Sign in
Sign in
Recover your password.
A password will be e-mailed to you.
ପାଖାପାଖି ୧୮ ହଜାର ଶ୍ରମିକଙ୍କୁ ଇସ୍ରାଏଲ ଛାଡି ଯିବାକୁ କହିଲା ଇସ୍ରାଏଲ
ଗାଜା : ଥମୁନି ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ। ତୁହାକୁ ତୁହା ଗାଜା ଷ୍ଟ୍ରିପ ଉପରେ ଆକ୍ରମଣ କରି ଚାଲିଛି ଇସ୍ରାଏଲ। ହମାସ ଆତଙ୍କୀଙ୍କ ଠିକଣା ଉପରେ ଏୟାରଷ୍ଟ୍ରାଇକ୍ କରିବା ସହ ସ୍ଥଳଭାଗରୁ ମଧ୍ୟ ଆକ୍ରମଣ କରୁଛି ଇସ୍ରାଏଲ। ଗୋଟିଏ ପଟେ ହମାସ ତାର ଦାବିକୁ ନେଇ ଅଟଳ…
କର୍ମଚାରୀଙ୍କୁ ରୋୟାଲ ଏନ୍ଫିଲ୍ଡ ବାଇକ୍ ବାଣ୍ଟିଲା ଚା’ କମ୍ପାନୀ…
ନୂଆଦିଲ୍ଲୀ : ଆଉ ସପ୍ତାହେ ପରେ ପଡ଼ୁଛି ଆଲୋକର ପର୍ବ ଦୀପାବଳି। ସେଥିପାଇଁ ବିଭିନ୍ନ କଂପାନୀ ସେମାନଙ୍କ କର୍ମଚାରୀଙ୍କୁ ବୋନସ ଓ ଉପହାର ଆଦି ପ୍ରଦାନ କରୁଛନ୍ତି। ଉପହାରରେ କିଏ ଗିଫ୍ଟ ଭାଉଚର ଦେଉଛି ତ ଆଉ କିଏ ମିଠା ବା ପୋଷାକ ଦେଉଛନ୍ତି। କେହି କେହି ତାଙ୍କ…
ମାଗଣା ରାସନ ଯୋଜନା ଆଉ ୫ ବର୍ଷ ବଢ଼ିବ: ଘୋଷଣା କଲେ ପ୍ରଧାନମନ୍ତ୍ରୀ
ରାୟପୁର : ପୁଣି ବଢ଼ିବ କେନ୍ଦ୍ରର ମାଗଣା ରାସନ ଯୋଜନା ଅବଧି। ଆହୁରି ପାଞ୍ଚ ବର୍ଷ ଯାଏଁ ମାଗଣାରେ ରାସନ ଯୋଗାଇବେ କେନ୍ଦ୍ର ସରକାର। ଏନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଯୋଜନାରେ ଦେଶର ୮୦ କୋଟି ଗରିବ ଶ୍ରେଣୀର ଲୋକ ଲାଭବାନ ହେବେ।
ଆଗକୁ…
ସୀମାଙ୍କ ପ୍ରଥମ ୟ୍ୟୁଟୁ୍ୟବ ରୋଜଗାର – ୪୫ ହଜାର ଟଙ୍କା
ଲକ୍ଷ୍ନୌ: ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ୟୁଟ୍ୟୁବରୁ ପ୍ରଥମ ପାରିଶ୍ରମିକ ପାଇଛନ୍ତି। ପ୍ରଥମଥର ଏହି ପାରିଶ୍ରମିକ ଟଙ୍କା ପାଇବା ପରେ ସୀମା ବହୁତ ଖୁସି ହୋଇଯାଇଛନ୍ତି। ଏହି ଘଟଣାକୁ ନେଇ ସୀମା ୟୁଟ୍ୟୁବ ପରିବାରକୁ ନିଜର ଦୁଃଖ ବଖାଣିଛନ୍ତି।
ସୀମା…
ନଭେମ୍ବର ୬ରୁ ବିକ୍ରି ହେବ ୨୯ତମ ଇଲେକ୍ଟୋରାଲ ବଣ୍ଡ
ନୂଆଦିଲ୍ଲୀ: ଏଇ ନିକଟରେ ୫ଟି ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ସରକାର ୨୯ତମ ପର୍ଯ୍ୟାୟ ଇଲେକ୍ଟୋରାଲ ବଣ୍ଡ ଜାରି କରିବାକୁ ମଞ୍ଜୁରି ଦେଇଛନ୍ତି। ଫଳରେ ଆସନ୍ତା ନଭେମ୍ବର ୬ ତାରିଖରେ ୨୯ତମ ପର୍ଯ୍ୟାୟ ଇଲେକ୍ଟୋରାଲ ବଣ୍ଡ ବିକ୍ରି ପାଇଁ…
ସବୁ ଚାକିରି ନେଇଯିବ ଏଆଇ… !
ଲଣ୍ଡନ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ସୁରକ୍ଷା ଉପରେ ବ୍ରିଟେନରେ ଚାଲିଥିବା ଏକ ସମ୍ମିଳନୀରେ ଯୋଗ ଦେବା ଅବସରରେ ଟେସ୍ଲା ଏବଂ ସ୍ପେସଏକ୍ସ ସିଇଓ ଏଲନ ମସ୍କ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହିତ ବିଶେଷ ଆଲୋଚନା କରିଛନ୍ତି। ଏହି ସମୟରେ ଉଭୟଙ୍କ…
ବିଜେପି ଆଦିବାସୀଙ୍କୁ ବନବାସୀ ଭାବେ ବିଚାର କରେ: ରାହୁଲ
ରାୟପୁର: ଛତିଶଗଡ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ରାଜ୍ୟର ବସ୍ତର ଜିଲ୍ଲାର ଜଗଦଲପୁରରେ ଏକ ରାଲି କରିଥିଲେ। ଏଠାରେ ବିଜେପି ଉପରେ ଆକ୍ରମଣ କରି ରାହୁଲ କହିଛନ୍ତି ଯେ ବିଜେପି ନେତାମାନେ ଆଦିବାସୀଙ୍କୁ ବନବାସୀ ବୋଲି କୁହନ୍ତି…
ବେଟିଂ ଆପ୍ ବିବାଦ: ମହାଦେବଙ୍କୁ ବି ଛାଡି ନଥିଲା କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ମହାଦେବ ବେଟିଂ ଆପ୍ ଦୁର୍ନୀତିକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏହି ମାମଲାରେ ଅଭିଯୁକ୍ତଙ୍କ ସହ ତାଙ୍କର କ’ଣ ସମ୍ପର୍କ ରହିଛି ତାହା କଂଗ୍ରେସ ନେତା ସ୍ପଷ୍ଟ କରନ୍ତୁ।…
ପାରିବାରିକ କଳହ ରୁ ସ୍ତ୍ରୀ କୁ ହତ୍ୟା କଲା ସ୍ବାମୀ…
ବ୍ରହ୍ମପୁର : ୪-୧୧ ଧରାକୋଟ ବ୍ଲକ ର ବଡଗଡ ଥାନା ଅନ୍ତର୍ଗତ ରୁଗୁମୁ ଗ୍ରାମରେ ପାରିବାରିକ କଳହ ରୁ ସ୍ତ୍ରୀ କୁ ହତ୍ୟା କରିଛି ସ୍ବାମୀ । ଆଜି ସକାଳ ଦଶ ଘଣ୍ଟା ସମୟରେ ଗ୍ରାମର ଗୁଡିଆଆମ୍ବ ଛକରେ ଇନ୍ଦ୍ର ସ୍ୱାଇଁଙ୍କ ଘରେ ଏହି ହତ୍ୟା କାଣ୍ଡ ଘଟିଛି । ଇନ୍ଦ୍ର ସ୍ୱାଇଁଙ୍କ ପୁଅ ମିଥୁନ ସ୍ୱାଇଁ!-->…
ସ୍କୁଲ ବେଲ ବଜାଇବା ଛାତ୍ର କୁ ମହଙ୍ଗା ପଡ଼ିଲା :ଦିଦି ର ମାଡ଼ ରେ ଲହୁ ଲୁହାଣ ଛାତ୍ର,ଥାନା ରେ ଅଭିଯୋଗ…
ଏହାହିଁ ସରକାର ଙ୍କ ଦଣ୍ଡ ମୁକ୍ତ ଅଞ୍ଚଳ....ବ୍ରହ୍ମପୁର: ୪-୧୧ ଛାତ୍ର କୁ ମାଡ଼ ମାରି ଦିଦି ଅଡୁଆରେ ଥାନାରେ ମାମଲା। ଆସିକା ମୁକୁନ୍ଦ ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ତୃତୀୟ ଶ୍ରେଣୀ ର ଛାତ୍ର ବିଦ୍ୟାଳୟ ର ଘଣ୍ଟି ବଜାଇବା ଯୋଗୁଁ ଶିକ୍ଷୟତ୍ରୀ ମାଡ଼ ମାରି ଠେଲିଦେବା ଯୋଗୁଁ ଗୁରୁତର!-->!-->!-->…