Sign in
Sign in
Recover your password.
A password will be e-mailed to you.
ବ୍ଲକ ସାମ୍ବାଦିକ ସଂଘ ବଙ୍ଗୋମୁଣ୍ଡା ଓ ନାରାୟଣ ସ୍ୱାସ୍ଥ୍ୟକେନ୍ଦ୍ର ରାୟପୁର ପକ୍ଷରୁ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର…
ବଙ୍ଗୋମୁଣ୍ଡା : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ମହାବିଦ୍ୟାଳୟ ବଙ୍ଗୋମୁଣ୍ଡା ଠାରେ ବ୍ଲକ ସାମ୍ବାଦିକ ସଂଘ ବଙ୍ଗୋମୁଣ୍ଡା ଏବଂ ଏନ୍.ଏଚ.ଏମ୍.ଏମ୍.ଆଇ ନାରାୟଣ ମଲ୍ଟି ସ୍ପେସିଆଲିଷ୍ଟି ହସ୍ପିଟାଲ, ରାୟପୁର ମିଳିତ ଆନୁକୂଲ୍ୟରେ ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ!-->…
ପିନେ କେଲିୟେ ପାନି କ୍ଷେତ କେଲିୟେ ପାନି ନାରା ଫେଲ : ନିର୍ମିତ ପ୍ରକଳ୍ପ ଅଲୋଡ଼ା !
ଦୂଷିତ ପାଣି ପିଇ କର୍ଣ୍ଣୋଳି ଲୋକେ ହନ୍ତସନ୍ତ…ବ୍ରହ୍ମପୁର : ଆସିକା ବ୍ଳକ ଅନ୍ତର୍ଗତ ଖଣ୍ଡଦେଉଳି ପଞ୍ଚାୟତ ର କର୍ଣ୍ଣୋଳି ଗ୍ରାମ ରେ ୨୦୧୮ ମସିହା ରେ ପଞ୍ଚାୟତ ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷ ରୁ ପ୍ରାୟ ୯୦ ଲକ୍ଷ ଟଙ୍କା ବ୍ୟୟ ରେ ଗ୍ରାମ କୁ ପାନୀୟ ଜଳ ଯୋଗାଣ ପାଇଁ ପ୍ରକଳ୍ପ ଆରମ୍ଭ!-->…
ସାମ୍ବାଦିକାଙ୍କୁ ମାଡ଼ ମାମଲାରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଟୁଟୁ ନାୟକ…
ଭୁବନେଶ୍ବର: ଏକ ଓଡ଼ିଆ ଖବର ଚ୍ୟାନେଲ୍ର ଜଣେ କାର୍ଯ୍ୟରତ ସାମ୍ବାଦିକା ଦେବସ୍ମିତାଙ୍କୁ ଶୁକ୍ରବାର ମାଡ଼ମାରିବା ମାମଲାରେ ଶନିବାର ଦିନ ଫିଲ୍ମ ପ୍ରଯୋଜକ ସଂଜୟ ନାୟକ (ଟୁଟୁ)ଙ୍କୁ ଜେଲ ଯିବାକୁ ପଡ଼ିଛି। ଭୁବନେଶ୍ବର ଏସ୍ଜିଏମ୍ କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ…
କମେଣ୍ଟ ମରାକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ
ଭୁବନେଶ୍ବର : କମେଣ୍ଟ ମରାକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୩ ଜଣ ଛାତ୍ର ଆହତ ହୋଇଛନ୍ତି। ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ ଥିବା ରିଜିଓନାଲ ଇନଷ୍ଟିଚ୍ୟୁଟ ଅଫ୍ ଏଜୁକେସନ କଲେଜରେ।
ଗତକାଲି କଲେଜର ଦୁଇ ଗୋଷ୍ଠୀର କିଛି ଛାତ୍ର କଳିଙ୍ଗ ଷ୍ଟାଡିୟମକୁ…
ସ୍କୁଲ ପରିସରରେ ସରକାରୀ କାର୍ଯ୍ୟକ୍ରମ, ବଦଳିଗଲା ପରୀକ୍ଷା ସମୟ…
ସମ୍ବଲପୁର : ସରକାରୀ କାର୍ଯ୍ୟକ୍ରମ ପାଇଁ ବଦଳିଗଲା ସ୍କୁଲ ଛାତ୍ରଛାତ୍ରୀଙ୍କ ପରୀକ୍ଷା ସମୟ। ସ୍କୁଲ ପରିସରରେ ସରକାରୀ କାର୍ଯ୍ୟକ୍ରମ ଆୟୋଜନ କରିବା ନିମନ୍ତେ ନିର୍ଦ୍ଧାରିତ ସମୟ ପୂର୍ବରୁ କରାଗଲା ପରୀକ୍ଷା। ଏଥିଯୋଗୁ ପ୍ରଶ୍ନପତ୍ର ଲିକ୍ ହେବାର ସମ୍ଭାବନା ଦେଖା…
‘ପୃଥକ ଅଳିଆ ଦିଅନ୍ତୁ, ନ ହେଲେ ନିଆଯିବ ଆକ୍ସନ’
ଭୁବନେଶ୍ବର : ‘ପୃଥକ ପୃଥକ ଅଳିଆ ଦିଅନ୍ତୁ , ନ ହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ ।’ ଆଜି କିଛି ଏଭଳି ଭାବେ ରାଜଧାନୀବାସୀଙ୍କୁ ଚେତାଇଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତା କୁଲାଙ୍ଗେ ।
ସୈନକ ସ୍କୁଲ ପାଖ ଅଳିଆ ପାହାଡ଼କୁ ନେଇ ଅତିଷ୍ଠ ହେଲେଣି ଲୋକେ ।…
ରକ୍ତମୁଖା କଲରାପତରିଆ ବାଘ; ନାବାଳକଙ୍କ ପରେ ମହିଳାଙ୍କୁ ମାରି ଖାଇଲା
ସୁନାବେଡା : ମାତ୍ର ୫ ଦିନ ବ୍ୟବଧାନରେ ପୁଣି ଥରେ ମାତିଲା କଲରାପତରିଆ ବାଘ। ଜଣେ ନାବାଳକଙ୍କୁ ଝାମ୍ପି ଖାଇବା ପରେ ଆଜି ଜଣେ ମହିଳାଙ୍କୁ ମାରି ଖାଇଛି କଲରାପତରିଆ ବାଘ। ନୂଆପଡ଼ା ସଦର ରେଞ୍ଜ ଧରମବନ୍ଧା ସେକ୍ସନରେ ଏକ କଲରାପତରିଆ ବାଘ ଏପରି ଆତଙ୍କ ଖେଳାଇଥିବା ବେଳେ ଲୋକେ ଭୟଭୀତ ହୋଇ…
କ୍ଲାସ୍ରେ ଚିତ୍କାର କରୁଛନ୍ତି ଛାତ୍ରୀ; ଦାନ୍ତ କଡ଼ମଡ଼ କରି ଘୁଷୁରି ଘୁଷୁରି ବୁଢ଼ା ବର ଗଛ ମୂଳକୁ ଯାଉଛନ୍ତି…
ଭଦ୍ରକ : କ୍ଲାସ୍ରେ ଚିତ୍କାର କରୁଛନ୍ତି ଛାତ୍ରୀ। ଜଣେ କି ଦୁଇ ଜଣ ନୁହେଁ, ଏକାଧିକ ଛାତ୍ରୀ ଚିତ୍କାର କରୁଛନ୍ତି। ଦାନ୍ତ କଡ଼ମଡ଼ କରି ଘୁଷୁରି ଘୁଷୁରି ସ୍କୁଲ କ୍ୟାମ୍ପସରେ ଥିବା ବୁଢା ବର ଗଛ ମୂଳକୁ ଯାଉଛନ୍ତି। ଗତ ଅକ୍ଟୋବର ମାସରୁ ଏପରି ଚିତ୍ର ଦେଖିବାକୁ ମିଳୁଛି…
ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ ଗିରଫ…
ଭୁବନେଶ୍ବର: ଓଡ଼ିଆ ଟିଭି ଚ୍ୟାନେଲ୍ର ଜଣେ କାର୍ଯ୍ୟରତ ସାମ୍ବାଦିକା ଦେବସ୍ମିତାଙ୍କୁ ଶୁକ୍ରବାର ଦିନ ମାଡ଼ମାରିବା ମାମଲାରେ ଶନିବାର କମିସନରେଟ୍ ପୁଲିସ ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ (ଟୁଟୁ)ଙ୍କୁ ଗିରଫ କରିଛି। ଗିରଫ ପୂର୍ବରୁ ଖାରବେଳ ନଗର ଥାନା ପୁଲିସ ଟୁଟୁ…
ପଞ୍ଚାୟତିରାଜ ବିଭାଗରେ ଚାକିରି ଦେବାକୁ କହି ଠକିନେଲେ ୧୫ କୋଟି…
ସୁନ୍ଦରଗଡ଼: ଚାକିରି ନାଁରେ ସାଂଘାତିକ ଠକେଇ। ପଞ୍ଚାୟତିରାଜ ବିଭାଗରେ ଚାକିରି ଦେବାକୁ କହି ରାଜ୍ୟର ପ୍ରାୟ ୧୨ ଶହ ଯୁଵକଯୁବତୀଙ୍କ ଠାରୁ ଠକି ନେଲେ ପ୍ରାୟ ୧୫ କୋଟି ଟଙ୍କା। ସେଥିମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ବି ଅନେକ ଯୁବକଯୁବତୀ ରହିଛନ୍ତି। ସେମାନଙ୍କୁ ପଞ୍ଚାୟତିରାଜ ବିଭାଗରେ…