ଓଲଟିଲା ଗୋରୁ ବାଝେଇ ଟ୍ରକ୍ : ୫ଗୋରୁ ମୃତ…

ତେଲକୋଇ : ତେଲକୋଇରେ ଅଭାବନୀୟ ଘଟଣା ଘଟିଛି । ବିଞ୍ଜବାହାଲ ବସଷ୍ଟାଣ୍ଡ ନିକଟରେ ଭାରସାମ୍ୟ ହରାଇ ଏକ ଗୋରୁବୋଝେଇ ଟ୍ରକ ଓଲଟି ପଡିଛି । ଫଳରେ ୫ ଜଣ ଗୋରୁଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଆଜି ସକାଳେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ ଏକ…

ବୁଝାଇବାକୁ ଯାଇଥିଲେ ଅଫିସର, ତାଙ୍କୁ ହିଁ ନଡା ପୋଡିବାକୁ ଧରାଇଦେଲେ କୃଷକ…

ଭୟଙ୍କର ଭାବେ ବଢ଼ି ଚାଲିଛି ପ୍ରଦୂଷଣ ମାତ୍ରା । କୃଷକମାନେ ନଡ଼ା ଜାଳିବା ଯୋଗୁ ଏହା ବଢ଼ୁଥିବା କୁହାଯାଉଛି। ଏଥିପାଇଁ ସରକାର ନଡା ଜାଳିବାକୁ ବାରଣ କରିଛନ୍ତି। ନଡା ନ ଜାଳିବାକୁ ଘର ଘର ବୁଲି କୃଷକମାନଙ୍କୁ ବୁଝାଉଛନ୍ତି ସରକାରୀ ଅଫିସର। ତେବେ ବୁଝାଇବାକୁ ଯାଇଥିବା ସରକାରୀ…

ଦିବ୍ୟାଙ୍ଗଙ୍କୁ ମାଡ ମାରି ଲହୁଲୁହାଣ କଲା ଖଲ୍ଲିକୋଟ ପୋଲିସ…

ଖଲ୍ଲିକୋଟ : ସବୁ ସୀମା ଟପିଗଲା ଖଲ୍ଲିକୋଟ ପୋଲିସ । ଭୁଲିଗଲା ମଣିଷ ପଣିଆ । ଜଣେ ଦିବ୍ୟାଙ୍ଗ ଯୁବକକୁ ନିସ୍ତୁକ ଭାବେ ମାଡ ମାରି ଲହୁଲୁହାଣ କରିଛି ପୋଲିସ । ଆଉ ଉପାୟଶୂନ୍ୟ ହୋଇ ନ୍ୟାୟ ପାଇଁ ଗଞ୍ଜାମ ଏସପିଙ୍କ ଦ୍ବାରସ୍ଥ ହୋଇଛି ।…

ମତଦାନ କେନ୍ଦ୍ରକୁ ହେଲିକପ୍ଟରରେ ଗଲେ ପୁଲିଂ ପାର୍ଟି…

ରାୟପୁର: ଆସନ୍ତା ୭ ତାରିଖରେ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଏଥିପାଇଁ ଆଜି ରାଜ୍ୟରେ ସରୁଛି ପ୍ରଚାର। ଛତିଶଗଡ଼ର ମାଓ ପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମାଓ ପ୍ରବଣ ଅଞ୍ଚଳରେ ଥିବା ମତଦାନ କେନ୍ଦ୍ରକୁ ଯିବାକୁ ଥିବା ପୁଲିଂ ପାର୍ଟିଙ୍କ…

ଧରାପଡିଲା ମଣିଷଖିଆ ବାଘ

ନୂଆପଡା : ବାଘ ଆତଙ୍କରେ ଅନ୍ତ । ଧରାପଡିଲା ମଣିଷଖିଆ ବାଘ । ନୂଆପଡା ରେଞ୍ଜ ଅଫିସକୁ ଆସିଲା କଲରାପତରିଆ ବାଘ । ଗତକାଲି ରାତିରେ ବନ ବିଭାଗ ଯନ୍ତା ବସା ବହୁ ଚେଷ୍ଠା କରିବା ପରେ ବାଘକୁ ଧରିବାରେ ସଫଳ ହୋଇଛି । ଗତ କିଛି ଦିନ ହେବ ନୂଆପଡା ଅଞ୍ଚଳରେ ଆତଙ୍କ…

ନେପାଳରେ ପୁଣି ଭୂମିକମ୍ପ, ଲୋକେ ଭୟଭୀତ…

ପୁଣି ଦୋହଲିଆ ନେପାଲ। ଆଜି ଭୋରୁ ପୁଣି ଥରେ ଏଠି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏନେଇ ନ୍ୟାସନାଲ ସେଣ୍ଟର ଫର୍‌ ସିସ୍‌ମୋଲୋଜି ସୂଚନା ଦେଇଛି। ରିକ୍ଟର ଏହାର ତୀବ୍ରତା ୩.୬ ରେକର୍ଡ କରାଯାଇଛି। ରାଜଧାନୀ କାଠମାଣ୍ଡୁଠାରୁ ପ୍ରାୟ ୧୬୯ କିଲୋମିଟର୍‌ ଦୂର ଭୂଗର୍ଭର ୧୦…

ଭୋଟର ପଞ୍ଜିକରଣ ପର୍ଯ୍ୟବେକ୍ଷକ ଡଃ. ବିଜୟକେତନ ଉପାଧ୍ୟାୟଙ୍କ କନ୍ଧମାଳ ଗସ୍ତ…

ଫୁଲବାଣୀ : ଆଗାମୀ ସାଧାରଣ ନିର୍ବାଚନରେ ଅଧ‌ିକ ସଂଖ୍ୟାରେ ଯୋଗ୍ୟ ମତଦାତାମାନଙ୍କୁ ଭୋଟଦାନ ପ୍ରକ୍ରିୟାରେ ସାମିଲ କରିବା ଲକ୍ଷ୍ୟ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ନିର୍ଦ୍ଦେଶ କ୍ରମେ ଭୋଟର ପଞ୍ଜିକରଣ ପର୍ଯ୍ୟବେକ୍ଷକ ଡଃ. ବିଜୟ କେତନ ଉପାଧ୍ୟାୟ(ଭା.ପ୍ର.ସେ), ସଚିବ, ରାଜସ୍ଵ

ଜିଲ୍ଲାସ୍ତରୀୟ, ମିଲେଟ୍ ପ୍ରସ୍ତୁତି ଖାଦ୍ୟ ପ୍ରତିଯୋଗିତା…

ଫୁଲବାଣୀ : “ମିଲେଟ ମିଶନ କନ୍ଧମାଳ” ଫୁଲବାଣୀ ତା. ୦୫.୧୧.୨୦୨୩ ରିଖରେ, ମିଲଟ ମିଶନ କନ୍ଧମାଳ, ଆନୁକୂଲ୍ୟରେ ଆର୍ଥିକ, ବର୍ଷ ୨୦୨୩-୨୪ କୁ ଭାରତ ସରକାର, ଆନ୍ତର୍ଜାତୀୟ ମାଣ୍ଡିଆ ବର୍ଷ -୨୦୨୩ କୁ ପାଳନ କରୁଥ‌ିବା ବେଳେ ଓଡିଶା ସରକାର ମଧ୍ୟ “ମିଲେଟ୍ ମିଶନ୍” ମାଧ୍ୟମରେ ବିଭିନ୍ନ

ବିଶ୍ୱ ସୁନାମୀ ସଚେତନତା ଦିବସ ଅବସରରେ ଉପୁଲାପୁଟି ବାତ୍ୟା ଆଶ୍ରୟସ୍ଥଳୀ ଠାରେ ମକ ଡ୍ରିଲ

ଛତ୍ରପୁର : ନଭେମ୍ବର ୫ ବିଶ୍ୱ ସୁନାମୀ ସଚେତନତା ଦିବସ ପାଳନ ଅବସରରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ ଏବଂ ଛତ୍ରପୁର ବ୍ଲକ ପକ୍ଷରୁ କାଳୀପଲ୍ଲୀ ଗ୍ରାମ ପଂଚାୟତ ର ଉପୁଲାପୁଟି ବାତ୍ୟା ଆଶ୍ରୟ ସ୍ଥଳୀ ପରିସରରେ ସୁନାମୀ ସମ୍ପର୍କିତ ନେଇ ମକ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି, ଏହା ସହିତ

କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି ହେଲେ ଅଜୟ କୁମାର ମହାରଣା

ହିଞ୍ଜିଳିକାଟୁ ୫/୧୧ : କନ୍ଧମାଳ ଜିଲ୍ଲାର ଓ ନିର୍ବାଚନମଣ୍ଡଳୀ ଫୁଲବାଣୀ, ଜି. ଉଦୟଗିରି ଓ ବାଲିଗୁଡା ପାଇଁ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି । ଦଳର ସଂଗଠନକୁ ଆହୁରି ମଜଭୁତ କରିବାକୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ 10 ଜଣ ନେତାଙ୍କୁ ମଧ୍ୟ ବଡ଼ ଦାୟିତ୍ୱ