ଚୋରା ବାଲି ମାଫିଆ ମାନଙ୍କ ଭୟ ଏବେ ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଛି..!

ଆସିକା ତହସିଲ ପକ୍ଷରୁ ବେଆଇନ ବାଲି, ପଥର ଚାଲାଣ ଧରପଗଡ଼ ବ୍ରହ୍ମପୁର :୩-୧୧ ଆସିକା ତହସିଲଦାରଙ୍କ ନେତୃତ୍ୱ ରେ ବେଆଇନ ବାଲି ଓ ପଥର ଗାଡି କୁ ଧରି ଜରିମାନା ଆଦାୟ କରାଯାଇଛି। ବିନା ୱାଇ ଫର୍ମ ରେ ଆସିକା ରେ ରୀତିମମତ ଚୋରାରେ ବାଲି ଓ ବିଭିନ୍ନ ପାହାଡ଼ ରୁ ପଥର ଚାଲାଣ ହୋଇ କ୍ରସର

ଏମକେଏସପିରେ ଭିକାରୀ ବଳ ଭଜନ ସନ୍ଧ୍ୟା ଆୟୋଜିତ…

ଫୁଲବାଣୀ:ଓଡିଶୀ ସଂଗୀତ ଗୁରୁ ତଥା ବିଶିଷ୍ଟ ଗାୟକ ଭଜନ ସମ୍ରାଟ ଭିକାରୀ ଚରଣ ବଳଙ୍କ ୧୩ ତମ ଶ୍ରାଦ୍ଧ ଦିବସ ଅବସରରେ ଆୟୋଜିତ ହୋଇଥିଲା ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ । ଫୁଲବାଣୀର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ ଠାରେ ଆୟୋଜିତ ଏହି ବିଶେଷ

ବିଦାୟ ନେଲେ ମା’ ଗଜଲକ୍ଷ୍ମୀ : ପୁଣି ଆରବର୍ଷକୁ ଅପେକ୍ଷା

ଛତ୍ରପୁର : ପବିତ୍ର କୁମାର ପୁର୍ଣିମା ଠାରୁ ଛତ୍ରପୁର ଲୋୟାର ବସ ଷ୍ଟାଣ୍ଡ ସ୍ଥିତ ଲକ୍ଷ୍ମୀ ବଜାର ମାର୍କେଟ କମ୍ପ୍ଲେକ୍ସ ଠାରେ ଚାଲିଥିବା ମା ଗଜଲକ୍ଷ୍ମୀ ଙ୍କ ପୂଜା ଶୁକ୍ରବାର ଉଦଯାପିତ ହୋଇଯାଇଛି l ଏହି ପୂଜା ଗତ ୨୩ବର୍ଷରୁ ଉର୍ଧ୍ଵ ସମୟ ଧରି ପୂଜା କମିଟି ପକ୍ଷରୁ ଆୟୋଜନ କରାଯାଉଥିବା

ଆନ୍ତର୍ଜାତୀୟ କ୍ଷୁଦ୍ରଶସ୍ୟ ଦାନା ବର୍ଷ ପାଳନ ଅବସରରେ ପଞ୍ଚାୟତ ପ୍ରତିନିଧିଙ୍କ ଆଲୋଚନା ଚକ୍ର…

ଦାରିଙ୍ଗବାଡ଼ି (୩/୧୧) : ଆନ୍ତର୍ଜାତୀୟ କ୍ଷୁଦ୍ରଶସ୍ୟ ଦାନା ବର୍ଷ ପାଳନ ଅବସରରେ ସରପଞ୍ଚ, ସମିତି ସଭ୍ୟ ସଭ୍ୟା,ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଓ କୃଷକମାନଙ୍କୁ ନେଇ କ୍ଷୁଦ୍ରଶସ୍ୟ ଦାନା ଚାଷ ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦାରିଙ୍ଗବାଡ଼ି ବ୍ଳକର ୨୫ଟି ଗ୍ରାମ

ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଦ୍ୱାରା ଦୁର୍ନୀତି ନିବାରଣ ସପ୍ତାହ -୨୦୨୩ ପାଳିତ…

ଫୁଲବାଣୀ : ସାରା ଦେଶରେ ଦୁର୍ନୀତିକୁ ମୂଳପୋଛ କରିବା ପାଇଁ ରାଜ୍ୟ ଠାରୁ କେନ୍ଦ୍ର ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଜାରିଥ‌ିବା ବେଳେ ଅକ୍ଟୋବର ୩୦ ଠାରୁ ନଭେମ୍ବର ୦୫ ପର୍ଯ୍ୟନ୍ତ ‘ଦୁର୍ନୀତି ନିବାରଣ ସପ୍ତାହ ’ ଭାବେ ପ୍ରତ୍ୟେକ ବର୍ଷ ପାଳିତ ହୋଇଆସୁଛି । ଏହି

ଆଜାଦ ଭାରତର ଆଜାଦ ନାଗରିକକୁ ନେଟ ସେବା ମୁଳୁନି… !

କମ୍ପାନୀ ଠିକ ଟଙ୍କା ନେଉଛି ଠିକ ସେବା ଦେଉନି…… .ବ୍ରହ୍ମପୁର : ଡିଜିଟାଲ ଇଣ୍ଡିଆ ର ଦ୍ୱାହି ଦେଇ ବିଭିନ୍ନ କମ୍ପାନୀ ମାନେ ଠିକ ଟଙ୍କା ନେଇ ଠିକ ସେବା ଯୋଗାଉନଥିବା ରୀତିମତ ଅଭିଯୋଗ ହେଉଛି। ଘରୋଇ କମ୍ପାନୀ ମାନେ ଫୋର ଜି ଫାଇବ ଜି ପାଇଁ ଗ୍ରାହକ ଙ୍କ ଠାରୁ ପ୍ରଥମେ ଟଙ୍କା ନେଉଛନ୍ତି।

ଧରାକୋଟ ବ୍ଲକ ରେ ମରୁଡି ଆଶଙ୍କା, ଚାଷୀ ଆତଙ୍କିତ !

ବ୍ରହ୍ମପୁର : ଦୀର୍ଘ ଦିନ ହେଲା ବର୍ଷା ନାହିଁ। ନଦୀ, ଗାଡିଆ,ପୋଖରୀ ସମେତ ଜଳଉତ୍ସ ସବୁ ଶୁଖିଲା ପଡ଼ିଛି। ଆରମ୍ଭରୁ ବର୍ଷାର ଅନିୟମିତତା ଯୋଗୁଁ ବିଳମ୍ବରେ ବ୍ଲକର ଅଠର ଗୋଟି ପଞ୍ଚାୟତ ରେ ରୁଆ ବେଉଷଣ କାମ ଆରମ୍ଭ ହୋଇଥିଲା । ପ୍ରଥମରୁ ମନରେ ଗଭୀର ଆତ୍ମବିଶ୍ବାସ ରଖି ଚାଷ କାମରେ ମତିଥିବା

ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଅଭିଯାନ-୨୦୨୪ : ବାଲିଗୁଡା ଉପଖଣ୍ଡ ପ୍ରଶାସନ ଦ୍ବାରା ଭୋଟର ସଚେତନତା…

ବାଲିଗୁଡା: ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶାଙ୍କ ନିର୍ଦ୍ଦେଶ କ୍ରମେ ଆରମ୍ଭ ହୋଇଥିବା ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଅଭିଯାନ- ୨୦୨୪ ଅବସର ରେ ନିର୍ବାଚନ ଅଧିକାରୀ ତଥା ସ୍ଥାନୀୟ ଉପଜିଲ୍ଲାପାଳ ଶ୍ରୀମତୀ ମଧୁମିତଙ୍କ ନେତୃତ୍ବରେ ଯୁବ ଭୋଟରଙ୍କୁ ସଚେତନ କରିବା ସହିତ

ବାରାହା ଶିକାର ପାଇଁ ବିଛାଇ ଥିବା ବିଦୁତ୍ ତାରରେ ଲାଗି ଯୁବକଙ୍କ ମୃତ୍ୟୁ , ୧୨ ଦିନ ପରେ ପୋତିଥିବା ଶବ ଉଦ୍ଧାର କଲେ…

କାଶିପୁର : ବିଶେଶ୍ୱର ମାଝୀ ଗତ ଅକ୍ଟବର ୨୦ ତାରିଖରୁ ନିଖୋଜ ଥିବା ନେଇ ପରିବାର ଓ ଗ୍ରାମ ବାସୀ ଗାଁ ଆଖ ପାଖ ଅଞ୍ଚଳରେ ୫ ଦିନ ଖଜା ଖଜି କଲା ପରେ ପରିବାର ପକ୍ଷରୁ ଏକ ଲିଖିତ ଅଭିଯୋଗ କାଶିପୁର ଥାନାରେ ଦେଇଥିଲେ । ଏହି ଦୁଃଖଦ ଘଟଣା ଟି ଘଟିଛି ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ