Sign in
Sign in
Recover your password.
A password will be e-mailed to you.
ଦାରିଙ୍ଗବାଡ଼ି ବ୍ଲକ ପ୍ରାଥମିକ ଶିକ୍ଷକ ସମୂହ ଛୁଟିରେ ରହିବା ସହ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ…
ଦାରିଙ୍ଗବାଡ଼ି(୧୪/୯) : ଦାରିଙ୍ଗବାଡ଼ି ବ୍ଲକର କାର୍ଯ୍ୟରତ ପ୍ରାଥମିକ ଶିକ୍ଷକମାନେ ସମୂହ ଛୁଟିରେ ରହିବା ସହ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ବସି ସେମାନଙ୍କ ଦାବିକୁ ନେଇ ଆନ୍ଦୋଳନକୁ ଜୋରଦାର କରିଛନ୍ତି। ପୂର୍ବରୁ ବିଭିନ୍ନ ପଞ୍ଚାୟତର ବିଭିନ୍ନ ବର୍ଗର!-->…
ଗଞ୍ଜାମ ଜିଲ୍ଲା ସରପଞ୍ଚ ମହାସଂଘ ପକ୍ଷରୁ ୧୫ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ଛତ୍ରପୁର : ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାକୁ ଅଣଦେଖା କରି ପଞ୍ଚାୟତରାଜ ବ୍ୟବସ୍ଥା କୁ ଅସାମ୍ବିଧାନିକ ଭାବେ ଖୁର୍ଣ୍ଣ କରୁଥିବାରୁ ଗୁରୁବାର ଗଞ୍ଜାମ ଜିଲ୍ଲା ସରପଞ୍ଚ ମହାସଂଘ ପକ୍ଷରୁ ଏକ ୧୫ ଦଫା ଦାବିପତ୍ର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଛି!-->…
ଅନନ୍ତପୁର ଛକ ନିକଟରୁ ଗୋରୁ ବୋଝେଇ ଗାଡି ଜବତ : ଡ୍ରାଇଭର ଅଟକ
ଛତ୍ରପୁର : ଚମାଖଣ୍ଡି ଥାନା ଅନ୍ତର୍ଗତ ଅନନ୍ତପୁର ଛକ ନିକଟ ଜାତୀୟ ରାଜପଥରେ ଏକ ଗୋରୁ ବୋଝେଇ ଟ୍ରକ ଜବତ କଲା ଚମାଖଣ୍ଡି ଥାନା ପୋଲିସ l ଗୁରୁବାର ସକାଳୁ ଚମାଖଣ୍ଡି ଥାନା ର ସବ ଇନସିପେକ୍ଟର ମାନସୀ ସାହୁ ଓ ଥାନାର କିଛି କର୍ମଚାରୀ କୌଣସି ସୂତ୍ରରୁ ଖବର ପାଇ ହାଇୱା ପୋଲିସର ସହଯୋଗ ରେ ଉକ୍ତ!-->…
କୋଠା ଭୁଶୁଡିଲା କସବସା ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର…
ଦାରିଙ୍ଗବାଡ଼ି, ୧୪/୯, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ହାତିମୁଣ୍ଡା ଗ୍ରାମ ପଞ୍ଚାୟତ କସବସା ଗ୍ରାମର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ ଲଗାଣ ବର୍ଷାରେ ଗତ ସମବାର ୧୧ ତାରିଖ ଦିନ ସମୟ ପ୍ରାୟ ଅପରାହ୍ନ ୩ ଘଟିକା ରେ ଭୁଶୁଡି଼ ପଡ଼ିଥିବା ଖବର ହସ୍ତଗତ ହୋଇଛି।!-->!-->!-->…
କେନ୍ଦ୍ରୀୟ ବିଦ୍ୟାଳୟ ହିଞ୍ଜିଳିକାଟୁ ରେ ନୁତନ ଅଧ୍ଯକ୍ଷ ଙ୍କ ଯୋଗଦାନ…
ହିଞ୍ଜିଳିକାଟୁ ୧୪!୯ କେନ୍ଦ୍ରୀୟ ବିଦ୍ୟାଳୟ ହିଞ୍ଜିଳିକାଟୁ ରେ ନୁତନ ଅଧ୍ଯକ୍ଷ ଭାବେ ରଞ୍ଜନ କୁମାର ବେହେରା ଯୋଗ ଦେଇଛନ୍ତି । କେନ୍ଦ୍ରୀୟ ବିଦ୍ୟାଳୟ ହିଞ୍ଜିଳିକାଟୁ ର ଅଧ୍ଯକ୍ଷ ହରିହର ପଣ୍ଡା ଙ୍କ ୨୦୧୯ ମସିହାରେ ବଦଳି ପରେ ଅସ୍ଥାୟୀ ଅଧ୍ୟକ୍ଷ ଭାବେ ବିଦ୍ୟାଳୟ ରେ ଦୁଇ ଜଣ ଶିକ୍ଷକ ଙ୍କ!-->!-->!-->…
ଜମି ବିବାଦକୁ ନେଇ ଧନୁତୀରରେ ଆକ୍ରମଣ : ଆହତ ଭାଇ ମେଡିକାଲ ରେ ଭର୍ତ୍ତି…
ମାଲକାନଗିରି : କାଲିମେଳା ଅଞ୍ଚଳ ରେ ଜମି ବିବାଦକୁ ନେଇ ଭାଇ ଭାଇ ମଧ୍ୟରେ ଧନୁତୀର ସହ ଆକ୍ରମଣ ହୋଇଛି l ଏପରିକି ଶରୀରରେ ଚାରୋଟି ଟି ତୀର ପଶିଥିବା ସୂଚନା ମିଳିଛି l ହାତରେ ୩ ଟି ଓ ପିଠିରେ ଗୋଟିଏ ତିର ପଶିଥିବା ଦେଖାଯାଉଛି l ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମାଲଭରମ!-->!-->!-->…
ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ବୈଠକ…
ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ବୈଠକ ଅନୁଷ୍ଠିତ ହେବ। ଆସନ୍ତାକାଲି ଅତିରିକ୍ତ ବଜେଟକୁ ମିଳିପାରେ ଅନୁମୋଦନ। ଆସନ୍ତା ୨୨ ତାରିଖରୁ…
ଛାତ୍ର ସଂସଦ ନିର୍ବାଚନ ବନ୍ଦକୁ କଂଗ୍ରେସର ବିରୋଧ: ଅତନୁଙ୍କ ବାସଭବନ ଉପରକୁ ଅଣ୍ଡମାଡ…
ଭୁବନେଶ୍ୱର:ଛାତ୍ର ସଂସଦ ନିର୍ବାଚନ ବନ୍ଦକୁ ବିରୋଧ କରି ଗର୍ଜିଲା କଂଗ୍ରେସ । ପ୍ରତିବାଦରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ବାସଭବନ ଘେରିଲା ଛାତ୍ର କଂଗ୍ରେସ । ବାସଭବନ ଘେରାଉ ସହ ଅଣ୍ଡାମାଡ଼ କଲା ଛାତ୍ର କଂଗ୍ରେସ । ତୁରନ୍ତ ଛାତ୍ର ସଂସଦ ନିର୍ବାଚନ କରିବା ଦାବି…
ସ୍କୁଟି ରଖି ମହାନଦୀକୁ ଡେଇଁଲେ ଯୁବତୀ…
ସମ୍ବଲପୁର: ପୁଣି ମହାନଦୀର ଦ୍ୱିତୀୟ ସେତୁ ଜଣେ ଯୁବତୀ ଡେଇଁ ନିଖୋଜ। ସମ୍ବଲପୁର ଚାଉଁରପୁର ବ୍ରିଜ ଉପରୁ ଡେଇଁ ଜଣେ ଯୁବତୀ...
Source
ଛାତ୍ରଛାତ୍ରୀଙ୍କୁ ସ୍କୁଲ ନେଇ ଯାଉଥିବାବେଳେ ଡଙ୍ଗା ଓଲଟି ୧୪ ଜଣ ନିଖୋଜ
ସ୍କୁଲ ଛାତ୍ରଛାତ୍ରୀଙ୍କୁ ସ୍କୁଲ ନେଇ ଯାଉଥିବାବେଳେ ଡଙ୍ଗା ଓଲଟି ୧୪ ଜଣ ଛାତ୍ରଛାତ୍ରୀ ନିଖୋଜ ହୋଇଛନ୍ତି । ଏଭଳି ଭୟଙ୍କର ଦୁର୍ଘଟଣାରେ ୨୦ ଜଣ ସ୍କୁଲ ଛାତ୍ରଛାତ୍ରୀ ଉଦ୍ଧାର ହୋଇଥିବା ଜଣା ପଡ଼ିଛି । ତେବେ ଏହି ଡଙ୍ଗାରେ ୩୪ ଜଣ ଯାତ୍ରା କରୁଥିବାର ସୂଚନା ମିଳିଛି ।…