Sign in
Sign in
Recover your password.
A password will be e-mailed to you.
ସ୍କୁଲ ପରିସରରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୋବାଇଲ ବାରଣରୁ ଆତ୍ମହତ୍ୟା ସନ୍ଦେହ…
ଖୋର୍ଦ୍ଧା : ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ୫୭ନଂ ଜାତୀୟ ରାଜପଥ ଚଣ୍ଡିଚୁଆ ଛକରେ ଥିବା ଏକ ଇଂରାଜୀ ମିଡିୟମ ସ୍କୁଲରେ ଅଘଟଣ । ସ୍କୁଲର ଛାତ୍ରାବାସର ୧୦ମ ଶ୍ରେଣୀର ଛାତ୍ର ସ୍କୁଲ ପରିସରରେ ଏକ ଗଛରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ପୋଲିସ ପହଞ୍ଚି ଶବକୁ…
ଲାଞ୍ଚ ନେଉଥିବା ବେଳେ ଏଜି ଅଫିସର ଅଡିଟର ସିବିଆଇ ଦ୍ୱାରା ଗିରଫ
ଭୁବନେଶ୍ୱର: ମେଡିକାଲ୍ ବିଲ୍ ପାସ୍ କରିବା ପାଇଁ ୬ ହଜାର ୫୦୦ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭୁବନେଶ୍ୱର ଆକାଉଣ୍ଟାଣ୍ଟ ଜେନେରାଲ୍ (ଏଜି) କାର୍ଯ୍ୟାଳୟର ଅଡିଟରଙ୍କୁ ସିବିଆଇ ଗିରଫ କରିଛି। ଭୁବନେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ସମ୍ମୁଖରୁ…
ନିର୍ବାଚନ ପୂର୍ବରୁ ଛତିଶଗଡ଼ରେ ଇଡି ଚଢ଼ାଉ; ୫ କୋଟି ଜବତ
ବିଧାନସଭା ନିର୍ବାଚନ ପୂର୍ବରୁ ଛତିଶଗଡ଼ରେ ବଡ଼ ଧରଣର ଚଢ଼ାଉ କରିଛି ଇଡି। ମହାଦେବ ଅନଲାଇନ ବେଟିଂ ଆପ୍ ଲିଙ୍କରେ ଜବତ ହୋଇଛି ପ୍ରାୟ ୫ କୋଟି ନଗଦ ଟଙ୍କା। ଛତିଶଗଡ଼ ରାୟପୁର ଭିଲାଇ ସହରରୁ ୪ କୋଟି ୯୨ ଲକ୍ଷ ଟଙ୍କା ଜବତ କରିଛି ଇଡି।
ଆସନ୍ତା ବିଧାନସଭା ନିର୍ବାଚନରେ ଏକ…
ପାକିସ୍ତାନରେ ହେବ ସାଧାରଣ ନିର୍ବାଚନ
ସାଧାରଣ ନିର୍ବାଚନକୁ ନେଇ ପାକିସ୍ତାନରେ ଲାଗି ରହିଥିବା ଅନିଶ୍ଚିତତାରେ ପୂର୍ଣ୍ଣଛେଦ ପଡ଼ିଛି। ସାମନାକୁ ଆସିଛି ପାକିସ୍ତାନ ନିର୍ବାଚନ ତାରିଖ ।ଆସନ୍ତା ବର୍ଷ ଫେବୃଆରୀ ୮ରେ ହେବ ପାକିସ୍ତାନରେ ହେବ ସାଧାରଣ ନିର୍ବାଚନ।
ପାକିସ୍ତାନ ରାଷ୍ଟ୍ରପତି ଆରିଫ୍…
ପଦ୍ମକେଶରୀପୁର ଗୋଷ୍ଠୀ ସଂଘର୍ଷ ମାମଲାରେ ୭୦ରୁ ଉର୍ଦ୍ଧ୍ବ ମହିଳାଙ୍କୁ ଉଠାଇ ନେଲା ପୋଲିସ
ବାରଙ୍ଗ : ପଦ୍ମକେଶରୀପୁର ଗୋଷ୍ଠୀ ସଂଘର୍ଷ ମାମଲାରେ ମହିଳାଙ୍କୁ ଉଠାଇ ନେଲା ମଞ୍ଚେଶ୍ୱର ଥାନା ପୋଲିସ । ୭୦ରୁ ଅଧିକ ମହିଳାଙ୍କୁ ପୋଲିସ ଉଠାଇନେଇଛି । ୩ ପ୍ଲାଟୁନ ଫୋର୍ସ ଧରି ଚାଲିଥିଲା ଅପରେସନ୍ ।
ପୂର୍ବରୁ ଗାଁ ଥିଲା ପୁରୁଷ ଶୂନ୍ୟ ଆଉ ଏବେ ପାଖାପାଖି ଜନ ଶୂନ୍ୟ ।…
ଧନଖଡଙ୍କୁ କ୍ଷମା ମାଗ; ରାଜ୍ୟସଭାରୁ ନିଲମ୍ବନ ମାମଲାରେ ରାଘବଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ରାଜ୍ୟସଭାରେ ଦିଲ୍ଲୀ ସେବା ବିଲ୍ ସଂକ୍ରାନ୍ତ ପ୍ରସ୍ତାବରେ ୫ ଜଣ ସାଂସଦଙ୍କ ଦସ୍ତଖତ ଜାଲ୍ କରିଥିବା ଅଭିଯୋଗରେ ଆମ୍ ଆଦମୀ ପାର୍ଟି (ଆପ୍) ସାଂସଦ ରାଘବ ଚଢ଼ାଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଥିଲା। ଅଗଷ୍ଟ ମାସରେ ଏହି ଘଟଣା ଘଟିଥିବା ବେଳେ ଆଜି…
ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ, ସମୀକ୍ଷା କଲେ ଗଜପତି ଦିବ୍ୟସିଂହ ଦେବ
ପୁରୀ : ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । କାର୍ଯ୍ୟର ଅଗ୍ରଗତି ଏବଂ କେବେ ସରିବ , ସେ ନେଇ ଆଲୋଚନା କରିଛନ୍ତି । ମହାପ୍ରଭୂଙ୍କର ପ୍ରମୋଦ ଉଦ୍ୟାନ , ଜଗନ୍ନାଥବଲ୍ଲଭ ପାର୍କିଂ କାର୍ଯ୍ୟ ମଧ୍ୟ…
ଆସନ୍ନ ନିର୍ବାଚନ ସମୟରେ ସୀମାନ୍ତରେ ମାଓବାଦୀଙ୍କ ତାଣ୍ଡବ…
ମାଲକାନଗିରି ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡ ର ସୁକମା ଜିଲ୍ଲା ରେ ମାଓବାଦୀଙ୍କ ଅଗ୍ନିକାଣ୍ଡ l ଛତିଶଗଡ ରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ବସ୍ତରରେ ମାଓବାଦୀଙ୍କ ଗତିବିଧି ତୀବ୍ର ହୋଇଛି l ସୂଚନା ଅନୁଯାଇ ସୁକମା ଜିଲ୍ଲାର କୋଣ୍ଟା ଅଞ୍ଚଳର ସପ୍ତାହିକ ବଜାରରୁ ଗ୍ରାମବାସି!-->!-->!-->…
ରାଜସ୍ଥାନର ୨୫ଟି ସ୍ଥାନରେ ଇଡିର ଚଢାଉ
ଜୟପୁର : ଆଗକୁ ବିଧାନସଭା ନିର୍ବାଚନ ଥିବାବେଳେ ରାଜସ୍ଥାନର ବିଭିନ୍ନ ସ୍ଥାନରେ ଇଡିର ଚଢାଉ। ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏକକାଳୀନ ୨୫ଟି ସ୍ଥାନରେ ଚଢାଉ କିଛି। ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ଘରେ ମଧ୍ୟ ଚଢାଉ କରାଯାଇଥିବା ସରକାରୀ ସୂତ୍ରରୁ ପ୍ରକାଶ ପାଇଛି।ଜଳ ଜୀବନ ଯୋଜନାରେ…
ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର୍, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୮ଟି ସ୍ଥାନରେ ରେଡ୍
କଟକ : ଭିଜିଲାନ୍ସରେ ଜାଲରେ ଆସିଷ୍ଟାଣ୍ଡ ଇଞ୍ଜିନିୟର । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଜିଲ୍ଲା ସାଲେପୁର RW ସଵ ଡିଭିଜନ ସହକାରୀ ଯନ୍ତ୍ରୀ ଅର୍ଜ୍ଜୁନ କୁମାର ସାହୁଙ୍କ ଘରେ ଚଢାଉ କରାଯାଉଛି । ଏକକାଳୀନ ୮ଟି ସ୍ଥାନରେ ଚଢାଉ ଚାଲିଛି । ଖୋର୍ଦ୍ଧା , କଟକ , କେନ୍ଦ୍ରାପଡା…