Sign in
Sign in
Recover your password.
A password will be e-mailed to you.
ମହେଶ୍ବର ମହାନ୍ତି ଅସୁସ୍ଥ, ଆଶୁ ଆରୋଗ୍ୟ କାମନା କରି ବିଜେଡି ପକ୍ଷରୁ ସିଂହଦ୍ଵାର ସମ୍ମୁଖରେ ଦୀପ ପ୍ରଜ୍ୱଳନ…
ପୁରୀ: ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି ଗୁରୁତର ଭାବେ ଅସୁସ୍ଥ। ମହେଶ୍ବର ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରି ପୁରୀ ବିଜେଡି ତରଫରୁ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ କରାଯାଇଛି। ଗତ ୩୧ ତାରିଖରେ ସେ ଅସୁସ୍ଥ…
ଛତିଶଗଡ଼ରେ ବିଜେପିର ‘ସଂକଳ୍ପ ପତ୍ର’ ଜାରି, ରାମଲଲାଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ଯୋଜନା…
ରାୟପୁର: ଛତିଶଗଡ଼ରେ ନିର୍ବାଚନ ପାଇଁ ନିର୍ବାଚନୀ ଇସ୍ତାହାର ଜାରି କରିଛି ବିଜେପି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିର୍ବାଚନୀ ଇସ୍ତାହାର ଲୋକାର୍ପଣ କରିଥିଲେ। ଅମିତ ଶାହ କହିଛନ୍ତି ଯେ, ବିଜେପିର ଘୋଷଣା ପତ୍ର ‘ସଙ୍କଳ୍ପ ପତ୍ର’ ହୋଇଥାଏ। ଆଗାମୀ ପାଞ୍ଚ…
ଏସିଆନ ପାରା ଗେମ୍ସରେ ସଫଳତା ପାଇଁ ପ୍ରମୋଦ ଭଗତ ଓ ସୌନ୍ଦର୍ଯ୍ୟ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ…
ଭୁବନେଶ୍ବର : ଚୀନ୍ର ହାଙ୍ଗଝୋଉରେ ସଦ୍ୟ ଶେଷ ହୋଇଥିବା ପାରା ଏସିଆନ୍ ଗେମ୍ସରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପାରା ଆଥଲେଟ ପ୍ରମୋଦ ଭଗତ ଓ ସୌନ୍ଦର୍ଯ୍ୟ ପ୍ରଧାନଙ୍କୁ ଅର୍ଥ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ପାରା ସଟଲର ପ୍ରମୋଦ…
ଇସ୍ରାଏଲ୍ରେ ଗୁପ୍ତ ମିଲିଟାରୀ ବେସ୍ ନିର୍ମାଣ କରୁଛି ଆମେରିକା…!
ନୂଆଦିଲ୍ଲୀ: ଇସ୍ରାଏଲ୍ ଓ ହମାସ୍ ମାଧ୍ୟରେ ଜାରି ଯୁଦ୍ଧକୁ ଏକ ମାସ ହେବାକୁ ଯାଉଛି । ହମାସ୍ ଆତଙ୍କୀମାନେ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ । ଏବେ ଏହାର ପରିଣାମ ଭୋଗୁଛନ୍ତି ଗାଜା ପଟିରେ ବାସ କରୁଥିବା ଲୋକ । ଇସ୍ରାଏଲ ସେନାର ପାଲଟା ଜବାବରେ ଏବେ ସୁଦ୍ଧା…
ହାଇୱା-ବାଇକ ମୁହାଁମୁହିଁ ଧକ୍କା, ୩ ମୃତ…
ଆନନ୍ଦପୁର : ଅସମ୍ପୂର୍ଣ ଜାତୀୟ ରାଜପଥ ସାଜିଛି କାଳ, ଚାଲିଯାଉଛି ନିରୀହ ଜୀବନ। ପଡିଶା ଘର ଝିଅକୁ ସ୍କୁଲ ହଷ୍ଟେଲରେ ଛାଡିବାକୁ ଯାଉଥିବା ସମୟରେ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ। ଆନନ୍ଦପୁର, ୨୦ନଂ ଜାତୀୟ ରାଜପଥର ବାରିଗାଁ ପେଟ୍ରୋଲ ପମ୍ପ ଛକ ନିକଟରେ ବାଇକ୍…
ଇରାନ୍ର ନିଶାମୁକ୍ତି କେନ୍ଦ୍ରରେ ଭୟଙ୍କର ଅଗ୍ନିକାଣ୍ଡ, ୨୭ ଜୀବନ୍ତ ଦଗ୍ଧ…
ଉତ୍ତର ଇରାନର ଗିଲାନ ରାଜ୍ୟରେ ଥିବା ଏକ ନିଶାମୁକ୍ତି କେନ୍ଦ୍ରରେ ଶୁକ୍ରବାର ସକାଳେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଥିବା ଖବର ରହିଛି। ରିପୋର୍ଟ ମୁତାବକ, ଲାଙ୍ଗ୍ରାଉଡ ସହରରେ ଥିବା ଏହି ନିଶାମୁକ୍ତି କେନ୍ଦ୍ରରେ…
କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ‘ଆମ ଓଡିଶା ନବୀନ ଓଡିଶା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ…
ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ଵକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ । ଆଜି…
ସିଏମ୍ଓ ଅଫିସ୍ରେ ହଠାତ୍ କ୍ଲୋରିନ୍ ଗ୍ୟାସ୍ ନିର୍ଗତ ହେତୁ ୧୦ ଜଣ ନର୍ସିଂ ଛାତ୍ରୀ ଚେତାଶୂନ୍ୟ…
ଉତ୍ତର ପ୍ରଦେଶର ମଥୁରା ଜିଲ୍ଲାରୁ ଶୁକ୍ରବାର ଏକ ଗ୍ୟାସ୍ ଲିକ୍ ଘଟଣା ସାମ୍ନାକୁ ଆସିଛି। ଏଠାରେ ସିଏମ୍ଓ ଅଫିସ୍ରେ ହଠାତ୍ କ୍ଲୋରିନ୍ ଗ୍ୟାସ୍ ନିର୍ଗତ ହେତୁ ୧୦ ଜଣ ନର୍ସିଂ ଛାତ୍ରୀ ଚେତାଶୂନ୍ୟ ହୋଇପଡିଥିଲେ। ଏହି ଘଟଣା ପରେ ପୂରା କ୍ୟାମ୍ପସରେ ଭୟର ବାତାବରଣ…
ଆସନ୍ତା ୨୦ରେ ୨ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…
ଭୁବନେଶ୍ଵର: ଆସନ୍ତା ନଭେମ୍ବର ୨୦ ତାରିଖରେ ୨ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦ୍ଵିତୀୟ ଥର ପାଇଁ ଜନ୍ମମାଟି ରାଇରଙ୍ଗପୁର ଗସ୍ତରେ ଆସିବେ ମହାମହିମ । ଏନେଇ ସୂଚନା ଦେଇଛନ୍ତି ବିଧାୟକ ନବଚରଣ ମାଝୀ ଓ ରାଜ୍ୟ ବିଜେପି ସମ୍ପାଦକ ନବୀନ କୁମାର ରାମ । ତେବେ…
ବିଷ ବଳୟରେ ଦିଲ୍ଲୀ, ୨ ଦିନ ପାଇଁ ସମସ୍ତ ପ୍ରାଥମିକ ବିଦ୍ୟାଳୟ ଛୁଟି…
ବିଷ ବଳୟରେ ରାଜଧାନୀ ଦିଲ୍ଲୀ। ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ଦିଲ୍ଲୀବାସୀ। ଲଗାତାର ୬ ଦିନ ଧରି ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ନିମ୍ନମାନର ରହିବା ପରେ ଚିନ୍ତାରେ ରାଜଧାନୀବାସୀ ଏବଂ ସରକାର। ଚାରିଆଡ଼େ ଧୂଆଁ ଧୂଆଁ, ପ୍ରଦୂଷିତ କୁହୁଡ଼ି ଭଳି ଆସ୍ତରଣ। ଭିଜିବିଲିଟି…