Sign in
Sign in
Recover your password.
A password will be e-mailed to you.
ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ପରଲୋକ…
ପୁରୀ/ ଭୁବନେଶ୍ବର: ବରିଷ୍ଠ ରାଜନେତା ତଥା ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ପରଲୋକ ହୋଇଛି। ଗତ କିଛିଦିନ ଧରି ଗୁରୁତର ଅସୁସ୍ଥ ଥିବା ଶ୍ରୀ ମହାନ୍ତିଙ୍କର ଚିକିତ୍ସାଧୀନ ଅବସ୍ଥାରେ ବିୟୋଗ ଘଟିଛି। ନଭେମ୍ବର ପହିଲାରୁ ଭୁବନେଶ୍ବରର କେୟାର…
ଆସନ୍ତାକାଲି ଶ୍ରୀଜିଉଙ୍କ ବନକଲାଗି ବେଶ, ବନ୍ଦ ରହିବ ସାଧାରଣ ଦର୍ଶନ…
ପୁରୀ: ଆସନ୍ତାକାଲି ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଏହି ନୀତି ପାଇଁ ୩ ଘଣ୍ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଦତ୍ତମହାପାତ୍ର…
ବରିଷ୍ଟ ଡକ୍ଟର ଗୋପାଳ ଚନ୍ଦ୍ର ପଟ୍ଟନାୟକ ପରଲୋକ…
ବ୍ରହ୍ମପୁର : ବରିଷ୍ଠ ଡକ୍ଟର ଗୋପାଳ ଚନ୍ଦ୍ର ପଟ୍ଟନାୟକ, ବୟସ ୬୦+, ସର୍ଜରୀ ବିଶେଷଜ୍ଞଙ୍କ ସୋମବାର (୦୬.୧୧.୨୦୨୩) ମଧ୍ୟ ରାତ୍ରି ସମୟରେ ବ୍ରହ୍ମପୁରସ୍ଥିତ ନିଜ ବାସଭବନ ବାଥ୍ ରୁମଠାରେ ଗୋଡ଼ଖସି ପରଲୋକ ହୋଇଯାଇଛି। ପରଲୋକ ସମୟରେ ତାଙ୍କ ସ୍ତ୍ରୀ ଡକ୍ଟର ସ୍ମିତା!-->…
ସମାଜ ସେବୀଙ୍କ ବିୟୋଗ ରେ ଶୋକସଭା…
ଫୁଲବାଣୀ : ସ୍ଵେଚ୍ଛାସେବୀ ଅନୁଷ୍ଠାନ ସ୍ଵାତୀ ତରଫରୁ ଏକ ଶୋକ ସଭା ଫୁଲବାଣୀ ସ୍ଥିତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଦାସ୍ତ ଅନୁଷ୍ଠାନର ପରିଚାଳକ ଦିବଂଗତ ରାଜକିଶୋର ଶର୍ମା ଙ୍କର ଗତ ୨ ତାରିଖ ରେ ହୃଦ୍ଘାତରେ ଦେହାନ୍ତ ହୋଇଯାଇଛି ।!-->!-->!-->…
ବୁଡୁ ପାତ୍ର ହତ୍ୟା ମାମଲା, ୮ ଜଣ ଅଭିଯୁକ୍ତ ଙ୍କୁ ଆଜୀବନ କାରାଦଣ୍ଡ…
ଦୀର୍ଘ ୭ ବର୍ଷ ପରେ ପରିବାର କୁ ମିଳିଲା ନ୍ୟାୟ...
ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ଆମ୍ବଗଡ ଗାଁରେ ଘଟିଥିବା ବୁଡୁ ପାତ୍ର ହତ୍ୟା ମାମଲାରେ ଦଣ୍ଡାଦେଶ ଶୁଣାଇ ଛନ୍ତି କୋର୍ଟ। ସମସ୍ତ ୮ ଜଣ ଅଭିଯୁକ୍ତ ଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରା!-->!-->!-->!-->!-->…
ବ୍ରହ୍ମପୁର ବାର୍ ଆସୋସିଏସନ୍ ର ସଂକ୍ଷିପ୍ତ ସ୍ଵତନ୍ତ୍ର ସଂଶୋଧନ ଶିବିର…
ବ୍ରହ୍ମପୁର,୦୭/୧୧- ବ୍ରହ୍ମପୁର ଉପଖଣ୍ଡ ନିର୍ବାଚନ ବିଭାଗ ତରଫରୁ ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣୀ ଙ୍କ ତତ୍ତ୍ଵାବଧାନରେ ଆଜି ବାର୍ ଆସୋସିଏସନ୍ ସଦସ୍ୟଙ୍କ ଉପସ୍ଥିତି ରେ ଏକ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସମ୍ପର୍କିତ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ଏହି!-->!-->!-->…
ନିସର୍ତ୍ତ ରେ ଖବର ପ୍ରକାଶ ପରେ କାର୍ଯ୍ୟାନୁଷ୍ଠାନ : କବିସୂର୍ଯ୍ୟନଗର ରେ ନରେଗା ନାରେ ଦୁର୍ନୀତି ନେଇ ଥାନା ରେ…
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ରେ ପୁଣି ନରେଗା ଘୋଟଲା ଅଭିଯୋଗ ରେ କବିସୂର୍ଯ୍ୟନଗର ଥାନାରେ ଆଉ ଏକ ଏତଲା ଦାଏର ହେବା ପରେ ଥାନା କେସ ନଂ 675/ 2023 ଦଫା 420, 34 IPC ରେ ମାମଲା ରୁଜୁ ହୋଇଥିବା ଆମର ହସ୍ତଗତ ହୋଇଛି। ଯାହା ସୂଚନା ମିଳିଛି ଗଞ୍ଜାମ ଜିଲ୍ଲା!-->!-->!-->…
ଟାଟା ପାୱାର ଦକ୍ଷିଣାଞ୍ଚଳ ର ମନମାନି : ମିଟର ଅଚଳ ଥିଲେ ବି ଆସୁଛି ବିଲ…
ମିଟର ରିଡିଙ୍ଗ ରେ ହେଉଛି ଶୋଷଣ ସାଧାରଣ ଲୋକେ ହଟ ହଟା... !
ଆର୍ଥିକ ସ୍ଵାକ୍ଷରତା ଓ ସେବା ସଚେତନତା ଶିବିର…
ଫୁଲବାଣୀ (୦୬/୧୧) : ରାଜ୍ୟ ସରକାରଙ୍କ ସଞ୍ଚୟ ଓ ଆର୍ଥିକ ସେବା ନିର୍ଦେଶାଳୟ ଆନୁକୂଲ୍ୟ ରେ ସଞ୍ଚୟ ପକ୍ଷ ପାଳନ ଅବସରରେ ସଞ୍ଜୟ ସ୍ମୃତି ସରକାରୀ ବାଳିକା ମହାବିଦ୍ୟାଳୟ, ଫୁଲବାଣୀରେ ଆର୍ଥିକ ସେବା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି| ଉକ୍ତ କାର୍ଯ୍ୟକ୍ରମରେ ଉପ- ଜିଲ୍ଲାପାଳ, ଜ୍ୟୋତି!-->…
ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଘାଟିତ
ଫୁଲବାଣୀ : ଓଡ଼ିଶାର ଗ୍ରାମାଞ୍ଚଳ ସଶକ୍ତିକରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରତି ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଅର୍ଥ ମଞ୍ଜୁର କରୁଛନ୍ତି । ନୂଆ ଓଡ଼ିଶାରେ ଗାଁ ଲୋକମାନେ ବିକାଶର ଭାଗିଦାର ହୋଇଛନ୍ତି ।!-->…