ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସମୀକ୍ଷା କଲେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ…

ମାଲକାନଗିରି, ୨।୧୧ : ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଯାମିନୀ ଷଡ଼ଙ୍ଗୀ ଦୁଇ ଦିନିଆ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି । ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଆକାଂକ୍ଷୀ ଜିଲ୍ଲା ଏବଂ ବ୍ଲକ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ସେ ଉପସ୍ଥିତ

ହିଞ୍ଜିଳିକାଟୁ ରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ, ୧୦ କୋଟି ୫୦ଲକ୍ଷ ଟଙ୍କା ବ୍ୟୟରେ ୨୩୦ ଟି ପ୍ରକଳ୍ପର…

ହିଞ୍ଜିଳିକାଟୁ (୨/୧୧) : ହିଞିଳିକାଟୁ ପୌରପରିଷଦ ଅନ୍ତର୍ଗତ ମିନି ଷ୍ଟାଡିୟମ ପରିସରରେ ଗୁରୁବାର ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଭିଡିଓ କନଫରେନ୍ସ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ହିଞିଳିକାଟୁ ବ୍ଳକ ରେ ୧୦ କୋଟି ୫୦ଲକ୍ଷ ଟଙ୍କା ବ୍ୟୟରେ ୨୩୦ ଟି

ଦାରିଙ୍ଗବାଡ଼ି ଶିଳ୍ପ ତାଲିମ ପ୍ରତିଷ୍ଠାନରେ ଡ୍ରୋନ କ୍ୟାମେରା ପରିଚାଳନା ଶିକ୍ଷା ଓ ତାଲିମ ଶିବିର ଆୟୋଜନ

ଦାରିଙ୍ଗବାଡ଼ି,୨/୧୧ : କନ୍ଧମାଳ ପ୍ରଶାସନ, ସ୍କିଲ ଓଡ଼ିଶାର ଆନୁକୂଲ୍ୟରେ ଦାରିଙ୍ଗବାଡି ଶିଳ୍ପ ତାଲିମ ପ୍ରତିଷ୍ଠାନରେ ଦିନିକିଆ ଡ୍ରୋନ କ୍ୟାମେରା ପରିଚାଳନା ଶିକ୍ଷା ଓ ତାଲିମ୍ ଶିବିର ଅନୁଷ୍ଠିତ ହୋଇଥିଲା। ତାଲିମ୍ ଶିବିର ଉଦଘାଟନ କାର୍ଯ୍ୟକ୍ରମ ଶିଳ୍ପ ତାଲିମ ପ୍ରତିଷ୍ଠାନର ଅଧ୍ୟକ୍ଷ

ଗମନା ଗମନ ସୁବିଧାରୁ ବଞ୍ଚିତ ମୁଣ୍ଡାମା ଗ୍ରାମବାସୀ। ଶତାଧିକ ମହିଳା ପୁରୁଷ ରାସ୍ତା ପାଇଁ ଅଣ୍ଟା ଭିଡି଼ଲେ

ଦାରିଙ୍ଗବାଡ଼ି, ୦୨/୧୧ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଝିଞ୍ଜିରିଗୁଡା ପଞ୍ଚାୟତ ଅଧିନସ୍ତ ଗଡମା ରାଜସ୍ୱ ଗ୍ରାମର ପଡା ଗ୍ରାମ ମୁଣ୍ଡାମା। ସ୍ବାଧୀନତାର ୭୬ବର୍ଷ ପରେବି ଗମନା ଗମନ ସୁବିଧା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି ଏହିଗ୍ରାମ ବାସୀ। ପାହାଡ଼ ତଳେ ଏହି ଗ୍ରାମ

ପେନ୍‌ସନ୍‌ଭୋଗୀଙ୍କୁ ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ ସହାୟତା ଆରମ୍ଭ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଉପ କୋଷାଗାର ଅଧିକାରୀ ସୁଧାକର କହଁର,ତପନ କୁମାର ଦିଗାଳ, ପ୍ରଦୀପ କୁମାର ବେହେରା, ମିନତୀ କୁମାରି ମିଶ୍ର, ଶରତ କୁମାର ପୂଜାରୀ ମୋ ସେବା କେନ୍ଦ୍ରର ଜିଲ୍ଲା ପରିଚାଳକ ଗୋଲକ ବିହାରି ନାୟକଙ୍କ ସମେତ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀ

‘ମୋ ପୁଅକୁ ସୁପାରି ଦିଆଯାଇ ହତ୍ୟା କରାଯାଇଛି,ସିବିଆଇ ତଦନ୍ତ କରାଯାଉ’…

ଜଟଣୀ : ଜଟଣୀ ବେଣାପଞ୍ଜରୀ ଗାଁର ନବମ ଛାତ୍ର ଶୁଭମ ପାଲଟାସିଂଙ୍କୁ ବୀଭତ୍ସ ଭାବେ ହତ୍ୟା ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ। ଶୁଭମଙ୍କୁ ବକେୟା ଟିଉସନ୍‌ ଫି’ ପାଇଁ ହତ୍ୟା କରାଯାଇଛି ବୋଲି ଭୁବନେଶ୍ୱର ଡିସିପି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଥିବା ବେଳେ…

ଅଧ ରାତିରେ ପ୍ରସୂତିଙ୍କୁ ରାସ୍ତାରେ ଓହ୍ଲାଇଦେଲା ୧୦୮ ଆମ୍ୱୁଲାନ୍ସ…

ବାରିପଦା : ରାତି ସାଢ଼େ ୧୧ଟାରେ ପ୍ରସୂତିଙ୍କୁ ରାସ୍ତା ମଝିରେ ଓହ୍ଲାଇ ଦେଲା ୧୦୮ ଆମ୍ୱୁଲାନ୍ସ ଡ୍ରାଇଭର। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ସଦର ମହକୁମାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ରିପୋର୍ଟ ତଲବ କରିଛନ୍ତି ସିଡିଏମ୍‌ଓ। ଗତ ୩୧ ତାରିଖ ରାତିରେ ବାରିପଦା ସଦର…

ଏବେ କୋଟିଆ ଉପରେ ନଜର: ଫାଟୁସିନେରିରେ ମେଗା ସ୍ୱାସ୍ଥ୍ୟ ମେଳା…

କୋରାପୁଟ/ପଟ୍ଟାଙ୍ଗି: ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେଇ ନିଜର କରିବାକୁ ଉଦ୍ୟମରେ ଆନ୍ଧ୍ରକୁ ଶକ୍ତ ଧକ୍କା। ଆଜି କୋଟିଆ ପଞ୍ଚାୟତର ଫାଟୁସିନେରିରେ ମେଗା ସ୍ବାସ୍ଥ୍ୟ ମେଳା କରିଛି ପଟାଙ୍ଗି ବ୍ଲକ ପ୍ରଶାସନ। ଆଦିବାସୀ ଗୀତରେ ଲୋକଙ୍କୁ ସଚେତନ କରିବା ସହ…

ବିଜେଡିର ସକ୍ରିୟ ସାଂଗଠନିକ ଭୂମିକାକୁ ଫେରିଲେ ବରିଷ୍ଠ ନେତାମାନେ

ଭୁବନେଶ୍ୱର : ପ୍ରାୟ ଅଢ଼େଇ ବର୍ଷର ସାଂଗଠନିକ ନିର୍ବାସନର ଅନ୍ତ ହୋଇଛି । ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ପୁଣିଥରେ ସକ୍ରିୟ ସାଂଗଠନିକ ଭୂମିକାକୁ ଫେରିଛନ୍ତି । ତାଙ୍କୁ ଦୀର୍ଘଦିନ ଧରି କୋଣଠେସା…

ଡିସେମ୍ବରରେ ନୂଆ ରୂପ ନେବ ଉଦ୍ଭିଦ ଉଦ୍ୟାନ…

ଭୁବନେଶ୍ୱର : ଓଡ଼ିଶାର ଗାଁ ଗହଳିରେ ୬ରୁ ୮ ପ୍ରଜାତିର ବାଉଁଶ ଦେଖିବାକୁ ମିଳିଥାଏ। ଗଣ୍ଠି ବାଉଁଶ, କଣ୍ଟା ବାଉଁଶ, ନଳୀ ବାଉଁଶ ପରି ପ୍ରଜାତି ସାଧାରଣ ଲୋକଙ୍କ ନିକଟରେ ବେଶ ପରିଚିତ ନାଁ। ଏହାବାଦ୍‌ ମଧ୍ୟ ରାଜ୍ୟ ତଥା ଦେଶ ବାହାରେ ବହୁ ପ୍ରଜାତିର ବାଉଁଶ ରହିଛି। ଯାହା…