଘଟଣା ରବିବାର ଦିନ ଦେଖିବାକୁ ମିଳିଥିଲା। ସମୟୋପଯୋଗୀ ଭାବେ ସ୍ୱାସ୍ଥ୍ୟକର୍ମୀମାନଙ୍କ ମାନବିକ ପଦକ୍ଷେପ ଓ ସଚେତନତା ଫଳରେ ମହିଳାଙ୍କ ଜୀବନ!-->!-->!-->…
ଏପ୍ରିଲ ୮ରେ ମହମ୍ମଦ ମୋକିମଙ୍କ ନୂଆ ଦଳ
କଟକ : ଓଡିଶା ଜନତା କଂଗ୍ରେସ ହେବ ମହମ୍ମଦ ମୋକିମଙ୍କ ନୂଆ ଦଳର ନାଁ । ଦଳର ନାଁ ‘ଓଡିଶା ଜନତା କଂଗ୍ରେସ ‘ ହେଉଥିବା ବେଳେ ଦଳୀୟ ପତାକାର ଚିତ୍ର ସାମ୍ନାକୁ ଆଣିଛନ୍ତି ମହମ୍ମଦ ମୋକିମ । ଦଳର ନାଁ ସମ୍ପର୍କରେ ନିର୍ବାଚନ କମିଶନ ଅଫିସରୁ ସଵୁଜ ସଙ୍କେତ ମିଳିଥିବା ସ୍ପଷ୍ଟ କରିଛନ୍ତି ମହମ୍ମଦ!-->…
ଟପ୍ ମାଓବାଦୀଙ୍କୁ ଘେରିଛନ୍ତି ସୁରକ୍ଷାକର୍ମୀ, ସରଣ୍ଡାରେ ଚାଲିଛି ବଡ଼ ମାଓ ଅପରେସନ୍
ରାଉରକେଲା: ଘେରାବନ୍ଦୀରେ କୋଟିଏ ଟଙ୍କିଆ ଟପ୍ ମାଓବାଦୀ । ସରଣ୍ଡାରେ ଚାଲିଛି ବଡ଼ ମାଓ ଅପରେସନ୍ । ଓଡ଼ିଶା-ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କୁ ଘେରିଛନ୍ତି ସୁରକ୍ଷାକର୍ମୀ । ଚାଲିଛି ଭୀଷଣ ଗୁଳି ବିନିମୟ । ଟପ୍ ମାଓ ନେତା ମିସିର ବେସରା ସହ ତାର ୪୧ ଜଣିଆ!-->…