Sign in
Sign in
Recover your password.
A password will be e-mailed to you.
ଗଣମାଧ୍ୟମ ଆଙ୍କରଙ୍କୁ ବୟକଟ କରିବା ଦୁର୍ଭାଗ୍ୟଜନକ : ଅପରାଜିତା
ଜୟପୁର: ‘ଇଣ୍ଡିଆ’ ମେଣ୍ଟ ହତାଶ ହୋଇପଡିଛି । କିଛି ଗଣ ମାଧ୍ୟମର ଆଙ୍କର ମାନଙ୍କୁ ବୟକଟ କରିବା ନିଷ୍ପତି ଦୁର୍ଭାଗ୍ୟ ଜନକ । ଏପରିୂ ନିଷ୍ପତ୍ତି ଅତ୍ୟନ୍ତ ନିନ୍ଦନୀୟ ଏବଂ ରାଷ୍ଟ୍ରପାଇଁ ବିପଦ ଜନକ । ଏମିତି କହି ସ୍ୱାଭିମାନ ଅଞ୍ଚଳରେ ଏନଡିଏ ବିରୋଧି ମହାମେଣ୍ଟ ଇଣ୍ଡିଆ ଉପରେ…
କ୍ଷୀରର ବକେୟା ୪୦୦ ଟଙ୍କା ପାଇଁ ଗୁଳି କରି ୩ ଜଣଙ୍କୁ ହତ୍ୟା
ବିହାରର ରାଜଧାନୀ ପାଟନା ନିକଟ ଫତୁହାରେ ପଇସା ଲେଣଦେଣକୁ ନେଇ ୩ ଜଣଙ୍କୁ ହତ୍ୟା କରାଯାଇଛି। ଫତୁହା ଥାନା ଅଧୀନ ସୁରଙ୍ଗାପର ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। କ୍ଷୀରର ବକେୟା ପଇସାକୁ ନେଇ ଏଠାରେ ଆଖିବୁଜା ଗୁଳିମାଡ଼ ହୋଇଥିଲା। ଏଥିରେ ୪ ଜଣଙ୍କ ଦେହରେ ଗୁଳି ବାଜିଥିଲା।…
ଲୋକମାନ୍ୟ ତିଲକ ଏକ୍ସପ୍ରେସରୁ ମୃତଦେହ ଉଦ୍ଧାର…
ପୁରୀ: ଟ୍ରେନରୁ ରକ୍ତାକ୍ତ ମୃତଦେହ ଉଦ୍ଧାର। ପୁରୀରେ ମୁମ୍ବାଇ- ପୁରୀ ଲୋକମାନ୍ୟ ତିଲକ ଏକ୍ସପ୍ରେସରୁ ମୃତଦେହ ଉଦ୍ଧାର ହୋଇଛି। ସକାଳ ୧୧ଟାରେ ଷ୍ଟେସନରେ ପହଞ୍ଚି ସମସ୍ତ ଯାତ୍ରୀ ଓହ୍ଲାଇବା ପରେ ଆରପିଏଫ କର୍ମଚାରୀ ଟ୍ରେନକୁ ଯାଞ୍ଚ କରିଥିଲେ। ବଗିରେ ଏକ…
ସରୁନି ଏନକାଉଣ୍ଟର, ଜଣେ ଯବାନ ନିଖୋଜ…
ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଆରମ୍ଭ ହୋଇଥିବା ଏନକାଉଣ୍ଟରକୁ ୫୦ ଘଣ୍ଟାରୁ ଅଧିକ ସମୟ ବିତି ଗଲାଣି। ତଥାପି ସେଠାରେ ଗୁଳି ବିନିମୟ ଜାରି ରହିଛି। ଡ୍ରୋନ ଠାରୁ ଆରମ୍ଭ କରି ସେନା ପକ୍ଷରୁ ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଉଥିଲେ ହେଁ…
ହନିଟ୍ରାପ୍ କୁଇନ ଇରାନୀ ପାତ୍ର ଗିରଫ ମାମଲା, ରିମାଣ୍ଡରେ ଆସିବେ ସ୍ୱାମୀ ନିଶିକାନ୍ତ ପାତ୍ର…
ଭୁବନେଶ୍ଵର: ହନିଟ୍ରାପ୍ କୁଇନ ଇରାନୀ ପାତ୍ର ଗିରଫ ମାମଲାରେ ରିମାଣ୍ଡରେ ଆସିବେ ସ୍ୱାମୀ ନିଶିକାନ୍ତ ପାତ୍ର । ୫ ଦିନ ରିମାଣ୍ଡ ଆବେଦନ କରିବ ତମାଣ୍ଡୋ ପୋଲିସ । ଏସଡିଜେଏମ୍ଙ୍କ କୋର୍ଟରେ କରିବ ଆବେଦନ । ରିମାଣ୍ଡରେ ଆସିଲେ ଖୋଲିବ ହାନିଟ୍ରାପ୍ ଲିଙ୍କ । ଆଗକୁ ଇରାନୀକୁ ମଧ୍ୟ…
ଲସ୍କର ଲିଙ୍କରେ ଥିବା ୨ ଆତଙ୍କୀ ଗରିଫ
ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କୀ ସଂଗଠନ ଲସ୍କର-ଇ-ତାଏବା ସହ ଲିଙ୍କ ରଖିଥିବା ୨ ଜଣଙ୍କୁ ଗିରଫ କରିଛନ୍ତି ସୁରକ୍ଷାକର୍ମୀ। ଗୁରୁବାର ରାତିରେ ଏମାନଙ୍କୁ ଜମ୍ମୁ-କଶ୍ମୀରର ବାରମୁଲ୍ଲା ଠାରୁ ଧରା ଯାଇଛି। ସେମାନଙ୍କ ଠାରୁ ପିସ୍ତଲ, ଗ୍ରେନେଡ ଓ ଅନ୍ୟାନ୍ୟ…
୪ ଓଡ଼ିଆ ମୃତ, ୩ ଆହତ…
ଆନ୍ଧ୍ର ପ୍ରଦେଶରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଓଡ଼ିଆ ମୃତ। ଚିତ୍ତୋର ଜିଲ୍ଲା ତାଭାନପଲ୍ଲୀ ମଣ୍ଡଳର ତାଲାଗୁଣ୍ଡଲା ପଲ୍ଲୀ ଗାଁ ନିକଟରେ ଏହି ଭୀଷଣ ଦୁର୍ଘଟଣା ଘଟିଛି। ଓଡ଼ିଶାର ଏକ ପରିବାରର ୭ ଜଣ ସଦସ୍ୟଙ୍କୁ ନେଇ ଏକ ଆମ୍ବୁଲାନ୍ସ ବେଙ୍ଗାଳୁରୁର ଡାକ୍ତରଖାନାକୁ…
ଏଡିଟର୍ସ ଗିଲ୍ଡ ମାମଲା, କେମିତି ଗୋଟିଏ ରିପୋର୍ଟ ଦେବା ଅପରାଧ? : ସୁପ୍ରିମକୋର୍ଟ
ମଣିପୁର ହିଂସା ଉପରେ ଗୋଟିଏ ରିପୋର୍ଟ ଦେଇଥିବା ଏଡିଟର୍ସ ଗିଲ୍ଡର ୪ ସଦସ୍ୟଙ୍କ ଅନ୍ତରୀଣ ଜାମିନକୁ ବଢ଼ାଇ ଦେଇଛନ୍ତି ସୁପ୍ରିମକୋର୍ଟ। ଏଡିଟର୍ସ ଗିଲ୍ଡର ୪ ଜଣ ସାମ୍ବାଦିକ ହିଂସା ଉପରେ ଗୋଟିଏ ରିପୋର୍ଟ ଦେଇଥିଲେ। ଏହାକୁ ବିରୋଧ କରି ମଣିପୁର ସରକାର ପୁଲିସ୍ରେ…
ବଢିଲା ସ୍କ୍ରବ ଟାଇଫସ ଚିନ୍ତା, ଜ୍ୱର ହେଲେ ତୁରନ୍ତ ପରୀକ୍ଷା କରାଇବାକୁ ଜନସ୍ବାସ୍ଥ୍ୟ ବିଭାଗର ପରାମର୍ଶ…
ଭୁବନେଶ୍ୱର: ଡେଙ୍ଗ ପରେ ଏବେ ରାଜ୍ୟରେ ବଢିଲା ସ୍କ୍ରବ ଟାଇଫସ ଚିନ୍ତା । ବରଗଡ ଏବଂ ସୁନ୍ଦରଗଡରେ ୬ ଜଣଙ୍କର ଏହି ସ୍କ୍ରବ ଟାଇଫସରେ ମୃତ୍ୟୁ ଘଟିବା ପରେ ସ୍ୱାସ୍ଥ୍ୟ ବିଭାଗ ସଚେତନ ହୋଇଛି । ସବୁ ଜିଲ୍ଲାକୁ ଏ ନେଇ ସତର୍କ କରାଯାଇଛି । ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏହାର…
ଟ୍ରେନରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା ବଗି
ଟ୍ରେନରେ ଲାଗିଲା ନିଆଁ। ହୁତୁହୁତୁ ହୋଇ ଜଳିଗଲା ବଗି। ନିଆଁରେ ଜଳି ପୋଡ଼ି ପାଉଁଶ ହୋଇଗଲା ବଗିରେ ଥିବା ଜିନିଷପତ୍ର। କିନ୍ତୁ ଅଳ୍ପକେ ବର୍ତ୍ତିଗଲେ ବଗିରେ ଥିବା ସମସ୍ତ ଯାତ୍ରୀ। ଆଜି ସକାଳେ ଗୁଜରାଟର ଗୋଧ୍ରା ଯାଉଥିବା ଗୋଟିଏ ମେମୁ ଟ୍ରେନରେ ଏପରି ଘଟଣା ଘଟିଛି।…