Sign in
Sign in
Recover your password.
A password will be e-mailed to you.
ଜନ୍ମଦିନରେ ବିରାଟଙ୍କ ଶତକ, ସଚିନଙ୍କ ୪୯ ଶତକର ସମକକ୍ଷ…
କୋଲକାତା : ନିଜର ଜନ୍ମଦିନରେ ଭାରତର କୋଟି କୋଟି କ୍ରିକେଟପ୍ରେମୀଙ୍କ ଏକ ସ୍ମରଣୀୟ ଶତକ ଉପହାର ଦେଇଛନ୍ତି ବିରାଟ କୋହଲି । ଏହା ସହିତ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୪୯ ଦିନିକିଆ ଶତକର ସମକକ୍ଷ ହୋଇଛନ୍ତି ବିରାଟ ।
ବିରାଟଙ୍କ ଏହି ଶତକ ବଳରେ କୋଲକାତାର…
ଶ୍ରୀମନ୍ଦିର ୪ ଦୁଆର ଓ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ: ଶ୍ରୀଜଗନ୍ନାଥ ସେନାର ଜନସଂପର୍କ ଯାତ୍ରା…
ପୁରୀ: ଜୋର ଧରିଲା ଶ୍ରୀମନ୍ଦିର ୪ ଦୁଆର ଓ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ ଦାବି । କୋରାପୁଟରେ ଶ୍ରୀଜଗନ୍ନାଥ ସେନା ପୁରୀ କେନ୍ଦ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଭକ୍ତ ଜାଗରଣ ଜନସଂପର୍କ ଯାତ୍ରା ଅନୁଷ୍ଠିତ ହୋଇଛି । ଗଞ୍ଜାମ ଓ ଖୋର୍ଦ୍ଧା ପରେ ଏବେ କୋରାପୁଟ ଜିଲ୍ଲାରେ…
ଘରେ ପଶି ମହିଳା ସରକାରୀ କର୍ମଚାରୀଙ୍କୁ ଛୁରୀ ଭୁସି ହତ୍ୟା
ଘରେ ପଶି ଅତି ନିର୍ମମ ଭାବେ ମହିଳା ସରକାରୀ କର୍ମଚାରୀଙ୍କୁ ଛୁରୀ ଭୁସି ହତ୍ୟା କଲେ ଦୁର୍ବୃତ୍ତ। କର୍ଣ୍ଣାଟକର ବେଙ୍ଗାଲୁରୁରେ ଘଟିଛି ଏଭଳି କିଛି ହତ୍ୟାକାଣ୍ଡ।
ପ୍ରତିମା। ତାଙ୍କ ବୟସ ୩୭ ବର୍ଷ। ସେ କର୍ଣ୍ଣାଟକର ଖଣି ଏବଂ ଭୂବିଜ୍ଞାନ ବିଭାଗର ଡେପୁଟି ଡାଇରେକ୍ଟର ଭାବେ…
ଅମ୍ବାଭୋନା ଥାନା ଭିତରେ ଗଣ୍ତଗୋଳ ସହ ଭଙ୍ଗାରୁଜା କଲେ ଶତାଧିକ ବ୍ୟକ୍ତି…
ବରଗଡ଼ : ଅମ୍ବାଭୋନା ଥାନା ଭିତରେ ତୁମୁଳକାଣ୍ଡ । ଥାନା ଭିତରେ ଗଣ୍ତଗୋଳ ସହ ଭଙ୍ଗାରୁଜା କଲେ 30ରୁ ଉର୍ଦ୍ଧ୍ଵ ବ୍ୟକ୍ତି । ପୋଲିସ ଚଢ଼ାଉରେ ଅତିଷ୍ଠ ହୋଇ ଭଙ୍ଗାରୁଜା କରିଥିବା ଗଣ୍ଡଗୋଳର କାରଣ ବୋଲି ଅଭିଯୋଗ ହୋଇଛି ।
ପିକନିକ ପାରଟିରେ ମାଦକ ଦ୍ରବ୍ୟ ଥିବା ସୂଚନା…
ପୂର୍ବତନ ଇସ୍ରୋ ମୁଖ୍ୟଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଲେ ଏସ୍ ସୋମନାଥ…
ପଦାରେ ପଡ଼ିଲା ଇସ୍ରୋ କଳି। ଇସ୍ରୋର ପୂର୍ବତନ ମୁଖ୍ୟ କେ. ଶିବନଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ବର୍ତ୍ତମାନ ମୁଖ୍ୟ ଏସ୍ ସୋମନାଥ। ୨୦୧୮ରେ ଇସ୍ରୋ ଅଧ୍ୟକ୍ଷ ପଦ ପାଇଁ ପୂର୍ବତନ ଅଧ୍ୟକ୍ଷ କେ.ଶିବନ ଏସ୍ ସୋମନାଥଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ। ନିଜ…
ଆରମ୍ଭ ହେଲା ଝାରସୁଗୁଡ଼ା-କୋଲକାତା ମଧ୍ୟରେ ବିମାନ ଚଳାଚଳ…
ଝାରସୁଗୁଡା: ପଶ୍ଚିମବଙ୍ଗ ଯାତ୍ରୀମାନଙ୍କୁ ଓଡି଼ଶାକୁ ଯାତାୟତ କରିବା ହେଲା ଆହୁରି ସହଜ । ଆରମ୍ଭ ହେଲା ଝାରସୁଗୁଡ଼ା-କୋଲକାତା ମଧ୍ୟରେ ବିମାନ ଚଳାଚଳ ସେବା । କୋଲକାତାରୁ ୨୭ ସିଟ୍ ବିଶିଷ୍ଟ ATR-72 ବିମାନ ଚଳାଚଳ ଆଜିଠୁ ଆରମ୍ଭ ହୋଇଛି । ପ୍ରତିଦିନ ଏହି ବିମାନ…
ଦିଲ୍ଲୀରେ ୧୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ୍…
ନୂଆଦିଲ୍ଲୀ: ରାଜଧାନୀର ବାୟୁ ପ୍ରଦୂଷଣ ସ୍ଥିତି ଅତ୍ୟନ୍ତ ଗମ୍ଭୀର ସ୍ଥିତିରେ ପହଞ୍ଚିଛି। ସ୍ଥିତି ଏପରି ହୋଇଛି ଯେ ଦିଲ୍ଲୀର ଅନେକ ସ୍ଥାନରେ ଏକ୍ୟୁଆଇ ପାଖାପାଖି ୫୦୦ ପାଖାପାଖି ପହଞ୍ଚିଛି। ଏଭଳି ପରିସ୍ଥିତିରେ ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ କମିଶନ ରାଜଧାନୀରେ…
ରେଳ ଯାତ୍ରା ସମୟରେ ଆତସବାଜି ଓ ଫଟକା ପରିବହନ ନିଷିଦ୍ଧ…
ଭୁବନେଶ୍ଵର: ଆପଣ ଟ୍ରେନରେ ଯାତ୍ରା କରୁଥିବା ସମୟରେ ଜ୍ଵଳନ୍ତ ତଥା ବିସ୍ଫୋରକ ଜିନିଷ ପରିବହନ କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ । ଏଥିପାଇଁ ଆପଣଙ୍କୁ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡିପାରେ । କାରଣ ରେଳ ଯାତ୍ରା ସମୟରେ ଆତସବାଜି ଓ ଫଟକା…
ଭାରତ ବିରୋଧରେ ପୁଣି ବିଷ ଉଗାରିଲେ କାନାଡା ପ୍ରଧାନମନ୍ତ୍ରୀ
ପୁଣି ଭାରତ ବିରୋଧରେ ବିଷ ଉଗାରିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ। ସେ ହିନ୍ଦୁମାନଙ୍କ ସ୍ୱସ୍ତିକ ଚିହ୍ନକୁ ନେଇ ଦେଲେ ବିବାଦୀୟ ବୟାନ। ସ୍ୱସ୍ତିକ ଚିହ୍ନକୁ ସେ ଘୃଣାର ପ୍ରତୀକ ବୋଲି କହିଛନ୍ତି। ଏହାକୁ ନେଇ ଏବେ ଦୁଇ ଦେଶ ମଧ୍ୟରେ ବିବାଦ ଉପୁଜିଛି।…
ଆତଙ୍କବାଦୀଙ୍କ ଧମକ, ବିଶ୍ୱକପ୍ ଫାଇନାଲ୍ ଦିନ ଉଡାଇଦେବ ଏୟାର୍ ଇଣ୍ଡିଆ ବିମାନ..!
ନଭେମ୍ବର ୧୯ରେ ଏୟାର୍ ଇଣ୍ଡିଆ ବିମାନ ଉପରେ ହୋଇପାରେ ବଡ ଧରଣର ଆତଙ୍କୀ ହମଲା। ବ୍ୟାନ୍ ହୋଇଥିବା ଆତଙ୍କୀ ସଂଗଠନ ଶିଖ୍ ଫର ଜଷ୍ଟିସ୍ (SFJ)ର ପ୍ରତିଷ୍ଠାତା ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁନ୍ ଏକ ଭିଡିଓ ଜାରି କରି ଏହି ଚେତାବନୀ ଦେଇଛି। ନଭେମ୍ବର ୧୯ରେ ଏୟାର…