Sign in
Sign in
Recover your password.
A password will be e-mailed to you.
ଏଣିକି ବିନା ହେଲମେଟ୍ରେ ଗାଡ଼ି ଚଳାଉଥିଲେ ପରିବହନ ବିଭାଗ ପଠାଇବ ଇ-ଚାଲାଣ
ଭୁବନେଶ୍ୱର: ବିନା ହେଲମେଟ୍ ରେ ଗାଡ଼ି ଚଲେଇଲେ, ଟ୍ରାଫିକ୍ ନିୟମ ଅବମାନନା କଲେ ଏବେ ଗାଡ଼ି ମାଲିକଙ୍କ ପାଖକୁ ଯିବ ଇ-ଚାଲାଣ । ଆପଣ ଯଦି ଗାଡ଼ି ଚଲଉଛନ୍ତି କିମ୍ବା ଆପଣଙ୍କ ନାଁରେ କୌଣସି ଗାଡ଼ି ଅଛି ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଏଣିକି ଯେକୌଣସି ଲୋକ ବି…
ଦୁର୍ଦ୍ଦାନ୍ତ ଅପରାଧି ମନୋଜ ମହାରଣାକୁ ଏନ୍କାଉଣ୍ଟର…
କଟକ : ଆସୁଛି ପାର୍ବଣ ଋତୁ । କିନ୍ତୁ ତାପୂର୍ବରୁ ଅଶାନ୍ତ ହୋଇପଡିଛି କଟକ ସହର । ପୂଜା ପୂର୍ବରୁ କଟକରେ ଏନକାଉଣ୍ଟର ହୋଇଛି । କନ୍ଦରପୁର ଥାନା ମତ୍ତଗଜପୁର ଅଂଚଳ ଡକାୟତି ଘଟଣାର ମୁଖ୍ୟ ଅଭିଯୁକ୍ତ ମନୋଜ ମହାରଣାକୁ ଉତ୍ତମାପୁର…
ନଷ୍ଟ ହୋଇଯାଉଛି ଜମାକାରୀଙ୍କ ସତ୍ୟପାଠ, ଚିନ୍ତାରେ ଚିଟଫଣ୍ଡ କ୍ଷତିଗ୍ରସ୍ତ…
ଭୁବନେଶ୍ୱର: ଚିଟଫଣ୍ଡ କମିସନଙ୍କ କଟକସ୍ଥିତ କାର୍ଯ୍ୟାଳୟରେ ଟଙ୍କା ଫେରସ୍ତ ପାଇଁ ଦାଖଲ ହୋଇଥିବା ସତ୍ୟପାଠ ନଷ୍ଟ ହୋଇଯିବା ଏହଂ ହୋଇଯିବା ଭଳି ସ୍ଥିତି ପରେ ଓଡ଼ିଶାର ହଜାର ହଜାର ଚିଟଫଣ୍ଡ କ୍ଷତିଗ୍ରସ୍ତ ନିରାଶ ହୋଇଛନ୍ତି। କାଗଜପତ୍ରକୁ ଏକ କୋଠରୀର ଏକ କୋଣରେ ପୋକ ଖାଇବାକୁ ଦେଇ…
ଦାରିଙ୍ଗବାଡ଼ି ବ୍ଳକରେ ୧୫ଟି ସ୍ମାର୍ଟସ୍କୁଲର ଉଦ୍ଘାଟନ । ଭିସି ମାଧ୍ୟମରେ ଉଦଘାଟନ କଲେ ୫ଟି ସଚିବ…
ଦାରିଙ୍ଗବାଡି,୧୬/୯, କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକରେ ପର୍ଯ୍ୟାୟକ୍ରମେ ପ୍ରଥମେ ୨୦ ଟି ସ୍କୁଲ କୁ ସ୍ମାର୍ଟ ସ୍କୁଲ କରାଯିବା ପରେ ଶୁକ୍ରବାର ଆଉ ୧୫ ଟି ସ୍କୁଲ କୁ ସ୍ମାର୍ଟ ସ୍କୁଲ କରାଗଲା। ଭିସି ମାଧ୍ୟମରେ ୫ଟି ସଚିବ ଭିକେ ପାଣ୍ଡିଆନ ଏହାର ଉଦଘାଟନ କରିଛନ୍ତି। ଦାରିଙ୍ଗବାଡ଼ି!-->!-->!-->…
5-T କାମର ବକେୟା ଟଙ୍କା ନ ମିଳିବାରୁ ସ୍କୁଲ ଗେଟରେ ତାଲା ପକାଇଲେ ଠିକାଦାର ମାନେ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ ଅନ୍ତର୍ଗତ ବିଶିପଡା ସ୍ଥିତ ଶ୍ରୀଦେବୀ ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ ସ୍କୁଲରେ ରୂପାନ୍ତରିତ ହେବା ପରେ ମଧ୍ଯ ସହ ସହ ପିଲା ଆଜି ଗେଟ ବାହାରେ ସୂଚନା ଯୋଗ୍ୟ ଗତ ଦୁଇ ବର୍ଷ ତଳେ ଶ୍ରୀ ଦେବୀ 5ଟି ସ୍କୁଲ ର ରୂପାନ୍ତରିତ ପାଇଁ ଠିକାଦାର ନିୟୋଜିତ!-->…
୨୩ବର୍ଷର ବିଜେଡ଼ି ଶାସନ ବିରୋଧରେ ଗର୍ଜିଲେ ବିଜେପି ସାଂସଦ ଅପରାଜିତା
ମାଲକାନଗିରି(୧୫/୦୯) ମାଲକାନଗିରି ଜିଲ୍ଲାର ନିଜ ଗ୍ରସ୍ତ ଅବସରରେ ୨୩ବର୍ଷର ବିଜେଡ଼ି ଶାସନ ବିରୋଧରେ ଗର୍ଜିଲେ ବିଜେପିସାଂସଦ ଅପରାଜିତା । ଜିଲ୍ଲାର ଶତକଡ଼ା ୭୫ ପ୍ରତିଶତ ଶ୍ରମିକ, ଚାଷୀ ହୋଇଥିବା ବେଳେ ରୋଜଗାର ଅଭାବରୁ ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ ଯାଉଛନ୍ତି ମାଲକାନଗିରି ବାସିନ୍ଦା ।!-->…
ଗାଡିରେ ମେଡିକାଲ ଯାଉଥିବା ଗର୍ଭଵତୀ ମହିଳାଙ୍କର ବାଟରେ ମୃତ୍ୟୁ
ରାଜନଗର(୧୫/୦୯) : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ତାଳଚୁଆ ପଞ୍ଚାୟତର ଭଞ୍ଜପ୍ରସାଦ ଗ୍ରାମର ନିତାଇ ଗିରିଙ୍କ ସ୍ତ୍ରୀ ଶସ୍ମିତା ଗିରି ଆଜି ଭୋର ସମୟରେ ଝାଡା ଯାଇ ପୋଖରୀରେ ଶୌଚ ସମୟରେ ବୁଡିଯାଇଥିଲେ । ସ୍ତ୍ରୀ ଶସ୍ମୀତାଙ୍କର ଫେରିବା ବିଳମ୍ଵ ହେବାରୁ ସ୍ବାମି ନିତାଇ ଓ ତାଙ୍କ ଶଳା!-->…
ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଆଗରେ ସ୍କୁଲ ଶିକ୍ଷକଙ୍କ ଗଣଧାରଣା
ହିଞ୍ଜିଳିକାଟୁ (୧୫/୫) : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ, ଓଡିଶା ଙ୍କ ଆହ୍ଵାନ କ୍ରମେ ସାରା ରାଜ୍ୟରେ ଶିକ୍ଷକ ଙ୍କ “ସମୁହଛୁଟି” ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ବ୍ଲକ୍ ର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର!-->…
ଆସିଲା ନୂଆ ଧାନ ସଂଗ୍ରହ ନୀତି, ଉଚ୍ଛେଦ ହେବ ୩୫ଟି ଟୋଲ୍ ଗେଟ୍…
ଭୁବବନେଶ୍ବର: ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ବପୂର୍ଣ୍ଣ ବୈଠକରେ ଶୁକ୍ରବାର ୧୯ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଲୋକେସନ୍ ଆକ୍ସେସିବିଲିଟି ମଲ୍ଟି-ମୋଡାଲ୍ ଇନିସିଏଟିଭ୍ (ଲକ୍ଷ୍ମୀ) ଉପରେ ମୋହର…
‘ବିଶ୍ୱକର୍ମା ଯୋଜନା’ ଦ୍ୱାରା ସାଧାରଣ କାରିଗରମାନେ ହେବେ ଉପକୃତ: ପ୍ରତାପ ଷଡଙ୍ଗୀ…
ଭୁବନେଶ୍ୱର: କାରିଗରମାନେ ସମାଜର ସୌନ୍ଦର୍ଯ୍ୟ କରଣ କରୁଛନ୍ତି କିନ୍ତୁ ତାଙ୍କ ବିଷୟରେ ସମାଜରେ କେହି ଚିନ୍ତା କରୁନଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ “ବିଶ୍ୱକର୍ମା ଯୋଜନା”ର ଆରମ୍ଭ କରିଛନ୍ତି। ଏହି ଯୋଜନା ଦ୍ୱାରା ଗ୍ରାମୀଣ ଓ ସହରାଚଂଳର…