Sign in
Sign in
Recover your password.
A password will be e-mailed to you.
ମେରାଇନ ଡ୍ରାଇଭରେ ମୋ ବସ-କାର ଧକ୍କା: ଚାଳକ ମୃତ
ପୁରୀ:ପୁରୀ-କୋଣାର୍କ ମେରାଇନ ଡ୍ରାଇଭରେ ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା । ‘ମୋ ବସ’-କାର ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ କାର ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି । ଅନ୍ୟ ୫ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ଅବସ୍ଥା ଗୁରୁତର ଅଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ କଟକ…
ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଜବ ନୀତି : ଉନ୍ନୟନ ନାମରେ କୋଟି କୋଟି ଟଙ୍କାର ଟେଣ୍ଡେର ଫିକ୍ସିଂଙ୍ଗ ପାଇଁ…
ବ୍ରହ୍ମପୁର ୧୮-୯ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ କୋଟି କୋଟି ଟଙ୍କାର ଦୁର୍ନୀତି ପାଇଁ ଟେଣ୍ଡେର ଫିକ୍ସିଂଙ୍ଗ ପାଇଁ ପ୍ରୟାସ ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି। ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଥିବା ୧୮ ଗୋଟି ୱାର୍ଡ ରେ ଥିବା କଂକ୍ରିଟ ରୋଡ଼ ଉପରେ ଫେବର ରୋଡ଼ ନିର୍ମାଣ ପାଇଁ!-->!-->!-->…
ବୁଢୀଆଣି ଜାଲ ସଦୃଶ୍ୟ ଉମରକୋଟ ସହରର ଟ୍ରାଫିକ ସମସ୍ୟା…
ଉମରକୋଟ : ସହରର ଉନ୍ନତି ପ୍ରକଳ୍ପେ ସରକାରଙ୍କ ଠାରୁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଆସୁଛି ଏବଂ ବିଭିନ୍ନ ପ୍ରକାର ଉନ୍ନତି ମୂଳକ କାର୍ଯ୍ୟ କରିବା ନିମନ୍ତେ ନେତା ମନ୍ତ୍ରୀମାନେ କହୁଛନ୍ତି, ସୂଚନା ପ୍ରକାରେ ଉମରକୋଟ ସହରରେ ସାଧାରଣ ଜନତା ଠାରୁ ବୁଦ୍ଧିଯିବି ମାନଙ୍କ ମଧ୍ୟରେ!-->…
ଫୁଲବାଣୀ ଠାରେ ଆୟୋଜିତ ହେବ ଦୁଇ ଦିନିଆ ରାଜ୍ୟ ଆଇନଜୀବୀ ଅଧିବେଶନ…
ଫୁଲବାଣୀ,:ଚଳିତ ବର୍ଷ ଫୁଲବାଣୀ ଠାରେ ଆୟୋଜିତ ହେବ ରାଜ୍ୟ ଆଇନଜୀବି ସଙ୍ଘର ୫୨ ତମ ତଥା ଦୁଇ ଦିନିଆ ରାଜ୍ୟ ଆଇନଜୀବୀ ଅଧିବେଶନ। ସ୍ଥାନୀୟ ଵାର ଆସୋସିଏସନ ସମ୍ମିଳନୀ କକ୍ଷରେ ଆଜି ଫୁଲବାଣୀ ଜିଲ୍ଲା ବାର ଆସୋସିଏସନ ଓ ରାଜ୍ୟ ଓକିଲ ସଙ୍ଘ ତରଫରୁ ଅନୁଷ୍ଠିତ ଏକ ସଂଯୁକ୍ତ ସାମ୍ବାଦିକ!-->!-->!-->…
ଏସ.ୟୁ.ଜେ ଗଞ୍ଜାମ ଜିଲ୍ଲା ଶାଖା ଉପ ସଭାପତି ହେଲେ ବରିଷ୍ଠ ସାମ୍ବାଦିକ ନିରାକାର ସାହୁ, ସଞ୍ଜୀବ କୁମାର ଜେନା ଓ…
ବ୍ରହ୍ମପୁର ରାଜ୍ୟ ସାମ୍ବାଦିକ ସଙ୍ଘ (ଏସ.ୟୁ.ଜେ) ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଜରୁରୀ କାଳୀନ ବୈଠକ ରାଜ୍ୟ ସଭାପତି କୈଳାସ ଚନ୍ଦ୍ର ନାୟକ ଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ସମ୍ପାଦକ ହେମଙ୍ଗ ପ୍ରସାଦ ରାଉଳ ଙ୍କ ଅଧ୍ୟକ୍ଷତା ରେ ରାଜ୍ୟ!-->!-->!-->…
ଝଲକୁଛି ରାଜନଗର ବିଶ୍ଵକର୍ମା ପୂଜା ମଣ୍ଡପ, ମେଢ ପରିଦର୍ଶନ କରି ଆଶୀର୍ବାଦ ନେଲେ ଵିଧାୟକ…
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ଓ ପଟ୍ଟାମୁଣ୍ଡାଇରେ ନିର୍ମିତ ଵିଶ୍ବକର୍ମା ମେଢ ପରିଦର୍ଶନ କରି ଆଶୀର୍ବାଦ ନେଲେ ଶ୍ରୀଯୁକ୍ତ ବିଧାୟକ ଧୃଵ ସାହୁ.।ଏହି ପରିପ୍ରେକ୍ଷୀରେ ଜନଗହଳିରେ ଵିଧାୟକ ଶ୍ରୀଯୁକ୍ତ ସାହୁ ପଟ୍ଟାମୁଣ୍ଡାଇ ବିଶ୍ଵକର୍ମା ମେଢ ସବୁ ପରିକ୍ରମା କରିବା ପରେ ରାଜନଗର!-->…
ଜିଲ୍ଲା କୁମ୍ଭାର ସମାଜର ସାମ୍ବାଦିକ ସମ୍ମିଳନୀ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ସାମ୍ବାଦିକ ଭବନ ଫୁଲବାଣୀ ଠାରେ ଜିଲ୍ଲା କୁମ୍ଭକାର ସମାଜର ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଜିଲ୍ଲା କୁମ୍ଭକାର୍ ସମାଜ କନ୍ଧମାଳ ତା -୨୨.୦୫.୧୯୬୪ ମସିହା ଠାରୁ ଅଣ ଆନୁଷ୍ଠାନିକ ଭାବରେ କାର୍ଯ୍ୟ କରି ତା -୧୬.୦୪.୧୮୯୩ ମସିହା ରେ ସରକାରୀ ସ୍ଥର ରେ!-->…
ରାଇକିଆ ବ୍ଳକରେ ସ୍ୱାତୀ ତରଫରୁ ଉନ୍ନତ କିସମର ମାଛ ଚାଷକୁ ପ୍ରୋତ୍ସାହନ
ଫୁଲବାଣୀ : ଅଗ୍ରଣୀ ସେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଆନୁକୁଲ୍ୟରେ ରାଇକିଆ ଅନ୍ତର୍ଗତ ରଣବା ଗ୍ରାମ ପଞ୍ଚାୟତର ବଡଗ ଓ କୋନସୁର ଗ୍ରାମ ଠାରେ ଆଦିବାସୀ ମାନଙ୍କ ଜୀବନ ଜୀବିକାର ବିକାଶକୁ ଦୃଷ୍ଟି ରେ ରଖି ସ୍ୱାତୀ ଓ ଆତ୍ମା, କନ୍ଧମାଳ ଦ୍ବାରା ପରିଚାଳିତ ସମନ୍ବିତ କୃଷି ମାଧ୍ୟମରେ ଲଗାତର ଅଭିନବ!-->…
ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ମିଳିଲା ଅନ୍ତର୍ଜାତୀୟ ରବୀନ୍ଦ୍ରନାଥ ଠାକୁର ସମ୍ମାନ
ଫୁଲବାଣୀ : ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ ତଥା କନ୍ଧମାଳର ଯଶ୍ୱସୀ କବି, କଥାକାର, ସଂଗଠକ ଓ ବୁଦ୍ଧିଜୀବୀ ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ମହାରାଷ୍ଟ୍ରର ସମତା ସାହିତ୍ୟ ଏକାଡେମୀ ତରଫରୁ ମର୍ଯ୍ୟାଦାଜନକ ଅନ୍ତର୍ଜାତୀୟ ରବୀନ୍ଦ୍ରନାଥ ଠାକୁର ସମ୍ମାନ ପ୍ରଦାନ କରାଯାଇଛି l ମହାରାଷ୍ଟ୍ରର!-->!-->!-->…