ଗାଁକୁ ରାସ୍ତା ନାହିଁ, ଚାଙ୍ଗୁ ବଜାଇ ପ୍ରତିବାଦ କଲେ ଲୋକେ…

କେନ୍ଦୁଝର : ରତ୍ନଗର୍ଭା କେନ୍ଦୁଝର ଜିଲ୍ଲା! ଖଣି ଖାଦାନରେ ଭରପୂର ଥିବାରୁ ଧନୀ ଜିଲ୍ଲା ଭାବେ ପରିଚୟ ପାଇଛି! ହେଲେ ଦୁଃଖର ବିଷୟ ଏହି ଧନୀ ଜିଲ୍ଲାରେ ଦେଖିବାକୁ ମିଳିଛି ବିକଳ ଚିତ୍ର। ଆଜି ପର୍ଯ୍ୟନ୍ତ ଗାଁକୁ ଯିବା ପାଇଁ ରାସ୍ତା ଖଣ୍ଡିଏ ଯାଇନି। ବିଜୁଳି କଥା…

ଇ-କୋର୍ଟ ଯୁଗରେ ସ୍ଥାୟୀ ବେଞ୍ଚ ମହତ୍ୱପୂର୍ଣ୍ଣ ନୁହଁ: କେନ୍ଦ୍ରମନ୍ତ୍ରୀ…

ଭୁବନେଶ୍ବର : ହାଇକୋର୍ଟର ନୂଆ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସୁପାରିଶ ଆବଶ୍ୟକ। ଏଥିସହିତ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ସହମତି ଦରକାର। ଏହା ପରେ ଯାଇ କେନ୍ଦ୍ର ସରକାର ନୂଆ…

କଳିଙ୍ଗନଗର ଆଦିବାସୀ ଗଣହତ୍ୟାକୁ ୧୮ବର୍ଷ ପୂରିଲା, ମହମବତୀ ଶୋଭାଯାତ୍ରା କରି ବର୍ଷିଲା କଂଗ୍ରେସ…

କଳିଙ୍ଗନଗର : କଳିଙ୍ଗ ନଗର ଆଦିବାସୀ ଗଣହତ୍ୟାର ୧୮ ତମ ଶ୍ରାଦ୍ଧବାର୍ଷିକୀରେ ମହମବତୀ ଶୋଭାଯାତ୍ରାର ଆୟୋଜନ କରିଥିଲା ରାଜ୍ୟ କଂଗ୍ରେସ। ନିରୀହ ଆଦିବାସୀଙ୍କୁ ନିର୍ମମ ହତ୍ୟା କରିଥିବା ରାଜ୍ୟର କ୍ଷମତାସୀନ ବିଜେଡି ସରକାର ଏପର୍ଯ୍ୟନ୍ତ ଆଦିବାସୀଙ୍କୁ ନ୍ୟାୟ ଦେବାରେ…

ଉଜୁଡ଼ିଲା ଜୀବିକା, ୪ ହଜାର ମତ୍ସ୍ୟଜୀବୀ ଏବେ ଦାଦନ…

ଚିକିଟି: ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକ୍‌ ବଙ୍ଗୋପସାଗର ଉପକୂଳବର୍ତ୍ତୀ ଇଲାକା ସୋରଳ, ସୋନପୁର, କତୁରୁ ଓ ଏକସିଙ୍ଗି ପଞ୍ଚାୟତ। ଆବହମାନ କାଳରୁ ଏଠାକାର ଅଧିବାସୀ ସମୁଦ୍ରରୁ ମାଛ ମାରି ଜୀବିକା ନିର୍ବାହ କରିଆସୁଛନ୍ତି। ଏଥିପାଇଁ ଏହି ଇଲାକା ଗୁଡ଼ିକ…

ବୁଧବାର ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି: ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ…

ପୁରୀ: ଆସନ୍ତାକାଲି ବୁଧବାର ପୌଷ କୃଷ୍ଣ ସପ୍ତମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ଵିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ଣ ୪ଟାରୁ ରାତ୍ର ୮ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ…

ମୃତକଙ୍କ ପରିବାରକୁ ୩ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନିଶ୍ଚିନ୍ତକୋଇଲି/ ଭୁବନେଶ୍ବର: କଟକ-ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କଟରପଡ଼ା କଳା ପୋଲ ନିକଟରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଶୋକସନ୍ତପ୍ତ…

ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଲେ ହାଇକୋର୍ଟ…

କଟକ: ଓଡ଼ିଶା ହାଇକୋର୍ଟରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ହତ୍ୟାକାଣ୍ଡ ମାମଲା ଏକ ନୂଆ ମୋଡ଼ ନେଇଛି। ଲକ୍ଷ୍ମଣାନନ୍ଦ ସରସ୍ଵତୀ ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ନେଇ ହାଇକୋର୍ଟରେ ହୋଇଥିବା ମାମଲାର ଶୁଣାଣି କରି କାହିଁକି ସିବିଆଇ ତଦନ୍ତ ହେବ ନାହିଁ ବୋଲି ରାଜ୍ୟ…

କଟକ-ଚାନ୍ଦବାଲି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୩ରେ ପହଞ୍ଚିଲା…

ନିଶ୍ଚିନ୍ତକୋଇଲି: କଟକ-ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କଟରପଡ଼ା କଳା ପୋଲ ନିକଟରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି। ଏହି ଦୁର୍ଘଟଣାରେ ୪୦ ଆହତ ଓ ୨୦ ଗୁରୁତର ଥିବା ଜଣାଯାଇଛି। ସେମାନଙ୍କୁ…

ଜାନୁଆରିରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ…

ମୁମ୍ବାଇ: ନୂଆ ବର୍ଷ ୨୦୨୪ ଆରମ୍ଭ ହୋଇଛି। ଏହା ସହିତ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୨୦୨୪ ବର୍ଷ ପାଇଁ ବ୍ୟାଙ୍କ ଛୁଟି ତାଲିକା ଜାରି କରିଛି। ପ୍ରତି ମାସ ଭଳି ଚଳିତ ମାସରେ ମଧ୍ୟ ବ୍ୟାଙ୍କଗୁଡ଼ିକରେ ଅନେକ ଦିନ ଛୁଟି ରହିବ। ଆରବିଆଇ ଜାତୀୟ ସ୍ତରରେ ବ୍ୟାଙ୍କ…

‘‌ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଛାଡ଼ି ଅଯୋଧ୍ୟାରେ ରହିବାକୁ ସ୍ଥାନ ଖୋଜୁଛନ୍ତି ଲୋକେ’; ଓୟୋ ପ୍ରତିଷ୍ଠାତା…

ନୂଆଦିଲ୍ଲୀ: ଆଜିକା ସମୟରେ ଲୋକମାନେ କୌଣସି ସ୍ଥାନକୁ ବୁଲିବାକୁ ଯିବା ପୂର୍ବରୁ ଅନଲାଇନରେ ରୁମ ବୁକ କରି ଦେଇଥାଆନ୍ତି। ଛୁଟି ସମୟରେ ଲୋକମାନେ ପାହାଡ଼ ଓ ସମୁଦ୍ରକୂଳ ଆଦି ସ୍ଥାନମାନଙ୍କୁ ବୁଲିବାକୁ ଯିବାକୁ ଅଧିକ ପସନ୍ଦ କରିଥାଆନ୍ତି। କିନ୍ତୁ ଚଳିତ ଥର କିଛି…