Sign in
Sign in
Recover your password.
A password will be e-mailed to you.
ମେଡିକାଲ ବିଲ୍ଡିଂରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସୋର : ସୋର ଡାକ୍ତରଖାନା ପରିସରରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ମେଡ଼ିକାଲ ପରିସର ସିଡ଼ି ପାହାଚରେ ଥିବା ଫାୟାର ରେଲିଂରେ ଝୁଲନ୍ତା ଅବସ୍ଥାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ ।
ସୂଚନା…
ଅସୁସ୍ଥ ହାତୀଛୁଆକୁ ଛାଡ଼ି ପଳାଇଲା ମାଆ, ଚିକିତ୍ସା ଜାରି…
କରଞ୍ଜିଆ : ଅସୁସ୍ଥ ହାତୀଛୁଆକୁ ଛାଡ଼ି ପଳାଇଲା ମାଆ । କରଞ୍ଜିଆ ବନଖଣ୍ଡର ଭଅଁରା ହୁଡିସାହି ନିକଟରେ ଅସୁସ୍ଥ ହାତୀ ଛୁଆ ଉଦ୍ଧାର । ଅସୁସ୍ଥ ହାତୀ ଛୁଆକୁ ଉଦ୍ଧାର କରିବା ସହ ଚିକିତ୍ସା ଆରମ୍ଭ କରିଛନ୍ତି କରଞ୍ଜିଆ ବନଖଣ୍ଡ ଅଧିକାରୀ।
ସୂଚନା ଅନୁସାରେ ଗତକାଲି ୨୨ ଟିକିଆ ହାତୀପୋଲ…
୪ ଓଡିଆ କଳାକାରଙ୍କୁ ମିଳିବ ସଙ୍ଗୀତ ନାଟକ ଏକାଡେମୀ ଅମୃତ ପୁରସ୍କାର…
ଭୁବନେଶ୍ବର: ୪ ଜଣ ଓଡିଆ କଳାକାରଙ୍କ ମିଳିବ ସଙ୍ଗୀତ ନାଟକ ଏକାଡେମୀ ଅମୃତ ପୁରସ୍କାର । ଓଡିଶାର ୪ ଜଣ କଳାକାରଙ୍କୁ ଏହି ପୁରସ୍କାର ମିଳିବ । ଏହି ୪ କଳାକାର ହେଉଛନ୍ତି ଛଉ ନୃତ୍ୟ ଶିଳ୍ପୀ ସିଦ୍ଧେଶ୍ବର ଦାଶ, ଥିଏଟର ଏଳାକାର ଅନ୍ନତ ମହାପାତ୍ର , ଲୋକସଙ୍ଗୀତ…
ମନ୍ଦିରରେ ଗର୍ଭଗୃହରେ ପଶିଲା ପାଣି; ମା’ ଭଟ୍ଟାରିକାଙ୍କ ବିଗ୍ରହ ସ୍ଥାନାନ୍ତର
ଆଠଗଡ: ଗତ କିଛି ଦିନ ହେବ ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ସବୁଠି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଆଠଗଡ ବଡମ୍ବା ମାଆ ଭଟ୍ଟାରିକାଙ୍କ ମନ୍ଦିରରେ ବନ୍ୟା ଜଳ ପଶିଛି । ମନ୍ଦିର ବେଢ଼ା ଦେଇ ମନ୍ଦିରରେ ପ୍ରବେଶ କରିଛି ବନ୍ୟା ପାଣି ।…
ଲକ୍ଷ୍ମୌରେ ଘର ଭୁଶୁଡି ଗୋଟିଏ ପରିବାରର ୫ ଜଣ ମୃତ…
ଲକ୍ଷ୍ମୌ: ଏକାସାଙ୍ଗରେ ଚାଲିଗଲେ ଗୋଟିଏ ପରିବାରର ୫ ଜଣ ସଦସ୍ୟ। ଘର ଭୁଶୁଡି ପଡିବାରୁ ଏପରି ଏକ ଦୁଃଖଦ ଘଟଣା ଘଟିଛି। ଉତ୍ତର ପ୍ରଦେଶରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ।
ସୂଚନା ଅନୁସାରେ, ଲକ୍ଷ୍ମୌର ଏକ କଲୋନୀରେ ଥିବା ଏକ ପୂରୁଣା ଘର ଭୁଶୁଡି…
ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର, ୨ ଆତଙ୍କୀ ନିପାତ…
ଜାରି ରହିଛି ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ। ବିଗତ 4 ଦିନ ହେବ ବିଭିନ୍ନ ଜିଲ୍ଲାରେ ହମଲା କରୁଛନ୍ତି ଆତଙ୍କୀ। ଏହାର ପ୍ରତିଜବାବ ଦେଉଛନ୍ତି ସୁରକ୍ଷାକର୍ମୀ। ଏହିପରିପ୍ରେକ୍ଷୀରେ ଆଜି ଆଉ ଦୁଇ ଜଣ ଆତଙ୍କୀଙ୍କୁ ନିପାତ ହୋଇଥିବା…
କେରଳରେ ନିପା ଭାଇରସ ଆତଙ୍କ; ୨୪ ଯାଏ ଶିକ୍ଷାନୁଷ୍ଠାନ ଛୁଟି…
କେରଳରେ ଆତଙ୍କ ସୃଷ୍ଟି କରିଥିବା ନିପା ଭାଇରସକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର। ଏଯାଏ କେରଳରେ ଏହି ଭାଇରାସରେ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚି ସାରିଲାଣି। ମହାମାରୀ କରୋନା ଭାଇରସ ତୁଳନାରେ ନିପା ଭାଇରସର ମୃତ୍ୟୁହାର ଯଥେଷ୍ଟ ଧିକ ବୋଲି ଆଇସିଏମଆର…
ମା’ ହେଲେ ଆଇଏଏସ୍ ଟିନା ଡାବି, ଘରକୁ ଆସିଛି ଶିଶୁ ପୁତ୍ର…
ମା’ ହେଲେ ବହୁ ଚର୍ଚ୍ଚିତ ରାଜସ୍ଥାନର ଜୈସଲମେରର ଜିଲ୍ଲାପାଳ ଟିନା ଡାବି। ଗତକାଲି ଜୟପୁରର ଏକ ହସ୍ପିଟାଲରେ ଟିନା ନିଜ ପ୍ରଥମ ସନ୍ତାନକୁ ଜନ୍ମ ଦେଇଛନ୍ତି। ଆଇଏଏସ୍ ଟିନା ଡାବି ଓ ସ୍ୱାମୀ ପ୍ରଦୀପ ଗାୱେଣ୍ଡେଙ୍କ ଘରକୁ ଆସିଛି ଶିଶୁ ପୁତ୍ର । ପୁଅ ଜନ୍ମ କଥା…
ଚାଷୀଙ୍କ ଆଖିସାମ୍ନାରେ ଛେଳିକୁ ଗିଳିଲା ଅଜଗର…
ବାଲେଶ୍ଵର : ଚାଷୀଙ୍କ ଆଖିସାମ୍ନାରେ ଛେଳିକୁ ଗିଳିଲା ଅଜଗର । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ୍ ଢ଼ୋଲପୁର ଗାଁରେ । ଗାଁର ରମାକାନ୍ତ ସିଂ ଛେଳି ଚରାଇବା ପାଇଁ ନିକଟରେ ଥିବା ଦେବଗିରି ପାହାଡ଼କୁ…
ରାସ୍ତା କଡ଼ରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ…
ଅନୁଗୁଳ : ରାସ୍ତାରେ ପଡ଼ିଛି ମୃତଦେହ, ହତ୍ୟା ସନ୍ଦେହ । ଅନୁଗୁଳ ସଦର ଥାନା ଛେଳିଆପଡ଼ା ନିକଟରେ ଜଣେ ବ୍ଯକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । କେହି ହତ୍ଯାକରି ଫିଙ୍ଗି ଦେଇଥିବା ସନ୍ଦେହ । ମୃତ ବ୍ୟକ୍ତି ଜଣଙ୍କ ହେଲେ କାଙ୍ଗୁଲା ଗାଁର ସଗେଇ ବେହେରା ବୋଲି…