ସୁନ୍ଦରଗଡ଼ ବିଜେପି ହାତରେ ଥିବାରୁ ବିକାଶ ରୋକିଛି ବିଜେଡି: ମନମୋହନ ସାମଲ

ସୁନ୍ଦରଗଡ଼: ‘ସୁନ୍ଦରଗଡ଼ ଜିଲ୍ଲାର ୩ଟି ବିଧାନସଭା ସୁନ୍ଦରଗଡ଼, ତଳସରା, ବୀରମିତ୍ରପୁର ଓ ଲୋକସଭା ବିଜେପି ହାତରେ। ତେଣୁ ସେମାନଙ୍କ ପ୍ରତି ଅସୂୟା ମନୋଭାବ ପୋଷଣ କରି ନବୀନ ସରକାର ଜିଲ୍ଲାର ବିକାଶକୁ ରୋକିଛି। ଜିଲ୍ଲା ଖଣିଜ ପ୍ରତିଷ୍ଠାନରେ ୪ ହଜାର କୋଟି ପଡ଼ି…

କାର୍ଯ୍ୟାନୁଷ୍ଠାନ ଦାବିରେ ବରଗଡ଼ ଏସପି ଅଫିସ ଘେରିଲା କଂଗ୍ରେସ…

ବରଗଡ଼: ଅମ୍ବାଭୋନା ଥାନା ଭଙ୍ଗାରୁଜ୍ଜା ଘଟଣା । କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ବରଗଡ଼ ଆରକ୍ଷୀ ଅଧୀକ୍ଷକଙ୍କ ଅଫିସ୍ ଘେରିଛନ୍ତି ଶତାଧିକ କଂଗ୍ରେସ କର୍ମୀ। ଘଟଣାକୁ ଦୁଇ ଦିନ ବିତିଯାଇଛି ହେଲେ ଏପର୍ଯ୍ୟନ୍ତ କାହିଁକି କାହାରିକୁ ଗିରଫ କରାଯାଇନାହିଁ ବୋଲି…

ଭୂପେଶ ବଘେଲ ବିଜେପିରେ ଯୋଗଦେଲେ କ୍ଲିନ ଚିଟ ମିଳିବ: ଉଦ୍ଧବ ଠାକରେ

ମୁମ୍ବାଇ: ମହାଦେବ ବେଟିଂ ଆପ୍‌ ଦୁର୍ନୀତିରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କର ସମ୍ପୃକ୍ତି ଥିବା ନେଇ ଏବେ ବିଜେପି ଲଗାତାର କଂଗ୍ରେସକୁ ଟାର୍ଗେଟ କରୁଛି | କିଛିଦିନ ତଳେ ଭୂପେଶଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଏହି ମାମଲାରେ…

ବିଷ ବଳୟରେ ଦିଲ୍ଲୀ; ୨୨୦୦ ଗାଡ଼ି ଉପରେ ପଡ଼ିଲା ଫାଇନ୍‌

ବିଷ ବଳୟରେ ରାଜଧାନୀ ଦିଲ୍ଲୀ। ବିଷାକ୍ତ ବାୟୁ କବଳରେ ଛଟପଟ ହେଉଛନ୍ତି ଦିଲ୍ଲୀବାସୀ। ଲଗାତର ଭାବେ ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ନିମ୍ନମାନକୁ ଚାଲିଯିବା ପରେ ରାଜଧାନୀରେ ବହୁ କଟକଣା ଲାଗୁ କରାଯାଇଛି। ମାତ୍ର ନିୟମ ଉଲ୍ଲଘଂନ ଅଭିଯୋଗରେ ୨୨୦୦ ଗାଡ଼ି ଉପରେ ପଡ଼ିଛି…

ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ବିବାଦ, ହାଜର ହେଲେ ସୋମାଲିକା…

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ବିବାଦ ନେଇ କଟକ ସଵ ରେଜିଷ୍ଟ୍ରାରଙ୍କ କୋର୍ଟରେ ହାଜର ହେଲେ ବାନ୍ଧବୀ ସୋମାଲିକା। ଅଭିଯୋଗକାରିଣୀ ସୋମାଲିକା ନୋଟିସ ପାଇ ବିବାହ ପଞ୍ଜିକରଣ ଅଧିକାରୀଙ୍କ ନିକଟରେ ପହଞ୍ଚିଛନ୍ତି । କିନ୍ତୁ ବିବାହ ପାଇଁ ଆବେଦନ…

ନାବାଳିକାଙ୍କୁ ଅପହରଣ ସହ ଦୁର୍ଷ୍କମ, ଅପହରଣକାରୀ ଜେଲ ଗଲେ…

ହିଞ୍ଜିଳିକାଟୁ (୭ା୧୧) : ହିଞ୍ଜିଳି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ସେହି ଗ୍ରାମର ଜଣେ ଯୁବକ ବଳପୂର୍ବକ ଅପହରଣ କରିବା ସହ ବିବାହ ପ୍ରଲୋଭନ ଦେଖାଇ ଦୁର୍ଷ୍କମ କରିବା ଅଭିଯୋଗରେ ହିଞ୍ଜିଳି ପୁଲିସ ଅପହରଣକାରୀ ଯୁବକଙ୍କୁ ସୋମବାର ରାତିରେ ଗିରଫ କରିଛି । ଗିରଫ ଅପହରଣକାରୀ ଜଣଙ୍କ ହେଲେ

କୁଆଁରମୁଣ୍ଡା ଝରାଘାଟରୁ ଉଦ୍ଧାରହେଲା ନାବାଳକର ମରଶରୀର…

ରାଉରକେଲା(କୁଆଁରମୁଣ୍ଡା)- ଗତ ପାଞ୍ଚ ତାରିଖ ରବିବାର ଦିନ ରାଉରକେଲା ଗୋପବନ୍ଧୁପାଲି ଅଂଚଳର ଉପେନ୍ଦ୍ର ସ ଙ୍କ ୧୦ବର୍ଷ ର ପୁଅ ରବି କୁମାର ସ ସାଙ୍ଗମାନଙ୍କ ସହ ଧୋବିଘାଟ କୋଏଲ ନଦୀ କୁ ଗାଧୋଇବା ପାଇଁ ଯାଇଥିଲା । ଭାଗ୍ୟର ବିଡମ୍ବନା ରବି କୁମାର ଗାଧୋଇଲା ବେଳେ ହଠାତ ଗୋଡ ଖସି ନଦୀର

ବ୍ରାହ୍ମଣୀଗାଁରେ କଂଗ୍ରେସ ଦଳର କର୍ମୀ ସମ୍ମିଳନୀ

ଦାରିଙ୍ଗବାଡି, ୭/୧୧, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ଜିଲା ପରିସଦ ୧୧ନଂ ଜୋନ୍‌ ବ୍ରାହ୍ମଣୀଗାଁ ସ୍ଥିତ ଆରଏମପି ପରିସରରେ କଂଗ୍ରେସ ଦଳ ପକ୍ଷରୁ କର୍ମୀ ସମ୍ମିଳନୀ କରାଯାଇଛି। ବରିଷ୍ଠ କଂଗ୍ରେସ ନେତା ଅମୀରଚାନ୍ଦ ନାୟକଙ୍କ ନେତୃତ୍ୱ ଓ ଜିଲା ମହିଳା ସଭାନେତ୍ରୀଙ୍କ ସହଯୋଗ କ୍ରମେ

ସବୁ ରାଜ୍ୟରେ ବାଣ ବିକ୍ରି ଓ ବ୍ୟବହାର ଉପରେ ନିଷେଧାଦେଶ ଲାଗୁ: ସୁପ୍ରିମ କୋର୍ଟ…

ରାଜଧାନୀ ଦିଲ୍ଲୀରେ ବାଣ ବିକ୍ରି ଓ ବ୍ୟବହାର ଉପରେ ୨୦୧୮ରେ ସୁପ୍ରିମ କୋର୍ଟ ଜାରି କରିଥିବା ନିଷେଧାଦେଶ ଦେଶର ସମସ୍ତ ରାଜ୍ୟ ପାଇଁ ଲାଗୁ ବୋଲି ଆଜି ସ୍ପଷ୍ଟ କରିଛନ୍ତି କୋର୍ଟ। ରାଜସ୍ଥାନର ଉଦୟପୁର ବାୟୁମଣ୍ଡଳ ବିଷାକ୍ତ ହେବା ନେଇ ହୋଇଥିବା ଏକ ଆବେଦନର ଶୁଣାଣି ସମୟରେ…

ହନୁମାନ ମନ୍ଦିର ପ୍ରାଙ୍ଗଣରେ ସୁନ୍ଦରାକାଣ୍ଡ ପାରାୟଣ

ଛତ୍ରପୁର : ସ୍ଥାନୀୟ ମହାବୀରନଗର ଠାରେ ଥିବା ସଙ୍କଟ ମୋଚନ ମହାବୀର ହନୁମାନ ମନ୍ଦିର ପ୍ରାଙ୍ଗଣରେ ପବିତ୍ର କାର୍ତ୍ତିକ ମାସ ଅବସରରେ ସୁନ୍ଦରକାଣ୍ଡ ପାରାୟଣ ଚାଲିଥିବା ବେଳେ ମଙ୍ଗଳବାର ଛତ୍ରପୁର ବିଧାୟକ, ଏନଏସି ଉପାଧ୍ୟକ୍ଷ ଙ୍କ ସମେତ ବହୁ ଜନପ୍ରତିନିଧି ମାନେ ପରିଦର୍ଶନ କରି ଶ୍ରୀ ଶ୍ରୀ