Sign in
Sign in
Recover your password.
A password will be e-mailed to you.
୨ହଜାର ଟଙ୍କିଆ ବଦଳ ପାଇଁ ଭିଡ଼: ଇଡି, ଇଓଡବ୍ଲ୍ୟୁକୁ ଦେଖି ଉଭାନ
ଭୁବନେଶ୍ବର: ଭାରତୀୟ ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ଦୁଇ ହଜାର ଟଙ୍କିଆ ବଦଳ ପାଇଁ ଲମ୍ବା ଲାଇନ୍ରେ ଠିଆ ହୋଇଥିଲେ ଅନେକ ଲୋକ। ହଜାର ହଜାର ଟଙ୍କା ବଦଳାଉଥିଲେ। ହଠାତ୍ ପହଞ୍ଚି ତନାଘନା ଆରମ୍ଭ କରିଥିଲେ ରାଜ୍ୟ…
ଜମ୍ମୁକଶ୍ମୀର ପୁଲିସ ମହାନିର୍ଦ୍ଦେଶକ ଦାୟିତ୍ବ ନେଲେ ରଶ୍ବିରଂଜନ
ଭୁବନେଶ୍ବର : ନୂଆଦିଲ୍ଲୀ: ୧୯୯୧ ବ୍ୟାଚର( ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ-ଏଜିଏମୟୁଟି) କ୍ୟାଡର ଆଇପିଏସ୍ ଅଧିକାରୀ ତଥା ଓଡିଆ ପୁଅ ରଶ୍ମିରଂଜନ ସ୍ବାଇଁ ଜମ୍ମୁ-କଶ୍ମୀରର…
ଅନ୍ଲାଇନ୍ ଟିକେଟ୍ ଓ କିଓସ୍କ ପ୍ରସ୍ତାବ ନେଇ ପ୍ରଶାସନ ହଟହଟା
ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନ୍ଲାଇନ୍ ଟିକେଟ୍, କିଓସ୍କ ପ୍ରସ୍ତାବ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ହଟହଟା ହୋଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ଦୃଢ଼ ବିରୋଧ ପରେ…
୨୦୦୦ ଟଙ୍କିଆ ବଦଳ ନେଇ ଲୋକଙ୍କଠୁ ତଥ୍ୟ ନେଲେ ଇଓଡବ୍ଲ୍ୟୁ ଓ ଇଡି, ରିଜର୍ଭ ବ୍ୟାଙ୍କଠାରୁ ସିସିଟିଭି ଫୁଟେଜ ନେଇଥିବା…
ଭୁବନେଶ୍ବର: ରିଜର୍ଭ ବ୍ୟାଙ୍କ ( ଆରବିଆଇ)ରେ ଦୁଇ ହଜାର ଟଙ୍କିଆ ନୋଟ ବଦଳ କରୁଥିବା ଲୋକଙ୍କ ତଥ୍ୟ ସଂଗ୍ରହ କରିଛି ରାଜ୍ୟ ସରକାରଙ୍କ ତଦନ୍ତକାରୀ ସଂସ୍ଥା ଅର୍ଥନୈତିକ ଅପରାଧ ଶାଖା ( ଇଓଡବ୍ଲ୍ୟୁ) ଓ କେନ୍ଦ୍ର ସରକାରଙ୍କ ଅଧିନସ୍ଥ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)।…
ଶିଳ୍ପ ସଂସ୍ଥାର ବର୍ଜ୍ୟରେ ଜଳ ବିଷାକ୍ତ, ଚାଷରୁ ମୁହଁ ଫେରାଇଲେଣି ଚାଷୀ
ଅନୁଗୁଳ : ଓଡ଼ିଶାର ଦ୍ବିତୀୟ ବୃହତ୍ତମ ନଦୀ ବ୍ରହ୍ମଣୀର ଜଳ ପ୍ରବାହ ଏତେ କେବଳ ହ୍ରାସ ପାଇଛି ତା’ ନୁହେଁ, ନଦୀର ପାଣି ମଧ୍ୟ ଦୂଷିତ। ସୁନ୍ଦରଗଡ଼, ଅନୁଗୁଳ, ତାଳଚେର ଏବଂ ଢେଙ୍କାନାଳ ଜିଲ୍ଲାରେ ଗଢ଼ି ଉଠିଥିବା…
ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର, ଘରୋଇ ହସ୍ପିଟାଲ ଆଇସିୟୁରେ ଚାଲିଛି ଚିକିତ୍ସା
ଭୁବନେଶ୍ବର: ପୂର୍ବତନ ବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଗୁରୁତର ଅବସ୍ଥାରେ ଭୁବନେଶ୍ୱରର କେୟାର ହସ୍ପିଟାଲ୍ରେ ଗତକାଲିଠାରୁ ଚିକିତ୍ସାଧୀନ ଅଛନ୍ତି। ମହେଶ୍ବର ମହାନ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି। ସେ ଏବେ…
ନିଷିଦ୍ଧାଞ୍ଚଳରୁ ପୁଣି ମାଛଧରା ଟ୍ରଲର ଜବତ, ୧୫ ଜଣ ମତ୍ସ୍ୟଜୀବୀ ଅଟକ…
ଅସ୍ତରଙ୍ଗ: ଅଲିଭ୍ ରିଡଲେ କଇଁଛଙ୍କ ସୂରକ୍ଷା ନିମନ୍ତେ ବୁଧବାର ଠାରୁ ସମୁଦ୍ରରେ ମତ୍ସଜୀବୀଙ୍କ ପାଇଁ କଟକଣା ଲାଗୁ ହୋଇଥିବା ବେଳେ ଆଜି ୨ୟ ଦିନରେ (ଗୁରୁବାର) ନିଷିଦ୍ଧାଞ୍ଚଳରୁ ଅସ୍ତରଙ୍ଗ ବନବିଭାଗ ଟିମ୍ ଦ୍ୱାରା ସାଥି ମଙ୍ଗଳା ନାମକ ଏକ ମାଛଧରା ଟ୍ରଲର ଜବତ ହୋଇଛି।…
ଅଭିନେତା ମନୋଜ ମିଶ୍ରଙ୍କ ଉପରୁ ବ୍ୟାନ୍ ହଟାଇବା ଲାଗି ପ୍ରଯୋଜକ ସଂଘ ରାଜି
କଟକ: ରାଜ୍ୟରେ ସିନେ-କଳାକାର ଓ ପ୍ରଯୋଜକଙ୍କ ମଧ୍ୟରେ ଚାଲିଥିବା କଳି ବଡ଼ ଆକାର ଧାରଣ କରିବା ପରେ ଆପାତତଃ ଏ ନେଇ ଏକ ସମାଧାନର ସୂତ୍ର ବାହାରିଛି। ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ସତ୍ୟବ୍ରତ…
ଲାଗିଲା ଏମରଜେନ୍ସି, ପୁଣି ମାସ୍କ ପିନ୍ଧିବା ହେଲା ବାଧ୍ୟତାମୂଳକ…
ନୂଆଦିଲ୍ଲୀ : ଜାରି ହେଲା ଜରୁରିକାଳୀନ ପରିସ୍ଥିତି। ପୁଣି ବାଧ୍ୟତାମୂଳକ ହେଲା ମାସ୍କ ପିନ୍ଧିବା। ଭାରତର ପଡୋଶୀ ଦେଶ ପାକିସ୍ତାନର ପଞ୍ଜାବରେ ଲାଗିଲା ଏମରଜେନ୍ସି। ଏଠାକର ପ୍ରଦୂଷଣ ସ୍ତର ବ୍ୟାପକ ରୂପେ ବଢ଼ି ଚାଲିଛି। ସ୍ଥିତି ଏପରି ହୋଇଛି ଯେ ଏଠି ନିଶ୍ୱାସ ନେବା ବି…
ନରସିଂହ ମିଶ୍ରଙ୍କୁ କଡ଼ା ଜବାବ ଦେଲେ କଳିକେଶ ସିଂହଦେଓ
ବଲାଙ୍ଗିର : ଅଭିନେତା ମନୋଜ ମିଶ୍ର ବ୍ୟାନ୍କୁ ନେଇ ବାରମ୍ୱାର ବୟାନ୍ ଦେଉଛନ୍ତି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର। ତାଙ୍କର ସେହି ବୟାନ୍କୁ ଜୋରଦାର ଢ଼ଙ୍ଗରେ ଜବାବ ଦେଇଛନ୍ତି ବିଜେଡି ନେତା ତଥା…