Sign in
Sign in
Recover your password.
A password will be e-mailed to you.
ଡି-ବ୍ରଦର୍ସ ନାଁରେ ଟ୍ୟୁସନ ସାର୍ ଆଦାୟ କରୁଥିଲେ ଦାଦାବଟି, ୨ ଅଭିଯୁକ୍ତ ଗିରଫ
କଟକ: ଡି-ବ୍ରଦର୍ସ ନାଁରେ ଦାଦାବଟି ଆଦାୟ କରିବା ପଡିଲା ମହଙ୍ଗା। ବନ୍ଧା ହେଲେ ଦୁଇ ଅଭିଯୁକ୍ତ। କଟକରେ ପୁଣି ଧଳସାମନ୍ତ ଭ୍ରାତା ସୁଶାନ୍ତ ଏବଂ ସୁଶୀଲ ଧଳସାମନ୍ତଙ୍କ ନାଁରେ ଦାଦାବଟି ଆଦାୟ ଅଭିଯୋଗ ଆସିଛି। ଛତ୍ର ବଜାରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ୫ ଲକ୍ଷ…
ଗାଜା ‘ଅଲ୍-ମଗାଜୀ’ ଶରଣାର୍ଥୀ ଶିବିରରେ ୩୦ରୁ ଊର୍ଦ୍ଧ୍ବ ମୃତ
ଗାଜା ସିଟି: ଶନିବାର ରାତିରେ କେନ୍ଦ୍ରୀୟ ଗାଜାରେ ଥିବା ଏକ ଶରଣାର୍ଥୀ ଶିବିରରେ ଇସ୍ରାଏଲ୍ ବୋମାବର୍ଷଣ ଯୋଗୁଁ ୩୦ରୁ ଊର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଛି ବୋଲି ହମାସ୍ ପରିଚାଳିତ ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି।
ସ୍ବାସ୍ଥ୍ୟ ମନ୍ତ୍ରାଳୟ ମୁଖପାତ୍ର ଅଶ୍ରଫ୍…
ସ୍ୱର୍ଣ୍ଣଚୁଡ଼ ପାହାଡ଼ରୁ ନବଜାତ ଶିଶୁ କନ୍ୟା ଉଦ୍ଧାର…
ବାଲେଶ୍ଵର: ପୁଣି ଅଲୋଡା ହେଲା ଶିଶୁ କନ୍ୟା । ସ୍ଵର୍ଣ୍ଣଚୁଡ ପାହାଡ ନିକଟ ଏକ ମସଜିଦ ସମ୍ମୁଖରେ ଶିଶୁ କନ୍ୟାକୁ ଛାଡି ଚାଲିଗଲେ ନିଷ୍ଠୁର ବାପା-ମା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ । ଶିଶୁଟିର କାନ୍ଦ ଶୁଣିବା ପରେ…
ବିହାର କାଷ୍ଟ ସର୍ଭେରେ ମୁସଲମାନ ଏବଂ ଯାଦବଙ୍କ ସଂଖ୍ୟା ଜାଣିଜାଣି ବୃଦ୍ଧି କରାଯାଇଛି : ଅମିତ ଶାହା
ପାଟନା: ଆଜି ବିହାରର ମୁଜାଫରପୁରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ରାଲିରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ କଡା ଆକ୍ରମଣ କରିଛନ୍ତି | ଅମିତ ଶାହା କହିଛନ୍ତି ଯେ ନୀତୀଶଙ୍କୁ ଇଣ୍ଡିଆ ମେଣ୍ଟର ସଂଯୋଜକ କରାନଯିବାରୁ ଏବେ ସେ ସେଥିରୁ ଓହରିବାକୁ…
ରତ୍ନ ଭଣ୍ଡାର ଖୋଲିବା ବଦଳରେ ଲେଜର୍ ସ୍କାନିଂ ରାଜ୍ୟ ସରକାରଙ୍କ ଯୋଜନାବଦ୍ଧ ଷଡ଼ଯନ୍ତ୍ର: ସମୀର ମହାନ୍ତି
ଭୁବନେଶ୍ବର: ରତ୍ନ ଭଣ୍ଡାର ଖୋଲିବା ବଦଳରେ ଲେଜର୍ ସ୍କାନିଂ ନିଷ୍ପତ୍ତିକୁ ବିରୋଧ କରିଛନ୍ତି ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି। ସେ କହିଛନ୍ତି, ଏହା ରାଜ୍ୟ ସରକାରଙ୍କ ଯୋଜନାବଦ୍ଧ ଷଡ଼ଯନ୍ତ୍ର। ପରିକ୍ରମା ପ୍ରକଳ୍ପ ଉଦଘାଟନ ପୂର୍ବରୁ କମିଟି ଗଠନ କରି…
ଛତିଶଗଡ଼ ନିର୍ବାଚନ: କଂଗ୍ରେସର ଘୋଷଣା ପତ୍ର ଜାରି…
ପାଖେଇ ଆସୁଛି ଛତିଶଗଡ ବିଧାନସଭା ନିର୍ବାଚନ। ଏହାକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟ କଡ଼ା ଟକ୍କର ଦେଖିବାକୁ ମିଳିଛି। ମହାଦେବ ବେଟିଂ ଆପ୍ରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ନାଁ ଆସିବା ପରେ ବିଜେପି ଏକ ପ୍ରକାରର ଆକ୍ରମଣାତ୍ମକ ମୁଡ୍ରେ ରହିଛି। ଛତିଶଗଡ଼…
ଯବାନ ଚାଲିଗଲେ, ଜନ୍ମମାଟିରେ ଶୋକାକୂଳ ପରିବେଶ…
ଯବାନ ଚାଲିଗଲେ, ଝୁରୁଛି ଗାଁ ମାଟି । ଜନ୍ମମାଟି ଗୋପ ମଲ୍ଲଗାଁରେ ଶୋକାକୂଳ ପରିବେଶ । ମେଘାଳୟ ସୁରା କ୍ୟାମ୍ପରୁ ଘାଟିକୁ ଯାଉଥିବା ସମୟରେ ବିଏସଏଫ ଯବାନ ହାବିଲଦାର ପ୍ରତାପ ରଞ୍ଜନ ପରିଡାଙ୍କ ମୃତ୍ୟୁ ଘଟିଛି । ପ୍ରତାପଙ୍କ ମୃତ୍ୟୁ ଖବର ପାଇବା ପରେ ପରିବାର ସଦସ୍ୟ ଆଉ…
ବିଜେପି ନେତାଙ୍କୁ ହତ୍ୟାର 24 ଘଣ୍ଟା ମଧ୍ୟରେ ନକ୍ସଲ କ୍ୟାମ୍ପ୍ ଧ୍ୱଂସ କଲେ ବିଏସଏଫ୍ ଯବାନ…
ଛତିଶଗଡରେ ନକ୍ସଲଙ୍କୁ ମୁହଁତୋଡ ଜବାବ ଦେଲେ ବିଏସଏଫ୍ ଯବାନ। ବିଜେପି ନେତାଙ୍କୁ ହତ୍ୟାର 24 ଘଣ୍ଟା ମଧ୍ୟରେ ନକ୍ସଲ କ୍ୟାମ୍ପ୍ ଉଡାଇ ଦେଇଛନ୍ତି ବିଏସଏଫ୍ ଟିମ୍। ଗତକାଲି ନାରାୟଣପୁରରେ ଜଣେ ବିଜେପି ନେତାଙ୍କୁ ହତ୍ୟା କରିଥିଲେ ନକ୍ସଲ।
ସୂଚନା ଅନୁସାରେ, ଆଜି…
ନୂଆପଡ଼ାରେ ବୁଲୁଛି ଆଉ ଏକ ବାଘ…
ନୂଆପଡ଼ା: ଗତକାଲି ରାତିରେ ଯନ୍ତାରେ ଏକ ମଣିଷଖିଆ ବାଘ (କଲରାପତିରିଆ) ପଡ଼ିଥିବା ବେଳେ ଆଜି ଏକ ବାଘ ପୁଣି ଆତଙ୍କ ଖେଳାଇଥିବାର ଖବର ଖବର ମିଳିଛି। ଧରମବନ୍ଧା ଥାନା କୋଦୋପାଲି ଗ୍ରାମ ନିକଟରେ ସେହି ବାଘଟି ବୁଲୁଥିବାର ଦେଖିବାକୁ ପାଇଥିଲେ ଗ୍ରାମବାସୀ। ଏହାପରେ ସେମାନେ…
ପୁନଃରୁଦ୍ଧାର ହେବ ବ୍ରାହ୍ମଣୀ ନଦୀ…
ଭୁବନେଶ୍ଵର: ପୁନଃରୁଦ୍ଧାର ହେବ ବ୍ରାହ୍ମଣୀ ନଦୀ । ଏଥିପାଇଁ ଖୁବଶିଘ୍ର ଆରମ୍ଭ ହେବ ରିସର୍ଚ୍ଚ । ଏନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି। ସେ କହିଛନ୍ତି ଯେ, ଗତ ୪୫ ବର୍ଷ ହେବ ବ୍ରାହ୍ମଣୀ ନଦୀ କାହିଁକି ଶୁଖିଲା ପଡୁଛି ସେ ନେଇ…