Sign in
Sign in
Recover your password.
A password will be e-mailed to you.
ବ୍ଳକସ୍ତରୀୟ / ଜୋନାଲ ସ୍ତରୀୟ କ୍ରୀଡା ମହୋତ୍ସବ ଉଦଘାଟିତ
ହିଞ୍ଜିଳିକାଟୁ (୧୬ା୯) : ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଶନିବାର ସ୍ଥାନୀୟ ପୌରାଞ୍ଚଳ ମିନି ଷ୍ଟାଡିୟମ ପରିସରରେ ବ୍ଳକସ୍ତରୀୟ କ୍ରୀଡା ମହୋତ୍ସବ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ବିଇଓ ଏସ. ଗିରିଧାରୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉତ୍ସବରେ ମୁଖ୍ୟ!-->…
ଵର୍ଷାଦାଣ୍ଡରେ ଆନ୍ଦୋଳନକାରୀ ଶିକ୍ଷକ, ପାଠପଢା ଠପ୍, ସ୍କୁଲରେ ତାଲା, ତଥାପି ନିଦାବିଷ୍ଣୁ ସରକାର
ରାଜନଗର(୧୬/୦୯) ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘର ଆହ୍ବାନ କ୍ରମେ ଆଠଦିନ ହେଵ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ତାଙ୍କର ତିନି ଦଫା ହକ୍ ଦାଵୀ କରି ସମୂହଛୁଟି ନେଇ ରାଜ୍ୟର ସମସ୍ତ ବ୍ଲକର ଵିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବର୍ଷାକୁ ଖାତିରି ନକରି ନାଚଗୀତରେ ପ୍ରତିବାଦ ଜଣାଇ ଧାରଣାରେ ବସିଥିବା!-->…
ଥାନାଠାରୁ ୨ଶହ ମିଟର ଦୂରରେ ବସଷ୍ଟାଣ୍ଡ ପରିସରରେ ଦମ୍ପତିଙ୍କ ଠାରୁ ଲୁଟ୍
ହିଞ୍ଜିଳିକାଟୁ(୧୬/୯) : ଅସୁରକ୍ଷିତ ହିଞ୍ଜିଳିକାଟୁ । ଦିବା ଆଲୋକରେ ମାତିଛନ୍ତି ଲୁଟେରା । ପୋଲିସକୁ ଭ୍ରୁକ୍ଷେପ ନ କରି ଥାନା ଠାରୁ ମାତ୍ର କେଇ ମିଟର ଦୂରରେ କରୁଛନ୍ତି ଛିନତାଇ । ହିଞ୍ଜିଳି ପୋଲିସ ଥାନା ଠାରୁ ମାତ୍ର ୨୦୦ ମିଟର ଦୂରରେ ଶନିବାର ବସଷ୍ଟାଣ୍ଡ ପରିସରରେ ଲୁଟ୍ ହୋଇଛି ।!-->…
ସନାତନ ଧର୍ମକୁ ନିପାତ କରିବାକୁ ଧମକପୂର୍ଣ୍ଣ ଅଭିଯୋଗକୁ ଭିତ୍ତିକରି ଥାନାରେ ରିପୋର୍ଟ…
ଉମରକୋଟ(୧୫/୦୯) : ଯୁଗଯୁଗ ଧରି ସାଧୁସନ୍ଥମାନେ ସନାତନ ଧର୍ମକୁ ପାଥେୟ କରି ନିଜର ତନ ମନ ଧନ ଦେଇ ଯୋଗ ସାଧନା କରି ଆସୁଛନ୍ତି, ଯେଉଁ ଧର୍ମକୁ ବିଶ୍ୱାସ କରି ଭାରତବର୍ଷର ହିନ୍ଦୁଧର୍ମ ଗଢି ଉଠିଛନ୍ତି l ବହୁବର୍ଷ ଧରି ଦେଖିବାକୁ ମିଳୁଛି ୧୨ବର୍ଷରେ ଥରେ କୁମ୍ଭ ମେଳାରେ ହଜାର ହଜାର 'ନାଗା!-->…
ଦିନଟେ ଘୁଞ୍ଚିଲା, ୨୧ ପରିବର୍ତ୍ତେ ୨୨ରେ ହେବ ବାଚସ୍ପତି ନିର୍ବାଚନ…
ଭୁବନେଶ୍ବର : ଦିନଟେ ଘୁଞ୍ଚିଲା ବାଚସ୍ପତି ନିର୍ବାଚନ। ୨୨ ତାରିଖ ସକାଳ ୯ଟାରେ ୩୦ରେ ହେବ ନିର୍ବାଚନ। ଏନେଇ ଆଜି ସୂଚନା ମିଳିଛି। ୨୧ ପରିବର୍ତ୍ତେ ୨୨ରେ ହେବ ବାଚସ୍ପତି ନିର୍ବାଚନ। ବାଚସ୍ପତି ନିର୍ବାଚନ ପାଇଁ ୨୧ ତାରିଖରେ ନାମାଙ୍କନ ଦାଖଲ କରାଯାଇଥିଲା। ନୂଆଖାଇ…
ଫ୍ରାଞ୍ଚାଇଜ ଦେବା ନାଁରେ କୋଟି କୋଟି ଠକେଇ, ମୁଖ୍ୟ ଅଭିଯୁକ୍ତ ଗିରଫ…
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା ଓ ଷ୍ଟାର୍ଟଅପ ଓଡିଶା ସହ ସହବନ୍ଧିତ ଥିବା ଦର୍ଶାଇ ଲୋକଙ୍କୁ ଫ୍ରାଞ୍ଚାଇଜ ଦେବାକୁ କହି ଦୁଇ କୋଟିଏରୁ ଅଧିକ ଟଙ୍କା ଠକିଥିବା ଜଣେ ଠକକୁ କମିସନରେଟ ପୁଲିସର ସ୍ବତନ୍ତ୍ର ଅପରାଧ ଶାଖା ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛ ଭୁବନେଶ୍ବର ଡିଏନ…
ପୁଣି ଥରେ ମୋଦୀ ହେଲେ ସର୍ବାଧିକ ଲୋକପ୍ରିୟ ନେତା…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବେ ଉଭା ହୋଇଛନ୍ତି। ଗ୍ଲୋବାଲ ଲିଡର ଅପ୍ରୋଭାଲ ସର୍ଭେ ଅନୁଯାୟୀ ଏହି ତାଲିକାରେ ଦ୍ବିତୀୟରେ ଥିବା ସ୍ୱିଜରଲାଣ୍ଡର ରାଷ୍ଟ୍ରପତି ଆଲେନ୍ ବର୍ସେଟଙ୍କ ତୁଳନାରେ ମୋଦୀଙ୍କ…
ସ୍କ୍ରବ ଟାଇଫସ୍ ଆତଙ୍କ; ବରଗଡ଼ ଯିବ ଭିମସାର ଟିମ୍
ସମ୍ବଲପୁର : ଜୀବନ ନେଉଛି ପୋକ । ଗାଁ ଗାଁରେ ଘାତକ ସାଜିଛି ସ୍କ୍ରବ ଟାଇଫସ୍ । ଏହି କୀଟ ଦ୍ୱାରା ଆକ୍ରାନ୍ତ ହୋଇ ବରଗଡରେ ୫ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଚିଗର୍ସ ନାମକ କୀଟ କାମୁଡିଲେ…
୯ କୋଟି ଟଙ୍କାରେ ବିକ୍ରି ହେଲା ଯୁବରାଣୀ ଡାଏନାଙ୍କ ‘ବ୍ଲାକ୍ ସିପ୍’ ସ୍ବେଟର୍
ନୂଆଦିଲ୍ଲୀ: ଯୁବରାଣୀ ଡାଏନାଙ୍କ ପ୍ରସିଦ୍ଧ ଲାଲ୍ ରଙ୍ଗର ‘ବ୍ଲାକ୍ ସିପ୍’ (କଳାମେଣ୍ଢା) ସ୍ବେଟର୍ ୯ କୋଟି ଟଙ୍କାରୁ ଅଧିକ ଦାମ୍ରେ ବିକ୍ରୟ ହୋଇଥିବା କଥା ‘ବିବିସି’ ରିପୋର୍ଟ କରିଛି। ଡାଏନା ପରିଧାନ କରିଥିବା ଯେତେ ସବୁ ପୋଷାକ ନିଲାମ ହୋଇଛି ତା’…
ପାର୍ବଣ ପୂର୍ବରୁ ଟୋଲ ଫ୍ରି ନମ୍ବର ଜାରି କଲା ଭୁବନେଶ୍ୱର କମିସନରେଟ୍ ପୁଲିସ୍…
ଭୁବନେଶ୍ବର: ଆଗକୁ ଆସୁଛି ଗଣେଶ ପୂଜା ଓ ଦଶହରା। ପାର୍ବଣ ପୂର୍ବରୁ ଭୁବନେଶ୍ବର କମିସନରେଟ ପୁଲିସ୍ ତା’ର ଆକ୍ସନ ପ୍ଲାନ ପ୍ରସ୍ତୁତ କରିସାରିଛି। ଏଥର ପୂଜାରେ ଦାଦାବଟି ମାଗୁଥିବା କୁଜି ଗୁଣ୍ଡାମାନଙ୍କୁ ଘାଇଲା କରିବ ଭୁବନେଶ୍ୱର କମିସନରେଟ୍ ପୁଲିସ୍।…