‘ଡାହାଣୀ ପ୍ରଥାକୁ ନା କୁହନ୍ତୁ‘ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନ କନ୍ଧମାଳ ଏବଂ ମହିଳା ଏବଂ ଶିଶୁ ବିକାଶ ବିଭାଗ, ଓଡିଶା ସରକାରଙ୍କ ଅନୁକୁଲ୍ୟରେ ‘ଡାହାଣୀ ପ୍ରଥାକୁ ନା କୁହନ୍ତୁ' ଶୀର୍ଷକ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇ

ବାଲିଗୁଡା: ଲଘୁଚାପ ଜନିତ ବର୍ଷା, ବିଭିନ୍ନ ନଦୀ ନାଳରେ ଜଳସ୍ତର ବୃଦ୍ଧି, ରାସ୍ତା ଉପରେ ପ୍ରବାହିତ ହେଉଛି ବର୍ଷା ଜଳ

ବାଲିଗୁଡା : ବୁଧବାର ସନ୍ଧ୍ୟାରୁ ଅଦ୍ୟାବଧି ସୁଦ୍ଧା ଲଗାଣ ବର୍ଷାରେ ବେହାଲ ସମଗ୍ର ବାଲିଗୁଡା ଉପଖଣ୍ଡ ଅଞ୍ଚଳ । ବାଲିଗୁଡ଼ା ଅଞ୍ଚଳରେ ଥିବା ଖଡ଼ଗ ନଦୀ, ରାହୁଳ ନଦୀ, ଆପ୍ରା ନାଳ ଭଳି ବିଭିନ୍ନ ନଦୀ ନାଳରେ ଜଳସ୍ତର ବୃଦ୍ଧି ପାଇଛି । ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବା ସହ ବିଭିନ୍ନ ସ୍ଥାନରେ

ପୂର୍ବ ଶତୃତାକୁ କେନ୍ଦ୍ର କରି ଆକ୍ରମଣ : ସଂଘବଦ୍ଧ ଆକ୍ରମଣରେ ଯୁବକ ଗୁରୁତର

ହିଞ୍ଜିଳିକାଟୁ (୧୪ା୯) : ବୁଧବାର ସନ୍ଧ୍ୟାରେ ହିଞ୍ଜିଳି ଥାନା ତଥା ସ୍ଥାନୀୟ ପୌରାଞ୍ଚଳ ରେଗିଡି ସାହି ଛକ ନିକଟରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଆକ୍ରମଣ ହୋଇଛି । ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇ କଟକ ବଡ ଡାକ୍ତରଖାନାରେ ଚିକିତ୍ସତ ହେଉଥିବା ଜଣାପଡିଛି । ଗୁରୁତର ଆହତ

ଆମେ ଜାଣିବା ଆମେ ଜିଣିବା ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ନେଇ କାର୍ଯ୍ୟକ୍ରମ

ମାଲକାନଗିରି (୧୪।୯) : ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ପାଣ୍ଡ୍ରିପାଣି ପଞ୍ଚୟାତ ସ୍ଥିତ ଆଶ୍ରମ ବିଦ୍ୟାଳୟଠାରେ ଶିକ୍ଷା ଓ ବିଦ୍ୟାଳୟର ଉନ୍ନତି ନିମନ୍ତେ ଅଭିଭାବକଙ୍କ ସହଭାଗିତା (ପେରେଂଟସ ଆଜ ପାର୍ଟନର) ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ

ଜିଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ରେଳବାଇ କ୍ରିୟାନୁଷ୍ଠାନ କମିଟିର ଦାବୀ ପତ୍ର ପ୍ରଦାନ

ଫୁଲବାଣୀ : କନ୍ଧମାଳ ରେଳବାଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କମିଟି ଅଧ୍ୟକ୍ଷ କମଳାକାନ୍ତ ପାଣ୍ଡେଙ୍କ ନେତୃତ୍ବରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲଙ୍କୁ ଗୁରୁବାର ସଂନ୍ଧ୍ୟାରେ ଭେଟି ଏକସ୍ମାରକ ପତ୍ର ପ୍ରଦାନ କରାଯାଇଛି l ଗୋପାଲପୁର - ସମ୍ବଲପୁର ଭାୟା ଫୁଲବାଣୀ ଦେଇ ପ୍ରସ୍ତାବିତ

ଚାଉଳ ପାଇଁ ପଞ୍ଚାୟତ ଘେରିଲେ ଶତାଧିକ ମହିଳା

ବାଲିଗୁଡ଼ା : ବକେୟା ଚାଉଳ ମିଳିନଥିବା ନେଇ ତାତିଲେ ମହିଳା । ଏମିତି କି ରାଜରାସ୍ତା କୁ ଆସି ପ୍ରଶାସନ ବିରୁଦ୍ଧରେ ନାରାବାଜି କରିବା ସହ ପଞ୍ଚାୟତ ଅଫିସ ଘେରାଉ କରିଥିଲେ । ଏଭଳି ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ଚାଞ୍ଚେଡି ଗ୍ରାମ ପଞ୍ଚାୟତରେ

ତିନିଦଫା ଦାବୀ ପୂରଣ ପାଇଁ ବାଲିଗୁଡା ବ୍ଲକ ପ୍ରାଥମିକ ଶିକ୍ଷକଙ୍କ ଗଣଧାରଣା ଅଷ୍ଟମ ଦିନରେ : ପାଠପଢା ଠପ୍

ବାଲିଗୁଡ଼ା : ରାଜ୍ୟ ସରକାରଙ୍କ ନାଲି ଆଖି ସତ୍ୱେ ରାଜ୍ୟ ଶିକ୍ଷକ ସଙ୍ଘ ଆହ୍ବାନକ୍ରମେ କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷା ସତ୍ବେ ମଧ୍ୟ କନ୍ଧମାଳ ଜିଲ୍ଲାର ୧୨ ଟି ବ୍ଲକ ର ୧୬୨୦ ବିଦ୍ୟାଳୟ ର ଆଠ ହଜାର ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟତ୍ରୀ ଆନ୍ଦୋଳନ ରେ ସାମିଲ ହୋଇ ବ୍ଲକ ଶିକ୍ଷାଧିକାରୀ ଙ୍କ

ମୃତକ ହୋମଗାର୍ଡ ପରିବାର ବର୍ଗଙ୍କୁ ସହାୟତା

ଫୁଲବାଣୀ : କନ୍ଧମାଳ ଜିଲ୍ଲା କେ ନୂଆଗାଁ ଥାନାର ହୋମଗାର୍ଡ ସଂଘ କର୍ମକର୍ତ୍ତା ଏବଂ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତାଙ୍କ ଆଲୋଚନା ପ୍ରକାର କେ ନୂଆଗାଁ ଥାନାରେ କାର୍ଯ୍ୟରତ ହୋମଗାର୍ଡ କୃଷ୍ଣଚନ୍ଦ୍ର ନାୟକଙ୍କ ବାପାଙ୍କ ସାରଙ୍ଗଗଡ଼ ଥାନା ଅଞ୍ଚଳର କଲୋନୀ ସାହିରେ ମୃତ୍ୟୁ ବରଣ

ବିଜେଡିର ମିଶ୍ରଣ ପର୍ବ, ହିଞ୍ଜିଳିକାଟୁ ପୌରପରିଷଦ ୪ ସ୍ୱାଧୀନ ୱାର୍ଡ ମେମ୍ବର ବିଜେଡିରେ ଯୋଗଦାନ

ହିଞ୍ଜିଳିକାଟୁ (୧୪/୯) : ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି ଅନ୍ତର୍ଗତ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ଥିବା ଗେଷ୍ଟହାଉସ ଗୃହରେ ଵିଜେଡି ନଗର ଶାଖା ତରଫରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି ୪ନଂ ସ୍ବାଧିନ ୱାର୍ଡ ମେମ୍ବର ରଞ୍ଜିତା ଚୌଧୁରୀ,୧୧ନଂ

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ରୋଗୀ କଲ୍ୟାଣ ସମିତିର ପରିଚାଳନା କମିଟି ବୈଠକ

ଛତ୍ରପୁର : ସ୍ଥାନୀୟ ଉପଖଣ୍ଡ ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ରୋଗୀ କଲ୍ୟାଣ ସମିତିର ପରିଚାଳନା କମିଟି ବୈଠକ କମିଟିର ଅଧ୍ୟକ୍ଷ ତଥା ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ରୋଗୀଙ୍କ ପାଇଁ ସମସ୍ତ