Sign in
Sign in
Recover your password.
A password will be e-mailed to you.
ଜିଲ୍ଲାସ୍ତରୀୟ ସୁରଭି ପ୍ରତିଯୋଗିତା : ହିଞ୍ଜିଳିକାଟୁ ବ୍ଳକକୁ ୬ଟି ସଫଳତା…
ହିଞ୍ଜିଳିକାଟୁ, (୬ା୧୧) : ବ୍ରହ୍ମପୁର ସ୍ଥିତ ଭିଭି ଗିରି ସରକାରୀ ମହିଳା ମାଧ୍ୟାମିକ ତାଲିମ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଗଞ୍ଜାମ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ପ୍ରତିଯୋଗିତାରେ ହିଞ୍ଜିଳିକାଟୁ ବ୍ଳକୁ ୬ଟି ବିଭାଗରେ ସଫଳତା ମିଳିଛି । ବରିଷ୍ଠ ବିଭାଗ ବକୃତା ପ୍ରତିଯୋଗିତାରେ!-->…
ସୁନାମୀ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ…
ଚିକିଟୀ : ଚିକିଟୀ ବ୍ଲକ ଉପକୁଳବର୍ତ୍ତୀ ସୁନାପୁର ଠାରେ ବ୍ଲକ ସ୍ତରୀୟ ସୁନାମୀ ବିପର୍ଯୟ ପରିଚାଳନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗୋଷ୍ଟୀ ଉର୍ନୟନ ଅଧିକାରୀ ପ୍ରମୋଦ କୁମାର ନାୟକ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ସମ୍ମାନୀୟ ଅତିଥି ଭାବେ ଆୟୁଷି ପତି ଡେପୁଟି କଲେକ୍ଟର, ସିନିଅର!-->…
ମୋବାଇଲ ଭ୍ୟାନରେ ବିକ୍ରି ହେବ ‘ଭାରତ ଅଟା’…
ନୂଆଦିଲ୍ଲୀ : ଦେଶର ପ୍ରାୟ ୮୦ କୋଟି ହିତାଧିକାରୀଙ୍କୁ ଆସନ୍ତା ୫ ବର୍ଷ ପାଇଁ ମାଗଣା ଖାଦ୍ୟଶସ୍ୟ ଯୋଗାଣ ସଂପର୍କରେ ଘୋଷଣା କରିବାର ଦୁଇଦିନ ପରେ ମୋଦୀ ସରକାର ଆଉ ଏକ ବଡ଼ ଘୋଷଣା କରିଛନ୍ତି । ସରକାର ସାରା ଦେଶରେ କିଲୋ ପିଛା ୨୭ ଟଙ୍କା ୫୦ ପଇସା ଦରରେ ଅଟା ବିକ୍ରି…
ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କୁ ହତ୍ୟା କରାଯାଇ ନାହିଁ, ପାଣିରେ ବୁଡି ମୃତ୍ୟୁ ଘଟିଛି…
ରାଉରକେଲା: ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁକୁ ନେଇ ସାମ୍ନାକୁ ଆସିଲା ବଡ ଖବର । ସୁସ୍ମିତା ମିଞ୍ଜଙ୍କୁ ହତ୍ୟା କରାଯାଇ ନାହିଁ । ପାଣିରେ ବୁଡି ତାଙ୍କର ମୃତ୍ୟୁ ଘଟିଛି । ପୋଲିସ ହାତରେ ଲାଗିଥିବା ଭିସେରା ରିପୋର୍ଟ ରହିଛି…
ଦଳରୁ ବହିଷ୍କୃତ ହେଲେ କୋରାପୁଟ ବିଜେଡି ନେତା ରଘୁରାମ ମାଛ…
ଭୁବନେଶ୍ୱର:ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ବିଜେଡି ନେତା ରଘୁରାମ ମାଛଙ୍କୁ ଦଳରୁ ବହିଷ୍କୃତ କରିଛନ୍ତି । ଏ ନେଇ ସୋମବାର ଜାରି ଏକ ବିଜ୍ଞପ୍ତିରେ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।
ରଘୁରାମ ମାଛ କୋରାପୁଟ ନିର୍ବାଚନ ମଣ୍ଡଳୀର…
ପଞ୍ଜାବର ଆପ୍ ବିଧାୟକ ଜସବନ୍ତ ସିଂହ ଗଜ୍ଜନ ମାଜରାଙ୍କୁ ଉଠାଇ ନେଲା ଇଡି…
ଦିଲ୍ଲୀ ପରେ ଏବେ ପଞ୍ଜାବରେ ମଧ୍ୟ ଆମ୍ ଆଦମୀ ପାର୍ଟି ନେତାଙ୍କ ଅଡୁଆ ବଢ଼ିଛି। ପଞ୍ଜାବର ଆପ୍ ବିଧାୟକ ଜସବନ୍ତ ସିଂହ ଗଜ୍ଜନ ମାଜରାଙ୍କୁ ଉଠାଇ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏକ ପୁରୁଣା ବ୍ୟାଙ୍କ କେସ୍ ମାମଲାରେ ଇଡି ଆଜି ଏହି ଆପ୍ ବିଧାୟକଙ୍କୁ ଗିରଫ କରିଛି।…
ଗାଁ ମାଟିରେ ସହିଦ ଯବାନଙ୍କୁ ଶେଷ ସଲାମ…
ପୁରୀ:ଗାଁ ଶ୍ମଶାନରେ ଶେଷ ହୋଇଛି ବୀର ଯବାନ ପ୍ରତାପ ରଞ୍ଜନ ପରିଡାଙ୍କର ଶେଷ କୃତ୍ୟ । ପୁରୀ ଜିଲ୍ଲା ଗୋପ ବ୍ଲକ ମଲ୍ଲଗାଁରେ ତାଙ୍କର ଶେଷକୃ୍ତ୍ୟ ଏକ ଶୋକାକୂଳ ପରିବେଶରେ ରାଷ୍ଟ୍ରୀୟ ମର୍ଯ୍ୟଦାର ସହ ସମ୍ପନ୍ନ ହୋଇଛି । ବୀର ଯବାନଙ୍କ ଶେଷ ଦର୍ଶନ ପାଇଁ ଛକ ଓ ରାସ୍ତା…
ଦିଲ୍ଲୀରେ ଭୂକମ୍ପ ଅନୁଭୂତ…
ଦୋହଲିଲା ଦେଶର ରାଜଧାନୀ ଦିଲ୍ଲୀ। ଏନ୍ସିଆର୍ରେ ଆଜି ପୁଣି ଥରେ ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଛି। ତେବେ ଏଥିରେ କ’ଣ ସବୁ କ୍ଷୟକ୍ଷତି ଘଟିଛି ସେ ନେଇ କିଛି ସୂଚନା ମିଳି ନାହିଁ। ୩୦ ସେକେଣ୍ଡ ମଧ୍ୟରେ ଦିଲ୍ଲୀରେ ଦୁଇ ଥର ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଥିବା…
କନ୍ଧମାଳ, ଅନୁଗୁଳ ଓ ଗଜପତି ଜିଲ୍ଲାରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ମାଧ୍ୟମରେ ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତି ପଞ୍ଚାୟତ, ପ୍ରତି…
ବାୟୁ ପ୍ରଦୂଷିତ ହେବା ପଛରେ ହରିୟାଣା ଦାୟୀ : କେଜ୍ରିୱାଲ
ଦିଲ୍ଲୀରେ ବଢ଼ି ଚାଲିଛି ପ୍ରଦୂଷଣ ମାତ୍ରା। ରାଜଧାନୀର ଅନେକ ଅଞ୍ଚଳରେ ବାୟୁର ଗୁଣବତ୍ତା ଅତି ନିମ୍ନମାନର ରହିଛି। ଏହାରି ଭିତରେ ପ୍ରଦୂଷଣକୁ ନେଇ ଆରମ୍ଭ ହୋଇଛି ରାଜନୀତି। ସୋଶାଲ ମିଡିଆ ଜରିଆରେ ପରସ୍ପର ଉପରେ ଦୋଷ ଲଦାଲଦି ହୋଇଛନ୍ତି ବିଜେପି ଓ ଆମ୍ ଆଦମୀ ପାର୍ଟି। ।…