Sign in
Sign in
Recover your password.
A password will be e-mailed to you.
କରବା ଚୌଥରେ ଫେରିଲେନି ପତ୍ନୀ, ଝୁଲି ପଡ଼ିଲେ ସ୍ୱାମୀ
ସ୍ୱାମୀଙ୍କ ଲମ୍ବା ଆୟୂ କାମନା କରି ପତ୍ନୀ ରଖିଥାନ୍ତି କରବାଚୌଥ ବ୍ରତ । ରାତିରେ ଚାନ୍ଦ ଦେଖିବା ପରେ ହିଁ ପତ୍ନୀମାନେ ଏହି ବ୍ରତକୁ ଶେଷ କରିଥାନ୍ତି। ଗତ ବୁଧବାର ମହିଳାମାନେ କରବାଚୌଥ ବ୍ରତ ରଖି ନିଜ ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ କାମନା କରିଛନ୍ତି।
ମାତ୍ର ଏପରି…
ଗଞ୍ଜାମ ପୋଲିସ ପହଞ୍ଚିଲା ପୁରୀ ରେ :ବାଲି ମାଫିଆ ଙ୍କ ନକଲି ୱାଇ -ଫର୍ମ ଚେର ଲମ୍ବିଛି ଜିଲ୍ଲା ବାହାରେ…
ଗୁମର ଖୋଲୁଛି ପୋଲିସ, ଅଦୃଶ୍ୟ ଶକ୍ତି ଏବେ ଛାନିଆ...!!
୭ରେ ମ୍ୟାରେଜ ଅଫିସରଙ୍କ କାର୍ଯ୍ୟାଳୟରେ ହାଜର ହେବେ ସୋମାଲିକା
କଟକ: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ କଥିତ ପ୍ରେମିକା ସୋମାଲିକା ଦାଶଙ୍କୁ ବିବାହ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ପକ୍ଷରୁ ସମନ ଜାରି କରାଯାଇଛି। ନଭେମ୍ବର 7 ତାରିଖ ଅପରାହ୍ନ ସାଢ଼େ 3ଟାରେ ସୋମାଲିକାଙ୍କୁ ମ୍ୟାରେଜ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ହାଜର ହେବାକୁ ସମନ…
ଡ୍ୟାନ୍ସ୍ ପାର୍ଟିରେ ସାପ ଓ ସାପବିଷ; ଏଲ୍ଭିସ୍ ଯାଦବ ଓ ୫ ସହଯୋଗୀଙ୍କ ନାଁରେ ମାମଲା
ନୋଇଡ଼ା: ଗୁରୁବାର ରାତିରେ ନୋଇଡ଼ାରେ ଚାଲିଥିବା ଏକ ‘ରେଭ୍ ପାର୍ଟି’ରେ (ଡ୍ୟାନ୍ସ୍ ପାର୍ଟି) ଚଢ଼ଉ କରି ପୁଲିସ ‘ବିଗ୍ ବସ୍ ଓଟିଟି’ ବିଜୟୀ ଏଲ୍ଭିସ୍ ଯାଦବଙ୍କର ୫ଜଣ ସହଯୋଗୀଙ୍କୁ ଗିରଫ କରାଯାଇଥିବା କଥା ଆଜି ପୁଲିସ କହିଛି।
ଘଟଣାସ୍ଥଳରୁ ଉତ୍ତୋଳିତ ଭିଡିଓରେ ଦେଖାଯାଉଛି…
କଣ୍ଠଶିଳ୍ପୀ ଦେବେଶ ପତିଙ୍କୁ ବାନ୍ଧିଲା ପୋଲିସ
ଭୁବନେଶ୍ବର : ଓଲିଉଡ୍ କଣ୍ଠଶିଳ୍ପୀ ଦେବେଶ ପତି ଗିରଫ । ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ବଳାତ୍କାର ଓ ଟଙ୍କା ଲୁଟିବା ଅଭିଯୋଗରେ ନୟାପଲ୍ଲୀ ଥାନା ପୋଲିସ ତାଙ୍କୁ ଗିରଫ କରିଛି । ଭଦ୍ରକର ଜଣେ ଯୁବତୀ ତାଙ୍କ ନାଁରେ ଅଭିଯୋଗ ଆଣିଥିଲେ…
ଛତ୍ରପୁର ତାମ୍ପରା ହ୍ରଦ ରେ ବୁଡି ଜଣେ ମହିଳା ମୃତ…
ଛତ୍ରପୁର : ଛତ୍ରପୁର ନିକଟ ତାମ୍ପରା ହ୍ରଦ ରେ ବୁଡି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି l ମୃତ ମହିଳା ଜଣକ ହେଲେ ହୁମର ଗ୍ରାମର ପୁଷ୍ପା ବେହେରା (34) l ମିଳିଥିବା ସୂଚନା ମୁତାବକ ଛତ୍ରପୁର ଥାନା ଅନ୍ତର୍ଗତ ହୂମର ଗ୍ରାମର ପୁଷ୍ପା ବେହେରା ନିଜର ଜଣେ ସମ୍ପର୍କୀୟ ନଣନ୍ଦ ବନି ବେହେରାଙ୍କ ସହ!-->!-->!-->…
ମାଟିତଳୁ ବାହାରିଲା ଏକ ବିରାଟ ଶିବ ଲିଙ୍ଗ : ପୂଜାଅର୍ଚନା କରି ଲିଙ୍ଗକୁ ପ୍ରତିଷ୍ଠା କଲେ ଗ୍ରାମବାସୀ
ଫୁଲବାଣୀ : ପ୍ରଥମେ ପୂଜକଙ୍କୁ ହେଲା ସ୍ୱପ୍ନାଦେଶ I ପରେ ମାଟି ଖୋଳିଲା ପରେ ମାଟିତଳୁ ବାହାରିଲା ଏକ ବିରାଟ ଶିବ ଲିଙ୍ଗ I ତାପରେ ଶିବ ଲିଙ୍ଗ ଦର୍ଶନ ପାଇଁ ଛୁଟୁଛି ଭକ୍ତଙ୍କ ସୁଅ I ଏମିତି ଏକ ଔଲୋକିକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କ୍ରାଣ୍ଡିବାଲି ଗାଁରେ!-->!-->!-->…
ପୁରୁଷୋତ୍ତମପୁର କୁ ମୁଖ୍ୟମନ୍ତ୍ରୀ ଙ୍କ କୋଟି କୋଟି ଟଙ୍କାର ଅନୁଦାନ…
ପୁରୁଷୋତ୍ତମପୁର:୨-୧୧ ମାନ୍ୟବର ମୁଖ୍ୟମନ୍ତ୍ରୀ ପୁରୁଷୋତ୍ତମପୁର ବ୍ଲକ ର ଉନ୍ନତି କରଣ ନିମନ୍ତେ ବିଭିନ୍ନ ପ୍ରକଳ୍ପ କୁ ଅର୍ଥ ପଦାନ କରିଛନ୍ତି l ମା ତାରାତାରିଣୀ ମନ୍ଦିର ର ଉନ୍ନତି କରଣ ନିମତ ୩୫ କୋଟି ଏବଂ ଏହାର ପାଦଦେଶରେ ବହି ଯାଇଥିବା ଆନିକଟ ଏବଂ ବେରଜେ ନିର୍ମାଣ ନିମତେ ୧୮ କୋଟି!-->!-->!-->…
କନ୍ଧମାଳର ହତ୍ୟା ମାମଲା : ତିନି ଭାଇଙ୍କ ଆଜୀବନ କାରାଦଣ୍ଡ ହାଇକୋର୍ଟରେ କାଏମ…
କନ୍ଧମାଳ::କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅଞ୍ଚଳରେ ଗତ ୨୦୧୫ ମସିହାରେ ହୋଇଥିବା ହତ୍ୟା ମାମଲାରେ ତିନି ଭାଇଙ୍କୁ ଆଜୀବନ କାରାଦଣ୍ଡ ସପକ୍ଷରେ ଗୁରୁବାର ହାଇକୋର୍ଟ ରାୟ ଶୁଣାଣୀ କରିଛନ୍ତି । ଏହି ମାମଲାର ବିଚାର କରି ଫୁଲବାଣୀ ଅତିରିକ୍ତ ଦୌରା ଅଦାଲତ ତିନି ଭାଇ ମାଧବ ଦିଗଲ, ବିପିନ!-->…
ଶ୍ରୀଲଙ୍କା ୩୦୨ ରନ୍ରେ ପରାସ୍ତ; ସେମିଫାଇନାଲ୍ରେ ଭାରତ…
ମୁମ୍ବାଇ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ଦିନିକିଆ ବିଶ୍ବକପ୍-୨୦୨୩ରେ ଗୁରୁବାର ଭାରତୀୟ ଖେଳାଳିମାନେ ଦମଦାର ପ୍ରଦର୍ଶନ କରିଛନ୍ତି। ଭାରତୀୟ ଟିମ୍ ଶ୍ରୀଲଙ୍କା ବିପକ୍ଷରେ ଆଜି ବିଶାଳ ବିଜୟ ହାସଲ କରିଛନ୍ତି। ବ୍ୟାଟିଂରେ ବିରାଟ…