ରାଜ୍ୟରେ ଅନୁଭୂତ ହେବ ଶୀତ, ଖସିବ ପାରଦ…

ଭୁବନେଶ୍ୱର: ଛାଡିଯାଇଛି ବର୍ଷା । ଆକାଶ ଏବେ ମେଘ ମୁକ୍ତ । ରାଜ୍ୟରେ ଧିରେ ଧିରେ ଆରମ୍ଭ ହେଲାଣି ଶୀତ । ଦିନକ ପରେ ରାଜ୍ୟରେ ଶୀତ ସମ୍ଭାବନା । ତଳମୁହାଁ ହେବ ପାରଦ । ଏନେଇ ଆଜି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ପାଣିପାଗ କେନ୍ଦ୍ରର…

ରାଜଧାନୀରେ ବିଏସ୍‌-୩ ପେଟ୍ରୋଲ ଓ ବିଏସ୍‌-୪ ଡିଜେଲ୍‌ କାର୍‌ ଉପରେ ବ୍ୟାନ୍‌, ଲାଗୁ ହେଲା ଅଡ୍‌-ଇଭେନ୍‌

ଦିଲ୍ଲୀରେ ଦିନକୁ ଦିନ ବାୟୁ ବିଷାକ୍ତ ହେବାରେ ଲାଗିଛି। ଏଠାରେ ପ୍ରଦୂଷଣ ମାତ୍ରା ଢ଼େର ବଢ଼ି ଯାଇଛି। ସ୍ଥିତି ଏପରି ହୋଇଛି ଯେ, ରାସ୍ତାରେ ଗାଡିମଟର ଚଳାଚଳ କରିବା ମୁସକିଲ ହୋଇପଡିଛି। ଦିଲ୍ଲୀକୁ ଢ଼ାଙ୍କି ହୋଇ ରହିଛି ମୋଟା ଧୂଳି ଓ ଧୂଆଁର ଚାଦର। ଫଳରେ ଭଲଭାବେ ଦୃଶ୍ୟମାନ…

ଆଜି ବି ଭୁବନେଶ୍ବର ଆରବିଆଇ ଅଫିସ ଆଗରେ ଭିଡ଼

ଭୁବନେଶ୍ବର: ସରୁନି ଗୋଲାପୀ ନୋଟ୍। କମୁନି ଭିଡ଼ । ୨ହଜାର ଟଙ୍କିଆ ନୋଟ ଜମା ଓ ବଦଳ ପାଇଁ ଆଜି ବି ଭୁବନେଶ୍ବର ଆରବିଆଇ ଅଫିସ ଆଗରେ ଭିଡ଼ । ସକାଳୁ ସକାଳୁ ଲମ୍ବା ଲାଇନ ଲାଗିଛି । ଧାଡ଼ିରେ ଅଛନ୍ତି ଯୁବକ, ମହିଳା ଓ ବୟସ୍କ । କେବଳ ଭୁବନେଶ୍ବର ବାସିନ୍ଦା ନୁହନ୍ତି ବିଭିନ୍ନ…

ପ୍ରାର୍ଥିପତ୍ର ଦାଖଲ କଲେ ଅଶୋକ ଗେହଲଟ୍…

ପାଖେଇ ଆସିଲାଣି ରାଜସିଥାନ ବିଧାନସଭା ନିର୍ବାଚନ। ଏଥିପାଇଁ ଜୋରସୋର୍‌ରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ସମସ୍ତ ରାଜନୈତିକ ଦଳ ମଇଦାନକୁ ଓହ୍ଲାଇ ଜୋର୍‌ସୋର୍‌ରେ ପ୍ରଚାର ପ୍ରସାର କରୁଛନ୍ତି। ଏହାରି ଭିତରେ ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିଜ ନାମାଙ୍କନ…

ପୁଅର ଠେଙ୍ଗା ମାଡରେ ଚାଲିଗଲା ବାପାର ଜୀବନ…

ସୁନ୍ଦରଗଡ: ବାପା ମାଆ ପୁଅ ଜନ୍ମ କରିଥାନ୍ତି ବୃଦ୍ଧା ଅବସ୍ଥାରେ ସାହାରା ଦେବ । ମୃତ୍ୟୁ ପରେ ମୁଖାଗ୍ନି ଦେବ । ଏମିତି କେତେ ଆଶା ଥାଏ ବାପା ମାଆ ଙ୍କ ର । ହେଲେ ସେହି ପୁଅ ସାହାରା ଦେବା ବଦଳରେ ଯଦି ଜୀବନ ନିଏ ତେବେ ଏହା କେବଳ ଭାଗ୍ୟର ବିଡମ୍ବନା ବୋଲି କୁହାଯିବ ।…

ମହାଦେବ ଆପ୍‌ ମାଲିକଙ୍କ ଦାବି, ବଘେଲଙ୍କୁ ଦେଇଛି ୫୦୮ କୋଟି…

ମହାଦେବ ବେଟିଂ ଆପ୍‌କୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ହରଡ଼ଘଣାରେ ପଡ଼ିଥିବା ବେଳେ ଏବେ ଆଉ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ବଘେଲଙ୍କ ବିରୋଧରେ ଏପରି ସାଂଘାତକି ଅଭିଯୋଗ ଆଣିଛନ୍ତି ଖୋଦ ମହାଦେବ ବେଟିଂ ଆପ୍‌ର ମାଲିକ ଶୁଭମ ସୋନି। ମାତ୍ର ଶୁଭମ ସୋନିଙ୍କ…

ଡ଼ଃ ନୃସିଂହାନନ୍ଦ ମହାପାତ୍ର ପାଇଲେ ସନ୍ଥକବି ଭୀମଭୋଇ ସମ୍ମାନ…

ଫୁଲବାଣୀ : କନ୍ଧମାଳର ବିଶିଷ୍ଠ କବି, ସୁସାହିତ୍ୟିକ, ଗବେଷକ, ସଂଗଠକ ଡ଼ଃ ନୃସିଂହାନନ୍ଦ ମହାପାତ୍ର ଗଞ୍ଜାମର ବାଲିପଦର ସ୍ଥିତ ଭୀମଭୋଇ ସାହିତ୍ୟ ଓ ସଂସ୍କୃତି ପରିଷଦ ତରଫରୁ ସନ୍ଥକବି ସାରସ୍ୱତ କାବ୍ୟ ପ୍ରତିଭା ସମ୍ମାନରେ ସମ୍ମାନୀତ ହୋଇଛନ୍ତି l ଅନୁଷ୍ଠାନ ଦ୍ୱାରା ଆୟୋଜିତ ଆଞ୍ଚଳିକ

କଙ୍କଡାହାଡ଼ ବ୍ଲକରେ ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ…

କାମାକ୍ଷାନଗର: ଢେଙ୍କାନାଳ ଜିଲା ଆଦିବାସୀ ବହୁଳ ଅଞ୍ଚଳ କଙ୍କଡାହାଡ଼ ବ୍ଲକରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହେଇଥିବା ସୁଯୋଗ ନେଇ କିଛି ନକଲି ଡାକ୍ତର ଜମାଇଛନ୍ତି ନିଜର ଆଧିପତ୍ୟ। ଆଦିବାସୀ ନିରୀହ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ନାଁ ରେ ଶୋଷଣ କରୁଥିବା ଦେଖିବାକୁ ମିଳିଛି…

୧୦ଲକ୍ଷ ଟଙ୍କାର ବେଆଇନ ବାଣ ଜବତ ୪ ଗିରଫ…

ବ୍ରହ୍ମପୁର : ଆଜି ବ୍ରହ୍ମପୁର ବଡ଼ ବଜାର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବେଆଇନ ବାଣ ଚୋରା ଚାଲାଣ ଓ ଗଛିତ ଥିବା ଗୁପ୍ତ ଗୋଦାମ କୁ ଠାବ କରିଛି। ଏକ ଅଟୋ ରେ ବେଆଇନ ବାଣ ଚାଲାଣ ବେଳେ ପୋଲିସ ହାତରେ ଧରା ପଡ଼ିଥିଲା। ଜେରା ବେଳେ ଏହି ଗୁପ୍ତ ଗୋଦାମ ର ସୁରାକ ପାଇ ତାହା ଉପରେ ଚଢ଼ାଉ

ମହିଳାଙ୍କ ଆତ୍ମହତ୍ୟା…

ହିଞ୍ଜିଳିକାଟୁ : ସୋମବାର ହିଞ୍ଜିଳି ଥାନା ଶାସନଆମ୍ବଗାଁରେ ଜଣେ ମହିଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ମହିଳା ଜଣଙ୍କ ହେଲେ ସଂପୃକ୍ତ ଗ୍ରାମ ସ୍କୁଲ ସାହିର ମଧୁ ବେହେରା (୫୨) । ଏ ନେଇ ହିଞ୍ଜିଳି ଥାନାରେ କେସ ନମ୍ବର ୩୦/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ