Sign in
Sign in
Recover your password.
A password will be e-mailed to you.
ବାୟୁ ପ୍ରଦୂଷଣ ବୃଦ୍ଧି କରୁଛି ଟାଇପ୍-୨ ଡାଇବେଟିସ୍…
ନୂଆଦିଲ୍ଲୀ : ଉଦବେଗଜନକ ସ୍ଥିତିରେ ପହଞ୍ଚିଲାଣି ବାୟୁ ପ୍ରଦୂଷଣ। ଏହା କେବଳ ଯେ ନିଶ୍ୱାସ ନେବାରେ ସମସ୍ୟା ସୃଷ୍ଟି କରେ ତାହା ନୁହେଁ, ଅନେକ ପ୍ରକାର ରୋଗ କାରକ ମଧ୍ୟ ସାଜୁଛି। ବାୟୁ ପ୍ରଦୂଷଣ ଆଲର୍ଜି, ଆଜମା ଏବଂ ବ୍ରୋଙ୍କାଇଟିସ୍ ଭଳି ରୋଗ ସୃଷ୍ଟି କରିଥାଏ ବୋଲି ଆମେ…
ପ୍ରଶ୍ନପତ୍ର ଲିକ୍ ମାମଲାରେ ରାଜସ୍ଥାନ କଂଗ୍ରେସ ମୁଖ୍ୟଙ୍କ ଦୁଇ ପୁଅଙ୍କୁ ‘ଇଡି’ ସମନ୍
ଜୟପୁର: ଗତବର୍ଷ ସରକାରୀ ସ୍କୁଲ୍ ଶିକ୍ଷକ ଚୟନ ନିମନ୍ତେ ଅନୁଷ୍ଠିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ସହିତ ଜଡ଼ିତ ଥିବା ଆର୍ଥିକ ଅପରାଧ ଅଭିଯୋଗରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ରାଜସ୍ଥାନ କଂଗ୍ରେସ ମୁଖ୍ୟ ଗୋବିନ୍ଦ ସିଂହ ଡୋଟାସରାଙ୍କ ଦୁଇ ପୁଅଙ୍କୁ ସମନ୍ ଜାରି…
ମାର୍ଟ ଖୋଲିବା ନାଁରେ ୧୨ କୋଟି ଟଙ୍କାର ଠକେଇ, ଜଣେ ଗିରଫ
ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ ମାର୍ଟ (ବାଣିଜ୍ୟିକ କେନ୍ଦ୍ର) ଖୋଲିବା ନାଁରେ ୧୨ କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗରେ ବୁଧବାର ଅର୍ଥନୈତିକ ଅପରାଧିକ ଶାଖା (EOW) ଏମ୍/ଏସ୍ ଅମର୍ଦା ବଜାର…
ଏଥିକ୍ସ କମିଟିରେ ହଙ୍ଗାମା, ମହୁଆଙ୍କୁ ସାଙ୍ଗରେ ଧରି ବାହାରିଗଲେ ବିରୋଧୀ ସଦସ୍ୟ…
ନୂଆଦିଲ୍ଲୀ : ସଂସଦର ଏଥିକ୍ସ କମିଟିର ବୈଠକରେ ହଙ୍ଗାମା। ତ୍ରୁଣମୂଳ କଂଗ୍ରେସ ସାଂସଦ ମହଆ ମୋଇତ୍ରାଙ୍କୁ ସାଙ୍ଗରେ ଧରି ବୈଠରୁ ବହାରି ଗଲେ ବିରୋଧୀ ସଦସ୍ୟ। ଜଣେ ମହିଳାଙ୍କୁ ବ୍ୟକ୍ତିଗତ ପ୍ରଶ୍ନ ପଚରାଯିବାରୁ ବିରୋଧୀମାନେ ଏଭଳି ଓ୍ୱାକ୍ ଆଉଟ୍ କରିଥିବା କହିଛନ୍ତି।…
ଲାଞ୍ଚ ନେଇ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ
ଭୁବନେଶ୍ବର : ଅକ୍ଟୋବର ୩୦ ତାରିଖରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଥିବା ବେଳେ ଆଜି ରାଜ୍ୟରେ ଲାଞ୍ଚ ନେଇ ଧରାପଡ଼ିଛନ୍ତି ଦୁଇ ଜଣ ସରକାରୀ ଅଧିକାରୀ। ସେମାନଙ୍କ ମଧ୍ୟରୁ ଜଣେ ରାଜସ୍ୱ…
କେତେ ଚାନ୍ଦା ଆଦାୟ କରିଛନ୍ତି ରାଜନୈତିକ ଦଳ? ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ…
ନୂଆଦିଲ୍ଲୀ: ଳିତ ବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା କେତେ ଚାନ୍ଦା ଆଦାୟ କରିଛନ୍ତି ରାଜନୈତିକ ଦଳ। ନିର୍ବାଚନ କମିଶନ ଏହାର ସମସ୍ତ ତଥ୍ୟ ଦିଅନ୍ତୁ। ଇଲେକ୍ଟୋରାଲ ବଣ୍ଡ ସ୍କିମ ମାମଲାର ଶୁଣାଣି କରି ଏଭଳି କିଛି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଇଲେକ୍ଟୋରାଲ ବଣ୍ଡରୁ…
ପାଣିଟାଙ୍କି ପାଇଁ ମାଟି ଖୋଳା କାମ ଚାଲିଥିବା ବେଳେ ଉଦ୍ଧାର ହେଲା ଭଗବାନ ଶ୍ରୀକୃଷ୍ଣଙ୍କ ସୁନାର ପ୍ରତିମା…
ନୂଆଦିଲ୍ଲୀ: ମାଟି ତଳୁ ଭଗବାନ ବିଷ୍ଣୁଙ୍କ ପ୍ରତିମା ମିଳିବାର ଖବର ଆଖି ପିଛୁଳାକେ ସାରା ଅଞ୍ଚଳରେ ବ୍ୟାପି ଯାଇଥିଲା। ଫଳରେ ଭଗବାନ ବିଷ୍ଣୁଙ୍କ ସୁନାର ପ୍ରତିମା ଦେଖିବା ପାଇଁ ଘଟଣାସ୍ଥଳରେ ଲୋକଙ୍କ ପ୍ରବଳମାତ୍ରାରେ ଭିଡ ଜମିଛି। ଏଥିସହିତ ଲୋକେ ସେଠାରେ ହୁଳହୁଳି,…
ଆଇଆଇଟି-ବିଏଚୟୁରେ ଛାତ୍ରୀଙ୍କୁ ଅସଦାଚରଣ ଘଟଣାକୁ ନେଇ ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ…
ଲକ୍ଷ୍ନୌ: ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁୁ)ର ଆଇଆଇଟି କ୍ୟାମ୍ପସରେ ବୁଧବାର ବିଳମ୍ବିତ ରାତିରେ ଜଣେ ଛାତ୍ରୀ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହ ବୁଲୁଥିବା ବେଳେ କେତେକ ଅଜ୍ଞାତ ବାଇକ୍ ଆରୋହୀ ତାଙ୍କୁ ଅସଦାଚରଣ କରିବା ସହ ନଗ୍ନ କରିଥିବା ଅଭିଯୋଗ ହୋଇଛି।…
ୟୁଟ୍ୟୁବରୁ ସୀମା ହାଇଦର ପାଇଥିବା ପ୍ରଥମ ପାରିଶ୍ରମିକରେ ସ୍ବାମୀଙ୍କ ପାଇଁ କିଣିଲେ ଏଭଳି ଉପହାର…
ଲକ୍ଷ୍ନୌ: ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ୟୁଟ୍ୟୁବରୁ ପ୍ରଥମ ପାରିଶ୍ରମିକ ପାଇଛନ୍ତି। ପ୍ରଥମଥର ଏହି ପାରିଶ୍ରମିକ ଟଙ୍କା ପାଇବା ପରେ ସୀମା ବହୁତ ଖୁସି ହୋଇଯାଇଛନ୍ତି।
ଏହି ଖୁସିର ମୂହୂର୍ତ୍ତକୁ ସୀମା ସମସ୍ତଙ୍କ ସହ ସେୟାର କରି କହିଛନ୍ତି, ‘ଯେବେଠାରୁ…
ପୁଣି ଅଶାନ୍ତ ହେଲା ମଣିପୁର, ପୁଲିସ୍ ଷ୍ଟେଶନ ଉପରେ ହାମଲା, କର୍ଫ୍ୟୁ ଲାଗୁ
ଇମ୍ଫାଲ : ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷକୁ ନେଇ ଅଶାନ୍ତ ମଣିପୁରରେ ପୂର୍ବାବସ୍ଥା ଫେରି ପାରୁନି। କିଛି ଦିନର ବ୍ୟବଧାନ ପରେ ମଣିପୁରରେ ପୁଣି ରକ୍ତପାତ ହୋଇ ରାଜ୍ୟର ଜଣେ ପୁଲିସ୍ ଅଧିକାରୀଙ୍କୁ ୨ ଦିନ…